ପୁନଃନିଯୁକ୍ତି ପାଇଁ ବିଭାଗ ନିଷ୍ପତ୍ତି ନିଏ ତାହେଲେ ବିଜ୍ଞାପନ ଜରିଆରେ ସୂଚିତ କରିବାକୁ ପଡିବ।
ଶିକ୍ଷା ବର୍ଷ ମଧ୍ୟରେ ଜାଲ ଜାତିଗତ ପ୍ରମାଣପତ୍ର, ଜାଲ ଆୟ ପ୍ରମାଣପତ୍ର, ଛାତ୍ରଛାତ୍ରୀ ନଥାଇ ବା ଭୂତ ନାଁ ରେ କୋଟି କୋଟି ଟଙ୍କାର ବୃତ୍ତି ଟଙ୍କା ହଡପ ହୋଇଛି।
ନୂଆ ଗାଇଡ୍ ଲାଇନ୍ ଜାରି କଲେ ରାଜ୍ୟ ସରକାର । ମୋଟ୍ ପଦବିର ୧ ପ୍ରତିଶତ ଦିଆଯାଇପାରିବ ପୁନଃନିଯୁକ୍ତି ।
ମରାମତି ପୂର୍ବରୁ ୧୮ରେ ପ୍ରାରମ୍ଭିକ ନିରୀକ୍ଷଣ ଓ ବୈଷୟିକ ଯାଞ୍ଚ । ASI ADGଙ୍କ ନେତୃତ୍ବ ଟିମରେ ରହିବେ କେନ୍ଦ୍ରୀୟ ସଂସ୍ଥାର ଏକ୍ସପର୍ଟ ।
ବରଗଡ଼ ଜିଲ୍ଲାପାଳଙ୍କୁ ମିଠା ପ୍ୟାକେଟ୍ ରେ ଟଙ୍କା ଦେଇ ବନ୍ଧାହେଲେ । ଛତିଶଗଡ଼ର ଏକ ସିମେଣ୍ଟ କମ୍ପାନୀର ସିଏମଓ ରାମଭବ ଗଟ୍ଟୁ ଗିରଫ ।
CRP-CM ସଂଘର ଗର୍ଜନ। ନିଖିଳ ଓଡ଼ିଶା ଜୀବିକା ମିଶନ ଶକ୍ତି Executive Committee ବା EC ସଂଘ ସଦସ୍ୟା ବି କରୁଛନ୍ତି ଚିତ୍କାର ।
କଳିଙ୍ଗ ନଗରର ଏକ ଆପାର୍ଟମେଣ୍ଟ ମାଲିକଙ୍କୁ ହୋଇଛି ସାଢ଼େ ୩ କୋଟିରୁ ଅଧିକ ଟଙ୍କାର ଫାଇନ୍। ତା’ସହ ଏନଓସି ନଥିବାରୁ ଆଉ ୪୦ ସଂସ୍ଥାକୁ ବି ହୋଇଛି ନୋଟିସ୍।
ଇତିହାସକୁ ବିକୃତ କରିବା ପାଇଁ କିଛି ଲୋକ ଅପଚେଷ୍ଟା କରୁଛନ୍ତି. ସାମୟିକ ସଫଳତାର ଉଲ୍ଲାସରେ ମଦମତ୍ତ ନେତାମାନେ ଆଜି ନୂଆ ଇତିହାସ ଲେଖିବା ଆରମ୍ଭ କରିଛନ୍ତି।’
ଦ୍ରବ୍ୟ ଓ ସେବା କର ବିଲ ସଂଶୋଧିତ ହୋଇଥିବାବେଳେ ବିଭିନ୍ନ ବିଭାଗ ର ଖର୍ଚ୍ଚ ଦାବି ଆଲୋଚନ ହୋଇଛି। ଓଡିଶା ବିନିଯୋଗ ବିଲ ବି ପାରିତ ହୋଇଛି।
ଚୁନରା ସେବକ ଚଢ଼ୁଥିବା ସିକୁଳି ଦେଇ ଚଢ଼ି ଯାଇଥିବା ସୂଚନା । ବହୁ ଉଦ୍ୟମ କରି ଦଧିନଉତିକୁ ଚଢ଼ିଯାଇଥିବା ବ୍ୟକ୍ତିକୁ ତଳକୁ ଅଣାଗଲା ।
