• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Satyendu Shekher Mishra

Satyendu Shekher Mishra

Editor

ମୁଁ ସତ୍ୟେନ୍ଦୁ ଶେଖର ମିଶ୍ର । ୨୦୧୬ରୁ ମୁଁ ସାମ୍ବାଦିକତା କରି ଆସୁଛି । ଦୈନିକ ଖବର କା ...more

ମୁଁ ସତ୍ୟେନ୍ଦୁ ଶେଖର ମିଶ୍ର । ୨୦୧୬ରୁ ମୁଁ ସାମ୍ବାଦିକତା କରି ଆସୁଛି । ଦୈନିକ ଖବର କାଗଜ ଓଡ଼ିଶା ଭାସ୍କର ରୁ ମୋର ଏହି ନୂଆ ଜୀବନ ଆରମ୍ଭ । ଦୁଇରୁ ଅଢ଼େଇ ବର୍ଷ ସେଠାରେ sub-editor ଭାବେ କାର୍ଯ୍ୟ କରିବା ପରେ ଓଡ଼ିଶାର ପ୍ରଥମ ଡିଜିଟାଲ ନ୍ୟୁଜ ଚ୍ୟାନେଲ ARGUS ଜରିଆରେ ନିଜର ଡିଜିଟାଲ ମିଡିଆ କ୍ୟାରିୟର ଆରମ୍ଭ କଲି। ସେଠାରେ ୨ ବର୍ଷ କାମ କରିବା ପରେ ନନ୍ଦିଘୋଷ ଟିଭି ଡିଜିଟାଲ ରେ କାମ କରିବାକୁ ସୁଯୋଗ ପାଇଲି। ଆଉ ଏବେ ମୁଁ ଓଡ଼ିଶାର ୧ ନଂ ଚ୍ୟାନେଲ OTV ରେ କାର୍ଯ୍ୟରତ ।

less

Posts by Satyendu Shekher Mishra

CM MOHAN MAJHI
Ration Card: ହିତାଧିକାରୀଙ୍କୁ ମିଳିବ ୩ ମାସର ଆଗୁଆ ଚାଉଳ

ଅକ୍ଟୋବରରୁ ଡିସେମ୍ବର ପର୍ଯ୍ୟନ୍ତ ଆଗୁଆ ଚାଉଳ ପାଇଁ ନିର୍ଦ୍ଦେଶ ।

Meghanad Prachir
Cracks spotted on Meghanada Prachir: ASI ସବୁ ଜାଣିଛି କହିଲେ ଅରବିନ୍ଦ

ପ୍ରାଥମିକ ଭାବେ ଶିଉଳି ଛଡ଼ା, ପାଣି ଝରିବା ବନ୍ଦ ପଦକ୍ଷେପ ନିଆଯାଇଛି । ଆନନ୍ଦବଜାରର ଡ୍ରେନେଜ ବ୍ୟବସ୍ଥା ସୁଧାରିବାକୁ ଉଦ୍ୟମ କରିଛୁ ।

Train
ସବୁ ସୀମା ସରହଦ ଟପିଲେ ଦୁର୍ବୃତ୍ତ

ସୌଭାଗ୍ୟବଶତଃ ଗୁଳି କାହାରିକୁ ବାଜିନି । ସାଇଣ୍ଟିଫିକ୍ ଟିମ୍ ବଗିରୁ ପ୍ରମାଣ ଖୋଜୁଥିବା ବେଳେ ଗୁଳିମାଡ଼ ହୋଇଥିବା ସ୍ଥାନରେ ଚାଲିଛି ଜୋରଦାର ଖୋଳତାଡ଼ ।

