ବଡ଼ଦାଣ୍ଡରେ ଟ୍ରାଫିକ୍ ନିୟନ୍ତ୍ରଣ ପାଇଁ ଯେଉଁ ବ୍ୟାରିକେଡ୍ ଲାଗିଥିଲା, ତାକୁ ଏବେ ଖୋଲାଯାଉଛି। କାଳେ ଝଡ଼ ପବନରେ ଉଡ଼ି କାହାର କ୍ଷତି ଘଟାଇବା ସେଥିପାଇଁ ଚାଲିଛି ଆଗୁଆ ପ୍ରସ୍ତୁତି।
ବାତ୍ୟା ଦାନା ଓ ଏହାର ପ୍ରଭାବରେ ହେବାକୁ ଥିବା ବର୍ଷାକୁ ଦୃଷ୍ଟିରେ ରଖି ୨୪ ଏବଂ ୨୫ ତାରିଖ ଦୁଇ ଦିନ ଲାଗି ଜୁ' ବନ୍ଦ ରଖିବାକୁ ନିଷ୍ପତ୍ତି ନିଆଯାଇଛି ।
ପ୍ରାକୃତିକ ବିପର୍ଯ୍ୟୟରୁ ସୁରକ୍ଷା ନେଇ ମନ୍ତ୍ରୀଙ୍କ ସମୀକ୍ଷା । ୨୪ ଓ ୨୫ରେ ଶ୍ରୀମନ୍ଦିର ନଆସିବାକୁ ଭକ୍ତଙ୍କୁ ପରାମର୍ଶ ।
ଜୀବଜନ୍ତୁଙ୍କୁ ସୁରକ୍ଷିତ ରଖିବାକୁ ଚିଡ଼ିଆଖାନା କର୍ତ୍ତୃପକ୍ଷଙ୍କ ଉଦ୍ୟମ ।
ଦାନାର ମୁକାବିଲା ପାଇଁ ପ୍ରସ୍ତୁତ ହୋଇଛି ସ୍ୱତନ୍ତ୍ର ଏୟାରଲିଫ୍ଟ ସିଷ୍ଟମ। କେନ୍ଦ୍ର ସରକାରଙ୍କ ସମସ୍ତ ସହଯୋଗ ରହିଛି।
ବଲୱନ୍ତ ସିଂଙ୍କୁ ପୁରୀ, ଭୀନିତ ଭରଦ୍ବାଜଙ୍କୁ ମୟୂରଭଂଜ ଦାୟିତ୍ୱ । ଯାମିନୀ ଷଡ଼ଙ୍ଗୀଙ୍କୁ ଜଗତସିଂହପୁର, ସମର୍ଥ ବର୍ମାଙ୍କୁ କେନ୍ଦ୍ରାପଡ଼ା ଦାୟିତ୍ୱ ।
ଭଦ୍ରକ, ବାଲେଶ୍ୱର, ମୟୂରଭଞ୍ଜ, କେନ୍ଦୁଝର, ଢେଙ୍କାନାଳ । ଯାଜପୁର, ଅନୁଗୁଳ, ଖୋର୍ଦ୍ଧା, ନୟାଗଡ଼, କଟକରେ ସ୍କୁଲ୍ ଛୁଟି ।
ଏମିତି ଏକ ଘଟଣାକୁ ଏବେ ସାମ୍ନାକୁ ଆସିଥିବା ବେଳେ ଏହି ଗ୍ୟାଙ୍ଗ ଦ୍ବାରା ଏବେ ସୁଦ୍ଧା ୬ରୁ ଅଧିକ ପରିବାର ଲୁଟର ଶିକାର ହୋଇଥିବା କୁହାଯାଉଛି ।
ଏଣେ ୨୪ ଓ ୨୫ ଦୁଇ ଦିନ ଧରି ଓଡ଼ିଶା ଉପକୂଳରେ ପ୍ରବଳ ବର୍ଷା ନେଇ ଚେତାଇଛି ଆଞ୍ଚଳିକ ପାଣିପାଗ କେନ୍ଦ୍ର ।
ବଜାରରେ ୬୦ ତଳକୁ ତ ଆଉ ପରିବା ହିଁ ନାହିଁ । ସେପଟେ ପ୍ରାକୃତିକ ବିପର୍ଯ୍ୟୟ ବେଳେ ବ୍ୟବସାୟୀ, କଳାବଜାରୀ ନ କରି ସହଯୋଗ କରିବାକୁ ନିବେଦନ କରିଛନ୍ତି ଯୋଗାଣ ମନ୍ତ୍ରୀ ।
