ସାଂସଦ ସୁକାନ୍ତ ପାଣିଗ୍ରାହୀ କହିଲେ ଯୋଗାଯୋଗରେ ବହୁ ବିଜେଡି ନେତା । ବିଜେଡିର କାଉଣ୍ଟର 'ଆମ ସଂପର୍କରେ ବି ଅଛନ୍ତି ତାଙ୍କ ଲିଡର' ।
ଧନୁତୀର ଧରି ଗତ ଶନିବାର ଠାରୁ ବଡଜଲ ସ୍କୁଲକୁ ଅକ୍ତିଆରରେ ରଖିଥିଲା ଯୁବକ ଜଣକ। ଏପରିକି ତାର ତୀର ଓ ବାଟୁଳୀ ମାଡରେ ଲହୁ ଲୁହାଣ ହୋଇଥିଲେ ଥାନାଧିକାରୀଙ୍କ ସହ ଦୁଇ ଜଣ ପୋଲିସ ଓ ପ୍ରଧାନଶିକ୍ଷକ।
ଏବେ ବାୟୁ ସେନା ମୁଖ୍ୟ ଅଛନ୍ତି ଏୟାର ମାର୍ଶଲ ବିବେକ ରାମ ଚୌଧୁରୀ ।
ବର୍ଷକୁ ୬୧୦୦ ଟନ୍ ଘିଅ, ୧୪ ଟନ୍ ଚିନି, ୯୨୦୦ ଟନ୍ ବେଙ୍ଗଲ ଗ୍ରାମ୍, ୪୬୮୦ ଟନ୍ର ସୋନା ମସୁର ଡାଲି ଏବଂ ଅନ୍ୟ ଉପାଦନ ଯେମିତିକି କାଜୁ, କିଶମିଶ, ଗୁଜୁରାତି, ବେସନ, ଇଲାଇଚି ଓ ସୂର୍ଯ୍ୟମୁଖୀ ତେଲ ।
ଦୀର୍ଘ ଦିନ ହେଲା ସେମାନଙ୍କ ସାହିରେ ଡ୍ରେନ୍ କାମ ଅଧାରେ ଅଟକିଛି। ପାଖାପାଖି ୬୦୦ ମିଟର ଡ୍ରେନର କାମ ଅଧରେ ଅଟକିଛି । ଅଫିସରଙ୍କ ଅବହେଳା ପାଇଁ ହୋଇପାରୁନାହିଁ ଡ୍ରେନ କାମ ।
ଗୋଲ୍ଡ ଆପୋଲୋ କହିଛି ଯେ ବୁଦାପେଷ୍ଟ ସ୍ଥିତ ଏକ କମ୍ପାନୀ BAC କନ୍ସଲ୍ଟିଂ ସହିତ ଦୀର୍ଘ ବର୍ଷ ହେବ ଏହାର ଚୁକ୍ତିନାମା ରହିଛି । ଯେଉଁଥିପାଇଁ ସେମାନଙ୍କୁ ଗୋଲ୍ଡ ଆପୋଲୋ ବ୍ରାଣ୍ଡକୁ ନିର୍ଦ୍ଦିଷ୍ଟ କିଛି ଅଞ୍ଚଳରେ ବ୍ୟବହାର କରିବାକୁ ଅନୁମତି ମିଳିଛି ।
ଦଶପଲ୍ଲା ଥାନା ପରିସରରେ ଚୋରା ବାଇକର ସମ୍ଭାର । ଜବତ ହୋଇଛି ୩୦ରୁ ଅଧିକ ଚୋରା ବାଇକ୍ ।
ଡଙ୍ଗା ସହାୟତାରେ ଚାଲିଛି ରେସ୍କ୍ୟୁ । ଆଣ୍ଠୁଏ ଉଚ୍ଚର ପାଣିରେ ‘ଜୀବନ’ ପାଇଁ ସଂଘର୍ଷ ।
ଭତ୍ତା ପାଇଁ ଗୁରୁଣ୍ଡି ଗୁରୁଣ୍ଡି ପଞ୍ଚାୟତ ଅଫିସ୍ ମୁହାଁ ବୃଦ୍ଧା । ବୟସାଧିକ କାରଣରୁ ଚାଲିନପାରିବାରୁ ଗୁରୁଣ୍ଡି ଗୁରୁଣ୍ଡି ଯାଉଥିବା ସୂଚନା ।
ଗତକାଲି ନିଲମ୍ବିତ ଥାନା ଅଧିକାରୀ ଦୀନକୃଷ୍ଣ ମିଶ୍ରଙ୍କ ସହ ଅନ୍ୟ ପୋଲିସ କର୍ମଚାରୀଙ୍କୁ ଦିନ ତମାମ କ୍ରାଇମବ୍ରାଞ୍ଚ ଟିମ୍ ଜେରା କରିଥିବା ସୂଚନା ମିଳିଛି।
