ଆମେରିକା ଏବଂ ୟୁରୋପୀୟ ଦେଶମାନଙ୍କରେ ଏହାର ବହୁତ ଚାହିଦା ଅଛି।
କଟକ ଛତ୍ରବଜାର ଫଳ ଗୋଦାମରେ ଫଳ ବିକ୍ରି ଜୋର ସୋରରେ ଚାଲିଛି। ସେଓ, ଅଙ୍ଗୁର, ଆମ୍ବ, କଦଳୀ, ଲିଚୁ, କମଳା ଓ ଡାଳିମ୍ବ ଆଦି ଫଳ କିଣିବାରେ ବ୍ୟସ୍ତ ଗ୍ରାହକ।
ବିମାନ ସେବାରେ ତ୍ରୁଟି ଓ ଯାତ୍ରୀଙ୍କ ଅଭିଯୋଗ ନେଇ ଇଣ୍ଡିଗୋ କମ୍ପାନୀ ପକ୍ଷରୁ କୌଣସି ସୂଚନା ମିଳିପାରିନି।
ବିମାନ କମ୍ପାନୀ ପକ୍ଷରୁ ଯାତ୍ରୀଙ୍କୁ କୌଣସି ସୂଚନା ଦିଆଯାଇନଥିଲା। ତେବେ ପରବର୍ତ୍ତି ସମୟରେ ବିମାନ ଯାତ୍ରାକୁ ବାତିଲ କାରଯାଇଥିବା ସୂଚନା ମିଳିଛି।
ଗିରଫଦାରୀ ପୂର୍ବରୁ ସମ୍ଭବତଃ ଏହା ମୋର ଶେଷ ଟ୍ୱିଟ୍ କହିଲେ ଇମ୍ରାନ । ଗତ ସପ୍ତାହରେ ଗିରଫ ହୋଇ ଜାମିନରେ ମୁକୁଳିଥିଲେ ଇମ୍ରାନ ।
ଶହ ଶହ ପୁରୁଣା ଗଛକୁ ବେଧଡ଼କ କାଟି ନେଲେ ଲୁଟେରା । ଭିଡିଓ ଭାଇରାଲ୍ ପରେ ରାଗିଲେ ପ୍ରକୃତିପ୍ରେମୀ । ବନ ବିଭାଗର ସଫେଇ ନୂଆ ଗଛ ଲାଗିବ, ଯିଏ କାଟିଛି ଛାଡ଼ିବୁନି ।
ସିଦ୍ଦରମୟା ମାରିନେବେ କି କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀ ଚୌକି ? ଦିଲ୍ଲୀରେ ହାଇକମାଣ୍ଡଙ୍କୁ ସାକ୍ଷାତ ପରେ ବି ଥମିନି ସସପେନସ୍
ସାଇବର କ୍ରାଇମ ରୋକିବାକୁ ଟେଲିକମ୍ ମନ୍ତ୍ରଣାଳୟର ନୂଆ ପଦକ୍ଷେପ । ଉପଭୋକ୍ତାଙ୍କ ପାଇଁ ଆରମ୍ଭ ହେଲା ସଂଚାର ସାଥୀ ପୋର୍ଟାଲ ।
ଗାଁକୁ ଯିବନି ଭୁବନେଶ୍ୱର ଅଳିଆ, ବହୁ ବିରୋଧ ପରେ ବନ୍ଦ ହେବ ଭୁଆଶୁଣି ଡମ୍ପିଂୟାର୍ଡ ।
ଫ୍ରଡ୍ ନମ୍ବର ଗୁଡ଼ିକ ଡିଆକ୍ଟିଭ୍ ହେବା ପରେ ଆପେ ଆପେ ହ୍ୱାଟ୍ସଆପ୍ ମଧ୍ୟ ବନ୍ଦ ହୋଇଯାଇଥିଲା ।
