ଖୁଚୁରା ବଜାରରେ କେଉଁଠି ୪୦ ତ କେଉଁଠି ୪୫ରେ ବିକ୍ରି ହେଲାଣି । ବାଲେଶ୍ୱର ବଜାରରେ ଦିନକୁ ୨୫୦ ଟନ୍ ଆଳୁ ଦରକାର। ହେଲେ ଦୁଇ ଦିନ ହେଲା ପଶ୍ଚିମବଙ୍ଗରୁ ଗୋଟେ ବି ଆଳୁ ଟ୍ରକ୍ ଆସିନି। ଫଳରେ ଗୋଦାମରେ ଆଉ ଆଳୁ ବସ୍ତା ଦିଶୁନି।
ଏମିତି ଅନେକ ଉଦାହରଣ ଦେଖିବାକୁ ମିଳିଛି । ଯାହାକି ସୋସିଆଲ ମିଡିଆରେ ଖୁବ୍ ଭାଇରାଲ ହୋଇଛି ।
ଗୃହ ସଚିବ, ଗୃହ ମନ୍ତ୍ରଣାଳୟର ତମାମ ବରିଷ୍ଠ ଅଧିକାରୀ, ଗୁଇନ୍ଦା ନିର୍ଦ୍ଦେଶକ ଏବଂ ଜାତୀୟ ସୁରକ୍ଷା ସହିତ ଜଡିତ ଅଫିସରମାନେ ଉପସ୍ଥିତ ରହିବେ ।
ପ୍ରଧାନମନ୍ତ୍ରୀ ମୋଦି ସମ୍ମିଳନୀରେ ଯୋଗଦେବେ । ସମ୍ମିଳନୀ ପାଇଁ ସୁରକ୍ଷା ବଳୟରେ ରାଜଧାନୀ ଭୁବନେଶ୍ୱର ।
୧୬ ବର୍ଷରୁ କମ୍ ବୟସ୍କ ପିଲାଙ୍କ ପାଇଁ ସୋସିଆଲ ମିଡିଆ ମନା ।
ଏବେ RDSO ପକ୍ଷରୁ ଏହି ଟ୍ରେନର ନାଁ, ‘ନମୋ ଗ୍ରୀନ୍ ରେଳ’ ରଖାଯାଇଛି । କିନ୍ତୁ ଅଶ୍ୱିନୀ ବୈଷ୍ଣବଙ୍କ କହିବାନୁଯାୟୀ ଏବେ ଯାଏଁ ହାଇଡ୍ରୋଜେନ୍ ଟ୍ରେନ୍ର କୌଣସି ନାଁ ରଖାଯାଇ ନାହିଁ ।
ଆସନ୍ତାକାଲି ସକାଳ ସୁଦ୍ଧା ସ୍ଥଳଭାଗ ଛୁଇଁବା ସମ୍ଭାବନା। ପ୍ରଭାବରେ ତାମିଲନାଡୁ ଓ ଆନ୍ଧ୍ରପ୍ରଦେଶରେ ପ୍ରବଳ ବର୍ଷା ।
ସ୍ୱାସ୍ଥ୍ୟ ବିଭାଗର ନାଁ ନେଇ ଫୋନ୍ କରି ବିଶ୍ୱାସ ଜନ୍ମାଇଥିଲା ଠକ। ଅଙ୍ଗନବାଡ଼ି କର୍ମୀଙ୍କୁ ବି କନଫରେନସରେ ରଖିଥିଲେ। ଗର୍ଭବତୀ ମହିଳା ହୋଇଥିବାରୁ ମମତା ଯୋଜନାରେ ୧୧ ହଜାରରୁ ଅଧିକ ଟଙ୍କା ମିଳିବ ବୋଲି କହିଥିଲେ।
ପ୍ରଧାନମନ୍ତ୍ରୀ ମୋଦି ଓ ଶାହଙ୍କ ଗସ୍ତକୁ ଦୃଷ୍ଟିରେ ରଖି ଛୁଟି ଘୋଷଣା ।
