• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Satyendu Shekher Mishra

Satyendu Shekher Mishra

Editor

ମୁଁ ସତ୍ୟେନ୍ଦୁ ଶେଖର ମିଶ୍ର । ୨୦୧୬ରୁ ମୁଁ ସାମ୍ବାଦିକତା କରି ଆସୁଛି । ଦୈନିକ ଖବର କା ...more

ମୁଁ ସତ୍ୟେନ୍ଦୁ ଶେଖର ମିଶ୍ର । ୨୦୧୬ରୁ ମୁଁ ସାମ୍ବାଦିକତା କରି ଆସୁଛି । ଦୈନିକ ଖବର କାଗଜ ଓଡ଼ିଶା ଭାସ୍କର ରୁ ମୋର ଏହି ନୂଆ ଜୀବନ ଆରମ୍ଭ । ଦୁଇରୁ ଅଢ଼େଇ ବର୍ଷ ସେଠାରେ sub-editor ଭାବେ କାର୍ଯ୍ୟ କରିବା ପରେ ଓଡ଼ିଶାର ପ୍ରଥମ ଡିଜିଟାଲ ନ୍ୟୁଜ ଚ୍ୟାନେଲ ARGUS ଜରିଆରେ ନିଜର ଡିଜିଟାଲ ମିଡିଆ କ୍ୟାରିୟର ଆରମ୍ଭ କଲି। ସେଠାରେ ୨ ବର୍ଷ କାମ କରିବା ପରେ ନନ୍ଦିଘୋଷ ଟିଭି ଡିଜିଟାଲ ରେ କାମ କରିବାକୁ ସୁଯୋଗ ପାଇଲି। ଆଉ ଏବେ ମୁଁ ଓଡ଼ିଶାର ୧ ନଂ ଚ୍ୟାନେଲ OTV ରେ କାର୍ଯ୍ୟରତ ।

less

Posts by Satyendu Shekher Mishra

CM Mohan Majhi
ହବିଷ୍ୟାଳିଙ୍କୁ ସବୁ ସୁବିଧା ମିଳିବ କହିଲେ ମୁଖ୍ୟମନ୍ତ୍ରୀ

ପୁରୀ ହବିଷ୍ୟାଳି ଘଟଣାରେ ହସ୍ତକ୍ଷେପ କଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ । ବ୍ୟକ୍ତିଗତ ଭାବେ ବିଭାଗୀୟ ଅଧିକାରୀଙ୍କ ସହ କଥା ହୋଇଥିବା କହିଲେ ।

CM Mohan Majhi
ମୁମ୍ବାଇ ଇନଭେଷ୍ଟର୍ସ ମିଟରେ ବିଭିନ୍ନ ଶିଳ୍ପପତିଙ୍କୁ ଭେଟିଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ

ଗୁଜରାଟ ମୁଖ୍ୟମନ୍ତ୍ରୀ ଭୂପେନ୍ଦ୍ର ପଟେଲଙ୍କ ସହ ମଧ୍ୟ କଥା ହୋଇଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ମାଝୀ।

Ayushman Bharat
ଏଇ ବର୍ଷ ରାଜ୍ୟରେ ଲାଗୁ ହେବ ଆୟୁଷ୍ମାନ ଭାରତ ଯୋଜନା: ସ୍ୱାସ୍ଥ୍ୟମନ୍ତ୍ରୀ

ରାୟଗଡ଼ା ସହରର ଅମୂଲ୍ୟ ବ୍ଲଡ ପ୍ରେସର ଓ ଅନ୍ୟ କିଛି ରୋଗ ପାଇଁ ମାସକୁ ୨ହଜାରରୁ ଅଧିକ ଟଙ୍କାର ମେଡିସିନ୍ କିଣି ଖାଉଛନ୍ତି, ହେଲେ ଆଗକୁ ଆଉ କିଣିବା ସ୍ଥିତିରେ ନାହାନ୍ତି ।

Organ Trafficking
କଟକରୁ କନ୍ଧମାଳ, ଅଙ୍ଗତସ୍କରୀ ଅଭିଯୋଗକୁ ନେଇ ହଇଚଇ

ଜୀବନ ବଞ୍ଚାଇବା ଆଶାରେ ଡାକ୍ତରଖାନା ଧାଇଁଥିବା ମଣିଷ ଅଙ୍ଗର ହୋଇଛି ତସ୍କରୀ ?