ଏହି ଭିଡିଓ ଟିକେ ନିଆରା । କାରଣ ଏହି ଭିଡିଓକୁ ପୋଷ୍ଟ କରିଛନ୍ତି ଖୋଦ୍ ଶିଳ୍ପପତି ହର୍ସ ଗୋଏଙ୍କା ।
କୁହାଯାଉଛି ଓଡ଼ିଶା ଭଳି ଦିଲ୍ଲୀରେ ମଧ୍ୟ ଚାଲିଛି ବାବୁ ରାଜ୍ । ନେତା ମନ୍ତ୍ରୀଙ୍କ ବଦଳରେ ସରକାର ଚଳାଉଛନ୍ତି ସଚିବ ।
ଶଶିଭୂଷଣଙ୍କ ପରିବାରର ୫ଜଣ ସଦସ୍ୟଙ୍କ ନାଁରେ ଯୌତୁକ ନିର୍ଯାତନା ଅଭିଯୋଗ ଆଣିବା ସହ ଶାରୀରିକ ଓ ମାନସିକ ନିର୍ଯାତନା ଦେଇ ଘରୁ ବାହାର କରିଦେଇଥିବା ଅଭିଯୋଗ କରିଥିଲେ ରୋନାଲି ।
ଏକଥା କୋର୍ଟ ସେତେବେଳେ କହିଥିଲେ ଯେତେବେଳେ ଓକିଲ କୋର୍ଟଙ୍କୁ ଜଣାଇଲେ ଯେ, ଏହି ଦମ୍ପତ୍ତିଙ୍କର ପ୍ରେମ ବିବାହ ହୋଇଛି ।
ଶ୍ରୀଜଗନ୍ନାଥଙ୍କ ଭୂମିରେ ଇଞ୍ଜିନ କାହାକୁ ଦିଆଯିବ ସେ ନିଷ୍ପତ୍ତି ଆଗକୁ ନିଆଯିବ।
ଯଦିଓ ପଶ୍ଚିମ ଓଡ଼ିଶାରେ ଅଗ୍ନିବର୍ଷା ହେଉଛି, ଉପକୂଳରେ କିନ୍ତୁ କଲବଲ କରୁଛି ହ୍ୟୁମିଡିଟି ବା ଆଦ୍ରତା।
ଦିନ ୧୨ଟା ସୁଦ୍ଧା ଛାତ୍ରଛାତ୍ରୀମାନେ ବୋର୍ଡ ୱେବସାଇଟ www.bseodisha.ac.inରେ ପରୀକ୍ଷା ଫଳ ଜାଣିପାରିବେ।
ତେବେ ବିଡ଼ମ୍ବନାର ବିଷୟର, ଦୁଇବର୍ଷ ତଳୁ ଏ ବ୍ୟବସ୍ଥା ଆରମ୍ଭ ହୋଇଥିଲେ ବି ଏଯାଏଁ ତାହା କାର୍ଯ୍ୟକାରୀ ହୋଇପାରୁନି କି, ଇ ପାର୍କିଂ ବ୍ୟବସ୍ଥା କଣ, ତାହା ଏଯାଏଁ ଅଧିକାଂଶ ଲୋକେ ଜାଣି ବି ନାହାନ୍ତି।
ବାହାଘରର ଦଶ ବାର ଦିନ ପରଠୁ ୪୦ ଲକ୍ଷ ଟଙ୍କା ପାଇଁ ଶାଶୁଘର ଲୋକେ ବୋହୂଙ୍କୁ ମାନସିକ ଓ ଶାରୀରିକ ନିର୍ଯାତନା ଦେଇଛନ୍ତି ।
୨୦୧୯ ବିଧାନସଭା ନିର୍ବାଚନରେ ବଲାଙ୍ଗିର ଏମଏଲଏ ପାଇଁ ଲଢୁଥିବା ସ୍ୱାମୀ ଅର୍କେଶଙ୍କ ପାଇଁ ପ୍ରଚାର ବି କରିଥିଲେ ।