• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Satyendu Shekher Mishra

Satyendu Shekher Mishra

Editor

ମୁଁ ସତ୍ୟେନ୍ଦୁ ଶେଖର ମିଶ୍ର । ୨୦୧୬ରୁ ମୁଁ ସାମ୍ବାଦିକତା କରି ଆସୁଛି । ଦୈନିକ ଖବର କା ...more

ମୁଁ ସତ୍ୟେନ୍ଦୁ ଶେଖର ମିଶ୍ର । ୨୦୧୬ରୁ ମୁଁ ସାମ୍ବାଦିକତା କରି ଆସୁଛି । ଦୈନିକ ଖବର କାଗଜ ଓଡ଼ିଶା ଭାସ୍କର ରୁ ମୋର ଏହି ନୂଆ ଜୀବନ ଆରମ୍ଭ । ଦୁଇରୁ ଅଢ଼େଇ ବର୍ଷ ସେଠାରେ sub-editor ଭାବେ କାର୍ଯ୍ୟ କରିବା ପରେ ଓଡ଼ିଶାର ପ୍ରଥମ ଡିଜିଟାଲ ନ୍ୟୁଜ ଚ୍ୟାନେଲ ARGUS ଜରିଆରେ ନିଜର ଡିଜିଟାଲ ମିଡିଆ କ୍ୟାରିୟର ଆରମ୍ଭ କଲି। ସେଠାରେ ୨ ବର୍ଷ କାମ କରିବା ପରେ ନନ୍ଦିଘୋଷ ଟିଭି ଡିଜିଟାଲ ରେ କାମ କରିବାକୁ ସୁଯୋଗ ପାଇଲି। ଆଉ ଏବେ ମୁଁ ଓଡ଼ିଶାର ୧ ନଂ ଚ୍ୟାନେଲ OTV ରେ କାର୍ଯ୍ୟରତ ।

less

Posts by Satyendu Shekher Mishra

Crime
ନିଶା ଛାରଖାର କରିଦେଲା ପରିବାର, ପତ୍ନୀ-ଦୁଇ କୁନି ଝିଅଙ୍କୁ ପଥରରେ ଛେଚି ମାରିଦେଲା ବାପା...

ଅଭିଯୁକ୍ତ ଜଣକ ହେଲା ଦେବେନ୍ଦ୍ର ବିଶ୍ୱକର୍ମା । ସେ ନିୟମିତ ଭାବେ ମଦ ଓ ଗ୍ରଗ୍ସ ସେବନ କରେ । ୨୪ ଘଣ୍ଟା ସେ ନିଶାରେ ଥାଏ । ଯାହାଫଳରେ ପରିବାରରେ ସବୁବେଳେ ଅଶାନ୍ତି ଲାଗି ରହିଥାଏ ।

CONGRESS Politics, INDIA
‘PMପଦ ପାଇଁ ଲାଳାୟିତ ନୁହେଁ କଂଗ୍ରେସ, ଏକାଠି ନହେଲେ ବିଜେପି ହାରିବନି’, କହିଲେ ଖଡ଼ଗେ

ବେଙ୍ଗଲୁରୁ ବିରୋଧୀ ବୈଠକରେ ସବୁ ବିରୋଧୀଙ୍କୁ ଏକାଠି ହେବାକୁ ମଲ୍ଲିକାର୍ଜୁନଙ୍କ ଆହ୍ୱାନ ।

Assistant Registrar Taking Bribe
ଆସିଷ୍ଟାଣ୍ଟ ରେଜିଷ୍ଟ୍ରାରଙ୍କ ଚାକିରି ବର୍ଷେ ପୂରିନି, ଲାଞ୍ଚ ନେଇ ଧରାପଡ଼ିଲେ !

ଚାକିରି କରିବାର ମାତ୍ର ୮ ମାସ ଭିତରେ ସେ ଲାଞ୍ଚ ନେଇ ଧରାପଡ଼ିଛନ୍ତି ।

Heavy Rain
ଏତେ ବର୍ଷା ! ଘରେ ପଶିଲାଣି ପାଣି, ଦୋକାନ ବଜାର ଖୋଲୁନି; ଚାରିଆଡ଼େ ଜଳମଗ୍ନ...

