• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Satyendu Shekher Mishra

Satyendu Shekher Mishra

Editor

ମୁଁ ସତ୍ୟେନ୍ଦୁ ଶେଖର ମିଶ୍ର । ୨୦୧୬ରୁ ମୁଁ ସାମ୍ବାଦିକତା କରି ଆସୁଛି । ଦୈନିକ ଖବର କା ...more

ମୁଁ ସତ୍ୟେନ୍ଦୁ ଶେଖର ମିଶ୍ର । ୨୦୧୬ରୁ ମୁଁ ସାମ୍ବାଦିକତା କରି ଆସୁଛି । ଦୈନିକ ଖବର କାଗଜ ଓଡ଼ିଶା ଭାସ୍କର ରୁ ମୋର ଏହି ନୂଆ ଜୀବନ ଆରମ୍ଭ । ଦୁଇରୁ ଅଢ଼େଇ ବର୍ଷ ସେଠାରେ sub-editor ଭାବେ କାର୍ଯ୍ୟ କରିବା ପରେ ଓଡ଼ିଶାର ପ୍ରଥମ ଡିଜିଟାଲ ନ୍ୟୁଜ ଚ୍ୟାନେଲ ARGUS ଜରିଆରେ ନିଜର ଡିଜିଟାଲ ମିଡିଆ କ୍ୟାରିୟର ଆରମ୍ଭ କଲି। ସେଠାରେ ୨ ବର୍ଷ କାମ କରିବା ପରେ ନନ୍ଦିଘୋଷ ଟିଭି ଡିଜିଟାଲ ରେ କାମ କରିବାକୁ ସୁଯୋଗ ପାଇଲି। ଆଉ ଏବେ ମୁଁ ଓଡ଼ିଶାର ୧ ନଂ ଚ୍ୟାନେଲ OTV ରେ କାର୍ଯ୍ୟରତ ।

less

Posts by Satyendu Shekher Mishra

Subhadra Scheme
କଥା ରଖିଲେ ମୋଦି । ମହିଳାଙ୍କୁ ଦେଲେ ସୁଭଦ୍ରା ଭେଟି

ଆଜି ସୁଭଦ୍ରା ଯୋଜନାର ଶୁଭାରମ୍ଭ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି।

Flood
ବନ୍ୟାରେ ବେହାଲ୍ ଉତ୍ତର ଓଡ଼ିଶା, ଜଳବନ୍ଦୀ ଗାଁକୁ ଜଳମଗ୍ନ ଚାଷଜମି !

ବୁଢ଼ାବଳଙ୍ଗ ଓ ଜଳକା ବି ଫୁଲିବା ପରେ ଆତଙ୍କିତ ଲୋକେ । ମୟୂରଭଂଜ ବଡ଼ସାହିରେ ଚିନ୍ତା ବଢ଼ାଇଲା ୨୫ ଫୁଟର ଘାଇ ।

Narendra Modi
ଓଡ଼ିଶାକୁ କ’ଣ ଦେଇଛନ୍ତି ପ୍ରଧାନମନ୍ତ୍ରୀ ? ସଫଳତା ବଖାଣିଲେ ଅଶ୍ୱିନୀ

ପ୍ୟାନେଲ ଡାଇରେକ୍ଟ ଡ୍ରାଇଭ ବ୍ୟବସ୍ଥା ଗ୍ରହଣ କରାଯାଇଥିବା ବେଳେ, ସେଥିରେ ପ୍ୟାନେଲ ରହିବ ନାହିଁ । ତେଣୁ ସେଥିରେ କିଛି ଗଡ଼ବଡ଼ି କରାଯାଇ ପାରିବନି ।

Subhadra Scheme
ପ୍ରତୀକ୍ଷାର ଅନ୍ତ, ଖାତାକୁ ଗଲା ସୁଭଦ୍ରା ଟଙ୍କା ! ପ୍ରଥମ କିସ୍ତି ପାଇ ୨୫ଲକ୍ଷ ହିତାଧିକାରୀ ଖୁସି