Alcoholic
ରାଜଧାନୀରେ ଚରମରେ ନିଶାସକ୍ତଙ୍କ ଉତ୍ପାତ, ରାଜରାସ୍ତାରେ କାହାକୁ ଛାଡୁନାହାନ୍ତି

ମଦ୍ୟପଙ୍କ ଦୁର୍ବ୍ୟବହାରରର ଶିକାର ପରେ ନୟାପଲ୍ଲୀ ଥାନାରେ କୋଷ୍ଟଗାର୍ଡ ଡିଆଇଜି ସତ୍ୟରଞ୍ଜନ ଦାସ ।

Odisha Politics BJD
ସତରେ ଭାଙ୍ଗିଯିବ କି ବିଜେଡି ?

ଜୟନାରାୟଣ ଖାଲି ବିଜେଡି ଛିନଛତ୍ର ହେବା କହି ନାହାନ୍ତି, ତା ’ହିତ ବିଜେଡିର ବହୁ ନେତା ବିଜେପି ଯୋଗାଯୋଗରେ ଥିବା କଥା ଦୋହରାଇ ବିଜେଡି ଶିବିରରେ କମ୍ପନ ସୃଷ୍ଟି କରିଛନ୍ତି।

Hamas Chief Killed
ଇସ୍ରାଏଲ୍ ଏୟାର ଷ୍ଟ୍ରାଇକରେ ଟଳିଲା ହମାସ୍ ଚିଫ୍

ଗାଜାରେ ସେନାର ଏହି ଅପରେସନ୍ ବେଳେ ୩ ଜଣ ଆତଙ୍କବାଦୀ ନିହତ ହୋଇଛନ୍ତି। ଏବେ ଆଇଡିଏଫ ପକ୍ଷରୁ ଜାରି ହୋଇଛି ଏହାର ଡ୍ରୋନ୍ ଭିଡିଓ।

Teacher Recruitment
ପିଲାଙ୍କୁ ସ୍କୁଲ ନପଠାଇ ପ୍ରତିବାଦ ! ଦାବି ପୂରଣ ଯାଏଁ ଛାତ୍ରଛାତ୍ରୀଙ୍କ ସ୍କୁଲ ବର୍ଜନ...

ବହୁ ସ୍କୁଲକୁ ଆସିଲେନି ପିଲା, ପାଠ ନପଢାଇ ଫେରିଲେ ଶିକ୍ଷକ । ପିଲାଙ୍କ ଅଧିକାର କ୍ଷୁର୍ଣ୍ଣ ନକରିବାକୁ ଡିଇଓଙ୍କ ନିବେଦନ ।

Kayar Board
କୟର ବୋର୍ଡର କଚ୍ଛପ ନୀତି ! ୧୦ ବର୍ଷ ତଳୁ ଟ୍ରେନିଂ ନେଇ ଅପେକ୍ଷାରେ ୪୦୦ ମହିଳା...

୫ ବର୍ଷ ହେବ ବ୍ୟବହାର ହେଉନି ସାଧାରଣ ସୁବିଧା କେନ୍ଦ୍ର । କାମରେ ଲାଗୁନଥିବାରୁ ମେସିନରେ ଲାଗିଲାଣି କଳଙ୍କି ।

Hamas Chief Killed
ହମାସ ମାନିଲା, ମରିଛି ମୁଖିଆ ସିନୱାର; ଖଲିଲ ହୟା ଗାଜାରେ ନୂଆ ହମାସ ମୁଖ୍ୟ

ମଧ୍ୟପ୍ରାଚ୍ୟରେ ଶାନ୍ତି ଓ ଉତ୍ତମ ଭବିଷ୍ୟତ ଲାଗି ଏକାଠି ହେବାକୁ ଆହ୍ୱାନ ଦେଇଛନ୍ତି ପ୍ରଧାନମନ୍ତ୍ରୀ ନେତାନ୍ୟାହୁ।

