• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Satyendu Shekher Mishra

Satyendu Shekher Mishra

Editor

ମୁଁ ସତ୍ୟେନ୍ଦୁ ଶେଖର ମିଶ୍ର । ୨୦୧୬ରୁ ମୁଁ ସାମ୍ବାଦିକତା କରି ଆସୁଛି । ଦୈନିକ ଖବର କା ...more

ମୁଁ ସତ୍ୟେନ୍ଦୁ ଶେଖର ମିଶ୍ର । ୨୦୧୬ରୁ ମୁଁ ସାମ୍ବାଦିକତା କରି ଆସୁଛି । ଦୈନିକ ଖବର କାଗଜ ଓଡ଼ିଶା ଭାସ୍କର ରୁ ମୋର ଏହି ନୂଆ ଜୀବନ ଆରମ୍ଭ । ଦୁଇରୁ ଅଢ଼େଇ ବର୍ଷ ସେଠାରେ sub-editor ଭାବେ କାର୍ଯ୍ୟ କରିବା ପରେ ଓଡ଼ିଶାର ପ୍ରଥମ ଡିଜିଟାଲ ନ୍ୟୁଜ ଚ୍ୟାନେଲ ARGUS ଜରିଆରେ ନିଜର ଡିଜିଟାଲ ମିଡିଆ କ୍ୟାରିୟର ଆରମ୍ଭ କଲି। ସେଠାରେ ୨ ବର୍ଷ କାମ କରିବା ପରେ ନନ୍ଦିଘୋଷ ଟିଭି ଡିଜିଟାଲ ରେ କାମ କରିବାକୁ ସୁଯୋଗ ପାଇଲି। ଆଉ ଏବେ ମୁଁ ଓଡ଼ିଶାର ୧ ନଂ ଚ୍ୟାନେଲ OTV ରେ କାର୍ଯ୍ୟରତ ।

less

Posts by Satyendu Shekher Mishra

Jammu Kashmir
ଜମ୍ମୁ-କାଶ୍ମୀରରେ ପୁଣି ଏନକାଉଣ୍ଟର ! ୨ ଆତଙ୍କୀ ନିହତ, ୨ ଯବାନ ସହିଦ

କଠୱାରେ ସୁରକ୍ଷାକର୍ମୀଙ୍କ ଗୁଳିରେ ଟଳିଲେ ୨ ଆତଙ୍କୀ । କିସ୍ତୱାଡରେ ଏନକାଉଣ୍ଟରରେ ୨ ଯବାନ ସହିଦ, ୨ ଆହତ ।

S Jaishankar
‘୧୯୮୪ରେ ଅପହୃତ ଏୟାର ଇଣ୍ଡିଆ ବିମାନରେ ଥିଲେ ମୋ ବାପା’

'ଯୁବ ଅଫିସର ଭାବେ ମୁଁ ବନ୍ଧକଙ୍କୁ ମୁକ୍ତ କରିବାକୁ ଡିଲ୍ କରୁଥିଲି ।’ ଜେନେଭାରେ ଭାରତୀୟ ସମୂହଙ୍କ ଆଗରେ ସ୍ମୃତି ବଖାଣିଲେ ବୈଦେଶିକ ମନ୍ତ୍ରୀ ।

Odisha Politics
୨୪ ନିର୍ବାଚନକୁ ନେଇ ହାଇକୋର୍ଟରେ ରେକର୍ଡ ମାମଲା !

ପରାଜିତ ପ୍ରାର୍ଥୀଙ୍କ ୩୦ଟି ମିଥ୍ୟା ସତ୍ୟପାଠ ମାମଲା । ଭୁଲ୍ ତଥ୍ୟ, ଶିକ୍ଷାଗତ ଯୋଗ୍ୟତା ଓ ଜାତି ପ୍ରମାଣପତ୍ରକୁ ନେଇ କେଶ୍ ।

Crime
ପ୍ରେମ-ପ୍ରତାରଣାର ସାଂଘାତିକ ସାଇଡ୍ ଇଫେକ୍ଟ, ପ୍ରେମିକାଙ୍କ ରହସ୍ୟଜନକ ମୃତ୍ୟୁ !