ମୁଖ୍ୟମନ୍ତ୍ରୀ କହିଲେ ସ୍ୱାବଲମ୍ବୀ ହେବେ ରାଜ୍ୟର ମହିଳା । ସବୁ ଯୋଗ୍ୟ ଯେପରି ପାଇବେ, ତାକୁ ଗୁରୁତ୍ବ ଦିଆଯିବ କହିଲେ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ।

Subhadra Scheme
ପୂରା ହେଲା ପ୍ରତିଶ୍ରୁତି, ଆରମ୍ଭ ହେଲା ସୁଭଦ୍ରା ! ଲାଭବାନ ହେବେ କୋଟିଏରୁ ଅଧିକ ମହିଳା

ଜନତା ମୈଦାନରେ ଯୋଜନାର ଶୁଭାରମ୍ଭ କଲେ ପ୍ରଧାନମନ୍ତ୍ରୀ । ଆବାସ ସହରୀ 2.0 ସହ ବହୁ ପ୍ରକଳ୍ପର କଲେ ଶୁଭାରମ୍ଭ ଓ ଶିଳାନ୍ୟାସ ।

Cuttack Series Accident
ଯୋବ୍ରା ବ୍ରିଜରେ ସିରିଜ୍ ଦୁର୍ଘଟଣା ! ବୋଲେରୋ ପରେ ଅଟୋକୁ ପିଟିଲା ସ୍କର୍ପିଓ

ସିରିଜ୍ ଦୁର୍ଘଟଣାରେ ୩ ଗୁରୁତର, ଘଟଣାସ୍ଥଳରେ ଉତ୍ତେଜନା ।

Narendra Modi
କାଲି ଆସିବେ ପ୍ରଧାନମନ୍ତ୍ରୀ । ସ୍ବାଗତ ପାଇଁ ସଜେଇ ହୋଇଛି ରାଜଧାନୀ ରାସ୍ତା

ମୋଦିଙ୍କ ପାଇଁ ହୋଇଛି ସ୍ୱତନ୍ତ୍ର ବ୍ୟବସ୍ଥା, ନୂଆ ରୂପ ଦିଆଯାଉଛି ଗାଁର ଭାଗବତ ଟୁଙ୍ଗୀ ଘର । ତା ସହ ହିତାଧିକାରୀଙ୍କ ଘର ଆଗରେ ଲେଖା ଚାଲିଛି ଆବାସ ସମ୍ବନ୍ଧୀୟ ବିବରଣୀ ।

Duplicate Liquor
ନକଲି ମଦକୁ ନେଇ ରାଜଧାନୀରେ ହଇଚଇ

ଅବକାରୀ ବିଭାଗ ଜବତ୍ କରିଥିବା ପ୍ରାୟ ୫୦ ଲକ୍ଷ ଟଙ୍କାର ନକଲି ମଦରେ ବୁଲଡୋଜର ଚଢ଼ାଇ ଥିଲା ବେଳେ, ଖୋଦ୍ କ୍ୟାପିଟାଲ ସିଟିରେ ନକଲି ମଦ, ସମସ୍ତଙ୍କ ହୋସ୍ ଉଡ଼ାଇ ଦେଇଛି।

Paradeep Politics
ବକେୟା ବିଲ୍ ପାଇଁ ବିଜେଡିର ଅକଲ ଗୁଡୁମ୍

ବିଲ୍ ପାଇଁ ମହାଭାରତ! ସରଗରମ ପାରାଦୀପ ରାଜନୀତି।

Subhadra Yojana
'ସୁଭଦ୍ରା'କୁ ନେଇ ଦୂର ହେଲା ବଡ଼ ଦ୍ୱନ୍ଦ୍ୱ

କୌଣସି ନିର୍ଦ୍ଦିଷ୍ଟ ସମୟ ସୀମା ନାହିଁ । ଆଜି ଏଭଳି ସୂଚନା ଦେଇ ଦ୍ୱନ୍ଦ୍ୱ ଦୂର କରିଛନ୍ତି ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ।

