୩୨ ରନ୍ ରେ ଚତୁର୍ଥ ୱିକେଟ ହରାଇଥିଲା ଭାରତ। ତଥାପି ୭ଟି ବଲ୍ ବାକି ଥାଇ ଟାର୍ଗେଟ ରନ୍ ହାସଲ କରି ଦେଇଛି ଟିମ୍ ଇଣ୍ଡିଆ।
ଅକ୍ଷରଭୂମିରେ ବି ବର୍ଣ୍ଣର ବିକୃତ ରୂପ । ଭଦ୍ରକରେ ଓଡ଼ିଆ ବରପୁତ୍ରଙ୍କ ତ୍ରୁଟିପୂର୍ଣ୍ଣ ନାଁ ଲେଖା ।
ଯୁବଗାଳ୍ପିକମାନଙ୍କୁ ଉତ୍ସାହିତ କରିବା ଉଦ୍ଦେଶ୍ୟରେ ପ୍ରଦାନ କରାଯାଉଥିବା ‘ଜଗଦୀଶ ଯୁବ ସମ୍ମାନ’ ପାଇଁ ଚଳିତବର୍ଷ ଯୋଗ୍ୟା ବିବେଚିତ ହୋଇଛନ୍ତି କଥାକାର ପ୍ରଜ୍ଞାପ୍ରବର୍ତ୍ତିକା ଦାଶ।
ନୟାଗଡ଼ ନାବାଳିକା ଦୁଷ୍କର୍ମ ଓ ହତ୍ୟା ମାମଲା । ଦୋଷୀକୁ ୨୦ ବର୍ଷ ସଶ୍ରମ କାରାଦଣ୍ଡାଦେଶ ।
କୁକୁଡ଼ା ମଡ଼କରୁ କ୍ଷତିରେ ଫାର୍ମ ମାଲିକ । ୨୦ ଦିନରେ ପଶୁ ଡାକ୍ତରଙ୍କ ଆନ୍ଦୋଳନ ।
ନିର୍ମାଣ ହେବାଦିନୁ କୋଠଘରେ ଝୁଲୁଛି ତାଲା । ସାଧାରଣରେ ତେଜୁଛି ଅସନ୍ତୋଷ ।
ଗ୍ରାହକଙ୍କୁ ଦୁର୍ବ୍ୟବହାର ନେଇ ସୂଚନା ମିଳିଲେ । ବାଉନସରଙ୍କ ବିରୋଧରେ ହେବ ଆଇନଗତ କାର୍ଯ୍ୟାନୁଷ୍ଠାନ ।
ଭିଡିଓ କନଫରେନ୍ସିଂରେ ଉଦଘାଟନ କଲେ ମନ୍ତ୍ରୀ ଭି.କେ.ସିଂ । ସ୍ୱତନ୍ତ୍ର ଭାବେ ଆନ୍ତର୍ଜାତିକ ଯାତ୍ରୀଙ୍କ ପାଇଁ ହେବ ବ୍ୟବହାର ।
କଟକ ରୋଡ୍ରୁ ଧରାପଡ଼ିଥିବା ୪ ମଦ୍ୟପଙ୍କୁ କୋର୍ଟ ଚାଲାଣ ।
ଦେଶବିଦେଶରେ ରହୁଥିବା ଓଡ଼ିଆ ଭାଷାଭାଷୀଙ୍କ ସୁବିଧା ପାଇଁ ରାଜ୍ୟ ସରକାର ଏଭଳି ବ୍ୟବସ୍ଥା କରିଛନ୍ତି ବୋଲି ସେ ପ୍ରକାଶ କରିଥିଲେ ।
ସ୍କୁଲରେ ଓଡ଼ିଆ ପଢ଼ାଇବାକୁ କେଉଁଠି ଜଣେ ତ କେଉଁଠି ଶିକ୍ଷକ ଶୂନ । କିଛି ସ୍ଥାନରେ ବିନା ଓଡ଼ିଆ ଶିକ୍ଷକରେ ମାଟ୍ରିକ୍ ପରୀକ୍ଷା ଦେବେ ପିଲା ।
