• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Satyendu Shekher Mishra

Satyendu Shekher Mishra

Editor

ମୁଁ ସତ୍ୟେନ୍ଦୁ ଶେଖର ମିଶ୍ର । ୨୦୧୬ରୁ ମୁଁ ସାମ୍ବାଦିକତା କରି ଆସୁଛି । ଦୈନିକ ଖବର କା ...more

ମୁଁ ସତ୍ୟେନ୍ଦୁ ଶେଖର ମିଶ୍ର । ୨୦୧୬ରୁ ମୁଁ ସାମ୍ବାଦିକତା କରି ଆସୁଛି । ଦୈନିକ ଖବର କାଗଜ ଓଡ଼ିଶା ଭାସ୍କର ରୁ ମୋର ଏହି ନୂଆ ଜୀବନ ଆରମ୍ଭ । ଦୁଇରୁ ଅଢ଼େଇ ବର୍ଷ ସେଠାରେ sub-editor ଭାବେ କାର୍ଯ୍ୟ କରିବା ପରେ ଓଡ଼ିଶାର ପ୍ରଥମ ଡିଜିଟାଲ ନ୍ୟୁଜ ଚ୍ୟାନେଲ ARGUS ଜରିଆରେ ନିଜର ଡିଜିଟାଲ ମିଡିଆ କ୍ୟାରିୟର ଆରମ୍ଭ କଲି। ସେଠାରେ ୨ ବର୍ଷ କାମ କରିବା ପରେ ନନ୍ଦିଘୋଷ ଟିଭି ଡିଜିଟାଲ ରେ କାମ କରିବାକୁ ସୁଯୋଗ ପାଇଲି। ଆଉ ଏବେ ମୁଁ ଓଡ଼ିଶାର ୧ ନଂ ଚ୍ୟାନେଲ OTV ରେ କାର୍ଯ୍ୟରତ ।

less

Posts by Satyendu Shekher Mishra

Utkarsh Odisha
‘ଶିଳ୍ପ ହବ୍ ହେବ ଓଡ଼ିଶା’, ବିଶ୍ୱସ୍ତରୀୟ ନିବେଶକଙ୍କୁ ଡାକି ଆଣିବ ଓଡ଼ିଶା

୨୦୨୫ ଶିଳ୍ପ କନକ୍ଲେଭ-ଉତ୍କର୍ଷ ଓଡ଼ିଶା ପୂର୍ବରୁ ଆମ୍ବାସଡର୍ସ ମିଟ । ଦିଲ୍ଲୀରେ ଆମ୍ବାସଡର୍ସ ମିଟରେ ୩୪ ଦେଶର ପ୍ରତିନିଧିଙ୍କ ସହ କଥା ହେଲେ ସିଏମ୍ ।

Pranab Prakash Das
ବବିଙ୍କ ଆକାଂକ୍ଷାରେ ପାଣି ଫଟେଇ ଦେଲେ କି ସୁଜାତା ?

ଇସ୍ତଫା ଦେବାର ପ୍ରଶ୍ନ ଉଠୁନି । ଆଉ ପ୍ରଣବ ପ୍ରକାଶ ଉପ-ନିର୍ବାଚନ ଲଢ଼ିବାର ନାହିଁ କହିଲେ ସୁଜାତା ।

Leopard
ଓଡ଼ିଶା ଜଙ୍ଗଲରେ କଲରା ପତରିଆ ବାଘଙ୍କ ରାଜ୍

ରାଜ୍ୟରେ ଏବେ ୬୯୬ ଲିଓପାର୍ଡ, ୨ ବର୍ଷରେ ବଢ଼ିଛନ୍ତି ୧୨୮ ।

Cuttack DJ
ହାଇକୋର୍ଟ ଦେଲେ ଅନୁମତି, ବଜାଅ ଡିଜେ !

