ସବୁଠୁ ସ୍ବଚ୍ଛ ଭୂତଳ ଜଳ । ହେଲେ ଦିନକୁ ଦିନ ତା ସ୍ତର ହ୍ରାସ ପାଉଥିବାରୁ ମନଇଛା ଉଠାଣ ଓ ଅପବ୍ୟବହାର ରୋକିବାକୁ କେନ୍ଦ୍ରୀୟ ଭୂତଳ ଜଳ ବୋର୍ଡ ୪ବର୍ଷ ତଳୁ ଆଣିଛି କଡ଼ା ଗାଇଡ୍ ଲାଇନ୍। ହେଲେ ରାଜଧାନୀ ଭୁବନେଶ୍ବରରେ ଏହାର ଖୋଲାଖୋଲି ଉଲ୍ଲଂଘନର ଆସିଛି ଖବର । କଳିଙ୍ଗ ନଗରର ଏକ ଆପାର୍ଟମେଣ୍ଟ ମାଲିକଙ୍କୁ ହୋଇଛି ସାଢ଼େ ୩ କୋଟିରୁ ଅଧିକ ଟଙ୍କାର ଫାଇନ୍। ତା’ସହ ଏନଓସି ନଥିବାରୁ ଆଉ ୪୦ ସଂସ୍ଥାକୁ ବି ହୋଇଛି ନୋଟିସ୍।
Published By: Satyendu Shekher Mishra
Last updated: 11 September 2024, 11:15 PM IST
୫ କିଲୋଗ୍ରାମରୁ ଅଧିକ ଓଜନର ତେଲିଆ ବୋରେଇ ମାଛ କିଲୋ ପ୍ରତି ୫୦ ହଜାର ଟଙ୍କା । ସେହିପରି ଛୋଟ ଓ ବଡ଼ ମାଛର ପୁଟି ପାଇଁ ଅଲଗା ଦର ରହିଛି। ଭେକ୍ଟି, ସାପମାଛ ପୁଟି ମଧ୍ୟ ଅଧିକ ମୂଲ୍ୟରେ ବିକ୍ରି ହେଉଛି ।