ଦେଶରେ ସକ୍ରିୟ ରହିଛି ମୌସୁମୀବାୟୁ । ଉତ୍ତର-ପୂର୍ବ ଭାରତର ଅନେକ ରାଜ୍ୟରେ ବର୍ଷା ଜାରି । ଉତ୍ତରାଖଣ୍ଡ ଓ କୋଙ୍କଣରେ ହେବ ଭାରି ବର୍ଷା କହିଲା IMD ।

Puri Srimandir
ଚାରି ଦ୍ୱାରରେ ଏଣ୍ଟ୍ରି ଅନୁମତି କେବେ ? ଅବଢ଼ା ପାଇଁ ବି ଓଳିଏ ଛିଡ଼ା ହେବାକୁ ପଡ଼ୁଛି ଲାଇନ୍‌ରେ...

ପୁରୀ ବାସିନ୍ଦାଙ୍କ କହିବାନୁସାରେ- ଏବେ ସମସ୍ତଙ୍କୁ କେବଳ ଗୋଟିଏ ବାଟ ସିଂହଦ୍ୱାର ଦେଇ ଶ୍ରୀମନ୍ଦିରକୁ ଛଡ଼ାଯାଉଛି। ବାକି ତିନି ଦ୍ୱାରରେ ଲାଗିଛି କଟକଣା।

Odisha Politics
Odisha Politics: ଜଗନ୍ନାଥ ସଂସ୍କୃତି ଆଳରେ ଏଣ୍ଟ୍ରି ମାରୁଛି କି ଧର୍ମ ରାଜନୀତି ?

‘ନବୀନ ଓଡ଼ିଶା’ ସ୍କିମକୁ ଅସ୍ତ୍ର କରିଛି କି ଶଙ୍ଖ ଦଳ? ଧାର୍ମିକ ଭାବାବେଗକୁ ଧରି ଗାଁ ଭୋଟ୍ ଟାଣିବାକୁ ଫନ୍ଦି କହିଲା ବିଜେପି  ।

Aeroplane Crash landing
ବାପ୍‌ରେ ବାପ୍‌ ! ମଝି ଆକାଶରେ ଅସୁସ୍ଥ ହେଲେ ପାଇଲଟ୍, ଫ୍ଲାଇଟ୍‌ରେ ନଥିଲେ କୋ-ପାଇଲଟ୍...

ମଝି ଆକାଶରେ କେବଳ ମୃତ୍ୟୁକୁ ଅପେକ୍ଷା କରିବା ବ୍ୟତୀତ ଲୋକଙ୍କ ପାଖରେ ଆଉ କିଛି ଚାରା ନାହିଁ କହିଲେ ଚଳେ । 

Real Life Solay
ରିଲ୍‌ ନୁହେଁ ରିୟଲ ଲାଇଫ୍‌ରେ ବସନ୍ତି-ବୀରୁ ! ମୋବାଇଲ ଟାୱାରରେ ଚଢ଼ି ପ୍ରେମ ନିବେଦନ କଲେ ଯୁବକ

ପୋଲିସକୁ ନାକେଦମ୍ ହେବାକୁ ପଡ଼ିଲା । କିନ୍ତୁ କିଛି ସମୟର ସଂଘର୍ଷ ପରେ ପୋଲିସ ଉକ୍ତ ବ୍ୟକ୍ତିଙ୍କୁ ଉଦ୍ଧାର କରିବାରେ ସଫଳ ହେଲା ।

Teacher Punishment Student
ହୋମୱାର୍କ କରିନଥିଲେ ବୋଲି ଛାତ୍ରଙ୍କୁ ପିଟିପିଟି ମାରିଦେଲେ ଶିକ୍ଷକ..!

ମୃତ ଛାତ୍ରର ନା କ୍ରୀଷ୍ଣା ଚୌହାନ । ବାପା କୋକସିଂହ ଚୌହାନ ସେହି ଅଞ୍ଚଳରେ ଏକ ଘରୋଇ ସଂସ୍ଥାରେ କାମ କରନ୍ତି । ତାଙ୍କର ତିନୋଟି ସନ୍ତାନ ।

Honey Trap
ହନିଟ୍ରାପ୍‌ ! ହାତରେ କୁକୁଡ଼ା ରକ୍ତ ପକାଇ ବ୍ୟବସାୟୀଙ୍କଠାରୁ ଲୁଟିଲେ ୩ କୋଟି...