ସଂସାର ଆଶାରେ ଘର ଛାଡ଼ି ପ୍ରେମିକ ସହ ଥିବା ପ୍ରେମିକାର ପ୍ରାଣହାନୀ । ଖଣ୍ଡଗିରି ଅଞ୍ଚଳରେ ପ୍ରେମିକାର ଶବକୁ ଛାଡ଼ି ପ୍ରେମିକ ଗାୟବ ।

Odisha Politics
ପଲଟିଲା ସତ୍ତା। ହେଲେ ପରାଜୟକୁ ଗ୍ରହଣ କରିପାରୁନାହାନ୍ତି ପରାଜିତ ପ୍ରାର୍ଥୀ

ବିଜେଡି ବିଧାୟକଙ୍କ ବିରୋଧରେ ସର୍ବାଧିକ ମାମଲା ଦାୟର ହୋଇଛି। 

Crime
ପ୍ରେମ-ପ୍ରତାରଣାର ସାଂଘାତିକ ସାଇଡ୍ ଇଫେକ୍ଟ

୨ ଯୁବତୀଙ୍କ ମରଣ ପଛରେ ହତ୍ୟା ଭଳି ସଂଗୀନ ଅଭିଯୋଗ, ସଭ୍ୟ ସମାଜକୁ ଦୋହଲାଇ ଦେଇଛି। ଉଭୟ ଘଟଣାର ତଦନ୍ତ ଚଳାଇଛି ପୋଲିସ।

Odisha
ପୁରୀ ବେଳାଭୂମିରେ ଖୋଲିବନି ମଦ କୁଡ଼ିଆ !

ଖାଲି ପୁରୀ ନୁହେଁ ରାଜ୍ୟର ଅନ୍ୟ କୌଣସି ସ୍ଥାନରେ ଧର୍ମାନୁଷ୍ଠାନର ୫ କିଲୋମିଟର ପରିଧି ଭିତରେ ମଧ୍ୟ ମଦ କୁଡ଼ିଆ ନଖୋଲିବାକୁ ବିଧିବଦ୍ଧ ନିଷ୍ପତ୍ତି ହୋଇଛି।

Ravenshaw University
ରେଭେନ୍ସା ନାଁ ପରିବର୍ତ୍ତନ ସପକ୍ଷରେ ବାହାରିଲେ ଭର୍ତ୍ତୃହରି, ସମର୍ଥନ କରି ସାହିତ୍ୟିକ ହରପ୍ରସାଦ ଦେଲେ ପ୍ରସ୍ତାବ

ଆଲୋଚନା ଚକ୍ରରେ ଯୋଗଦେଇ, ସିଧା କହିଛନ୍ତି ଓଡିଆ ଲୋକ ଏବଂ ଓଡିଆ ଜାତିର ଅନୁଦାନରେ ତିଆରି ହୋଇଥିବା ଅନୁଷ୍ଠାନର ନାଁ ଜଣେ ଇଂରେଜ ନାଁରେ କାହିଁକି ରହିବ।

Odisha Politics
୨୭ ଜଣ ପୂର୍ବତନ ମନ୍ତ୍ରୀ ଓ ବିଧାୟକ ମାଡ଼ି ବସିଛନ୍ତି ସରକାରୀ କ୍ୱାର୍ଟର

ଏମାନଙ୍କ ମଧ୍ୟରେ ରହିଛନ୍ତି ପୂର୍ବତନ ମନ୍ତ୍ରୀ ପ୍ରଦୀପ କୁମାର ଅମାତ, ଅମର ପ୍ରସାଦ ଶତପଥୀ, ଦେବୀ ପ୍ରସାଦ ମିଶ୍ର, ରଜନୀକାନ୍ତ ସିଂ, ପ୍ରେମାନନ୍ଦ ନାୟକ, ପ୍ରୀତିରଞ୍ଜନ ଘଡାଇ, ରିତା ସାହୁ ଓ ସୁରେଶ ରାଉତରାୟଙ୍କ ଭଳି ନେତା।

Ravenshaw University
ତେଜୁଛି ରେଭେନ୍ସା ବିବାଦ ! କପିଳେନ୍ଦ୍ର ଦେବଙ୍କ ନାଁରେ ନାମିତ କରିବାକୁ ସାହିତ୍ୟିକଙ୍କ ପରାମର୍ଶ

