Advertisment

JSW ହାତ ଧରି ଓଡ଼ିଶା ଫେରୁଛି POSCO

ପ୍ରସ୍ତାବିତ 5 ନିୟୁତ ଟନ୍ କ୍ଷମତା ବିଶିଷ୍ଟ ଏଇ ମେଗା ପ୍ଲାଣ୍ଟ ପାଇଁ କେତେ ପୁଞ୍ଜିନିବେଶ ରହିବ, କେନ୍ଦୁଝରର କେଉଁଠି ପ୍ଲାଣ୍ଟ ବସିବ ତାକୁ ନେଇ ବଢିଛି ଉତ୍କଣ୍ଠା।

author-image
Satyendu Shekher Mishra

ଜେଏସଡବ୍ଲୁ ହାତ ଧରି ଓଡ଼ିଶା ଫେରୁଛି ପୋସ୍କୋ। ସବୁ କଳ୍ପନାଜଳ୍ପନାର ଅବସାନ ଘଟାଇ ପୋସ୍କୋ ଓ ଜେଏସଡବ୍ଲୁ ମିଳିତ ଭାବେ କେନ୍ଦୁଝରରେ ମେଗା ଷ୍ଟିଲ୍ ପ୍ଲାଣ୍ଟ କରିବାକୁ ଯାଉଥିବା ସୂଚନା ଦେଇଛନ୍ତି ଖୋଦ୍ ମୁଖ୍ୟମନ୍ତ୍ରୀ । ତେବେ ପ୍ରସ୍ତାବିତ 5 ନିୟୁତ ଟନ୍ କ୍ଷମତା ବିଶିଷ୍ଟ ଏଇ ମେଗା ପ୍ଲାଣ୍ଟ ପାଇଁ କେତେ ପୁଞ୍ଜିନିବେଶ ରହିବ, କେନ୍ଦୁଝରର କେଉଁଠି ପ୍ଲାଣ୍ଟ ବସିବ ତାକୁ ନେଇ ବଢିଛି ଉତ୍କଣ୍ଠା। 

Advertisment
Advertisment
Advertisment