ମୁମ୍ବାଇର ଏକ ଫାଇଭ୍ ଷ୍ଟାର ହୋଟେଲ୍‌ରେ ଜଣେ ୬୪ ବର୍ଷିୟ ଚାଇନିଜ୍‌ ବ୍ୟବସାୟୀ ଜଣେ ମହିଳାଙ୍କୁ ଦୁର୍ବ୍ୟବହାର କରିଥିବା ଅଭିଯୋଗ ହୋଇଥିଲା । ମହିଳା ଜଣକ ନିଜେ ଏହି ଅଭିଯୋଗ କରିଥିଲେ।

VK Pandian
ଯୁଆଡ଼େ ଗଲେ ସିଆଡ଼େ 5T ସଚିବଙ୍କୁ କଳାପତାକା ଦେଖାଇଲେ...

ପାଣ୍ଡିଆନ ଯେଉଁ ଯେଉଁ ଅଞ୍ଚଳ ଯାଉଛନ୍ତି ସେଠି ସେଠି ବିକ୍ଷୋଭ ପ୍ରଦର୍ଶନ ହେଉଛି ।

Leopard, Viral Video
କି ସାହସ ! ବାଘର ଗୋଡ଼ ବାନ୍ଧି ବାଇକ୍‌ ପଛରେ ଝୁଲେଇଲେ...

ଏହି ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହେଉଛି ।

Tomato Price Hike
ବାପ୍‌ରେ ବାପ୍‌ ! ଟମାଟୋ ବିକି ଏତେ ଲାଭ...ଜାଣିଲେ ଆପଣ ତାଜୁବ୍ ହେବେ...

ଏପରି ସ୍ଥିତିରେ ଗ୍ରାହକ ସିନା କାନ୍ଦୁଛି ହେଲେ ବେପାରୀ କିନ୍ତୁ ମାଲେମାଲ। ଟମାଟୋ ବିକି ଶହେ କି ହଜାରେ ନୁହେଁ, ଏକାଥରକେ ଦେଢ଼ କୋଟି ଟଙ୍କା ରୋଜଗାର କରିଛନ୍ତି ଜଣେ ଚାଷୀ ।

Teen Talaq
ଯୌତୁକରେ କାର ଦେଲେନି, ବାହା ମଣ୍ଡପରେ ହିଁ ୩ ତଲାକ୍ ଦେଲା ପୁଅ !

ବାହାଘର ପରେ ଗୌରୀଙ୍କୁ ଧରି ତାଙ୍କ ଶ୍ୱଶୁର ଘର ଲୋକେ ଚାଲି ଯାଇଥିଲେ। କିନ୍ତୁ ଡଲିଙ୍କ ବର ମହମ୍ମଦ ଆସିଫ ଯୌତୁକକୁ ନେଇ ଅସନ୍ତୋଷ ପ୍ରକାଶ କରିଥିଲେ।

Modi France Visit
ଫ୍ରାନ୍ସ ରାଷ୍ଟ୍ରପତିଙ୍କୁ ଚନ୍ଦନ କାଠର ସୀତାର୍ ଦେଲେ ମୋଦି

ଫ୍ରାନ୍ସ ଗସ୍ତ ସାରି ୟୁଏଇ ଅଭିମୁଖେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ସ୍ୱତନ୍ତ୍ର ଏବଂ ସ୍ମରଣୀୟ ହୋଇ ରହିବ ଏଥରର ଫ୍ରାନ୍ସ ଗସ୍ତ କହିଲେ ।

Weather News
ବଙ୍ଗୋପସାଗରରେ ସୃଷ୍ଟି ହେବ ଘୁର୍ଣ୍ଣିବଳୟ ! ୧୪ ଜିଲ୍ଲାକୁ ସତର୍କ ସୂଚନା

ରାଜ୍ୟରେ ଆସନ୍ତା ୪ରୁ ୫ ଦିନ ପର୍ଯ୍ୟନ୍ତ ବର୍ଷା ସମ୍ଭାବନା । କାଲି ସୁଦ୍ଧା ବଙ୍ଗୋପସାଗରରେ ସୃଷ୍ଟି ହୋଇପାରେ ଘୁର୍ଣ୍ଣିବଳୟ ।

Puri Anand Bajar
ଏଣିକି ଆନନ୍ଦ ବଜାରରେ ରାବିଡ଼ି ବନ୍ଦ, ରୋଷଘରେ ପ୍ରସ୍ତୁତ ଭୋଗ ହିଁ ବିକି ପାରିବେ ସୁପକାର

ସୁପକାରମାନଙ୍କୁ ପରିଚୟପତ୍ର ପ୍ରଦାନ କରାଯିବ। ଭକ୍ତଙ୍କୁ ସହାୟତା ତଥା ତତ୍କାଳ ପୋଲିସ ସହାୟତା ପାଇଁ ଆନନ୍ଦବଜାରରେ ପୋଲିସ ସହାୟତା କେନ୍ଦ୍ର ଖୋଲିବ।

