• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

ଆଇଆଇଏମସିରୁ ସାମ୍ବାଦିକତା ପଢିବା ପରେ ଓଡ଼ିଆ ଡିଜିଟାଲ୍ ସାମ୍ବାଦିକତା କ୍ଷେତ୍ରରେ ୩ ...more

ଆଇଆଇଏମସିରୁ ସାମ୍ବାଦିକତା ପଢିବା ପରେ ଓଡ଼ିଆ ଡିଜିଟାଲ୍ ସାମ୍ବାଦିକତା କ୍ଷେତ୍ରରେ ୩ ବର୍ଷ ହେଲା ଦକ୍ଷତାର ସହ କାର୍ଯ୍ୟରତ। ଜାତୀୟ ଖବରକୁ ସ୍ୱତନ୍ତ୍ର ରିପୋର୍ଟ ପ୍ରସ୍ତୁତି ଏବଂ ସାକ୍ଷାତକାର ନେବାରେ ତାଙ୍କର ବରିଷ୍ଠ ଅଭିଜ୍ଞତା ରହିଛି

less

Posts by

S. Jaishankar
ବିଲାୱଲଙ୍କୁ ଔକାତ୍ ଦେଖାଇଲେ ଜୟଶଙ୍କର । ନମସ୍କାର ତ କଲେ, ହେଲେ କଲେନି ହ୍ୟାଣ୍ଡସେକ୍

ଯାହା ଆଶା କରାଯାଉଥିଲା ସେଇୟା ହିଁ ହେଲା । ଭାରତ ବିଲାୱଲଙ୍କୁ ତାଙ୍କ ସ୍ଥାନ ଦେଖାଇ ଦେଇଛି । କିଛି ଦିନ ତଳେ ସମସ୍ତ କୂଟନୈତିକ ଶାଳୀନତା ଭୁଲି ଜାତିସଂଘରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସଂପର୍କରେ ଅପଶଦ୍ଦ ବ୍ୟବହାର କରିଥିଲେ ବିଲାୱଲ । ଆଉ ସେ ଭାରତ ଆସିବା ପରେ...

Teacher
‘ମୁଁ ସିନା ଅବସର ନେଇଗଲି, ହେଲେ ଏ ସ୍କୁଲ୍‌କୁ ଛାଡ଼ି ରହିପାରିବିନି’

ସ୍ଥାନୀୟ ଅଂଚଳର ଶିକ୍ଷକ ଭକ୍ତ ବତ୍ସଳ ସାହୁ । ଦୀର୍ଘ ୩୨ ବର୍ଷ ଧରି ଜରିପଡା ପଞ୍ଚାୟତ ପଇଗୁଆଁ କ୍ଷୀରେଶ୍ୱର ବିଦ୍ୟାପୀଠରେ ଶିକ୍ଷକତା କରିଥିଲେ । ଆଉ ଏବେ ଅବସର ନେବା ପରେ ତାଙ୍କର ପୁରାତନ ଛାତ୍ରମାନେ ରାଜ୍ୟ ବାହାରୁ ଧାଇଁ ଆସିଥିଲେ ।

Jawan Village
ଏ ମାଟିକୁ ନମନ୍‌ : ପ୍ରତି ଘରେ ଯବାନ...ଛାତି ଫୁଲେଇ ଚାଲନ୍ତି ଗାଁ ଲୋକେ

ଏ ଗାଁକୁ ନମନ୍‌ । ପ୍ରତି ଘରେ ଅଛନ୍ତି ଜଣେ ଲେଖାଏଁ ଯବାନ...୩ ଜଣ ସହିଦ ହେଲେଣି, ୩୦ରୁ ଅଧିକ ସେନାରେ ନିଯୁକ୍ତି ପାଇଲେଣି । ଅଗଷ୍ଟ ୧୫ ହେଉ କି ଜାନୁଆରୀ ୨୬...ସବୁବେଳେ ଆୟୋଜନ ହୁଏ ବିଶେଷ କାର୍ଯ୍ୟକ୍ରମ

