• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Satyendu Shekher Mishra

Satyendu Shekher Mishra

Editor

ମୁଁ ସତ୍ୟେନ୍ଦୁ ଶେଖର ମିଶ୍ର । ୨୦୧୬ରୁ ମୁଁ ସାମ୍ବାଦିକତା କରି ଆସୁଛି । ଦୈନିକ ଖବର କା ...more

ମୁଁ ସତ୍ୟେନ୍ଦୁ ଶେଖର ମିଶ୍ର । ୨୦୧୬ରୁ ମୁଁ ସାମ୍ବାଦିକତା କରି ଆସୁଛି । ଦୈନିକ ଖବର କାଗଜ ଓଡ଼ିଶା ଭାସ୍କର ରୁ ମୋର ଏହି ନୂଆ ଜୀବନ ଆରମ୍ଭ । ଦୁଇରୁ ଅଢ଼େଇ ବର୍ଷ ସେଠାରେ sub-editor ଭାବେ କାର୍ଯ୍ୟ କରିବା ପରେ ଓଡ଼ିଶାର ପ୍ରଥମ ଡିଜିଟାଲ ନ୍ୟୁଜ ଚ୍ୟାନେଲ ARGUS ଜରିଆରେ ନିଜର ଡିଜିଟାଲ ମିଡିଆ କ୍ୟାରିୟର ଆରମ୍ଭ କଲି। ସେଠାରେ ୨ ବର୍ଷ କାମ କରିବା ପରେ ନନ୍ଦିଘୋଷ ଟିଭି ଡିଜିଟାଲ ରେ କାମ କରିବାକୁ ସୁଯୋଗ ପାଇଲି। ଆଉ ଏବେ ମୁଁ ଓଡ଼ିଶାର ୧ ନଂ ଚ୍ୟାନେଲ OTV ରେ କାର୍ଯ୍ୟରତ ।

less

Posts by Satyendu Shekher Mishra

କେମିତି ବିକ୍ରି ହେଲା ଜଗନ୍ନାଥଙ୍କ ପୁରୀ ମାଟିତୋଟା ଜମି ?
Srimandir, Land Scam: କେମିତି ବିକ୍ରି ହେଲା ଜଗନ୍ନାଥଙ୍କ ପୁରୀ ମାଟିତୋଟାର ୬୪ ଏକର ଜମି ?

ନୋଟାରୀ ଏଗ୍ରିମେଣ୍ଟ କରି ବେଆଇନ୍ ବିକ୍ରି ହୋଇଛି, ଆକ୍ସନ ହେବ କହିଲେ ଜିଲ୍ଲାପାଳ । ଜବରଦଖଲ ଜମିର ସେଟେଲମେଣ୍ଟ କରି ବିକ୍ରି ପାଇଁ ଆଇନ ବିଭାଗର ଯୋଜନା ।

ତଥାକଥିତ କଲକୀ ଅବତାରୀ ନାବାଳକଙ୍କୁ ନେଇ ଥମୁନି ବିବାଦ
Fake Baba: ନାବାଳକକୁ କିଏ ସଜାଇଲା ଭଗବାନ, ଉଠିଲା ନାନା ପ୍ରଶ୍ନ

ଲୋକେ ତାଲା ଭାଙ୍ଗି ପଶିବା ପରେ ଆଶ୍ରମରେ ଉତ୍ତେଜନା । ତଥାକଥିତ କଲକୀ ଅବତାରୀ ନାବାଳକଙ୍କୁ ନେଇ ଥମୁନି ବିବାଦ ।

ରିଲ୍ସ କରିଛି ବାୟା
Reels Mania: ମାଆ ପଡ଼ିଛନ୍ତି ମେଡିକାଲ ବେଡ୍‌ରେ, ସାଇଡ୍‌ରେ ନାଚି ନାଚି ଝିଅ କରୁଛି ରିଲ୍ସ ! Viral Video

ଖାଇଲେ ବସିଲେ ଶୋଇଲେ ଉଠିଲେ, ସବୁ ସମୟରେ... ଯୁବ ପିଢ଼ିରୁ ଆରମ୍ଭ କରି ବଡ଼ମାନେ ମଧ୍ୟ ରିଲ୍ସ କରୁଥିବା ଦେଖିବାକୁ ମିଳିଛି ।