ସହର ପ୍ରବେଶ ପଥ ସହ ପ୍ରମୁଖ ଛକ ଗୁଡ଼ିକରେ ଚାଲିଛି କଡ଼ା ଚେକିଂ। BSF ଯବାନଙ୍କ ସହ ମିଶି ଯାନବାହନକୁ ଚେକିଂ କରିବା ସହ ସହରରେ ପାଟ୍ରୋଲିଂକୁ ଜୋରଦାର କରିଛି କମିଶନରେଟ୍ ପୋଲିସ।
ଭାଇ-ଭଉଣୀ ସଂପର୍କ ପ୍ରସଙ୍ଗ ଉଠାଇ ପୂର୍ବତନ ସିଏମ୍ ନବୀନ ପଟ୍ଟନାୟକଙ୍କୁ ନିଶାନା କରିଛନ୍ତି ଯୋଗାଣ ମନ୍ତ୍ରୀ ।
ବଡ଼ କଥା ହେଲା ଏଣିକି ଅନଲାଇନରେ ଆବେଦନ କରି, ନିଜେ ନିଜର ସର୍ଭେ କରି ପାରିବେ ଆଶାୟୀ।
ଜନ ପ୍ରତିନିଧିମାନେ କେତେ ଜିଲ୍ଲା ଗସ୍ତ କରିଛନ୍ତି, ଆଉ ନିର୍ବାଚନୀ ପ୍ରତିଶ୍ରୁତି ପୂରଣ ସଂପର୍କରେ ବି ପଚାରି ବୁଝିବେ । ତେଣୁ ନେତା ମନ୍ତ୍ରୀଙ୍କ ଏବେ ଛାତି ଧଡଧଡ଼ ।
ଦେଶର ଆଭ୍ୟନ୍ତରୀଣ ସୁରକ୍ଷା ସହ ସୀମା ସୁରକ୍ଷା, ସାଇବର ଅପରାଧ ଓ ନିଶା କାରବାର ଭଳି ପ୍ରମୁଖ ପ୍ରସଙ୍ଗରେ ତିନି ଦିନ ଧରି ହେବ ଆଲୋଚନା ।
ସମସ୍ୟା ସମାଧାନ ହୋଇଗଲେ ଚତୁର୍ଥ ଦଫାରେ ଟଙ୍କା ମିଳିଯିବ।
କମ୍ ରେଜିଷ୍ଟ୍ରେସନ ଓ ଅଧିକ ଫର୍ମ ଖାରଜ ଅଞ୍ଚଳକୁ ଫୋକସ୍ । ଆଦିବାସୀ ଅଞ୍ଚଳକୁ ବେଶୀ ଫୋକସ୍ ଦିଆଯାଉଛି- ଉପ-ମୁଖ୍ୟମନ୍ତ୍ରୀ ।
ସବୁ ଜିଲ୍ଲାପାଳଙ୍କ ପାଖକୁ ପଠାଗଲା ନୂଆ ଗାଇଡଲାଇନ୍ । ଘରେ ଥାଇ ଅନଲାଇନରେ ଜାଣି ହେବ ଆବେଦନପତ୍ର ଷ୍ଟାଟସ୍ ।
SCBରେ ୯ ଏକମୋ ମେସିନ ସତ୍ତ୍ବେ କାହିଁକି ନଗଣ୍ୟ ସଫଳତା ହାର ?
ଓଟିଭିରେ ଖବର ସାରଣ ପରେ ମାଲକାନଗିରି ବଣ୍ଡା ଘାଟି ଯାଇ ସରକାରୀ ଅଧିକାରୀ, ହିତାଧିକାରୀଙ୍କ ସମସ୍ୟା ବୁଝିବାକୁ ନିର୍ଦ୍ଦେଶ ଦେଇଛନ୍ତି ଉପମୁଖ୍ୟମନ୍ତ୍ରୀ।