India - West Indies
India VS West Indies: ୱେଷ୍ଟ ଇଣ୍ଡିଜ୍‌ର ଶୋଚନୀୟ ପରାଜୟ, ଭାରତ ୧-୦ରେ ଆଗୁଆ

ରବିଚନ୍ଦ୍ରନ ଅଶ୍ୱିନୀ ଓ ରବୀନ୍ଦ୍ର ଜାଡେଜାଙ୍କ ବୋଲିଂ ଆଗରେ ବେଶି ସମୟ ତିଷ୍ଠି ପାରି ନ ଥିଲା ଘରୋଇ ଦଳ।

Hanuman Chalisa
ଚୋରି କରିବା ପୂର୍ବରୁ ଚୋର ପଢ଼ିଲା ହନୁମାନ ଚାଳିସା, ୧୦ ଟଙ୍କା ଦକ୍ଷିଣା ବି ଦେଲା...

ଜଣେ ଚୋର ଚୋରି କରିବା ଉଦ୍ଦେଶ୍ୟରେ ମନ୍ଦିରକୁ ଆସିଲା । ଠାକୁରଙ୍କୁ ପୂଜାର୍ଚ୍ଚନା କରିବା ପାଇଁ ବସିଲା । ସେଠାରେ ବହି ଖୋଲି ହନୁମାନ ଚାଳିସା ପଢ଼ିଲା । ଠାକୁରଙ୍କୁ ଯେମିତି ଭକ୍ତି କରିବା କଥା ସେସବୁ ସମ୍ପନ୍ନ କଲା ।

Operation Theater
ବିରଳ ଅସ୍ତ୍ରୋପଚାର ! ବେକରୁ ପ୍ରାୟ ଅଲଗା ହୋଇଯାଇଥିଲା ମୁଣ୍ଡ, ଯୋଡ଼ିଦେଲେ ଡାକ୍ତର

ବାଳକର ବୟସ ମାତ୍ର ୧୨ ବର୍ଷ । ପାଲେଷ୍ଟାଇନ୍‌ର ମୂଳ ବାସିନ୍ଦା ହେଉଛନ୍ତି ସୁଲେମାନ । ଦୁର୍ଘଟଣାରେ ତାଙ୍କ ମୁଣ୍ଡ ଭିତରେ ଅନେକ କ୍ଷତ ହୋଇଥିଲା । ଖାଲି ସେତିକି ନୁହେଁ, ତାଙ୍କ ମେରୁଦଣ୍ଡରେ ମଧ୍ୟ ଗଭୀର ଆଘାତ ଲାଗିଥିବା ଡାକ୍ତର କହିଛନ୍ତି । ଏନେଇ ସେଠାକାର ଏକ ଗଣମାଧ୍ୟମରେ ରିପୋର୍ଟ...

ମୁଁ ସତ୍ୟେନ୍ଦୁ ଶେଖର ମିଶ୍ର । ୨୦୧୬ରୁ ମୁଁ ସାମ୍ବାଦିକତା କରି ଆସୁଛି । ଦୈନିକ ଖବର କାଗଜ ଓଡ଼ିଶା ଭାସ୍କର ରୁ ମୋର ଏହି ନୂଆ ଜୀବନ ଆରମ୍ଭ । ଦୁଇରୁ ଅଢ଼େଇ ବର୍ଷ ସେଠାରେ sub-editor ଭାବେ କାର୍ଯ୍ୟ କରିବା ପରେ ଓଡ଼ିଶାର ପ୍ରଥମ ଡିଜିଟାଲ ନ୍ୟୁଜ ଚ୍ୟାନେଲ ARGUS ଜରିଆରେ ନିଜର ଡିଜିଟାଲ ମିଡିଆ କ୍ୟାରିୟର ଆରମ୍ଭ କଲି। ସେଠାରେ ୨ ବର୍ଷ କାମ କରିବା ପରେ ନନ୍ଦିଘୋଷ ଟିଭି ଡିଜିଟାଲ ରେ କାମ କରିବାକୁ ସୁଯୋଗ ପାଇଲି। ଆଉ ଏବେ ମୁଁ ଓଡ଼ିଶାର ୧ ନଂ ଚ୍ୟାନେଲ OTV ରେ କାର୍ଯ୍ୟରତ ।