ତଥ୍ୟରୁ ଏହା ମଧ୍ୟ ଜଣାପଡ଼ିଛି ଯେ, ଯଦି ଆପଣ ଗୁଗୁଲ୍ରେ ଅଷ୍ଟ୍ରେଲିଆ ଟାଇପ୍ କରନ୍ତି ତା’ହେଲେ ଆପଣ ସାଇବର ଅପରାଧୀଙ୍କ ନଜରକୁ ଆସନ୍ତି । ଅର୍ଥାତ୍ ଏଥିରୁ ଆମେ ବୁଝିପାରିବା ଯେ ଅଷ୍ଟ୍ରେଲିଆବାସୀ ଅଧିକ ସାଇବର ଆଟାକ୍ର ଶିକାର ହୋଇଥାନ୍ତି ।
ଈଷତ୍ ବାଇଗଣୀ ରଙ୍ଗର ପୋଷାକ ପିନ୍ଧିବେ ସିନିୟର୍ ନର୍ସିଂ ଅଫିସର ।
ସୁନ୍ଦରଗଡ଼ରେ ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ୩ୟ ପର୍ଯ୍ୟାୟ ଟଙ୍କା ଦିଆଯିବ । ସୂଚନା ଦେଲେ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ।
ଜୟରାମଙ୍କ ଏହି ସମୋସା ପାର୍ଟି, ରାଜ୍ୟର କଂଗ୍ରେସ ସରକାରଙ୍କୁ କେବଳ ତାତ୍ସଲ୍ୟ ଓ ଅପମାନିତ କରିବା ଉଦେଶ୍ୟରେ ଆୟୋଜନ କରାଯାଇଥିଲା ।
ଭାବବିହ୍ୱଳ ଢଙ୍ଗରେ ମାଆ, ପତ୍ନୀ ଓ ପରିବାର ସମ୍ପର୍କରେ ରଖିଲେ ତଥ୍ୟ । ସୋମବାର ନୂଆ ସିଜେଆଇ ଭାବେ ଦାୟିତ୍ୱ ନେବେ ଜଷ୍ଟିସ୍ ସଞ୍ଜୀବ ଖାନା ।
ପ୍ରତିଦିନ ହେବ ମୋ ବସ୍ ଡ୍ରାଇଭରମାନଙ୍କ ମଦ୍ୟପାନ ପରୀକ୍ଷଣ ।
'ଏବେ କୌଣସି ଅପରାଧିକ ମାମଲାରେ ମୁଁ ସଂପୃକ୍ତ ନୁହଁ । ଅପରାଧ ଛାଡ଼ି ମୁଖ୍ୟ ସ୍ରୋତରେ ସାମିଲ୍ ହେବାକୁ ଚାହୁଁଛି ।'
ହାୱଡ଼ା ନାଲପୁର ଷ୍ଟେସନ ନିକଟରେ ଲାଇନଚ୍ୟୁତ । ଟ୍ରେନର ୩ଟି ବଗି ଲାଇନଚ୍ୟୁତ ହୋଇଥିବା ସୂଚନା ।
ସୁଖୁଙ୍କ ସିଙ୍ଗଡ଼ା ଖୋଜିବାକୁ ହେଲା ରିତିମତ୍ ସିଆଇଡି ତଦନ୍ତ । ସତରେ କଣ ହିମାଚଳ ସମୋସା ବିବାଦ ପଛରେ-କୁଛ୍ ତୋ ଗଡ଼ବଡ଼ ହୈ !
ଶେଷରେ ପୀଡ଼ିତାଙ୍କ ଏତଲା ପରେ ପୋଲିସ ୫ ଜଣଙ୍କୁ ଗିରଫ କରିଥିବାବେଳେ ନାବାଳକ କାଫେ ମାଲିକକୁ ଧରି ପଚରାଉଚରା କରୁଛି।
ପୋଲିସ ଯୁବକଙ୍କୁ ଅଟକ ରଖି ତନାଘନା ଚଳାଇଥିବାବେଳେ ପୀଡ଼ିତା କହିଛନ୍ତି ମୋତେ ନ୍ୟାୟ ମିଳୁ।
ଆସନ୍ତା ୧୨ ତାରିଖରେ ପ୍ରଥମ ପର୍ଯ୍ୟାୟରେ ପୁରୀରୁ ଅଯୋଧ୍ୟା ଏବଂ ତିରୁପତିକୁ ବସସେବାର ଶୁଭାରମ୍ଭ କରିବାକୁ ଯାଉଛନ୍ତି ମୁଖ୍ୟମନ୍ତ୍ରୀ।
ଖାଲି ସେତିକି ନୁହେଁ, ଦଳ ନିର୍ବାଚନ ପୂର୍ବରୁ ଭୁଲ୍ ବାଟରେ ପରିଚାଳିତ ହେଉଥିଲା ବୋଲି କହି ବିଜେଡି କ୍ୟାମ୍ପରେ କମ୍ପନ ସୃଷ୍ଟି କରିଛନ୍ତି ସୁଶାନ୍ତ।
ଦୁଷ୍କର୍ମକାରୀଙ୍କ ପରିଚୟ, କେତେ ଜଣ ଦୁଷ୍କର୍ମକାରୀ ଥିଲେ, ତାଙ୍କ ସହ କେଉଁଠି କଣ ଘଟିଥିଲା, କିଛି କହିପାରୁନଥିଲେ ।
ପୂର୍ବତନ ବିଧାୟକ ଅମରଙ୍କ ପରେ ସୁଶାନ୍ତ ବେହେରାଙ୍କ ଆଟାକ୍ ।
ସିଙ୍ଗଡ଼ା ବାଟବଣାର ସିଆଇଡି ତଦନ୍ତକୁ ନେଇ ବିବାଦରେ ସୁଖବିନ୍ଦର ସୁଖୁ । ତଦନ୍ତ ରିପୋର୍ଟରେ ସରକାର ବିରୋଧୀ କାର୍ଯ୍ୟ ଦର୍ଶାଯିବାରୁ ତେଜିଲା ରାଜନୀତି ।
ଦେଶର ଅନ୍ୟ ୩ ଧାମକୁ ଗଡ଼ିବ ସୁପର ପ୍ରିମିୟମ୍ ବସ୍ । ପ୍ରଥମ ପର୍ଯ୍ୟାୟରେ ଆସନ୍ତା ୧୨ ତାରିଖରେ ପୁରୀରୁ ବସ୍ ସେବା ଆରମ୍ଭ ।
ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ ଆମ୍ବ ଟାକୁଆ ଖାଇ ମୃତ୍ୟୁ ଘଟଣାରେ ସରକାରଙ୍କୁ କଡ଼ା ସମାଲୋଚନା କରିଛନ୍ତି।
ଆମେରିକାରେ ଟ୍ରମ୍ପ୍ ଜିତିବା, ଦରହ୍ରାସ ପଛର କାରଣ କୁହାଯାଉଛି । ଆଗକୁ ଦର ଆହୁରି ଖସିବ ବୋଲି ବଜାର ବିଶେଷଜ୍ଞ ଆଶା ରଖିଛନ୍ତି ।
ପାଞ୍ଜିକାର ପରିଶ୍ରମ ନକରି ନକଲରେ ମାତୁଥିବାରୁ ଏଭଳି ସମସ୍ୟା ଉପୁଜୁଥିବା ନେଇ ଶଙ୍କାରାଚାର୍ଯ୍ୟଙ୍କ ମନ୍ତବ୍ୟ ସୃଷ୍ଟି କରିଛି ହଲଚଲ୍ ।