Ratna Bhandar
ସବୁ ଚର୍ଚ୍ଚା ଆଲୋଚନାରେ ପୂର୍ଣ୍ଣଛେଦ, ଶ୍ରୀମନ୍ଦିର ରତ୍ନଭଣ୍ଡାର ଭିତରେ ନାହିଁ ଅଧିକ କୋଠରୀ କି ଗୁପ୍ତ ସୁଡ଼ଙ୍ଗ। ନିଜେ ଆଇନମନ୍ତ୍ରୀ ଏହି ସୂଚନା ଦେବା ସହ କାର୍ତ୍ତିକ ମାସ ପରେ ଫାଟ ମରାମତି ଓ ନୂଆବର୍ଷରୁ ଅଳଙ୍କାର ଗଣତି-ମଣତି ହେବ ବୋଲି କହିଛନ୍ତି। ତେଣେ ଜଗନ୍ନାଥଙ୍କ ମୁଖ୍ୟ ବାଡ଼ଗ୍ରାହୀ ଓ ବରିଷ୍ଠ ଦଇତାପତି କିନ୍ତୁ ଏହାକୁ ସହଜରେ ଗ୍ରହଣ କରିପାରୁନାହାନ୍ତି। ଏମିତିକି ASI ତଥ୍ୟର ସାର୍ବଜନୀନ କରିବାକୁ ଦାବି କଲେଣି।
Advertisment
Advertisment
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)