ଆଇନମନ୍ତ୍ରୀ କହିଛନ୍ତି ପାଚେରିର ସ୍ଥାୟୀ ମରାମତି ପାଇଁ ASI ପ୍ରକ୍ରିୟା ଆରମ୍ଭ କରିଛି ।
ଭଲ କାହାଣୀ ପଛ, ଏବେ ମେଲୋଡି ଓ ରେକର୍ଡ ଡାନ୍ସ ଯାତ୍ରାର ସବୁକିଛି । ରେକର୍ଡ ଡାନ୍ସ ତ ନୁହେଁ, ନେକେଡ୍ ଡାନ୍ସ ।
ଛତିଶଗଡ଼ର CLP ଲିଡର ଚରଣ ଦାସ ମହନ୍ତ ଓ AICC ସାଧାରଣ ସଂପାଦିକା ମୀନାକ୍ଷୀ ନଟରାଜନଙ୍କ ଉପସ୍ଥିତିରେ ମାନସ ମନ୍ଥନ ହେଲା। ଆଉ ନିଷ୍କର୍ଷ ଆସିବା ଆଗରୁ ମାଡ଼ିଲାଣି କି ସେଇ ଗୋଡ଼ ଟଣାଟଣି ରୋଗ ?
ପ୍ରେସ ରିଲିଜ୍ ଜରିଆରେ ଇସ୍କନ ପରିଚାଳନା ପରିଷଦର ସୂଚନା । ଅଦିନିଆ ରଥଯାତ୍ରାକୁ ନେଇ କ୍ଷୋଭ ପ୍ରକାଶ କରିଥିଲେ ଗଜପତି ମହାରାଜା ।
କାଲି ଦିନତମାମ AICC ନେତାଙ୍କ ମାନସ ମନ୍ଥନ ପରେ ବି ଚିତ୍ର ଅସ୍ପଷ୍ଟ । ନିଷ୍କର୍ସ ଆସିବା ଆଗରୁ ବାହାରିଲାଣି ନେତାଙ୍କ ଗୋଡ଼ ଟଣାଟଣି ରୋଗ ।
ମୃତ ଶିଶୁ ମାନଙ୍କ ବୟସ ୨ରୁ ୭ ବର୍ଷ। ଜାତୀୟ ମିଡ଼ିଆରୁ ମିଳିଥିବା ସୂଚନା ଅନୁଯାୟୀ, ଭରତ ମନ୍ଦାନି ନାମକ ଜଣେ ଫାର୍ମ ହାଉସ୍ ମାଲିକଙ୍କ କାରରେ ଘଟିଛି ଏହି ଅଘଟଣ।
ଦ୍ୱିତୀୟ ଥର ଜିତି ଟ୍ରମ୍ପ ଇତିହାସ ରଚିବେ ନା ସରପ୍ରାଇଜ୍ ଦେବେ ହାରିସ୍?
ଶ୍ରୀମନ୍ଦିର ସେବକ କହିଲେଣି- ମହାପ୍ରଭୁଙ୍କୁ ଅପମାନ କଲେ ଦରକାର ପଡ଼ିଲେ ସେମାନଙ୍କୁ ଶ୍ରୀମନ୍ଦିର ପ୍ରବେଶ କଟକଣା ଲଗାଯାଇପାରେ ।
ପୂର୍ବ ବିଜେଡି ସରକାରକୁ ଆଟାକ୍ କରି ମନ୍ତ୍ରୀ କହିଛନ୍ତି, ସେମାନଙ୍କ ସମୟରେ ଓଡ଼ିଶାରୁ ମୁହଁ ଫେରାଇଥିବା କମ୍ପାନି ଏବେ ରାଜ୍ୟକୁ ଫେରୁଛନ୍ତି ।
ଦୀର୍ଘଦିନ ପରେ ଓଡ଼ିଶାକୁ ଅନ୍ତର୍ଜାତୀୟ ଦିନିକିଆ ମ୍ୟାଚ୍ ଫେରିଥିବାରୁ ସମସ୍ତଙ୍କ ଉତ୍ସାହ ଥିଲା। କିନ୍ତୁ ଟିକେଟ୍ ଦର ଶୁଣିବା ପରଠୁ ମରି ଯାଇଛି ଦର୍ଶକଙ୍କ ଉତ୍ସାହ।
ଗତ ୨ ବର୍ଷ ମଧ୍ୟରେ ବନ୍ଧା ହେଲେଣି ପ୍ରାୟ ୩ ହଜାର ଜଣ । ଯାହାକୁ ନେଇ ଓଡ଼ିଶା ଏବେ ଜାତୀୟ ତଦନ୍ତକାରୀ ସଂସ୍ଥା ସହ ରାଜ୍ୟ ବାହାରର ପୋଲିସ ସ୍କାନରରେ ରହିଛି ।
ଅନେକ ଫଟୋ ଏବେ ସୋସିଆଲ ମିଡିଆରେ ଘୁରି ବୁଲୁଛି । ଆଉ ସେହି ଫଟୋକୁ ଯିଏ ବି ଦେଖୁଛି ଟିକେ ଅଟକି ଯାଉଛି । ଆଉ ପରଖିବାକୁ ଚେଷ୍ଟା କରୁଛି, ତାହା ସତ ନା ମିଛ !
