• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Satyendu Shekher Mishra

Satyendu Shekher Mishra

Editor

ମୁଁ ସତ୍ୟେନ୍ଦୁ ଶେଖର ମିଶ୍ର । ୨୦୧୬ରୁ ମୁଁ ସାମ୍ବାଦିକତା କରି ଆସୁଛି । ଦୈନିକ ଖବର କା ...more

ମୁଁ ସତ୍ୟେନ୍ଦୁ ଶେଖର ମିଶ୍ର । ୨୦୧୬ରୁ ମୁଁ ସାମ୍ବାଦିକତା କରି ଆସୁଛି । ଦୈନିକ ଖବର କାଗଜ ଓଡ଼ିଶା ଭାସ୍କର ରୁ ମୋର ଏହି ନୂଆ ଜୀବନ ଆରମ୍ଭ । ଦୁଇରୁ ଅଢ଼େଇ ବର୍ଷ ସେଠାରେ sub-editor ଭାବେ କାର୍ଯ୍ୟ କରିବା ପରେ ଓଡ଼ିଶାର ପ୍ରଥମ ଡିଜିଟାଲ ନ୍ୟୁଜ ଚ୍ୟାନେଲ ARGUS ଜରିଆରେ ନିଜର ଡିଜିଟାଲ ମିଡିଆ କ୍ୟାରିୟର ଆରମ୍ଭ କଲି। ସେଠାରେ ୨ ବର୍ଷ କାମ କରିବା ପରେ ନନ୍ଦିଘୋଷ ଟିଭି ଡିଜିଟାଲ ରେ କାମ କରିବାକୁ ସୁଯୋଗ ପାଇଲି। ଆଉ ଏବେ ମୁଁ ଓଡ଼ିଶାର ୧ ନଂ ଚ୍ୟାନେଲ OTV ରେ କାର୍ଯ୍ୟରତ ।

less

Posts by Satyendu Shekher Mishra

Odisha Politics, Naveen Patnaik, Ministry Reshuffle
ମନ୍ତ୍ରିମଣ୍ଡଳରେ ଗଞ୍ଜାମ-ମୟୂରଭଞ୍ଜ-ସୁନ୍ଦରଗଡ଼କୁ ଫୋକସ୍ ! ପଦ୍ମକୁ ଚେକ୍ ଦେବାକୁ ପ୍ଲାନ୍

ଆଦିବାସୀ ଭୋଟ୍ ନେବାକୁ ବି ଷ୍ଟ୍ରାଟେଜି ରହିଥିବା ଚର୍ଚ୍ଚା । ବିଜେଡି ସରକାରଙ୍କୁ କଡ଼ା ସମାଲୋଚନା କଲେ ବିରୋଧୀ । ଏଭଳି ମନ୍ତ୍ରିମଣ୍ଡଳ ପୁନର୍ଗଠନ କୌଣସି ପ୍ରଭାବ ପଡ଼ିବନି କହିଲେ ବିରୋଧୀ ।

Odisha Politics, Naveen Patnaik, Ministry Reshuffle
ଅସନ୍ତୁଷ୍ଟ କି ସୁଶାନ୍ତ ? ସମୂହ ଇସ୍ତଫା ଦେବାକୁ ଧମକ ଦେଇଛନ୍ତି ସମର୍ଥକ

ବରଗଡ଼ ଓ ବଲାଙ୍ଗିରରେ ଖୋଲାଖୋଲି ଅସନ୍ତୋଷ । ବରଗଡ଼ ଓ ବଲାଙ୍ଗିର ବିଜେଡି ଯୁବ ସଭାପତିଙ୍କ ଅସନ୍ତୋଷ ।

Odisha Politics, Naveen Patnaik, Ministry Reshuffle
ଟିମ୍ ନବୀନରେ ସାମିଲ ହେଲେ ୩ ନୂଆ ମନ୍ତ୍ରୀ, ବାଚସ୍ପତି ପଦକୁ ନେଇ ଏବେ ବି ସସ୍‌ପେନ୍‌ସ

କ୍ୟାବିନେଟ୍ ମନ୍ତ୍ରୀ ଭାବେ ବିକ୍ରମ, ସୁଦାମ, ସାରଦାଙ୍କ ଶପଥପାଠ । ଆରୁଖଙ୍କୁ ଅର୍ଥ, ସୁଦାମଙ୍କୁ ସ୍କୁଲ ଓ ଗଣଶିକ୍ଷା, ସାରଦାଙ୍କୁ ଶ୍ରମ ବିଭାଗ ।

Train skips stop, reverses 1km to pick up passengers in Kerala
କାହାର ଭୁଲ ? ଯାତ୍ରୀଙ୍କୁ ନନେଇ ଚାଲିଯାଇଥିଲା ଟ୍ରେନ୍, ପୁଣି ୧ କିମି ପଛୁଆ ଫେରିଲା...