ତୀବ୍ର ନିନ୍ଦା କଲା ହେରିଟେଜ୍ ଫୋରମ୍ । ନାଁ ପରିବର୍ତ୍ତନ ସପକ୍ଷରେ ଯୁକ୍ତି ବାଢ଼ିଲେ ସାଂସଦ ଭର୍ତ୍ତୃହରି ।

Odisha
ନିଷ୍ପତ୍ତି ବଦଳିଲା, ପୁରୀ ବେଳାଭୂମିରେ ମଦ କୁଡ଼ିଆ ବ୍ୟାନ୍

କୌଣସି ଧାର୍ମିକ ଅନୁଷ୍ଠାନର ୫ କିଲୋମିଟର ପରିଧିରେ ବି କଟକଣା । ସ୍ପଷ୍ଟ କଲେ ଅବକାରୀ ମନ୍ତ୍ରୀ, ବିଜ୍ଞପ୍ତି ଜାରି ।

Odisha Politics
ଛାଡୁନି କ୍ୱାର୍ଟର ମୋହ ! ପଦ ନଥାଇ ବି ସରକାରୀ ଘର ମାଡ଼ି ବସିଛନ୍ତି ୨୭ Ex-MLA

ଆଲର୍ଟ ସତ୍ତ୍ୱେ କ୍ୱାର୍ଟର ନପାଇ ଗେଷ୍ଟ ହାଉସରେ ରହୁଛନ୍ତି ବହୁ ମନ୍ତ୍ରୀ-MLA । ତୁରନ୍ତ କ୍ବାର୍ଟର ଖାଲି କରିବାକୁ ପୂର୍ବତନ ବିଧାୟକଙ୍କୁ ଜିଏ ନୋଟିସ୍ ।

Srimandir Security
ତେଜୁଛି ଜନତାଙ୍କ ଅସନ୍ତୋଷ, ବଢ଼ୁଛି ଭକ୍ତଙ୍କ ଉଦବେଗ

ଉଚ୍ଚତାକୁ ଖାତିର ନକରି କେମିତି ଚଢ଼ିଗଲେ ଗଞ୍ଜାମ ଛତ୍ରପୁରର ବଳରାମ ମହାରଣା ଓରଫ୍ ବାୟା?

Asteroid
ପୃଥିବୀ ସହ ଘଷି ହୋଇ ଯିବ 'ଆଷ୍ଟ୍ରଏଡ୍ ଆପୋଫିସ୍', ଧ୍ୱଂସ ହୋଇପାରେ ଗୋଟିଏ ମହାଦେଶ

ସତର୍କ କଲେ ଇସ୍ରୋ ମୁଖ୍ୟ ଏସ୍. ସୋମନାଥ । କଣ୍ଟିନେଣ୍ଟାଲ୍ ସ୍କେଲ୍ ଡିଭାଷ୍ଟେସନ୍ ରିସ୍କ ଥିବା କହିଲେ ।

Manoj Mishra
ୱେବ୍‌ ଚ୍ୟାନେଲ ବିରୋଧରେ ଅଭିଯୋଗ କଲେ ମନୋଜ

ଦ୍ୱିତୀୟ ବିବାହକୁ ନେଇ ଆକ୍ଷେପ କରାଯାଉଛି। ସାଇବର ପୋଲିସ ମନୋଜଙ୍କ ଏତଲାକୁ ଗ୍ରହଣ କରି ମାମଲା ରୁଜୁ କରିଛି ।

Sad Story
ମଲା ପରେ ମିଳିଲାନି କାଠ, ଭିକ ମାଗି ଶେଷକୃତ୍ୟ କଲା ଭଉଣୀ

ନୀଳଗିରି ବ୍ଲକ ଧୋବଶୀଳା ଗ୍ରାମରୁ ଆସିଛି ବିକଳ ଚିତ୍ର ।

Paradeep BJD
ଚରମ ସୀମାରେ ପାରାଦୀପ BJD କଳି, ସମ୍ବିତଙ୍କୁ ଦଳୀୟ କର୍ମୀଙ୍କ ଶାଣିତ ଆକ୍ରମଣ

ସାଙ୍ଗଠନିକ ବୈଠକକୁ ସମ୍ବିତ ରାଉତରାୟଙ୍କୁ ଡକାହେଲାନି । ପାରାଦୀପ ନଗର ବିଜେଡି ସଭାପତି ବସନ୍ତ ବିଶ୍ବାଳଙ୍କ ଅଧ୍ୟକ୍ଷତାରେ ବୈଠକ ।