ନୀତି ବିଭ୍ରାଟକୁ ନେଇ ଭକ୍ତଠୁ ସେବାୟତ ସମସ୍ତେ କ୍ଷୁବ୍ଧ । ସୁଆର ନିଯୋଗର କ୍ଷତି ଆକଳନ ପାଇଁ ଶ୍ରୀମନ୍ଦିର ପ୍ରଶାସନର ପଦକ୍ଷେପ ।
ବିଧାନସଭାରେ ରାଜ୍ୟପାଳ ରଘୁବର ଦାସଙ୍କ ପ୍ରଥମ ଅଭିଭାଷଣ । ବିରୋଧରେ କକ୍ଷତ୍ୟାଗ କଲା କଂଗ୍ରେସ, ବିଜେପିର ନିନ୍ଦା ।
'କେବଲିଂ ଓ ପାଇପ୍ ଲାଇନ୍ ପାଇଁ ସେ ଫାଟ ହୋଇଛି' । 'ଫାଟ ଆଜିର ନୁହେଁ, ଦୀର୍ଘଦିନର; ଆମେ ରିପ୍ଲେସ କରିବୁ' ।
ସ୍ଲିପ୍ ଅଫ ଟଙ୍ଗ୍ ବୋଲି କହିବା ସହ ଭୁଲ ସ୍ବୀକାର କରିଥିଲେ । ଭୁଲ୍ ସ୍ୱୀକାର କରିଥିବା ଭିଡ଼ିଓ ସୋସିଆଲ୍ ମିଡ଼ିଆରୁ ଡିଲିଟ୍ ସୂଚନା ।
ସେମାନଙ୍କୁ ଟଙ୍କା ଟ୍ରାନ୍ସଫର କରିବାକୁ ସେ କହିଥିଲା । CFOଙ୍କ କଥା ମାନି ତୁରନ୍ତ ଟଙ୍କା ଟ୍ରାନ୍ସଫର କରିଦିଆଗଲା ।
ଆୟୋଗ କଡା ନିର୍ଦ୍ଦେଶ ଜାରି କରି କହିଛନ୍ତି ଯେ ସାଧାରଣ ନିର୍ବାଚନରେ ଶିଶୁ କିମ୍ବା ନାବାଳିକାଙ୍କୁ ପ୍ରଚାର ପାମ୍ପଲେଟ୍ ବଣ୍ଟନ, ପୋଷ୍ଟର ଲଗାଇବା, ସ୍ଲୋଗାନ ଦେବା କିମ୍ବା ପାର୍ଟି ପତାକା ଓ ବ୍ୟାନର ଧରିବା ଯେମିତି ଦେଖାନଯାଏ ।
କମ୍ପ୍ୟୁଟର ଭିତ୍ତିକ ପରୀକ୍ଷା ପରିଚାଳନା କରୁଥିବା ସଂସ୍ଥା ଯଦି କୌଣସି ଭୁଲ୍ କାର୍ଯ୍ୟରେ ଧରାପଡନ୍ତି, ତେବେ ଉକ୍ତ ସଂସ୍ଥାକୁ ମଧ୍ୟ ଏକ କୋଟି ଟଙ୍କା ପର୍ଯ୍ୟନ୍ତ ଜୋରିମାନା ଦେବାକୁ ପଡ଼ିପାରେ । ଏହା ବ୍ୟତୀତ ଉକ୍ତ ସଂସ୍ଥାକୁ ଚାରି ବର୍ଷ ପର୍ଯ୍ୟନ୍ତ ପରୀକ୍ଷା ପରିଚାଳନା କରିବାକୁ ବ୍ୟାନ୍ କରାଯାଇପାରେ...
ଝରିଗାଁ ବ୍ଲକ କର୍ମରୀ ଗାଁର ମନୋହର ପ୍ରଧାନୀ । ନିଜେ ବଞ୍ଚିବା ସହ ଅନ୍ୟକୁ ବଞ୍ଚିବାର ବାଟ ଦେଖାଇଛନ୍ତି ।
ଭଦ୍ରକ ବାସୁଦେବପୁରର ଗୟାଧର ସାହୁ । ଦୃଢ଼ ଇଚ୍ଛା ଶକ୍ତି ଆଗରେ ହାର ମାନିଛି କର୍କଟ ରୋଗ ।