Puri temple boundary wall
Srimandir: ମେଘନାଦ ପାଚେରି ଚାରିପଟୁ ଦୁର୍ବଳ

ଆଇନମନ୍ତ୍ରୀ କହିଛନ୍ତି ପାଚେରିର ସ୍ଥାୟୀ ମରାମତି ପାଇଁ ASI ପ୍ରକ୍ରିୟା ଆରମ୍ଭ କରିଛି ।

Nudity in Jatra
Jatra: ଯାତ୍ରାରେ ଅଶ୍ଳୀଳତାକୁ ନେଇ ଯାତ୍ରା ମାଲିକ ଓ କମିଟି ତୁତୁ ମେମେ

ଭଲ କାହାଣୀ ପଛ, ଏବେ ମେଲୋଡି ଓ ରେକର୍ଡ ଡାନ୍ସ ଯାତ୍ରାର ସବୁକିଛି । ରେକର୍ଡ ଡାନ୍ସ ତ ନୁହେଁ, ନେକେଡ୍ ଡାନ୍ସ ।

Odisha Congress
Odisha Congress: କିଏ ହେବେ PCC ସଭାପତି ?

ଛତିଶଗଡ଼ର CLP ଲିଡର ଚରଣ ଦାସ ମହନ୍ତ ଓ AICC ସାଧାରଣ ସଂପାଦିକା ମୀନାକ୍ଷୀ ନଟରାଜନଙ୍କ ଉପସ୍ଥିତିରେ ମାନସ ମନ୍ଥନ ହେଲା। ଆଉ ନିଷ୍କର୍ଷ ଆସିବା ଆଗରୁ ମାଡ଼ିଲାଣି କି ସେଇ ଗୋଡ଼ ଟଣାଟଣି ରୋଗ ?

ISKON Ratha Jatra
ISKON Ratha Jatra: ଜିଦ୍‌ ଛାଡ଼ିଲା, ରଥଯାତ୍ରା ନକରି ଗୌର ନିତାଇ ସଂକୀର୍ତ୍ତନ ଯାତ୍ରା କରିବ ସଂସ୍ଥା

ପ୍ରେସ ରିଲିଜ୍ ଜରିଆରେ ଇସ୍କନ ପରିଚାଳନା ପରିଷଦର ସୂଚନା । ଅଦିନିଆ ରଥଯାତ୍ରାକୁ ନେଇ କ୍ଷୋଭ ପ୍ରକାଶ କରିଥିଲେ ଗଜପତି ମହାରାଜା ।

Odisha Congress
Odisha Congress: କିଏ ହେବେ ନୂଆ PCC ସଭାପତି, ମୋକିମ୍- ଶ୍ରୀକାନ୍ତ ନା ଭକ୍ତ ?

କାଲି ଦିନତମାମ AICC ନେତାଙ୍କ ମାନସ ମନ୍ଥନ ପରେ ବି ଚିତ୍ର ଅସ୍ପଷ୍ଟ । ନିଷ୍କର୍ସ ଆସିବା ଆଗରୁ ବାହାରିଲାଣି ନେତାଙ୍କ ଗୋଡ଼ ଟଣାଟଣି ରୋଗ ।

Child Death
କାର୍ ଭିତରେ ଖେଳୁ ଖେଳୁ ଚାଲିଗଲା ୪ ଶିଶୁଙ୍କ ଜୀବନ

ମୃତ ଶିଶୁ ମାନଙ୍କ ବୟସ ୨ରୁ ୭ ବର୍ଷ। ଜାତୀୟ ମିଡ଼ିଆରୁ ମିଳିଥିବା ସୂଚନା ଅନୁଯାୟୀ, ଭରତ ମନ୍ଦାନି ନାମକ ଜଣେ ଫାର୍ମ ହାଉସ୍ ମାଲିକଙ୍କ କାରରେ ଘଟିଛି ଏହି ଅଘଟଣ।  

Kamala Harris
ପ୍ରଥମ ମହିଳା ରାଷ୍ଟ୍ରପତି ନା ପୁଣି ଟ୍ରମ୍ପ ସରକାର ?

ଦ୍ୱିତୀୟ ଥର ଜିତି ଟ୍ରମ୍ପ ଇତିହାସ ରଚିବେ ନା ସରପ୍ରାଇଜ୍ ଦେବେ ହାରିସ୍?