Jajpur villagers
ଏ ସରକାରକୁ ଲଜ୍ଜା ... ୬୦ ବର୍ଷ ହେଲା ପହଞ୍ଚିପାରିନି ମୌଳିକ ସୁବିଧା

ଏ ସରକାରକୁ ଟିକେ ଲଜ୍ଜା ନାହିଁ । ୬୦ ବର୍ଷ ହେଲା ପହଞ୍ଚୁନି ମୌଳିକ ସୁବିଧା...ଘରେ ଚାଉଳ ସରିଗଲେ ପାଣି ପିଇ ଶୋଉଛନ୍ତି ଲୋକେ।

Network problem in odisha
ଆଶ୍ଚର୍ଯ୍ୟ ! ନେଟୱର୍କ ପାଇବାକୁ ହେଲେ ଚଢିବାକୁ ପଡିବ ପାହାଡ଼

ବାଃ ବାଃରେ ଡିଜିଟାଲ୍‌ ସେବା । ମୋବାଇଲ ଧରିବାକୁ ହେଲେ ଚଢିବାକୁ ପଡ଼ିବ ପାହାଡ...ଆମ୍ବୁଲାନ୍ସ ଡାକିବାକୁ ହେଲେ ଦଉଡିବାକୁ ପଡିବ ୩ କୋଷ ବାଟ । ଇଏ ଏମିତି ଏକ ଗାଁ ଯେଉଁଠି ଯାହା କଲେ ଚଢିବାକୁ ହୁଏ ପାହାଡ଼

Railways Station
ଅଜବ ରେଲୱେ ଷ୍ଟେସନ୍‌ : ୧ ନୁହେଁ ୨ ରୁ ଆରମ୍ଭ ହୁଏ ପ୍ଲାର୍ଟଫର୍ମ

ଅଜବ ରେଲୱେ ଷ୍ଟେସନ୍‌ । ଏଇଠି ୧ ନୁହେଁ ବରଂ ୨ ରୁ ଆରମ୍ଭ ହୁଏ ପ୍ଲାର୍ଟଫର୍ମ...ଏମିତି ଘଟଣା ପଛର କାହାଣୀ ଜାଣିଲେ ଆପଣ ବି ହୋଇଯିବେ ଆଶ୍ଚର୍ଯ୍ୟ

crocodile
ଆଶ୍ଚର୍ଯ୍ୟ ! ପିଠିରେ କୁମ୍ଭୀର ଧରି ଧାଇଁଲା କୁନି ପିଲା

ହେ ଭଗବାନ ! ଇଏ କଣ? ପିଠିରେ କୁମ୍ଭୀର ଧରି ଧାଇଁଲା କୁନି ପିଲା । ସୋସିଆଲ ମିଡିଆରେ ଭାଇରାଲ ହେଲା ଭିଡିଓ

Farmer Problem
କାନଖୋଲି ଶୁଣ ପ୍ରଶାସନ...ପାଣି ତ ଦେଲନି, ଆମେ ଚାଷ କରିବୁ କେମିତି?

ଶୁଣ ପ୍ରଶାସନ...ଅମଳ ବେଳକୁ ପାଣି ବନ୍ଦ କରିଦେଲ...ଆମେ ଚାଷ କରିବୁ କେମିତି? ଲୋନ୍‌ ଟଙ୍କା ସୁଝିବୁ କେମିତି?

Sorada MLA
ପୂରଣ ହେଲା ମାନସିକ ! ଯେତେ ଭୋଟରେ ବିଜୟୀ ହୋଇଥିଲେ, ସେତିକି ନଡ଼ିଆ ପିଟିଲେ ବିଧାୟକ

ସୋରଡ଼ା ବିଧାୟକଙ୍କ ନଡ଼ିଆ ମାନସିକ । ଗଞ୍ଜାମ ଜିଲ୍ଲା ସୋରଡ଼ା ନିର୍ବାଚନ ମଣ୍ଡଳୀର ବିଧାୟକ ପୂର୍ଣ୍ଣଚନ୍ଦ୍ର ସ୍ଵାଇଁ(MLA Purna Chandra Swain) ନିଜର ମାନସିକ ପୂରଣ ପରେ ଗତକାଲି ନୃସିଂହ ଚତୁର୍ଦ୍ଦଶୀ ତିଥିରେ ଆନ୍ଧ୍ର ପ୍ରଦେଶର ସୀମାଞ୍ଚଳ ଠାରେ ଥିବା ନୃସିଂହ ମନ୍ଦିରରେ ନିଜ ସମର୍ଥକଙ୍କ ସହ ପହଞ୍ଚିଥିଲେ