ପିପୁଲସ ପ୍ରେସିଡେଣ୍ଟର ନାରା ଦେବା ସହ କୁଶଳୀ ଶ୍ରମିକ ଭିସା H-1Bର ସମ୍ପ୍ରସାରଣକୁ ସମର୍ଥନ କରିଥିଲେ କମଳା।
ଆଖି ତରାଟିଲା ଭଳି କାହିଁକି ଟିକେଟ୍ ଦର ଏଭଳି ବୃଦ୍ଧି କରିଛି OCA ? ଓସିଏ ସଂପାଦକ କହିଛନ୍ତି, ବାରବାଟୀ ଟିକେଟ ଦାମ ଅନ୍ୟ ରାଜ୍ୟ ତୁଳନାରେ କମ୍ ରହିଛି।
କିଶୋର ବୈଜ୍ଞାନିକ ମାନଙ୍କର ଏହି ନୂତନ ଆବିଷ୍କାର ସବୁକୁ ମୂଲ୍ୟାୟନ କରିଥିଲେ ବିଶିଷ୍ଟ ନିର୍ଣ୍ଣାୟକ ମଣ୍ଡଳୀ। ଯେଉଁଥିରେ ଥିଲେ IIT ପ୍ରଫେସର, ଉଦ୍ୟୋଗପତି ଏବଂ ବିଶେଷଜ୍ଞ।
କନ୍ଧମାଳରୁ କ୍ୟାପିଟାଲ୍ ଯାଏଁ ହଲଚଲ୍ ହୋଇଥିବାବେଳେ ଦୀର୍ଘବର୍ଷ ପରେ ଆମ୍ବଟାକୁଆ ଟ୍ରାଜେଡି, ଚର୍ଚ୍ଚାକୁ ଫେରିଛି।
ଜଗନ୍ନାଥଙ୍କ ମୁଖ୍ୟ ବାଡ଼ଗ୍ରାହୀ ଓ ବରିଷ୍ଠ ଦଇତାପତି କିନ୍ତୁ ଏହାକୁ ସହଜରେ ଗ୍ରହଣ କରିପାରୁନାହାନ୍ତି। ଏମିତିକି ASI ତଥ୍ୟର ସାର୍ବଜନୀନ କରିବାକୁ ଦାବି କଲେଣି।
ପ୍ରସ୍ତାବିତ 5 ନିୟୁତ ଟନ୍ କ୍ଷମତା ବିଶିଷ୍ଟ ଏଇ ମେଗା ପ୍ଲାଣ୍ଟ ପାଇଁ କେତେ ପୁଞ୍ଜିନିବେଶ ରହିବ, କେନ୍ଦୁଝରର କେଉଁଠି ପ୍ଲାଣ୍ଟ ବସିବ ତାକୁ ନେଇ ବଢିଛି ଉତ୍କଣ୍ଠା।
ଯାହାକୁ ନେଇ ଉତ୍ସାହିତ ହୋଇପଡିଛନ୍ତି ସୁଭଦ୍ରାରୁ ବଂଚିତ ମହିଳମାନେ।
ଅମାବାସ୍ୟା ସନ୍ଧ୍ୟାରେ ଫୁଟିଲା ବାଣ । ବେଆଇନ ବାଣ ବିସ୍ପୋରଣରେ ଦୁଇ ଜଣ ମୃତ ।