Odisha Politics BJD
ସରି ସରି ଆସୁଛି BJD ଆୟୁଷ ! BJP-Congରେ ମିଶିବାକୁ ଗୋଡ଼ ଟେକି ବସିଛନ୍ତି ନେତା

ବିଜେଡି ଘର ସ୍ଥିତି ଦିନକୁ ଦିନ ବିଗୁଡୁଥିବାବେଳେ ନବୀନ କେମିତି ସଂଗଠନକୁ ସୁଦୃଢ କରି ରଖିପାରୁଛନ୍ତି ତାଉପରେ ନଜର।

Organ Trafficking
ମୁଣ୍ଡରେ ଆଘାତ, କାହିଁକି କଟା ହେଲା ତଳିପେଟ ?

ଯୁବକଙ୍କ ମୃତ୍ୟ ପରେ କଟକ ରୁଦ୍ର ହସ୍ପିଟାଲ ନାଁରେ ଅଙ୍ଗ ତସ୍କରୀ ଅଭିଯୋଗ । ଦୁର୍ଘଟଣାରେ ମୃତ ବାଲିଗୁଡ଼ାର ଯୁବକଙ୍କ ପରିବାର ଲୋକଙ୍କ ସଂଗୀନ ଆରୋପ ।

Rail Road Bridge
ଗଙ୍ଗାନଦୀ ଉପରେ ହେବ ବିଶ୍ୱର ସବୁଠୁ ବଡ଼ ରେଲ-ରୋଡ୍ ବ୍ରିଜ୍

ଉପରେ ଚାଲିବ ଅନ୍ୟାନ୍ୟ ଯାନ, ତଳେ ଚାଲିବ ଟ୍ରେନ୍ । ମୋଟ୍ ୨ ହଜାର ୬୪୨ କୋଟି ଟଙ୍କା ଖର୍ଚ୍ଚ ହେବ ।

Hamas Leader
ଇସ୍ରାଏଲ୍ ଏୟାର୍ ଷ୍ଟ୍ରାଇକରେ ହମାସ୍ ମୁଖ୍ୟ ସିନୱାର୍ ନିହତ !

ଏପର୍ଯ୍ୟନ୍ତ ସେଭଳି କୌଣସି ଆନୁଷ୍ଠାନିକ ଘୋଷଣା କରାଯାଇନି । ସିନୱାର ଓ ଅନ୍ୟମାନଙ୍କୁ ଚିହ୍ନଟ ପାଇଁ ଚେଷ୍ଟା କରୁଛି ଇସ୍ରାଏଲ୍ ସେନା ।

OSSSC
OSSSC ପରିଚାଳିତ ପରୀକ୍ଷା କେଁ, ନିଷ୍ପତ୍ତି ନେବେ ରାଜ୍ୟ ସରକାର !

ପରୀକ୍ଷାର୍ଥୀଙ୍କ ପାଇଁ ନିରପେକ୍ଷ ଓ ସ୍ୱଚ୍ଛ ନିଯୁକ୍ତି ନେଇ ସରକାର ପ୍ରତିବଦ୍ଧ। ଯେଉଁସବୁ ଅଭିଯୋଗ ଆସିଛି, ତାକୁ ସରକାର ଉଚ୍ଚ ଅଧିକାରୀଙ୍କ ଦ୍ୱାରା ତର୍ଜମା କରୁଛନ୍ତି। ଏନେଇ ସରକାରଙ୍କ ଦ୍ୱାରା ଅତିଶୀଘ୍ର ସମୁଚିତ ନିଷ୍ପତ୍ତି ନିଆଯିବ ବୋଲି ପ୍ରେସ ବିଜ୍ଞପ୍ତି ଜରିଆରେ ସୂଚନା ଦିଆଯାଇଛି।

Emergency
ବହୁ ବିବାଦ ପରେ Emergencyକୁ ଅନୁମତି, ଖୁବ୍‌ଶୀଘ୍ର ହେବ ରିଲିଜ୍ !