Iskcon
କେତେ ବିରୋଧ, କେତେ ଆପତ୍ତି । ତଥାପି ନଭେମ୍ବର ୯ ଅଦିନିଆ ରଥଯାତ୍ରା ଆୟୋଜନ ଜିଦ୍ ଛାଡୁନି ଇସ୍କନ

ଶ୍ରୀମନ୍ଦିର ସେବକ କହିଲେଣି- ମହାପ୍ରଭୁଙ୍କୁ ଅପମାନ କଲେ ଦରକାର ପଡ଼ିଲେ ସେମାନଙ୍କୁ ଶ୍ରୀମନ୍ଦିର ପ୍ରବେଶ କଟକଣା ଲଗାଯାଇପାରେ ।

Nippon Steel
ଶିଳ୍ପମନ୍ତ୍ରୀ ସଂପଦ ସ୍ୱାଇଁ ସ୍ପଷ୍ଟ କରିଛନ୍ତି, ଆର୍ସେଲର ମିତ୍ତଲ ନିପନ୍ ଷ୍ଟିଲ୍ କୁଆଡ଼େ ଯାଉନି

ପୂର୍ବ ବିଜେଡି ସରକାରକୁ ଆଟାକ୍ କରି ମନ୍ତ୍ରୀ କହିଛନ୍ତି, ସେମାନଙ୍କ ସମୟରେ ଓଡ଼ିଶାରୁ ମୁହଁ ଫେରାଇଥିବା କମ୍ପାନି ଏବେ ରାଜ୍ୟକୁ ଫେରୁଛନ୍ତି ।

Barabati Stadium
କ୍ରିକେଟ୍ ପ୍ରେମୀଙ୍କ ମୁଣ୍ଡରେ ପଡ଼ିଛି ଟିକଟ୍ ଚଡ଼କ

ଦୀର୍ଘଦିନ ପରେ ଓଡ଼ିଶାକୁ ଅନ୍ତର୍ଜାତୀୟ ଦିନିକିଆ ମ୍ୟାଚ୍ ଫେରିଥିବାରୁ ସମସ୍ତଙ୍କ ଉତ୍ସାହ ଥିଲା। କିନ୍ତୁ ଟିକେଟ୍ ଦର ଶୁଣିବା ପରଠୁ ମରି ଯାଇଛି ଦର୍ଶକଙ୍କ ଉତ୍ସାହ।

Ganja Smuggling
ଗଂଜେଇ ଚୋରା ଚାଲାଣର ହବ୍ ପାଲଟିଛି କି ଓଡିଶା ?

ଗତ ୨ ବର୍ଷ ମଧ୍ୟରେ ବନ୍ଧା ହେଲେଣି ପ୍ରାୟ ୩ ହଜାର ଜଣ । ଯାହାକୁ ନେଇ ଓଡ଼ିଶା ଏବେ ଜାତୀୟ ତଦନ୍ତକାରୀ ସଂସ୍ଥା ସହ ରାଜ୍ୟ ବାହାରର ପୋଲିସ ସ୍କାନରରେ ରହିଛି ।

Donald Trump
ଓଡ଼ିଆ ନେତାଙ୍କୁ କପି କରି ସୋସିଆଲ ମିଡିଆରେ ପୋଷ୍ଟ କଲେ ଟ୍ରମ୍ପ !

ଅନେକ ଫଟୋ ଏବେ ସୋସିଆଲ ମିଡିଆରେ ଘୁରି ବୁଲୁଛି । ଆଉ ସେହି ଫଟୋକୁ ଯିଏ ବି ଦେଖୁଛି ଟିକେ ଅଟକି ଯାଉଛି । ଆଉ ପରଖିବାକୁ ଚେଷ୍ଟା କରୁଛି, ତାହା ସତ ନା ମିଛ !

Kamala Harris
କମଲା Vs ଟ୍ରମ୍ପ: କିଏ ହେବ ବିଶ୍ୱର ସବୁଠାରୁ ପ୍ରଭାବଶାଳୀ ଦେଶର ରାଷ୍ଟ୍ରପତି ?

ପିପୁଲସ ପ୍ରେସିଡେଣ୍ଟର ନାରା ଦେବା ସହ କୁଶଳୀ ଶ୍ରମିକ ଭିସା H-1Bର ସମ୍ପ୍ରସାରଣକୁ ସମର୍ଥନ କରିଥିଲେ କମଳା।

Barabati Stadium
କ୍ରିକେଟ୍ ପ୍ରେମୀଙ୍କୁ ଟିକେଟ୍ ଚଡ଼କ, OCA ଉପରେ ଦର୍ଶକଙ୍କ ଅସନ୍ତୋଷ !