ସତ ପୋଲିସକୁ ମିଛ ପୋଲିସର ଭିଡିଓ କଲ
Cyber Crime: ସତ ପୋଲିସ ପାଖରେ ଲାଗିଲା ମିଛ ପୋଲିସର ଭିଡିଓ କଲ୍‌ ! ତା’ପରେ... Video

ପୋଲିସ ଅଫିସର ଜଣଙ୍କ ପୂର୍ବରୁ ଆଭାସ୍‌ ପାଇସାରିଥିଲେ ଯେ, ଆଜିକାଲି କିଛି ଠକମାନେ ଏମିତି ଫର୍ମୁଲା ପକାଇ ଲୋକଙ୍କୁ ଲୁଟ୍‌ କରୁଛନ୍ତି ।

ମର୍ଡର କରିବାକୁ ଯାଇଥିବା ବେଳେ ସୁପାରୀ କିଲରର ଫୁଟିଲାନି ଗୁଳି ।
Firing Viral Video: ଲକ୍ ହେଲା ସୁପାରି କିଲର ବନ୍ଧୁକ, ବାହାରିଲାନି ଗୁଳି ! ତା’ପରେ...

ଦୌଡ଼ି ପଳାଇବା ବେଳେ ସୁପାରି କିଲରକୁ ଧରିଲେ ଲୋକ । CCTVରେ ସମ୍ପୂର୍ଣ୍ଣ ଘଟଣା କଏଦ, ପୋଲିସର ତଦନ୍ତ ଆରମ୍ଭ ।

ଦିଲ୍ଲରେ ପେଟ୍ରୋଲ-ଡିଜେଲ ଗାଡ଼ି ଚଳାଇବା ମନା
Delhi Pollution: ଭୟଙ୍କର ହେଲାଣି ସ୍ଥିତି, ନିଶ୍ୱାସ ନେବାକୁ କଷ୍ଟ ଲାଗିଲାଣି

ପ୍ରାଥମିକ ସ୍କୁଲ ବନ୍ଦ, ଡିଜେଲ୍ ଗାଡି ଚଳାଚଳ ବ୍ୟାନ୍ । ସରକାରଙ୍କ ମୁକାବିଲା କାର୍ଯ୍ୟଶୈଳୀ ଉପରେ ବର୍ଷିଲା ବିଜେପି ।

ଜଙ୍ଗଲରେ ବୁଲିବ ଡ୍ରୋନ, ଗଣିବ ହାତୀ
Elephants In Odisha: ଡ୍ରୋନ କହିବ ଜଙ୍ଗଲରେ କେତେ ଅଛନ୍ତି ହାତୀ ?

ଚଳିତ ଥର ପ୍ରଥମ ଥର ଲାଗି ହାତୀ ଗଣନାରେ ବ୍ୟବହାର ହୋଇଛି ଡ୍ରୋନ୍।

ଜୀଅନ୍ତା ଜଳିଗଲେ ୧୦ ଶିଶୁ
Fire Mishap: ମହାରାଣୀ ଲକ୍ଷ୍ମୀବାଇ ହସ୍ପିଟାଲରେ ନିଆଁ, ୧୦ ଶିଶୁ ଜଳିଗଲେ

ନିଆଁକୁ ଆୟତ୍ତ କଲା ଦମକଳ ବାହିନୀ । କେଉଁ ପରିସ୍ଥିତିରେ ନିଆଁ ଲାଗିଲା ତଦନ୍ତ ନିର୍ଦ୍ଦେଶ ।

ପରକୀୟା ପ୍ରୀତିର ନୃଶଂସ ପରିଣତି । ୨ ଛୁଆଙ୍କୁ ତତଲା ଚେଙ୍କ ଦେଇଥିବା ଅଭିଯୋଗ ।
ପରକୀୟା ପ୍ରୀତିର ନୃଶଂସ ପରିଣତି

୨ ଛୁଆଙ୍କୁ ଚେଙ୍କ ଦେବା ଘଟଣାରେ ଅଭିଯୁକ୍ତ ମା’ ଓ ପ୍ରେମିକକୁ ଗିରଫ କରିଛି ମୈତ୍ରୀବିହାର ପୋଲିସ।