ଏକାଧିକ ସିନ୍, ଡାଇଲଗକୁ ବାଦ୍ ଦିଆଗଲା । Emergency ଫିଲ୍ମକୁ ମିଳିଲା CBFC ଅନୁମତି ।

Puri
ଜଗା ଦୁଆରକୁ ଆସି ହନ୍ତସନ୍ତ ହେଲେ ହବିଷ୍ୟାଳି ! କିଏ ବୁଝିବ ତାଙ୍କ ଦୁଃଖ...

କେଉଁ ଉଦ୍ଦେଶ୍ୟରେ ପାଣି ଫିଙ୍ଗିଲେ ସେନେଇ ସଂପୃକ୍ତ କର୍ମଚାରୀ କିମ୍ବା ପୁରୀ ପୌରସଂସ୍ଥା ପକ୍ଷରୁ କୌଣସି ପ୍ରତିକ୍ରିୟା ମିଳିପାରିନାହିଁ। 

EGG HURLED
ପ୍ରଣବ ବଳବନ୍ତରାୟଙ୍କ ଗାଡ଼ିକୁ ୫୦ରୁ ଅଧିକ ଅଣ୍ଡା ମାଡ଼

ପୂର୍ବତନ ଧର୍ମଶାଳା ବିଜେଡି ବିଧାୟକ ପ୍ରଣବ ବଳବନ୍ତରାୟ । ଧର୍ମଶାଳା କୁରିକଣା ଠାରେ ଗାଡ଼ି ଉପରକୁ ଅଣ୍ଡାମାଡ଼ ହୋଇଛି ।

Puri habisiali
ପୁରୀରେ ବ୍ରତ ପାଳିବାକୁ ଯାଇ ହନ୍ତସନ୍ତ ହବିଷ୍ୟାଳୀ !

ଜିଲ୍ଲା ପ୍ରଶାସନର ଉତ୍ତର, ମାତ୍ର ଅଢ଼େଇ ହଜାରଙ୍କ ପାଇଁ ବ୍ୟବସ୍ଥା । ସମସ୍ୟା ଜଣାଇବାକୁ ଜାରି ହେବ ହେଲ୍ପଲାଇନ୍ କହିଲେ ଆଇନମନ୍ତ୍ରୀ ।

Cycolone
ଓଡ଼ିଶାକୁ ପୁଣି ବାତ୍ୟା ଛନକା, ୨୨ରେ ଲଘୁଚାପ..!

ଆଇଏମଡିର ଆକଳନ, ୨୪ରେ ନେଇପାରେ ଅବପାତ ରୂପ । ସାଇକ୍ଲୋନ ନେଇ କିଛି ବିଦେଶୀ ମଡେଲର ପୂର୍ବାନୁମାନ।

ମୁଁ ସତ୍ୟେନ୍ଦୁ ଶେଖର ମିଶ୍ର । ୨୦୧୬ରୁ ମୁଁ ସାମ୍ବାଦିକତା କରି ଆସୁଛି । ଦୈନିକ ଖବର କାଗଜ ଓଡ଼ିଶା ଭାସ୍କର ରୁ ମୋର ଏହି ନୂଆ ଜୀବନ ଆରମ୍ଭ । ଦୁଇରୁ ଅଢ଼େଇ ବର୍ଷ ସେଠାରେ sub-editor ଭାବେ କାର୍ଯ୍ୟ କରିବା ପରେ ଓଡ଼ିଶାର ପ୍ରଥମ ଡିଜିଟାଲ ନ୍ୟୁଜ ଚ୍ୟାନେଲ ARGUS ଜରିଆରେ ନିଜର ଡିଜିଟାଲ ମିଡିଆ କ୍ୟାରିୟର ଆରମ୍ଭ କଲି। ସେଠାରେ ୨ ବର୍ଷ କାମ କରିବା ପରେ ନନ୍ଦିଘୋଷ ଟିଭି ଡିଜିଟାଲ ରେ କାମ କରିବାକୁ ସୁଯୋଗ ପାଇଲି। ଆଉ ଏବେ ମୁଁ ଓଡ଼ିଶାର ୧ ନଂ ଚ୍ୟାନେଲ OTV ରେ କାର୍ଯ୍ୟରତ ।