ଆସନ୍ତା ଏକ ସପ୍ତାହ ମଧ୍ୟରେ ସଠିକ ଭାବରେ ସମସ୍ତ ରାସ୍ତାଘାଟର ମରାମତି କାମ ଶେଷ କରିବା ପାଇଁ ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି।

Duplicate Ghee
ପୁଣି ଧରା ହେଲା କଟକରେ ନକଲି ଘିଅ

ସୋୟାବଡି ପାଇଁ ଲାଇସେନ୍ସ ନେଇ ଖୋଲିଥିଲେ ନକଲି ଘିଅ କାରଖାନା । ରେଡ୍ ବେଳେ ମିଳିଲା ବିପୁଳ ନକଲି ଘିଅ ଓ ଅନ୍ୟ ସାମଗ୍ରୀ ।

Jajpur Bye Election
ବବି ଲଢ଼ିବେ କି ଯାଜପୁର ଉପନିର୍ବାଚନ ?

‘ଯେତେବେଳେ ପୁଅ ମାଆ ପାଖକୁ ଆସେ କୌଣସି ଶକ୍ତି ଅଟକାଇ ପାରିବନି । ଆପଣମାନଙ୍କୁ ଦେଖି ଶତ ସିଂହର ବଳ ଆସିଛି, ମୁଁ ପୁଣି ଲଢ଼ିବାକୁ ପ୍ରସ୍ତୁତ ।’

Manmohan Samal
ବିଜେପିରେ ମିଶିବା ପାଇଁ ଆବେଦନ କରିଛନ୍ତି ବିଜେଡି ନେତା

ଦୁଇ ରାଜ୍ୟସଭା ସାଂସଦ ବି ବିଜେପିରେ ମିଶିଲେ । ଆଗକୁ ଆହୁରି ଅନେକ ନେତା ବିଜେପିରେ ସାମିଲ ହେବେ ବୋଲି ରାଜ୍ୟ ବିଜେପି ସଭାପତି କହିଛନ୍ତି ।

BJD
ଅସମ୍ଭାଳ ସ୍ଥିତିରେ ବିଜେଡି କନ୍ଦଳ ! କମ୍ପିଲା ଶଙ୍ଖ ଭବନ, ତେଜିଲା ଗୋହି ଖୋଳାଖୋଳି

ଶଙ୍ଖ ଭବନରେ ଖୋର୍ଦ୍ଧା ଜିଲ୍ଲା ବୈଠକ ଚାଲିଥିବା ବେଳେ ବେଗୁନିଆ ବିଧାୟକ ପ୍ରଦୀପ ସାହୁ ଓ ବିଜେଡି ନେତ୍ରୀ ଶ୍ରୀମୟୀ ମିଶ୍ରଙ୍କ ଭିତରେ ପ୍ରବଳ କଥା କଟାକଟି

Odisha Investment
ଓଡ଼ିଶାକୁ ଆସିବ କେତେ ପୁଞ୍ଜି ?

ଜାନୁଆରୀ ୨୮, ୨୯ ତାରିଖରେ ଉତ୍କର୍ଷ ଓଡ଼ିଶା କନ୍‌କ୍ଲେଭ ଆୟୋଜନ କରିବାକୁ ଯାଉଛି।

Gang Rape In Bhubaneswar Apartment
ରାଜଧାନୀର ଛାତି ଉପରେ ଲଜ୍ଜାଜନକ ଘଟଣା

ମୈତ୍ରୀବିହାର ଥାନା ଅଞ୍ଚଳରେ ସଂଘଟିତ ଗତ ୩ ଦିନ ତଳର ଏହି ଲୋମଟାଙ୍କୁରା ଅପରାଧ ଏବେ ସାମ୍ନାକୁ ଆସିବା ପରେ ପୋଲିସ ୩ ଅଭିଯୁକ୍ତଙ୍କୁ ଧରି ଖୋଳତାଡ଼ କରୁଛି।

Kalabati
ସାରା ଦୁନିଆ ଦେଖିବ 'କଳାବତୀ'ର କରିସ୍ମା ଅପପୁଷ୍ଟି ରୋକିବ, ଶିଶୁ ଖାଦ୍ୟର ସଂଜ୍ଞା ବଦଳାଇବ !

