ପୂର୍ବ ପ୍ରାୟୋଜିତ ଥିଲା ସମ୍ବଲପୁର ହିଂସା । ଏଥିପାଇଁ ଓଡ଼ିଶା ସରକାର ସଂପୂର୍ଣ୍ଣ ଦାୟୀ । ହିଂସାଗ୍ରସ୍ତ ଅଞ୍ଚଳର ଗ୍ରାଉଣ୍ଡ ଭିଜିଟ୍ ପରେ ଆଜି ଏଭଳି ଢଙ୍ଗରେ ବର୍ଷିଛି ବିଜେପିର କେନ୍ଦ୍ରୀୟ ତଥ୍ୟ ଅନୁସନ୍ଧାନକାରୀ ଦଳ । ଟିମ୍ର ଅଧ୍ୟକ୍ଷ ଅବସରପ୍ରାପ୍ତ ଆଇପିଏସ୍ ତଥା ସାଂସଦ ବ୍ରିଜ୍ ଲାଲ୍ ଘଟଣାର ସିବିଆଇ ତଦନ୍ତ ସହ ଏ କ୍ଷେତ୍ରରେ ଏନ୍ଆଇଏର ସହଯଗ ନିଆଯିବାକୁ ଦାବି କରିଛନ୍ତି ।
Published: Satyendu Shekher Mishra
Last updated: 02 May 2023, 09:56 PM IST
ଅରୁଣଙ୍କ ଏହି କଡ଼ା ପ୍ରତିକ୍ରିୟାର ମୁହଁ ତୋଡ଼ ଜବାବ ଦେଇଛନ୍ତି ମାହାଙ୍ଗା ବିଧାୟକ ସାରଦା ପ୍ରଧାନ । ସାରଦା କହିଛନ୍ତି, ମାହାଙ୍ଗା ହେଉଛି ଏକ ଶାନ୍ତି ପ୍ରିୟ ଜାଗା ।