Social Service
ଯେଉଁଠି କର୍କଟ ଭଳି ଦୁରାରୋଗ୍ୟ ଭାଙ୍ଗିଦିଏ ସୁଖର ବନ୍ଧ, ସେଇଠି ଦେବଦୂତ ସାଜେ ସେବା ହୋମ୍

କର୍କଟ ଆକ୍ରାନ୍ତ ଟିକି ପିଲାଙ୍କ ମୁହଁରେ ହସ ଫୁଟାଇବାକୁ ଏବଂ ବ୍ୟୟବହୁଳ ଚିକିତ୍ସା ପାଇଁ ଅଭିଭାବକଙ୍କ ଆନୁସଙ୍ଗିକ ଖର୍ଚ୍ଚ ମୁଣ୍ଡାଇବାକୁ ଏହି ସଂଗଠନ ଆଗେଇ ଆସେ।

Social Service
ଯେଉଁଠି ଆଶା ମରିଯାଏ, ସେଇଠି ଛିଡ଼ା ହୁଏ ଉମିଦେଁ

ଚର୍ଚ୍ଚାରେ କ୍ୟାନସର ପୀଡ଼ିତ ଶିଶୁଙ୍କ ସେବା ପାଇଁ ସମର୍ପିତ ସଂସ୍ଥା । ଭୁବନେଶ୍ୱର ଏମସ ନିକଟରେ ଅଛି ସେବା ହୋମ୍ ।

Duplicate Liquor
ବରମୁଣ୍ଡା କାଉଣ୍ଟରରେ ନକଲି ମଦ, ୫୦ ଲକ୍ଷ ସ୍ୱାହା..!

୫୦ ଲକ୍ଷର ନକଲି ମଦରେ ଜେସିବି ଚଢ଼ାଇଲା ଅବକାରୀ ବିଭାଗ । ବରମୁଣ୍ଡାରେ ଥିବା ମଦ ଦୋକାନ ସିଲ୍ ।

Paradeep Politics
ବିଲ୍ ପାଇଁ ମହାଭାରତ, କୁଜଙ୍ଗରେ ବିଡିଓଙ୍କୁ ବିଜେଡି ମାଡ଼ !

ତେଜିଲା ପାରାଦୀପ ରାଜନୀତି । ଜାଣିଶୁଣି ବିଲ୍ ବନ୍ଦ କଲେ ନିଆଁ ଜଳିବା ନେଇ ଶଙ୍ଖ ଦଳର ଚେତାବନୀ ।

Vedanta Red Mud Pond
ଭାଙ୍ଗିଲା ବେଦାନ୍ତର ରେଡ୍ ମଡ୍ ପଣ୍ଡ, ଚାଷ ଜମିରେ ମାଡିଗଲା କାଦୁଅ ପାଣି  

ଲାଞ୍ଜିଗଡ଼ରେ ଥିବା ବେଦାନ୍ତ କମ୍ପାନୀର ରେଡ୍ ମଡ୍ ପଣ୍ଡ ଭୁଶୁଡ଼ିଲା । ଆଖପାଖ ଗାଁର ହେକ୍ଟର ହେକ୍ଟର ଚାଷ ଜମିରେ ମାଡ଼ିଗଲା କାଦୁଅ ପାଣି ।

Uttar Pradesh Building Collapsed
ଅଚାନକ ଭୁଶୁଡ଼ିଗଲା ୩ ମହଲା କୋଠା, ଚାଲିଗଲା ୩ ଜୀବନ

ଉଦ୍ଧାର କାର୍ଯ୍ୟରେ ଏନଡିଆରଏଫ୍ ଏବଂ ଏସଡିଆରଏଫ୍ ଟିମ୍ । ଭଗ୍ନାବଶେଷ ତଳୁ ୫ ଜଣ ସୁରକ୍ଷିତ ଉଦ୍ଧାର ।