ନିଇତି ସମୁଦ୍ର ଲହଡ଼ି ସହ ବଳ କଷୁଥିବା ମତ୍ସ୍ୟଜୀବୀ ବି ଘରମୁହାଁ ହେଲେଣି ବାତ୍ୟା ଆଲର୍ଟ ପାଇବା ପରେ। ବିଭିନ୍ନ ମୁହାଣ, ଜେଟି ଓ ଚିଲିକା କୂଳରେ ଶହ ଶହ ଡଙ୍ଗା ବନ୍ଧା ସରିଥିବା ବେଳେ, ଆଉ କିଛି ମତ୍ସ୍ୟଜୀବୀ ଏବେବି ସମୁଦ୍ରରୁ ବାହୁଡ଼ୁଥିବା ଦେଖିବାକୁ ମିଳୁଛି।
ଗ୍ରାହକଙ୍କ ଅଜାଣତରେ ତାଙ୍କ ନାଁରେ ଲୋନ । ଆକାଉଣ୍ଟରୁ ବି ଉଠାଇ ନିଆଯାଇଛି ଋଣ ଟଙ୍କା ।
ସମୁଦ୍ରରୁ ଫେରି କୂଳରେ ଡଙ୍ଗା ବାନ୍ଧିଲେଣି ମତ୍ସ୍ୟଜୀବୀ । ଥୋଡ଼ ପାଚିନଥିଲେ ବି ତରବରିଆ ଧାନ କାଟୁଛନ୍ତି ଚାଷୀ ।
ଯମୁନା ନଦୀରେ ବିଷାକ୍ତ ଫେଣର ଆସ୍ତରଣ । ରାଜଧାନୀ ଦିଲ୍ଲୀରେ AQI ସର୍ବନିମ୍ନ ୨୭୪ରେ ।
ସାପକୁ CPR ଦେବା ଘଟଣାର ସମ୍ପୂର୍ଣ୍ଣ ଭିଡିଓ ସୋସିଆଲ ମିଡିଆରେ ଖୁବ୍ ଭାଇରାଲ ହେବାରେ ଲାଗିଛି । ଏହି ଭିଡିଓକୁ ଯିଏ ବି ଦେଖୁଛି ସିଏ ଆଶ୍ଚର୍ଯ୍ୟ ହେଉଛି ।
ଏଥିରେ ନିବେଶକଙ୍କ ସହ ଆଲୋଚନା କରିବେ ରାଜ୍ୟ ସରକାର। ଆଜି ପ୍ରାୟ ୩ ଶହରୁ ଅଧିକ ନିବେଶକଙ୍କ ସହ ରାଜ୍ୟ ସରକାର ଆଲୋଚନା କରିବା କାର୍ଯ୍ୟକ୍ରମ ରହିଛି।
ବାତ୍ୟାର ରୂପ ନେବ କି ନାହିଁ ଆସନ୍ତା ସପ୍ତାହରେ ହେବ ସ୍ପଷ୍ଟ । ଭୁବନେଶ୍ବର ଆଞ୍ଚଳିକ ପାଣିପାଗ କାର୍ଯ୍ୟାଳୟ ପକ୍ଷରୁ ସୂଚନା ।
୩ଟି ବୋମାମାଡ଼ କରି ଦୁର୍ବୃତ୍ତ ଫେରାର୍, ଖଲ୍ଲିକୋଟ ଥାନାରେ ଏତଲା । ଟାଇଲ୍ସ ଦୋକାନଟି ଦିବଂଗତ ବିଜେପି କର୍ମୀ ଦିଲ୍ଲୀପ ପାହାନଙ୍କ ସୂଚନା ।
'କୁଚକ୍ରି ଗୋଷ୍ଠୀଙ୍କ ଦ୍ବାରା ପ୍ରଭାବିତ ହୋଇ ନୋଟିସ୍ କରାଯାଇଛି' । ଇସ୍ତଫା ପତ୍ରରେ ବିଜେଡି ଉପରେ ବର୍ଷିଲେ ବିଜୟଲକ୍ଷ୍ମୀ ।
ପରବର୍ତ୍ତୀ ସମୟରେ ନ୍ୟାସନାଲ ୱାଟର ୱେ -୫ରେ ଧାମରାରୁ ହଳଦିଆକୁ ସଂଯୋଗ ପାଇଁ ଲକ୍ଷ୍ୟ ରଖାଯାଇଛି। ନ୍ୟାସନାଲ ୱାଟର ୱେ -୫ ପାଇଁ ୧୨ ହଜାର କୋଟି ଟଙ୍କାର ବ୍ୟୟ ଅଟକଳ ରହିଛି।