Advertisment

ପୁଣି ଏକ ଭୟଙ୍କର ଭିଡିଓ ଭାଇରାଲ ! ହେଲମେଟ ଭିତରୁ ବାହାରିଲା ନାଗ ସାପ...

ଏବେ କେବଳ ଗୋଟିଏ ଆଲୋଚନା ହେଉଛି ଯେ, ପିନ୍ଧିବା ପୂର୍ବରୁ ଥରେ ହେଲମେଟ ଯାଞ୍ଚ ନିଶ୍ଚୟ କରିବା ଜରୁରୀ ।

author-image
Satyendu Shekher Mishra
ଅଦ୍ୟତନ ହୋଇଛି
Cobra Viral Video

Social Media

ସୋସିଆଲ ମିଡିଆରେ ଏକ ଭୟଙ୍କର ଭିଡିଓ ଭାଇରାଲ ହେଉଛି। ଭାଇରାଲ ହେଉଥିବା ଭିଡିଓରେ ଆପଣ ଦେଖିପାରିବେ ଯେ ହେଲମେଟ ଭିତରେ ଏକ ସାପ ଲୁଚି ରହିଛି। ସାପକୁ ଦେଖିଲେ ଏହା ଏକ ପିଲା ନାଗ ସାପ ବୋଲି ଜଣାପଡ଼ୁଛି । ଭିଡିଓ ଶେଷରେ ସାପ ଧରାଳି ଜଣକ ଚମତ୍କାର ଢ଼ଙ୍ଗରେ ଏକ ସାପ ଧରା ବାଡ଼ି ସାହାଯ୍ୟରେ ସାପକୁ କାବୁ କରୁଛି ଏବଂ ତାକୁ ହେଲମେଟ୍‌ ଭିତରୁ ଉଦ୍ଧାର କରୁଛି । ଏହି ଭିଡିଓ ଭାଇରାଲ ହେବା ପରେ ଏବେ କେବଳ ଗୋଟିଏ ଆଲୋଚନା ହେଉଛି ଯେ, ପିନ୍ଧିବା ପୂର୍ବରୁ ଥରେ ହେଲମେଟ ଯାଞ୍ଚ ନିଶ୍ଚୟ କରିବା ଜରୁରୀ ।

Advertisment

Viral Video
Advertisment
Advertisment