କଳାହାଣ୍ଡିରେ ବିଜେଡି ସଂଗଠନରେ ଫାଟ ସୃଷ୍ଟି ସୁପ୍ରିମୋଙ୍କ ମୁଣ୍ଡ ବିନ୍ଧା ବଢାଇଦେଇଛି। ଆଉ ବିଜେପି କହିଛି ବିଜେଡି ହେଲା ତଡ଼ାଖିଆଙ୍କ ଦଳ।
ଢେଙ୍କାନାଳ ଏସପି କହିଛନ୍ତି, ଖୁବ୍ଶୀଘ୍ର ସମସ୍ୟାର ସମାଧାନ ପାଇଁ ଉଦ୍ୟମ ଚାଲିଛି।
ବଡ଼ କଥା ହେଲା ବୁଲା କୁକୁରଙ୍କ ସଂଖ୍ୟା ୧୭ ଲକ୍ଷ ଟପିଲାଣି। ସରକାର ତ ପଦକ୍ଷେପ ନେଉଛନ୍ତି, ବନ୍ଧ୍ୟାକରଣ ବି କରାଯାଉଛି, ତା ସତ୍ତ୍ୱେ ବି କାହିଁକି କମୁନି କୁକୁର ସଂଖ୍ୟା ପ୍ରଶ୍ନ ଉଠିଲାଣି ।
୧୯୭୧ ଯୁଦ୍ଧରେ କେମିତି ଧୂଳି ଚାଟିଥିଲା ପାକିସ୍ତାନ, ଓଟିଭିରେ ଅଙ୍ଗେନିଭା ସ୍ମତି ବଖାଣିଛନ୍ତି ଓଡ଼ିଆ ନୌବୀର ସନାତନ ସାହୁ ।
ବୁଲା କୁକୁରଙ୍କ ସଂଖ୍ୟା ୧୭ ଲକ୍ଷ ଟପିବାକୁ ନେଇ ଉଦବେଗ । ବନ୍ଧ୍ୟାକରଣ ସହ ନିୟନ୍ତ୍ରଣ ପାଇଁ ନିଆଯାଉଛି ବହୁ ପଦକ୍ଷେପ: ମନ୍ତ୍ରୀ ।
ଜଣେ ଅତିରିକ୍ତ ଏସପିଙ୍କ ପରିବାରକୁ ନିଆଁ ପାଣି ବାସନ୍ଦ ! ଢେଙ୍କାନାଳ ଅଉଖମା ଗାଁର ଘଟଣାକୁ ନେଇ ଉଦବେଗ ।
ଆଳୁକୁ ନେଇ ଆଜି ବି ବିଧାନସଭାରେ ଲାଗି ରହିଥିଲା ତାତି । ମୁଲତବୀ ଆଲୋଚନା ବେଳେ ବିରୋଧୀ ସରକାରଙ୍କୁ ଟାର୍ଗଟ୍ କରିଥିବା ବେଳେ ଯୋଗାଣମନ୍ତ୍ରୀ ବି ରଖିଥିଲେ କଡ଼ା ଉତ୍ତର ।
ଏହା ପୂର୍ବରୁ ଆଜି ଅପରାହ୍ଣରେ ଭୁବନେଶ୍ୱରରେ ପହଞ୍ଚିବା ପରେ ରାଷ୍ଟ୍ରପତିଙ୍କୁ କରାଯାଇଥିଲା ଭବ୍ୟ ସ୍ୱାଗତ ।
ପାନୀୟ ଜଳ ପ୍ରକଳ୍ପରେ ବ୍ୟାପକ ଅନିୟମିତତା ହୋଇଥିବା ନେଇ ଆଜି ବିଧାନସଭାରେ ମନ୍ତ୍ରୀ ରବି ନାଏକ କହିବା ପରେ ତାଙ୍କୁ ସମର୍ଥନ କରି ଛୁଙ୍କ ମାରିଛନ୍ତି ବରିଷ୍ଠ ବିଜେଡି ବିଧାୟକ ବଦ୍ରି ପାତ୍ର ।
ଏଣିକି ଫୁଡ୍ ସେଫ୍ଟି ଆଣ୍ଡ ଷ୍ଟାଣ୍ଡାର୍ଡ୍ସ ଅଥରିଟି ଅଫ୍ ଇଣ୍ଡିଆ ବୋତଲ ପାଣିର ମାନ ଯାଂଚ୍ କରିବା ସହ ଥାର୍ଡ ପାର୍ଟି ଦ୍ୱାରା ଅଡିଟ୍ କରିବ।
