କନୱର ବିଶାଲ ସିଂହ ହେଲେ କଟକ ଡିସିପି । କଟକ ଡିସିପି ପିନାକ ମିଶ୍ର ହେଲେ ପୁରୀ ଏସ୍ପି । ବି. ଯୁଗଳ କିଶୋର ହେଲେ କେନ୍ଦ୍ରାପଡ଼ା ଏସ୍ପି ।
ଭାଇରାଲ୍ ହେଉଥିବା ହ୍ବାଟ୍ସଆପ୍ ମେସେଜକୁ ନେଇ ଚର୍ଚ୍ଚା । ‘ନଆସିଲେ ପରେ କଲେଜ୍ କର୍ତ୍ତୃପକ୍ଷଙ୍କୁ ଦୋଷ ଦେବନାହିଁ’ ।
ଅଦିନିଆ ବର୍ଷାରେ ବେହାଲ୍ ସାରା ରାଜ୍ୟ। ଉତ୍ତର-ପଶ୍ଚିମା ପବନ ସାଙ୍ଗକୁ ଗୁରୁଚାପ ଏବଂ ନିମ୍ନରେଖା ପ୍ରଭାବରେ ରାଜ୍ୟର ଅଧିକାଂଶ ଜିଲ୍ଲାରେ ଲାଗି ରହିଛି ବର୍ଷା।
ହାଇକୋର୍ଟରେ ରାଜ୍ୟ ସରକାରଙ୍କ ତଥ୍ୟ ଦାଖଲ । ଏଣେ ପଲିଟିକ୍ସ ପଶାପାଲିରେ ‘ମାହଲ ମାଣ୍ଡା’ ଗୋଟି ।
୬ ଶ୍ରମିକଙ୍କ ପ୍ରାଣହାନୀ, ୯ ଜଣଙ୍କ ଅବସ୍ଥା ଗୁରୁତର । ଡ୍ରାଇଭରର ବେପରୁଆ ଗାଡ଼ି ଚାଳନାକୁ ଦାୟୀ କଲେ ଆହତ ।
ବିଜେଡିର ପରିବାର ସଂପର୍କ ଅଭିଯାନକୁ ବିଜେପିର କାଉଣ୍ଟର । କୋଟିଏ ପରିବାରକୁ ଛୁଇଁବା ପାଇଁ ରାଜ୍ୟ ବିଜେପିର ଯୋଜନା ।
୨୦୨୩ରେ ୧୫ ଲକ୍ଷରୁ ଅଧିକ ସାଇବର କ୍ରାଇମ୍ ଅଭିଯୋଗ ।
‘ଏକ୍ସ’ ଜରିଆରେ ସୂଚନା ଦେଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ସଫାରୀରେ ବୁଲି କଳା ବାଘଙ୍କୁ ଦେଖିପାରବେ ପର୍ଯ୍ୟଟକ ।
ନୟାଗଡ, ଗଞ୍ଜାମ, ସୁବର୍ଣ୍ଣପୁର, କଟକ, ଜଗତସିଂହପୁର, ଢେଙ୍କାନାଳ ଓ ଝାରସୁଗୁଡା ।
ଆସନ୍ତାକାଲି ନବ ମତଦାତା ସମ୍ମିଳନୀ କରିବ ବିଜେପି । ଜାତୀୟ ଭୋଟର ଦିବସରେ ଓଡ଼ିଶାରେ ୨୫୦ ସ୍ଥାନରେ ସମ୍ମିଳନୀ ।
ବିମାନରେ ୟୁକ୍ରେନର ସେହି ଲୋକମାନେ ଥିଲେ ଯେଉଁମାନଙ୍କୁ ଯୁଦ୍ଧବନ୍ଦୀ ରୂପେ ଅପହରଣ କରାଯାଇଥିଲା।