ସମ୍ବଲପୁର ବିଶ୍ବବିଦ୍ୟାଳୟରେ ପ୍ରସ୍ତୁତ ସ୍ବତନ୍ତ୍ର ଶିଶୁଖାଦ୍ୟ । ମୂଷାଙ୍କ ଠାରେ ଉପାଦେୟ ସାବ୍ୟସ୍ତ ହେଲା 'ନ୍ୟୁଟ୍ରିନେଷ୍ଟ୍' ।

Koraput Medical College
କୋରାପୁଟ ମେଡିକାଲ୍ କଲେଜ-ହସ୍ପିଟାଲରେ ଶୋଚନୀୟ ଅବସ୍ଥା ! ଚିକିତ୍ସା କମ୍, ରେଫର୍ ବେଶୀ

ଅଲଟ୍ରାସାଉଣ୍ଡ, ଆମ୍ବୁଲାନ୍ସ ଓ ପରିମଳରେ ବି ଅବ୍ୟବସ୍ଥା ! ଅଭିଯୋଗକୁ ନେଇ ଜିଲ୍ଲା ପରିଷଦ ବୈଠକରେ ଉଦବେଗ ।

IRAN-ISRAEL WAR
ଲାଗିଯିବ କି ତୃତୀୟ ବିଶ୍ୱଯୁଦ୍ଧ ? ଇସ୍ରାଏଲରେ ଇରାନର କ୍ଷେପଣାସ୍ତ୍ର ବର୍ଷା ପରେ ବେକାବୁ ସ୍ଥିତି

ୟୁଏନ୍ ମୁଖ୍ୟ ସଚିବଙ୍କୁ ଇସ୍ରାଏଲ କଲା ବ୍ୟାନ୍ । ଇରାନରେ ଥିବା ଭାରତୀୟଙ୍କ ପାଇଁ ଜାରି ହେଲା ଆଡଭାଇଜରି ।

Odisha Investment
ପୁଞ୍ଜିନିବେଶ ପାଇଁ ନିବେଶକ ସନ୍ଧାନରେ CM, ଦିଲ୍ଲୀରେ କରିବେ ରୋଡ୍ ସୋ’

ଜାନୁଆରୀରେ ହେବ ଉତ୍କର୍ଷ ଓଡ଼ିଶା କନକ୍ଳେଭ୍ । ପ୍ରକଳ୍ପର ରୂପାୟନ ଉପରେ ବିଶେଷଜ୍ଞଙ୍କ ଜୋର୍ ।

BJD
ଅସମ୍ଭାଳ ସ୍ଥିତିରେ ବିଜେଡି କନ୍ଦଳ ! ଭୁବନେଶ୍ୱର-ପାରାଦୀପ-ବଡ଼ଚଣାରେ ଦଳ ଫାଳ ଫାଳ

ପଦଯାତ୍ରା ଆରମ୍ଭରୁ ସବୁଠି ଗୋଷ୍ଠୀ କନ୍ଦଳ ତୀବ୍ର । ୨୪ ବିପର୍ଯ୍ୟୟ ପରଠୁ ନେତା ଆଉ ପାଟି ନଖୋଲି ରହିପାରୁନାହାନ୍ତି ।

Odisha Crime
ଘରେ ପଶି ଚୋରି କଲେ, ତାପରେ ଛୁରୀ ଦେଖାଇ ଦୁଷ୍କର୍ମ କଲେ...!

ସଂପୃକ୍ତ ମହିଳାଙ୍କ ଅଭିଯୋଗ ପରେ ଦୁର୍ବୃତ୍ତଙ୍କୁ ଧରିବା ପାଇଁ ମୈତ୍ରୀବିହାର ପୋଲିସ ବିଭିନ୍ନ ସ୍ଥାନରେ ଛାନଭିନ୍ ଜାରି ରଖିଛି।

School Uniform
ଏଣିକି ଆଉ ସବୁଜ ପ୍ୟାଣ୍ଟ-ଚେକ ସାର୍ଟ ନୁହେଁ, ବାଦାମୀ ରଙ୍ଗ !