Delhi Air Pollution
ଅଣନିଶ୍ୱାସୀ ହୋଇପଡିଲେଣି ଦିଲ୍ଲୀ ବାସିନ୍ଦା

ଦିଲ୍ଲୀ-ଏନସିଆରରେ ପ୍ରାଥମିକ ସ୍କୁଲ ବନ୍ଦ ବନ୍ଦ ରଖାଯାଇଥିବା ବେଳେ ଡିଜେଲ ଚାଳିତ ଗାଡି ଚଳାଚଳ ଉପରେ ଲାଗିଛି ବ୍ୟାନ୍ ।

Boita Bandana Utsav
ଓଡ଼ିଶାର ପ୍ରାଚୀନ ନୌବାଣିଜ୍ୟ ପରମ୍ପରାର ସ୍ମୃତିଚାରଣ କରି ବେଶ୍ ଧୂମଧାମରେ ପାଳନ ହୋଇଛି ବୋଇତ ବନ୍ଦାଣ

ଏହି କ୍ରମରେ ପାରାଦୀପ ବନ୍ଦରରେ ଆୟୋଜିତ ଉତ୍ସବରେ ମୁଖ୍ୟମନ୍ତ୍ରୀ ଯୋଗଦେଇ କେମିତି ରାଜ୍ୟ ବିକାଶର ମୁଖଶାଳା ପାଲଟିଛି ପାରାଦୀପ, ତା’ଉପରେ ଆଲୋକପାତ କରିଥିଲେ।

PESA Act
ଆଦିବାସୀଙ୍କ ପାଇଁ ଖୁସି ଖବର

, ୨୭ ବର୍ଷ ଧରି କାହିଁକି ଆଦିବାସୀଙ୍କ ଅଧିକାରକୁ ଅଣଦେଖା କରିଆସିଥିଲେ ପୂର୍ବ ସରକାର ତାକୁ ନେଇ ଉଠିଛି ପ୍ରଶ୍ନ ।

Shimilipal Tiger
ଶିମିଳିପାଳ ପାଇଲା ଦ୍ୱିତୀୟ ମରାଠା ବାଘୁଣୀ

ଦୁଇ ବାଘୁଣୀ ଗାଁମୁହାଁ ହେବାର ଆଶଙ୍କା ଥିବାରୁ ମନିଟରିଂ ଉପରେ ଅଧିକ ଗୁରୁତ୍ୱ ଦିଆଯିବା ଆବଶ୍ୟକ ।

ଝାରସୁଗୁଡାରୁ ମୁମ୍ବାଇ ସିଧାସଳଖ ବିମାନ ସେବା
Direct Flight: ଭୁବନେଶ୍ୱରରୁ ଇନ୍ଦୋର-ଡେରାଡୁନ୍-କୋଚିକୁ ଡାଇରେକ୍ଟ ଫ୍ଲାଇଟ୍‌, ଆଉ ଝାରସୁଗୁଡ଼ାରୁ...

ଝାରସୁଗୁଡା ବୀର ସୁରେନ୍ଦ୍ର ସାଏ ବିମାନ ବନ୍ଦରରୁ ହାଇଦ୍ରାବାଦ, ରାୟପୁର, ଲକ୍ଷ୍ନୌ ଏବଂ ମୁମ୍ବାଇକୁ ସିଧାସଳଖ ବିମାନ ସେବା ଆରମ୍ଭ ହେବ। ଏହା ରାଜ୍ୟର ଅର୍ଥନୈତିକ ବିକାଶକୁ ନୂଆ ଦିଗ ଦେବ ।

ପରକୀୟା ପ୍ରୀତିର ନୃଶଂସ ପରିଣତି । ୨ ଛୁଆଙ୍କୁ ତତଲା ଚେଙ୍କ ଦେଇଥିବା ଅଭିଯୋଗ ।
Extra Marital Affair: ବୟଫ୍ରେଣ୍ଡ ସହ ମିଶି ନିଜ ଛୁଆଙ୍କୁ ଚେଙ୍କ ଦେଲା ମାଆ !