ପୁରୁଣା ସରକାର ଉପରେ ବିଜେପି ଦୋଷ ଲଦିଥିବା ବେଳେ ବିଜେଡି କହିଛି ନୂଆ ସରକାରର କୌଣସି ଯୋଜନା ନାହିଁ ।
ଗୁଣବତ୍ତା ଉପରେ ନଜର ରଖିବା ସହ ଥାର୍ଡ ପାର୍ଟି ଦ୍ବାରା ଅଡିଟ୍ ନିଷ୍ପତ୍ତି । ପ୍ଲଷ୍ଟିକ ବଟଲ ପ୍ୟାକେଜିଂ ପରେ ମିନେରଲ୍ ନଷ୍ଟ ହେଉଥିବା କହିଲେ ଡାକ୍ତର ।
ଆପଣଙ୍କ ଆଖିରେ ଅନ୍ଧପୁଟୁଳି ବାନ୍ଧି ସେମାନେ ନେଇଯାଆନ୍ତି ଅନ୍ୟଏକ ଦେଶକୁ, ଯେଉଁଠିକୁ ଆପଣ କେବେ ଯାଇନଥିବେ। ଆଖିରୁ ଅନ୍ଧପୁଟୁଳି ଖୋଲିଲା ବେଳକୁ ଆପଣଙ୍କ ଠିକଣା ବଦଳି ସାରିଥିବ। ପଦାକୁ ବାହାରିଲେ ଆରେଷ୍ଟ ହେବେ। ତା ପରେ ଆପଣ ପାଲଟି ଗଲେ ସ୍ଲେଭ୍ ଚା ଦାସ। ଆଉ ତା ପରେ...
ୟୁପିରୁ ଆଳୁ ଟ୍ରକ୍ ପହଞ୍ଚିବା ପରେ ୪୦ରୁ ୪୫ ଟଙ୍କାକୁ ଖସିଛି ଦର। ସେପଟେ ବିଧାନସଭାରେ ବି ଦେଖିବାକୁ ମିଳିଥିଲା ଆଳୁ ତାତି।
ବିଜେଡି ସମନ୍ୱୟ କମିଟି ମୁଖ୍ୟ ଦେବୀ ମିଶ୍ରଙ୍କୁ ଚକମା ଦେଇ ବଡ଼ମ୍ବା ବ୍ଲକ ଅଧ୍ୟକ୍ଷଙ୍କୁ ଦଳକୁ ଆଣିଛି ବିଜେପି।
ଆସନ୍ତା ବୁଧବାର ନୌସେନା ଦିବସ ଦେଖିବାକୁ ସମସ୍ତ ବିଧାୟକ ବସରେ ପୁରୀ ଯିବେ ବୋଲି ସୂଚନା ମିଳିଛି ।
କଂଗ୍ରେସରେ ଆମୂଳଚୁଳ ପରିବର୍ତ୍ତନ ପାଇଁ ଦୁଇଦିନ ତଳେ ଦିଲ୍ଲୀ କାର୍ଯ୍ୟକାରିଣୀରେ ବିସ୍ତୃତ ଭାବେ ଆଲୋଚନା ହୋଇଛି । ଓଡ଼ିଶା କଂଗ୍ରେସରେ ହେବକି ଆମୂଳଚୁଳ ପରିବର୍ତ୍ତନ?
ଫରେଷ୍ଟର ମୁହଁ ଖୋଲି ନଥିବା ବେଳେ DFO କହିଛନ୍ତି ଇନକ୍ୱାରୀ ହେବ ।
ୟୁପିରୁ ଆସି ପହଞ୍ଚିଲା ଆଳୁ ଟ୍ରକ୍ । ବିଧାନସଭାରେ ବି ଆଳୁ ତାତି ।
ପୌର ଓ ପଞ୍ଚାୟତ ନିର୍ବାଚନ ଉପରେ ଫୋକସ୍ । ପଦ୍ମ ଧରିଲେ ଦେବୀ ମିଶ୍ରଙ୍କ ଖାସ୍ ବଡ଼ମ୍ବା ବ୍ଲକ ଅଧ୍ୟକ୍ଷ ।