ପୁନର୍ଗଠନ ଆଳରେ ନୂଆ ନିଯୁକ୍ତି ବନ୍ଦ ଦାବି କଲେ EC ସଂଘର ହଜାର ହଜାର ମହିଳା । ଉପମୁଖ୍ୟମନ୍ତ୍ରୀ ପ୍ରଭାତି ପରିଡ଼ା କହିଲେ ଦାବି ପାଇଛୁ, ବିଚାର କରିବୁ ।
ବରପୁତ୍ରଙ୍କ ନାଁରେ ରେଭେନସାକୁ ନାମିତ କରିବାକୁ ଦାବି । ପୁରାତନ ଛାତ୍ର ନେତା ଓ ବୁଦ୍ଧିଜୀବିଙ୍କୁ ନେଇ ବୈଠକ ।
ମାମଲା ସହ ଆଦାୟ ହୋଇଛି ୩ ଲକ୍ଷ ୧୩ ହଜାର ଟଙ୍କାର ଫାଇନ୍ । ବିଧାନସଭାରେ ମନ୍ତ୍ରୀଙ୍କ ତଥ୍ୟ, ଖୋର୍ଦ୍ଧା- କଟକ ଓ ଗଞ୍ଜାମ ଜିଲ୍ଲାରେ ବେଶୀ ।
ରାଜ୍ୟସଭା ସାଂସଦ ପାର୍ଟି ଛାଡିବା ବେଳରେ ନବୀନଙ୍କ ଭିନ୍ନ ରଣନୀତି । କାଲି ରେଭେନ୍ସା ଓ ଓଡ଼ିଆ ଅସ୍ମିତା ପ୍ରସଙ୍ଗରେ ବିଜେପିକୁ ଟାର୍ଗେଟ୍ ।
ଦେଶର ସାଢେ ୪ କୋଟି ପରିବାର ଏବଂ ୬ କୋଟିରୁ ଅଧିକ ଲୋକ ସାମିଲ ହେବେ ବୋଲି କେନ୍ଦ୍ରମନ୍ତ୍ରୀ ଅଶ୍ବିନୀ ବୈଷ୍ଣବ ସୂଚନା ଦେଇଛନ୍ତି।
ରାଜ୍ୟରେ ପ୍ରାଥମିକ ଶିକ୍ଷା ବ୍ୟବସ୍ଥା ଭୁଶୁଡି ପଡ଼ିଥିବା କହିଲେ ମୁଖ୍ୟମନ୍ତ୍ରୀ । 'ପଂଚାୟତରେ ଗୋଦାବରୀଶ ଆଦର୍ଶ ବିଦ୍ୟାଳୟ ଖୋଲିବାକୁ ନିଆଯିବ ନିଷ୍ପତ୍ତି'।
ସତେ ଯେମିତି ରାଜ୍ୟ ରାଜଧାନୀର ପ୍ରିମିୟର ସରକାରୀ ଡାକ୍ତରଖାନା ଖାଲି ଭିଆଇପିଙ୍କ ସେବା ପାଇଁ ରହିଛି
କଳ, ବଳ ଆଉ କୌଶଳ ଲଗାଇ ଜାଲିଆତିର ସାଂଘାତିକ ଜାଲ ବିଛାଇ ଅଯୋଗ୍ୟ ଖାଇଚାଲିଛନ୍ତି ସରକାରୀ ଭତ୍ତା। ଅଭିଯୋଗ ଆସିଛି କେନ୍ଦ୍ରାପଡ଼ା ଆଳି ବ୍ଲକ ଅର୍ଗଳ ପଞ୍ଚାୟତରୁ
ପୂର୍ବ ସରକାର କେବଳ ନିର୍ବାଚନକୁ ଆଖି ଆଗରେ ରଖି ଘୋଷଣା କରିଦେଇଥିଲେ। ଏଥିପାଇଁ କୌଣସି ଲିଖିତ ପ୍ରସ୍ତାବ ନାହିଁ, କି ନୂଆ ସରକାରକୁ ସେଭଳି କିଛି ବିଧିବଦ୍ଧ ପ୍ରସ୍ତାବ ମିଳିନାହିଁ।