Advertisment

ଏଥର ବି ରାଜ୍ୟସଭା ଆଶାରେ ପାଟ୍ଟଶାଣୀ ! କହିଲେ ଏଥର କଥା ରଖିବେ CM

ପୁଣି ଥରେ ରାଜ୍ୟସଭା ନେଇ ଆଶାବାଦୀ ପ୍ରସନ୍ନ ପାଟ୍ଟଶାଣୀ । ଏଥର ନବୀନ ବାବୁ ପ୍ରତିଶ୍ରୁତି ପାଳନ କରିବେ କହିଲେ ।

author-image
Satyendu Shekher Mishra
ଅଦ୍ୟତନ ହୋଇଛି
Prasanna Kumar Patasani

Prasanna Kumar Patasani

ଏଥର ପାଟ୍ଟଶାଣୀଙ୍କୁ ମିଳିବ କି ରାଜ୍ୟସଭା ଟିକେଟ୍। କାରଣ ପୁଣି ଥରେ ରାଜ୍ୟସଭା ଯିବାକୁ ନେଇ ଆଶାବାଦୀ ଥିବା କହିଛନ୍ତି ଭୁବନେଶ୍ୱରର ପୂର୍ବତନ ବିଜେଡି ସାଂସଦ ପ୍ରସନ୍ନ ପାଟ୍ଟଶାଣୀ । ଏବେ ୩ଟି ରାଜ୍ୟସଭା ଆସନ ଖାଲି ହେଉଥିବା ବେଳେ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ଏଥର ପ୍ରତିଶ୍ରୁତି ପାଳନ କରିବେ । ଲୋକସଭା ନିର୍ବାଚନରେ ଲକ୍ଷାଧିକ ଭୋଟରେ ଜିତିଛନ୍ତି, ସେଥିପାଇଁ ଆଶା ରହିବା ସ୍ବାଭାବିକ ବୋଲି ଦୋହରାଇଛନ୍ତି ପାଟ୍ଟଶାଣୀ।

Advertisment

୨୦୧୯ ନିର୍ବାଚନରେ ଟିକେଟ୍ କଟିବା ପରେ ରାଜ୍ୟସଭା ପାଇଁ ପାଟ୍ଟଶାଣୀ ବାରମ୍ବାର ଲବି କରିଛନ୍ତି । ମୁଖ୍ୟମନ୍ତ୍ରୀ ତାଙ୍କୁ ରାଜ୍ୟସଭା ପଠାଇବା ପାଇଁ ପ୍ରତିଶ୍ରୁତି ଦେଇଥିବା ସେ ଅନେକ ବାର କହିଛନ୍ତି ।

Advertisment

BJP BJD Odisha Politics Congress
Advertisment
Advertisment