ଏବେ ନୂଆ ସରକାର ଆସିବାପରେ ପୁଣି ବଦଳିବ ୟୁନିଫର୍ମ ରଙ୍ଗ ।

OSSSC Exam Scam
ସରକାରୀ ଚାକିରି ଖଣ୍ଡିକ ପାଇଁ ବାରଦୁଆର ହେଉଥିବା ପିଲାଙ୍କ କ୍ୟାରିୟର ପ୍ରତି କାହିଁକି ଏତେ ଦାୟିତ୍ୱହୀନତା?

ଭୁବନେଶ୍ୱରର ନୟାପଲ୍ଲୀ ଅଞ୍ଚଳରେ ଏକ ଘରୋଇ ସଂସ୍ଥାର ସାଇବର୍ କାଫେରେ ବୈଷୟିକ ତ୍ରୁଟି ପାଇଁ ଗତକାଲି ଦିନ ତମାମ ପରୀକ୍ଷା ପରିଚାଳନାରେ କେମିତି ବିଭ୍ରାଟ ହୋଇଥିଲା, ତାହା ଜାଣିଛନ୍ତି ।

BHADRAK VIOLENCE
ସାଂପ୍ରଦାୟିକ ହିଂସାକୁ ନେଇ ପୁଣି ତେଜିଲା ରାଜନୀତି

ଭଦ୍ରକ ଘଟଣାକୁ ନେଇ ଗତକାଲି ବିଜେଡି ଅଭିଯୋଗ କରିଥିଲା,ବିଜେପି ସରକାର ଆସିବାର ତିନି ମାସ ଭିତରେ ରାଜ୍ୟର ବିଭିନ୍ନ ଅଞ୍ଚଳରେ ସାଂପ୍ରଦାୟିକ ଅଶାନ୍ତି ଓଡ଼ିଶାର ଛବିକୁ ମଳିନ କରିଛି। ବିଗତ ତିନି ମାସରେ ୪ ଥର ସାଂପ୍ରଦାୟିକ ଅଶାନ୍ତି ଦେଖାଯାଇଛି।

CM Mohan Majhi
ସ୍କୁଲ ଓଡ଼ିଆ, ପିଲା ବି ଓଡ଼ିଆ। କିନ୍ତୁ ଶିକ୍ଷକ ଓ ବହି ଅଭାବରୁ ଅସୁରକ୍ଷିତ ଓଡ଼ିଆ ଅସ୍ମିତା

ଓଡ଼ିଆ ସ୍କୁଲ ସତ୍ତ୍ୱେ କେବଳ ନାଁକୁ ମାତ୍ର ଚାଲିଛି ମାତୃଭାଷାରେ ଗୋଟିଏ ବିଷୟରେ ପାଠପଢ଼ା

ମୁଁ ସତ୍ୟେନ୍ଦୁ ଶେଖର ମିଶ୍ର । ୨୦୧୬ରୁ ମୁଁ ସାମ୍ବାଦିକତା କରି ଆସୁଛି । ଦୈନିକ ଖବର କାଗଜ ଓଡ଼ିଶା ଭାସ୍କର ରୁ ମୋର ଏହି ନୂଆ ଜୀବନ ଆରମ୍ଭ । ଦୁଇରୁ ଅଢ଼େଇ ବର୍ଷ ସେଠାରେ sub-editor ଭାବେ କାର୍ଯ୍ୟ କରିବା ପରେ ଓଡ଼ିଶାର ପ୍ରଥମ ଡିଜିଟାଲ ନ୍ୟୁଜ ଚ୍ୟାନେଲ ARGUS ଜରିଆରେ ନିଜର ଡିଜିଟାଲ ମିଡିଆ କ୍ୟାରିୟର ଆରମ୍ଭ କଲି। ସେଠାରେ ୨ ବର୍ଷ କାମ କରିବା ପରେ ନନ୍ଦିଘୋଷ ଟିଭି ଡିଜିଟାଲ ରେ କାମ କରିବାକୁ ସୁଯୋଗ ପାଇଲି। ଆଉ ଏବେ ମୁଁ ଓଡ଼ିଶାର ୧ ନଂ ଚ୍ୟାନେଲ OTV ରେ କାର୍ଯ୍ୟରତ ।