ଏହି ଫଛୁଆ ଫେରି ଆସିଥିବା ଟ୍ରେନ୍‌ଟି ହେଉଛି ସେହି ଟ୍ରେନ୍, ଯାହାକୁ ଟିକଟ କରି ଯାତ୍ରୀମାନେ ଷ୍ଟେସନ୍‌ରେ ଅପେକ୍ଷା କରିଥିଲେ ।

Sahid's Son Prajwal, Fulfill His fathers dream
ସହିଦ ବାପାଙ୍କ ସ୍ୱପ୍ନ ଥିଲା ପୁଅ ସେନାରେ ସାମିଲ ହେବ, ଦେଶ ସେବା କରିବ...

ପ୍ରଜ୍ୱଳ ଦୁନିଆକୁ ଆସିବା ପୂର୍ବରୁ ତାଙ୍କ ବାପା ଦୁନିଆ ଛାଡ଼ି ଚାଲିଯାଇଥିଲେ । ସେତେବେଳକୁ ପ୍ରଜ୍ୱଳଙ୍କ ବଡ଼ ଭାଇ ଅଢ଼େଇ ବର୍ଷର ଥିଲେ ।

Sudhansu Sarangi Fire DG
ଅଗ୍ନିଶମ ଡିଜି ଭାବେ ଦାୟିତ୍ୱ ନେଲେ IPS ସୁଧାଂଶୁ ଷଡ଼ଙ୍ଗୀ 

ବିନୟତୋଷ ମିଶ୍ରଙ୍କ ଠାରୁ କଲେ ଦାୟିତ୍ବ ଗ୍ରହଣ । ଜରୁରୀକାଳିନ ବିଭାଗର ଉନ୍ନତି ପାଇଁ କାର୍ଯ୍ୟ କରିବେ କହିଲେ ।

Moon - Venus
ବିରଳ ମହାଜାଗତିକ ଦୃଶ୍ୟ ! ଜୁନ ୧୫ ଯାଏଁ ଚନ୍ଦ୍ର ପାଖରେ ଦିଶିବ ଶୁକ୍ର

ପ୍ରତିଦିନ ସନ୍ଧ୍ୟାରେ ପ୍ରାୟ ୨ ଘଣ୍ଟା ଶୁକ୍ରକୁ ପଶ୍ଚିମ ଆକାଶରେ ଦେଖିହେବ । ଆକାଶ ନିର୍ମଳ ଥିଲେ ସନ୍ଧ୍ୟା ୬ଟା ୩୦ରୁ ୯ଟା ୧୫ ଯାଏଁ ଦେଖିହେବ ।

RBI, Demonisation
ମନେ ପଡ଼ିଗଲା ୨୦୧୬ର ଦୁର୍ଦ୍ଦଶା, ୨୦୦୦ ଟଙ୍କିଆ ନୋଟ୍ ବନ୍ଦ ହେଲେ କଣ ହେବ ?

RBI ନିଷ୍ପତ୍ତି ନେଇ ଦ୍ୱନ୍ଦ୍ୱ ଦୂର ପାଇଁ ବିଶେଷଜ୍ଞଙ୍କ ମତ । ଯାହା ପାଖରେ ଅଛି ଏହି ନୋଟ୍, କଣ କରିବେ ସେମାନେ ?

Odisha Politics, BJP
କୋଟିଏ ପରିବାର ପାଖରେ ପହଞ୍ଚିବ ଦଳ, କାର୍ଯ୍ୟକାରୀ ହେବ ବଂଶଲଙ୍କ ସିକ୍ରେଟ ପ୍ଲାନ

ବିଜେଡିମୁକ୍ତ ଓଡ଼ିଶା ଗଠନ ପାଇଁ ବିଜେପିର ଷ୍ଟ୍ରାଟେଜି । ୨୪ରେ ଜିତ୍ ପାଇଁ ରାଜ୍ୟ କାର୍ଯ୍ୟକାରିଣୀରେ ରୋଡ୍ ମ୍ୟାପ୍ ।