ଆଖି ତରାଟିଲା ଭଳି କାହିଁକି ଟିକେଟ୍ ଦର ଏଭଳି ବୃଦ୍ଧି କରିଛି OCA ? ଓସିଏ ସଂପାଦକ କହିଛନ୍ତି, ବାରବାଟୀ ଟିକେଟ ଦାମ ଅନ୍ୟ ରାଜ୍ୟ ତୁଳନାରେ କମ୍ ରହିଛି।

Student
ଦିଲ୍ଲୀରେ ଚମକିଲେ ୩ ଓଡ଼ିଆ ଶିକ୍ଷାର୍ଥୀ

କିଶୋର ବୈଜ୍ଞାନିକ ମାନଙ୍କର ଏହି ନୂତନ ଆବିଷ୍କାର ସବୁକୁ ମୂଲ୍ୟାୟନ କରିଥିଲେ ବିଶିଷ୍ଟ ନିର୍ଣ୍ଣାୟକ ମଣ୍ଡଳୀ। ଯେଉଁଥିରେ ଥିଲେ IIT ପ୍ରଫେସର, ଉଦ୍ୟୋଗପତି ଏବଂ ବିଶେଷଜ୍ଞ।

Consumption of Mango Kernel
ଜୀବନ ନେଇଗଲା ଆମ୍ବକୋଇଲି ଜାଉ

କନ୍ଧମାଳରୁ କ୍ୟାପିଟାଲ୍ ଯାଏଁ ହଲଚଲ୍ ହୋଇଥିବାବେଳେ ଦୀର୍ଘବର୍ଷ ପରେ ଆମ୍ବଟାକୁଆ ଟ୍ରାଜେଡି, ଚର୍ଚ୍ଚାକୁ ଫେରିଛି।

Ratna Bhandar
ସବୁ ଚର୍ଚ୍ଚା ଆଲୋଚନାରେ ପୂର୍ଣ୍ଣଛେଦ

ଜଗନ୍ନାଥଙ୍କ ମୁଖ୍ୟ ବାଡ଼ଗ୍ରାହୀ ଓ ବରିଷ୍ଠ ଦଇତାପତି କିନ୍ତୁ ଏହାକୁ ସହଜରେ ଗ୍ରହଣ କରିପାରୁନାହାନ୍ତି। ଏମିତିକି ASI ତଥ୍ୟର ସାର୍ବଜନୀନ କରିବାକୁ ଦାବି କଲେଣି।

ମୁଁ ସତ୍ୟେନ୍ଦୁ ଶେଖର ମିଶ୍ର । ୨୦୧୬ରୁ ମୁଁ ସାମ୍ବାଦିକତା କରି ଆସୁଛି । ଦୈନିକ ଖବର କାଗଜ ଓଡ଼ିଶା ଭାସ୍କର ରୁ ମୋର ଏହି ନୂଆ ଜୀବନ ଆରମ୍ଭ । ଦୁଇରୁ ଅଢ଼େଇ ବର୍ଷ ସେଠାରେ sub-editor ଭାବେ କାର୍ଯ୍ୟ କରିବା ପରେ ଓଡ଼ିଶାର ପ୍ରଥମ ଡିଜିଟାଲ ନ୍ୟୁଜ ଚ୍ୟାନେଲ ARGUS ଜରିଆରେ ନିଜର ଡିଜିଟାଲ ମିଡିଆ କ୍ୟାରିୟର ଆରମ୍ଭ କଲି। ସେଠାରେ ୨ ବର୍ଷ କାମ କରିବା ପରେ ନନ୍ଦିଘୋଷ ଟିଭି ଡିଜିଟାଲ ରେ କାମ କରିବାକୁ ସୁଯୋଗ ପାଇଲି। ଆଉ ଏବେ ମୁଁ ଓଡ଼ିଶାର ୧ ନଂ ଚ୍ୟାନେଲ OTV ରେ କାର୍ଯ୍ୟରତ ।