Odisha Politics, Jharsuguda Bypoll
ଭୋଟ୍ ଗ୍ରହଣ ତାରିଖ ଯେତିକି ପାଖୋଉଛି, ସେତିକି ସରଗରମ ଝାରସୁଗୁଡ଼ାର ଭୋଟ୍ ପାଣିପାଗ। ମତଦାତାଙ୍କୁ ମନେଇବାକୁ କୌଣସି ବି ସୁଯୋଗ ଛାଡୁ ନାହାନ୍ତି ନେତା ଓ ପ୍ରାର୍ଥୀ । ପ୍ରଚାର ମୈଦାନରେ ଜୋରଦାର ଟକ୍କର । ଏସବୁ ଭିତରେ ମୈଦାନରେ ଫ୍ୟାମିଲି କ୍ୟାମ୍ପେନ ବି ଚରମରେ ।
Advertisment
Advertisment
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)