Odisha Ministry Reshuffle
ଦିନକ ପରେ ନୂଆ ମନ୍ତ୍ରିମଣ୍ଡଳ, ରେସ୍‌ରେ ଦୀପାଳି-ବ୍ୟୋମକେଶ-ଲତିକା-ରୁଦ୍ର

ବିକ୍ରମ ଆରୁଖ ଇସ୍ତଫା ଦେବା ପରେ ବାଚସ୍ପତି ପଦ ମଧ୍ୟ ଖାଲି ରହିଛି ।

Arvind Kejriwal
ପୁଣି ତେଜିଲା ଦିଲ୍ଲୀ ବନାମ କେନ୍ଦ୍ର ସରକାରଙ୍କ କଳି, ସୁପ୍ରିମକୋର୍ଟଙ୍କ ରାୟକୁ ଚ୍ୟାଲେଞ୍ଜ

ପୁନଃବିଚାର କରିବାକୁ ସର୍ବୋଚ୍ଚ ଅଦାଲତରେ ଆବେଦନ । ବଦଳି ଓ ନିଯୁକ୍ତି ଦାୟିତ୍ୱ ଆପ୍ ସରକାରଙ୍କୁ ପ୍ରଦାନ କରିଥିଲେ SC ।

Baggage Fees
ଲଗେଜ୍‌ ଫି’ରୁ ବର୍ତ୍ତିବା ପାଇଁ ପିନ୍ଧି ଦେଲେ ସବୁ ଡ୍ରେସ୍ ! ଶେଷରେ ଧରାପଡ଼ିଗଲେ...

ବିମାନ କର୍ମଚାରୀ ତାଙ୍କ ଉଦେଶ୍ୟ ଜାଣିପାରିଲେ । ଯଦି ସେ ଧରା ପଡ଼ିନଥାନ୍ତେ ତେବେ ତାଙ୍କୁ ଲଗେଜ ପରିବହନ ବାବଦକୁ କମ୍‌ ଦେୟ ଦେବାକୁ ପଡ଼ିଥାନ୍ତା ।

New railway project for odisha
ଖୁବଶୀଘ୍ର ଓଡ଼ିଶାକୁ ଦୁଇଟି ନୂଆ ରେଳ ପ୍ରକଳ୍ପ

ବରଗଡ଼ରୁ ନୂଆପଡ଼ାକୁ ନିର୍ମାଣ ହେବ ନୂଆ ରେଳ ଲାଇନ୍ । ଅନୁଗୁଳ-ତାଳଚେର ନୂଆ ୱାଇ କନେକ୍ସନ ଲାଇନ ନିର୍ମାଣ ହେବ ।

Karnataka CM Siddaramaih, Congress Leader
Karnataka Politics: ସିଦ୍ଦରମୈୟା ! ଯେଉଁଠି ଫାୟାରବ୍ରାଣ୍ଡ ଲିଡର ଫ୍ଲପ୍ ସେଠି ସିଦ୍ଦ ହିଟ୍

ଯେବେଠାରୁ ସେ ରାଜନୀତି କ୍ଷେତ୍ରରେ ପ୍ରବେଶ କରିଛନ୍ତି ସବୁବେଳେ ଇତିହାସ ରଚିଛନ୍ତି । ସଫଳତା ସତେ ଯେମିତି ତାଙ୍କର ସାଙ୍ଗରେ ରହିଛି ।

Karnataka Politics, Siddaramaiah takes oath as CM
ପୁଣି ମୁଖ୍ୟମନ୍ତ୍ରୀ ଗାଦିରେ ବସିଲେ ସିଦ୍ଦରମୈୟା

ଶପଥ ପାଠ କରାଇଛନ୍ତି ରାଜ୍ୟପାଳ ଥାବରଚନ୍ଦ ଗେହଲଟ୍ । ମୁଖ୍ୟମନ୍ତ୍ରୀ ଓ ଉପମୁଖ୍ୟମନ୍ତ୍ରୀଙ୍କ ବ୍ୟତୀତ ଆନ୍ୟ କିଛି ନେତା ମନ୍ତ୍ରୀ ଭାବେ ମଧ୍ୟ ଶପଥ ନେଇଛନ୍ତି ।

Youth Killed 17 year Old Girl
ସାନ ଭାଇ ସାମ୍ନାରେ ଯୁବତୀଙ୍କୁ ଜୀଅନ୍ତା ଜାଳିଦେଲା ୱାନ୍ ସାଇଡ୍‌ ଲଭର୍

