Massive Irregularities Alleged in Old Age Pension Scheme
ଭେଣ୍ଡିଆ ପାଉଛନ୍ତି ବାର୍ଦ୍ଧକ୍ୟ ଭତ୍ତା, ବୃଢ଼ାବୁଢ଼ି ହେଉଛନ୍ତି ହିନସ୍ତା। କଳ, ବଳ ଆଉ କୌଶଳ ଲଗାଇ ଜାଲିଆତିର ସାଂଘାତିକ ଜାଲ ବିଛାଇ ଅଯୋଗ୍ୟ ଖାଇଚାଲିଛନ୍ତି ସରକାରୀ ଭତ୍ତା। ଅଭିଯୋଗ ଆସିଛି କେନ୍ଦ୍ରାପଡ଼ା ଆଳି ବ୍ଲକ ଅର୍ଗଳ ପଞ୍ଚାୟତରୁ । ଏହାକୁ ଆପଣ ମହାଦୁର୍ନୀତି କହିପାରନ୍ତି କିମ୍ବା ନେତା-ସରକାରୀ ବାବୁଙ୍କ ମଧୁଚନ୍ଦ୍ରିକା ଭାବିପାରନ୍ତି । କେମିତି ଓ କାହା ନାଁରେ ହୋଇଛି ବାର୍ଦ୍ଧକ୍ୟ ଭତ୍ତା ଜାଲିଆତି? କେଳେଙ୍କାରୀ ପଛର କାହାଣୀ ଭିତରକୁ ଯିବା ପୂର୍ବରୁ ଅର୍ଗଳ ପଞ୍ଚାୟତର ଏହି ବୟସ୍କଙ୍କ ସଂପର୍କରେ ଆଗେ ଜାଣିନିଅନ୍ତୁ । ଯାହାଙ୍କ ନାଁ ଶରତ ଧଳ। ବୟସ ପ୍ରାୟ ୬୩ ବର୍ଷ। ପତ୍ନୀଙ୍କ ବୟସ ୬୧ ବର୍ଷ।
Advertisment
Advertisment
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)