ପୂର୍ବ ବିବାଦକୁ ସମାଧାନ କରିବାକୁ ଯାଇ ଏବେ ବିବାଦ ଜଟିଳ ମୋଡ଼ ନେଇଛି ।
ବିଜେଡି ସରକାର ଅମଳର କିଏ ସେ ଅଧିକାରୀ, କେଉଁ ମନ୍ତ୍ରୀଙ୍କ ସମୟରେ ହୋଇଛି ଏତେବଡ଼ ଲାଞ୍ଚ କାରବାର ତାକୁ ନେଇ ଉଠୁଛି ପଡୁଛି ରାଜ୍ୟ ରାଜନୀତି ।
ରାଜ୍ୟର ପାଞ୍ଚଟି ଗୁରୁତ୍ୱପୂର୍ଣ୍ଣ ଅର୍ଦ୍ଧନ୍ୟାୟିକ ସଂସ୍ଥାରେ ମାସ ମାସ ଧରି ଅଧ୍ୟକ୍ଷ ପଦବୀ ଖାଲି ପଡିବା ପରେ ଏବେ ଦେଖାଦେଇଛି ଏମିତି ଅଚଳାବସ୍ଥା।
ଲୋକାୟୁକ୍ତ, ସୂଚନା କମିଶନ, ମହିଳା କମିଶନ ଅଧ୍ୟକ୍ଷ ପଦ ଖାଲି । ନିର୍ବାଚନ ଆୟୋଗ ଭଳି ସଂସ୍ଥାରେ ହୋଇନି ନୂଆ ନିଯୁକ୍ତି ।
ରହସ୍ୟ ବଢ଼ାଇଲା ଆଶ୍ରମ ପରିସରରୁ ମିଳିଥିବା ନୀଳ ଡାଏରୀ । ନଗର ଉନ୍ନୟନ ମନ୍ତ୍ରୀ କହିଲେ, ଏହି ଘଟଣା ଉପରେ ନଜର ରଖିଛୁ ।
୩୧ଶହ ଟଙ୍କା MSPକୁ ନେଇ ଚାଷୀଙ୍କ ଭିତରେ ଉତ୍କଣ୍ଠା । ନୂଆପଡ଼ା ଓ ବରଗଡ଼ ଜିଲ୍ଲାରେ ସ୍ଥିତି ପରଖିଲେ ଯୋଗାଣ ମନ୍ତ୍ରୀ ।
ପ୍ରଶାସନିକ କଳକୁ ଆହୁରି ତତ୍ପର ଆଉ ସକ୍ରିୟ କରିବା ପାଇଁ, ଦକ୍ଷ ଓଡ଼ିଆ ଆଇଏଏସ୍ ଅଧିକାରୀଙ୍କୁ ଓଡ଼ିଶା ଆଣିବାକୁ ମୋହନ ସରକାର ନିଷ୍ପତ୍ତି କରିଥିବା କୁହାଯାଉଛି ।
ଆଶ୍ରମ ପକ୍ଷରୁ ଆଜି ଆଉ କେହି ମୁହଁ ଖୋଲିନାହାନ୍ତି ।
ଭିଜିଲାନ୍ସ ଜାଲରେ ଜଣେ ଉପଜିଲ୍ଲାପାଳ, ଜଣେ ପୋଲିସ୍ ହାଉସିଂ କର୍ପୋରେସନର ଡିଜିଏମ୍, ଆଉ ଲାଞ୍ଚୁଆ ଡାକ୍ତର ।
ସେପ୍ଟେମ୍ବର ୩୦ ତାରିଖ ରାତିରେ ହଠାତ୍ ଦୁର୍ବଳ ଅନୁଭବ କରିଥିଲେ ଶୁଭକାନ୍ତ । ଘର ଲୋକ ପ୍ରଥମେ ତାଙ୍କୁ ସ୍ଥାନୀୟ ରଣପୁର ମେଡିକାଲକୁ ନେଇ ଯାଇଥିଲେ ।
ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ଓଟିଭିକୁ ମିଳିଲା ସମ୍ମାନ । ଯୋଗଦେଲେ ଓଟିଭି ଏମଡି ଜଗି ମଙ୍ଗତ ପଣ୍ଡା ।
ଚିକିତ୍ସାଧୀନ ଅବସ୍ଥାରେ କଟକର ଘରୋଇ ହସ୍ପିଟାଲରେ ଦେହାନ୍ତ । ସମୀରଙ୍କ ଦେହାନ୍ତରେ ରାଜନୈତିକ ମହଲରେ ଶୋକର ଛାୟା ।
ବିଜେପି ରାଷ୍ଟ୍ରୀୟ ଉପାଧ୍ୟକ୍ଷ ତଥା ଦିଲ୍ଲୀ ନିର୍ବାଚନ ପ୍ରଭାରୀ ବୈଜୟନ୍ତ । ଦିଲ୍ଲୀ ବିଜେପି ପ୍ରଦେଶ ଅଧ୍ୟକ୍ଷ ବୀରେନ୍ଦ୍ର ସଚଦେବା ଯୋଗଦେଲେ ।
'ବିଜେଡିକୁ ଭାଙ୍ଗିବାକୁ ଚକ୍ରାନ୍ତ କରୁଛି ବିଜେପି'। ବିଜେପିର ଯୁକ୍ତି- ପାଦ ତଳୁ ମାଟି ଖସୁଥିବାରୁ ବାଉଳି ହେଉଛି ବିଜେଡି।
କାହିଁକି ଓ କେଉଁ ପରିସ୍ଥିତିରେ ଭଗବାନ ଆଖ୍ୟା ଦିଆଯାଇଥିଲା ପାଠ ପଢ଼ୁଆ ନାବାଳକଟିକୁ ?
କିଏ ଏବଂ କେମିତି ଏହି କେଳେଙ୍କାରୀ କରିଛି ତାକୁ ନେଇ ଆରମ୍ଭ ହୋଇଛି ଚର୍ଚ୍ଚା।
ରାତିର ଅନ୍ଧାରକୁ ଚିରି ରଙ୍ଗୀନ ଆଲୁଅରେ ଦର୍ଶକଙ୍କୁ ବାନ୍ଧି ରଖୁଛି ଓଡ଼ିଶାର ସଂସ୍କୃତି ଓ ପରମ୍ପରାକୁ ନେଇ ଚିତ୍ତାକର୍ଷକ ଲେଜର୍ ସୋ' ।
ପଞ୍ଚାୟତ ପ୍ରତିନିଧିଙ୍କ ବିଜେପି ମୁହାଁବେଳେ ପ୍ରମିଳାଙ୍କ ସଂଗୀନ ଅଭିଯୋଗ । ବିଜେଡିକୁ ଭାଙ୍ଗିବାକୁ ଚକ୍ରାନ୍ତ କରୁଛି ବିଜେପି, କହିଲେ ପ୍ରମିଳା ।