ଘରେ କେହି ନଥିବାର ସୁଯୋଗ ନେଇ ଯୁବକ ଜଣକ ଘରେ ପଶି ଯୁବତୀଙ୍କ ଉପରେ କିରାସିନ ଢ଼ାଳି ତାଙ୍କୁ ଜାଳି ଦେଇଛନ୍ତି ।

Vande Bharat Starts From Puri In Odisha
ଗଡ଼ିଲା ବନ୍ଦେ ଭାରତ, ହାୱଡ଼ା ଅଭିମୁଖେ ପ୍ରଥମ ଯାତ୍ରା

ରାଜ୍ୟ ପାଇଁ ଆଉ ୨ଟି ବନ୍ଦେ ଭାରତ ଦାବି କଲେ ମୁଖ୍ୟମନ୍ତ୍ରୀ । ପୁରୀ-ରାଉରକେଲା ଓ ଭୁବନେଶ୍ୱର-ହାଇଦ୍ରାବାଦ ବନ୍ଦେ ଭାରତ ଦାବି ।

New Rule In Home
Viral Video: ପ୍ରତ୍ୟେକ ଘରେ ରହିବା ଦରକାର ଏମିତି ନିୟମ

ଏହି ମୋବାଇଲ ଅଭ୍ୟାସ କେତେ ଯେ, ଖରାପ ତାହା ଆମେ ସମସ୍ତେ ଅଳ୍ପେ ବହୁତେ ଜାଣିଛନ୍ତି । ତଥାପି କିଏ ମାନୁଛି ?

Personal House Maid
ଚାକରାଣୀ ପାଇଁ ରଖିଛନ୍ତି ମୋଟା ଅଙ୍କର ଦରମା, ତଥାପି ମିଳୁନାହାନ୍ତି ! କାରଣ କ’ଣ..?

ଚାକରାଣୀ କାମ ପାଇଁ ସେ ତାଙ୍କୁ ପ୍ରତି ମାସରେ ୧୬ ଲକ୍ଷ ଟଙ୍କାରୁ ଅଧିକ ବେତନ ଦେବାକୁ ପ୍ରସ୍ତୁତ ।

Amazon Jungle
ବିମାନ ଦୁର୍ଘଟଣାର ୨ ସପ୍ତାହ ପରେ ୪ କୁନି ଛୁଆ ଆମାଜନରୁ ଜୀବନ୍ତ ଉଦ୍ଧାର !

କଲମ୍ବିଆର ଘନ ଆମାଜନ ଜଙ୍ଗଲରେ ଚାରିଜଣ ଶିଶୁଙ୍କୁ ଜୀବନ୍ତ ଦେଖିବାକୁ ମିଳିବା ନିହାତି ପକ୍ଷେ ଏକ ବଡ଼ ଉପଲବ୍ଧି । ସେମାନଙ୍କ ମଧ୍ୟରେ ଜଣେ ୧୧ ମାସର ଶିଶୁ ମଧ୍ୟ ରହିଛି ।

ମୁଁ ସତ୍ୟେନ୍ଦୁ ଶେଖର ମିଶ୍ର । ୨୦୧୬ରୁ ମୁଁ ସାମ୍ବାଦିକତା କରି ଆସୁଛି । ଦୈନିକ ଖବର କାଗଜ ଓଡ଼ିଶା ଭାସ୍କର ରୁ ମୋର ଏହି ନୂଆ ଜୀବନ ଆରମ୍ଭ । ଦୁଇରୁ ଅଢ଼େଇ ବର୍ଷ ସେଠାରେ sub-editor ଭାବେ କାର୍ଯ୍ୟ କରିବା ପରେ ଓଡ଼ିଶାର ପ୍ରଥମ ଡିଜିଟାଲ ନ୍ୟୁଜ ଚ୍ୟାନେଲ ARGUS ଜରିଆରେ ନିଜର ଡିଜିଟାଲ ମିଡିଆ କ୍ୟାରିୟର ଆରମ୍ଭ କଲି। ସେଠାରେ ୨ ବର୍ଷ କାମ କରିବା ପରେ ନନ୍ଦିଘୋଷ ଟିଭି ଡିଜିଟାଲ ରେ କାମ କରିବାକୁ ସୁଯୋଗ ପାଇଲି। ଆଉ ଏବେ ମୁଁ ଓଡ଼ିଶାର ୧ ନଂ ଚ୍ୟାନେଲ OTV ରେ କାର୍ଯ୍ୟରତ ।