Srimandir Security
କେହି କିଛି ଜାଣିପାରିଲେନି କେମିତି ? ଜଣେ ବୃଦ୍ଧ ଚଢ଼ିଗଲେ ଶ୍ରୀମନ୍ଦିର ଉପରକୁ !

ଦଧି ନଉତି ଯାଏଁ ଜଣେ 65 ବର୍ଷୀୟ ଭକ୍ତ ଚଢ଼ିଯିବାକୁ ନେଇ ଉଠିଲା ପ୍ରଶ୍ନ । ସେବାୟତ ଓ ସୁରକ୍ଷାକର୍ମୀଙ୍କ ଦାୟିତ୍ବପଣିଆ ଉପରେ ଭକ୍ତଙ୍କ ଅସନ୍ତୋଷ ।

Ratnabhandar
ଆଉ ବେଶୀ ଡେରି ନୁହେଁ ଶ୍ରୀମନ୍ଦିର ରତ୍ନଭଣ୍ଡାର ମରାମତି

ସରକାରଙ୍କ ଦ୍ୱାରା ନିର୍ଧାରିତ ଏସଓପି ଅନୁଯାୟୀ ASI ପକ୍ଷରୁ ଆସନ୍ତା ୧୮ ତାରିଖରେ ରତ୍ନଭଣ୍ଡାରର ପ୍ରାରମ୍ଭିକ ନୀରିକ୍ଷଣ ଏବଂ ବୈଷୟିକ ଯାଞ୍ଚ କରାଯିବାକୁ ସ୍ଥିର ହୋଇଛି।

Naveen meets imported leaders
ବିଜେପି ଛାଡ଼ି ବିଜେଡିକୁ ଆସିଥିବା ନେତାଙ୍କ ସହ ନବୀନଙ୍କ ଭେଟଘାଟ୍

ନବୀନଙ୍କ ସହ ଭେଟଘାଟ୍ ନେଇ ପ୍ରତିକ୍ରିୟାରେ ଇରାନୀ ରାୟ କହିଛନ୍ତି, ଏହା ସୌଜନ୍ୟମୂଳକ ସାକ୍ଷାତକାର ଥିଲା। 

ମୁଁ ସତ୍ୟେନ୍ଦୁ ଶେଖର ମିଶ୍ର । ୨୦୧୬ରୁ ମୁଁ ସାମ୍ବାଦିକତା କରି ଆସୁଛି । ଦୈନିକ ଖବର କାଗଜ ଓଡ଼ିଶା ଭାସ୍କର ରୁ ମୋର ଏହି ନୂଆ ଜୀବନ ଆରମ୍ଭ । ଦୁଇରୁ ଅଢ଼େଇ ବର୍ଷ ସେଠାରେ sub-editor ଭାବେ କାର୍ଯ୍ୟ କରିବା ପରେ ଓଡ଼ିଶାର ପ୍ରଥମ ଡିଜିଟାଲ ନ୍ୟୁଜ ଚ୍ୟାନେଲ ARGUS ଜରିଆରେ ନିଜର ଡିଜିଟାଲ ମିଡିଆ କ୍ୟାରିୟର ଆରମ୍ଭ କଲି। ସେଠାରେ ୨ ବର୍ଷ କାମ କରିବା ପରେ ନନ୍ଦିଘୋଷ ଟିଭି ଡିଜିଟାଲ ରେ କାମ କରିବାକୁ ସୁଯୋଗ ପାଇଲି। ଆଉ ଏବେ ମୁଁ ଓଡ଼ିଶାର ୧ ନଂ ଚ୍ୟାନେଲ OTV ରେ କାର୍ଯ୍ୟରତ ।