• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Satyendu Shekher Mishra

ଶ୍ରୀମନ୍ଦିର ଦଧିନଉତି ଉପରକୁ ଚଢ଼ିଗଲା ଜଣେ ବ୍ୟକ୍ତି । ସୁରକ୍ଷା ବଳୟ ଭାଙ୍ଗି କିପରି ଦଧିନଉତି ଉପରକୁ ଚଢ଼ିଲା ଅସ୍ପଷ୍ଟ । ଚୁନରା ସେବକ ଚଢ଼ୁଥିବା ସିକୁଳି ଦେଇ ଚଢ଼ି ଯାଇଥିବା ସୂଚନା । ବହୁ ଉଦ୍ୟମ କରି ଦଧିନଉତିକୁ ଚଢ଼ିଯାଇଥିବା ବ୍ୟକ୍ତିକୁ ତଳକୁ ଅଣାଗଲା । 

ଦଧିନଉତି ଉପରକୁ ଚଢ଼ିଯାଇଥିବା ବ୍ୟକ୍ତି ଛତ୍ରପୁର ନିବାସୀ ବୋଲି କହିଲେ ପୁରୀ ଏସ୍‌ପି । ବୟସ୍କ ବ୍ୟକ୍ତି, ନର୍ଭସ ଅଛନ୍ତି, ଆଉ ଟିକେ ପରେ ପଚରାଉଚରା ହେବ ‘କ’ଣ ସୁରକ୍ଷା ତ୍ରୁଟି ଅଛି ଆନାଲିସିସ୍ ଚାଲିଛି’ । ବିସ୍ତୃତ ଭାବେ ତଦନ୍ତ କରିବୁ: ପିନାକ ମିଶ୍ର ଦଧିନଉତି ଉପରକୁ ଚଢ଼ିଥିବା ବ୍ୟକ୍ତିଙ୍କ ପ୍ରାଥମିକ ପ୍ରତିକ୍ରିୟା । ପତିତପାବନ ବାନା ଉଡ଼ିଯାଇଥିଲା ବୋଲି କହିଲେ ।

OTV is now on Whatsapp

Join and get latest news update delivered to you via whatsapp

Join Now