ବିଚ୍ ରାସ୍ତାରେ ଚାଲିଥିଲା ଟଣା ଓଟରା । କଥା କଟାକଟି ସହ ପ୍ରବଳ ଧସ୍ତାଧସ୍ତି ।
ଟୁଥବ୍ରସ୍କୁ ସଠିକ୍ ଭାବେ ଷ୍ଟୋର କରି ରଖିବା ଉଚିତ୍ ଏବଂ ଏହାକୁ ବ୍ୟବହାର କରିବା ପୂର୍ବରୁ ସଫା କରାଯିବା ଉଚିତ୍ ।
ଦେବୀଙ୍କୁ ଲାଗି ପାଇଁ ଏମିତି ମୁଆଁ ତିଆରି କଲେ ଗାଁ ଲୋକ । ଲୋକଙ୍କ ମଙ୍ଗଳ ଓ ଭଲ ଫସଲ ପାଇଁ ମା'ଙ୍କୁ ପୂଜାର୍ଚ୍ଚନା ।
ଝରିଗାଁ ଥାନାରେ ଅଭିଯୋଗ କଲେ ୧୨ ହିତାଧିକାରୀ । ଥାନାରେ ଏତଲା ପରେ ପୋଲିସର ତନାଘନା ତଦନ୍ତ ।
୩ ଦିନ ଯାଏ ୨ଟାରୁ ସନ୍ଧ୍ୟା ୬ଟା ଯାଏଁ ASI ପକ୍ଷରୁ ହେବ ସର୍ଭେ । ନିରୀକ୍ଷଣ ସମୟରେ ବନ୍ଦ ରହିବ ସାଧାରଣ ଦର୍ଶନ ।
ଏହି ଘଟଣା ମୁମ୍ବାଇରୁ ସାମ୍ନାକୁ ଆସିଛି । ଖାଲି ୨୧ ଘଣ୍ଟା ଧାଡ଼ିରେ ଛିଡ଼ା ହୋଇଛନ୍ତି ତାହା ନୁହେଁ ।
ପ୍ରାଥମିକ ପୁସ୍ତକଚୟନ ମଣ୍ଡଳୀରେ ଡ. ବିରଞ୍ଚି କୁମାର ସାହୁ, ମଧୁସୁଦନ ଦାସ, ଡ. ପ୍ରଜ୍ଞା ପ୍ରବର୍ତ୍ତିକା ଦାଶ, ରତ୍ନମାଳାସ୍ୱାଇଁ, ଡ. ଜ୍ଞାନୀ ଦେବାଶିଷ ମିଶ୍ର ବିଚାରକ ଥିଲାବେଳେ ଚୂଡ଼ାନ୍ତ ପର୍ଯ୍ୟାୟର ବିଚାରକମାନେ ଥିଲେ ଡ. ଭଗବାନ ଜୟସିଂହ, ପ୍ରଫେସର କାଳୀଦାସ ମିଶ୍ର, ଡ. ଗୌରହରି ଦାସ, ସଦାନନ୍ଦ ତ୍ରିପାଠୀ,...
ଆଜିକୁ ଦୀର୍ଘ ୧୫ ଦିନ ଧରି ଭବାନୀପାଟଣା, ବଲାଙ୍ଗିର, ବରଗଡ଼ ଓ ଶେଷରେ ଗତକାଲି ଭୁବନେଶ୍ୱର ଏମ୍ସ ଆସିବା ପରେ ସେଠାରେ ଚିକିତ୍ସାଧୀନ ଅବସ୍ଥାରେ ଆଖି ବୁଜିଥିଲେ ରୁକାସାନା।
ମୋହନ ସରକାରର ୧୦୦ ଦିନ ପୂର୍ତ୍ତି ଅବସରରେ ଆଜି ପୁରୀରେ ରାଜ୍ୟସ୍ତରୀୟ କାର୍ଯ୍ୟକ୍ରମ ପରେ ଆସନ୍ତାକାଲିଠୁ ଜିଲ୍ଲାସ୍ତରରେ ମଧ୍ୟ ଦଳ ଏହି ଉତ୍ସବ ପାଳନ କରିବ।
ଅପରପକ୍ଷେ ଗତକାଲି ନିର୍ଦ୍ଦେଶ ପରେ ଆଜି ତଳ କୋର୍ଟଙ୍କ ସର୍ତ୍ତରେ ତାଙ୍କୁ ଜାମିନ ମିଳିଛି।