Coast Canal
ଏଇ କେନାଲ ଥିଲା ଓଡ଼ିଶା ବାଣିଜ୍ୟର ମୁଖ୍ୟ ରାସ୍ତା, ହେଲେ ଏବେ ଅବସ୍ଥା ସଂକଟରେ

ପଶ୍ଚିମବଙ୍ଗରୁ ମାଲ ଓ ଯାତ୍ରୀ ପରିବହନ କ୍ଷେତ୍ରରେ ପ୍ରମୁଖ ଭୂମିକା ନେଇଥିଲା ଏହି କେନାଲ। ହେଲେ ରକ୍ଷଣାବେକ୍ଷଣ ଅଭାବ ଏବଂ ଜବରଦଖଲ ଯୋଗୁଁ ଏବେ ଅସ୍ତିତ୍ୱ ହରାଇବାକୁ ବସିଲାଣି ।

Fine Art Artist
ଟଙ୍କା ନଥିଲା ବୋଲି ପଢ଼ିପାରିଲେନି, ହେଲେ ଫାଇନ୍‌ ଆର୍ଟରେ ସିଦ୍ଧ ହସ୍ତ !

ହଁ ଏମିିତି ଜଣେ ନିଆରା ପ୍ରତିଭା ହେଉଛନ୍ତି ବ୍ରହ୍ମପୁର ଉପକଣ୍ଠ ବଡ଼କୁଶସ୍ଥଳରୀର ଫାଇନ୍ ଆର୍ଟ ଆଟିଷ୍ଟ ପ୍ରତାପ ବାଡ଼ତ୍ୟା । ନିକଟରେ ସେ ରାଷ୍ଟ୍ରପତି ଭବନରେ ଆୟୋଜିତ ପ୍ରଦର୍ଶନୀରେ ନିଜର ଜାଦୁଗରି ଦ୍ୱାରା ମହାମହିମଙ୍କୁ ପ୍ରଭାବିତ କରିପାରେ ସଫଳ ହୋଇଛନ୍ତି ।

Aparajita Sarangi
ଭୁବନେଶ୍ୱର ପାଇଁ ୪ ପ୍ରସ୍ତାବ ନେଇ ମୁଖ୍ୟମନ୍ତ୍ରୀଙ୍କୁ ଭେଟିଲେ ଅପରାଜିତା

ନିଜ ସଂସଦୀୟ କ୍ଷେତ୍ରରେ ଅଟକିଥିବା ଉନ୍ନୟନମୂଳକ କାର୍ଯ୍ୟ ନେଇ ଆଲୋଚନା । ଅଟକି ରହିଥିବା ୪ଟି ପ୍ରସ୍ତାବ ସଂପର୍କରେ ଲିଖିତ ଜଣାଇଲେ ଅପରାଜିତା ।

ମୁଁ ସତ୍ୟେନ୍ଦୁ ଶେଖର ମିଶ୍ର । ୨୦୧୬ରୁ ମୁଁ ସାମ୍ବାଦିକତା କରି ଆସୁଛି । ଦୈନିକ ଖବର କାଗଜ ଓଡ଼ିଶା ଭାସ୍କର ରୁ ମୋର ଏହି ନୂଆ ଜୀବନ ଆରମ୍ଭ । ଦୁଇରୁ ଅଢ଼େଇ ବର୍ଷ ସେଠାରେ sub-editor ଭାବେ କାର୍ଯ୍ୟ କରିବା ପରେ ଓଡ଼ିଶାର ପ୍ରଥମ ଡିଜିଟାଲ ନ୍ୟୁଜ ଚ୍ୟାନେଲ ARGUS ଜରିଆରେ ନିଜର ଡିଜିଟାଲ ମିଡିଆ କ୍ୟାରିୟର ଆରମ୍ଭ କଲି। ସେଠାରେ ୨ ବର୍ଷ କାମ କରିବା ପରେ ନନ୍ଦିଘୋଷ ଟିଭି ଡିଜିଟାଲ ରେ କାମ କରିବାକୁ ସୁଯୋଗ ପାଇଲି। ଆଉ ଏବେ ମୁଁ ଓଡ଼ିଶାର ୧ ନଂ ଚ୍ୟାନେଲ OTV ରେ କାର୍ଯ୍ୟରତ ।