ଭର୍ଚୁଆଲରେ ଲୋକାର୍ପିତ କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ସତ୍ୟବାଦୀକୁ ଓଡ଼ିଆ ନବଜାଗରଣର ପୀଠ କହିଲେ ମୁଖ୍ୟମନ୍ତ୍ରୀ ।
ଆଗକୁ ଏହି ଅର୍ପଣ ଚାଉଳ, ଗୁଆ ଓ ନଡ଼ିଆ ଅନେକ ଜିଲ୍ଲାରୁ ଆସିବ। ତେଣୁ ଏହି ପ୍ରକ୍ରିୟା ଆସନ୍ତା ଫେବ୍ରୁଆରୀ ୧୯ ତାରିଖ ପର୍ଯ୍ୟନ୍ତ ଚାଲିବ।
‘ଶିକ୍ଷକ ନିଯୁକ୍ତି ଭଳି ସମ୍ବେଦନଶୀଳ ପ୍ରସଙ୍ଗରେ ଭୁଲ ତଥ୍ୟ ଦିଆଯାଉଛି’।
ମୋକିମ୍, ସଗରିଆ ଓ ଚିରଞ୍ଜୀବଙ୍କ ଉପରୁ ହଟିଲା ସସପେନସନ୍ । ୨୪ ଲଢ଼େଇ ପାଇଁ ବିଜେଡି-ବିଜେପି ବିରୋଧରେ କଂଗ୍ରେସର ଦୃଢ ରଣନୀତି ।
ଶାସକ ଦଳ ବିରୋଧରେ ବିଜେପିର ସାଂଘାତିକ ଅଭିଯୋଗ । ‘ରାମ ମାହୋଲରୁ ଫାଇଦା ଚେଷ୍ଟାରେ ବିଜେଡି’ ।
ଗର୍ଭଗୃହରେ ଉତ୍ତରପ୍ରଦେଶ ଗୃହ ସଚିବ ସଞ୍ଜୟ ପ୍ରସାଦ ଓ ସ୍ପେଶାଲ ପୋଲିସ ଡିଜି ପ୍ରଶାନ୍ତ କୁମାର ରହି ଦର୍ଶନ ବ୍ୟବସ୍ଥାର ନିୟନ୍ତ୍ରଣ କରୁଛନ୍ତି । ଭକ୍ତଙ୍କ ଦର୍ଶନ ସୁଚାରୁ ରୂପେ କରିବା ଲାଗି ମନ୍ଦିରରେ ପ୍ରାୟ ୮ ହଜାର ସୁରକ୍ଷା କର୍ମୀଙ୍କୁ ନିୟୋଜିତ କରାଯାଇଛି ।
୧୯୭୦ରୁ ୧୯୭୧ ଓ ୧୯୭୭ରୁ ୧୯୭୯ ପର୍ଯ୍ୟନ୍ତ ମୁଖ୍ୟମନ୍ତ୍ରୀ ଥିଲେ । ଦେଶର ସର୍ବୋଚ୍ଚ ବେସାମରିକ ସମ୍ମାନ ଭାରତରତ୍ନ ।
ରାଉରକେଲା ସହରର ଲୋକସଂଖ୍ୟା ଦୃଷ୍ଟିରୁ ଏକ ବଡ଼ ସରକାରୀ ହସ୍ପିଟାଲର ବି ଆବଶ୍ୟକତା ନେଇ ସବୁ ବେଳେ ଦାବି ହୋଇ ଆସୁଛି। କିନ୍ତୁ କେବଳ ରାଉରକେଲା ସରକାରୀ ହସ୍ପିଟାଲକୁ ଛାଡ଼ି ଦେଲେ ସହରରେ ସାଧାରଣ ଲୋକଙ୍କ ପାଇଁ ଦେୟମୁକ୍ତ ଚିକିତ୍ସାର କୌଣସି ସୁବିଧା ନାହିଁ।
ନିଜ ନିର୍ବାଚନମଣ୍ଡଳୀରେ ସ୍ୱତନ୍ତ୍ର ପତିଆରା ଆଉ ଦୃଢ଼ ସଂଗଠନ ପାଇଁ ସାରଦା ବିଜେଡିର ଅନ୍ୟ ଆଶାୟୀଙ୍କଠାରୁ ବି ଢେର ଆଗରେ ।