ମୈତ୍ରୀବିହାର ଅଞ୍ଚଳର ଘଟଣାକୁ ନେଇ ରାଜଧାନୀରେ ହଇଚଇ । ଡିସିପି କହିଲେ ‘ଦୋଷୀଙ୍କୁ ମିଳିବ କଡ଼ା ଦଣ୍ଡ’ ।

Gold Chain Snatch
ଘାତକ ସାଜିପାରେ ଆପଣଙ୍କ ବେକର ସୁନା ଚେନ୍

ଦିନ ଆଲୁଅରେ ବେକରୁ ଚେନ୍ ଛିଣ୍ଡାଇ ନେବାକୁ ଦୁର୍ବୃତ୍ତ ଉଦ୍ୟମ କରିଥିବା ବେଳେ ମହିଳା ଜଣକ ତଳେ ପଡ଼ି ଶେଷରେ ପ୍ରାଣ ହରାଇଛନ୍ତି । ଯାହାକୁ ନେଇ ସବୁଠି ଏବେ ଉଦବେଗ ।

 ସମବାୟ ସପ୍ତାହରେ ମୁଖ୍ୟମନ୍ତ୍ରୀଙ୍କ ଚରମବାଣୀ
ସମବାୟ ସପ୍ତାହରେ ପୂର୍ବ ସରକାରକୁ ଟାର୍ଗେଟ୍ ସହ ଦୁର୍ନୀତିଗ୍ରସ୍ତ ଅଧିକାରୀଙ୍କୁ ମୁଖ୍ୟମନ୍ତ୍ରୀଙ୍କ ଚରମବାଣୀ

ପ୍ରତିବର୍ଷ ଅଡିଟ ହେବାର ନିୟମ ଥିବା ବେଳେ ବିଜେଡି ସରକାରରେ କିନ୍ତୁ ବର୍ଷ ବର୍ଷ ଧରି ଅଡିଟ୍ ହେଉନଥିଲା, ସମବାୟ ସମିତି କି ବ୍ୟାଙ୍କର କାରବାର।

Matric Exam
ଆସିଲା ମାଟ୍ରିକ୍ ପରୀକ୍ଷା କାର୍ଯ୍ୟସୂଚୀ

ବୋର୍ଡ ପକ୍ଷରୁ ପ୍ରୋଗ୍ରାମ୍ ଘୋଷଣା ପରେ ଉତ୍ସାହିତ ଅଛନ୍ତି ମାଟ୍ରିକ୍ ଛାତ୍ରଛାତ୍ରୀ ।

ନିୟନ୍ତ୍ରଣକୁ ଆସୁନି ଜୟପୁରର ତେଲେଙ୍ଗିରି ଡ୍ୟାମ୍ ଲିକେଜ୍
ଘୋଘୋ ଗର୍ଜନ କରି ଜଳଣ୍ଡାରରୁ ଜଳ ଲିକ୍

ଜଳ ନିଷ୍କାସନ ହେବା ଦ୍ୱାରା ରବି ଫସଲ ପ୍ରଭାବିତ ହେବାର ଆଶଙ୍କା ରହିଛି ।

ମୁଁ ସତ୍ୟେନ୍ଦୁ ଶେଖର ମିଶ୍ର । ୨୦୧୬ରୁ ମୁଁ ସାମ୍ବାଦିକତା କରି ଆସୁଛି । ଦୈନିକ ଖବର କାଗଜ ଓଡ଼ିଶା ଭାସ୍କର ରୁ ମୋର ଏହି ନୂଆ ଜୀବନ ଆରମ୍ଭ । ଦୁଇରୁ ଅଢ଼େଇ ବର୍ଷ ସେଠାରେ sub-editor ଭାବେ କାର୍ଯ୍ୟ କରିବା ପରେ ଓଡ଼ିଶାର ପ୍ରଥମ ଡିଜିଟାଲ ନ୍ୟୁଜ ଚ୍ୟାନେଲ ARGUS ଜରିଆରେ ନିଜର ଡିଜିଟାଲ ମିଡିଆ କ୍ୟାରିୟର ଆରମ୍ଭ କଲି। ସେଠାରେ ୨ ବର୍ଷ କାମ କରିବା ପରେ ନନ୍ଦିଘୋଷ ଟିଭି ଡିଜିଟାଲ ରେ କାମ କରିବାକୁ ସୁଯୋଗ ପାଇଲି। ଆଉ ଏବେ ମୁଁ ଓଡ଼ିଶାର ୧ ନଂ ଚ୍ୟାନେଲ OTV ରେ କାର୍ଯ୍ୟରତ ।