Ahead of general election, BJD struggling with infighting
୨୪ ସାଧାରଣ ନିର୍ବାଚନ ପୂର୍ବରୁ ବିଜେଡିରେ ଆରମ୍ଭ ହେଲାଣି କି ବିଦ୍ରୋହ ?

୨୪ ସାଧାରଣ ନିର୍ବାଚନ ପୂର୍ବରୁ ବିଜେଡିରେ ଆରମ୍ଭ ହେଲାଣି କି ବିଦ୍ରୋହ ? ଗୋଷ୍ଠୀ କନ୍ଦଳ ପାଇଁ ହାରୁଛି କି ଦଳ ? ପ୍ରଥମେ ଧାମନଗର ଆଉ ଏବେ ପୁରୀରେ ୧୧ ନମ୍ବର ଜିଲ୍ଲା ପରିଷଦ ଜୋନରେ ବିଜେଡ଼ିକୁ ଝଟକା ଲାଗିବା ପରେ ଏଭଳି ଚର୍ଚ୍ଚା ଜୋର ଧରିଛି।...

President Of India
ଗସ୍ତର ଦ୍ୱିତୀୟ ଦିନରେ ଶିମିଳିପାଳ ବୁଲିଲେ ରାଷ୍ଟ୍ରପତି

ଜନ୍ମମାଟିରେ ରାଷ୍ଟ୍ରପତି। ଗାଁ ଲୋକଙ୍କ ପାଇଁ ଯେତେ ଆଦର ଓ ଗୌରବ, ତାଠୁ କେତେ ଅଧିକ ଆନନ୍ଦ ଓ ଉତ୍ସାହ ଖୋଦ୍ ରାଷ୍ଟ୍ରପତିଙ୍କ ପାଇଁ ମଧ୍ୟ। କାରଣ ଘରକୁ ରାତ୍ରଭୋଜନ ପାଇଁ ଆସିଥିବା ରାଷ୍ଟ୍ରପତି ଗତକାଲି ନିଜ ଘରେ ହିଁ ରାତି କଟାଇଛନ୍ତି । ପ୍ରୋଟୋକଲ ଭାଙ୍ଗି ସାଧାରଣ...

Health Issue
ଲକ୍ଷ୍ମଣ ନାୟକ ମେଡିକାଲ କଲେଜ ହସପିଟାଲରେ ୧୦ ଦିନ ହେବ ରୋଗୀଙ୍କୁ ମିଳୁନି ବେଡସିଟ୍

ଅବିଭକ୍ତ କୋରାପୁଟ ଜିଲ୍ଲାରେ ସ୍ବାସ୍ଥ୍ୟସେବାର ବିକଳ ଚିତ୍ର: ଲକ୍ଷ୍ମଣ ନାୟକ ମେଡିକାଲ କଲେଜ ହସପିଟାଲରେ ୧୦ ଦିନ ହେବ ରୋଗୀଙ୍କୁ ମିଳୁନି ବେଡସିଟ୍,ଏପଟେ ମାଲକାନଗିରି ଜିଲ୍ଲାରେ ହସପିଟାଲ ଓ ଡାକ୍ତର ଅଭାବରୁ ଗୁଣିଆ ଉପରେ ଲୋକଙ୍କ ଅଧିକ ଭରସା

 red flags put up at Puri sea beach
ଅଘଟଣ ପରେ ଚେତିଲା ପୁରୀ ପ୍ରଶାସନ : ପୁରୀ ବେଳାଭୂମିର ୩ଟି ସେକ୍ଟରରେ ଲାଗିଲା ରେଡଫ୍ଲାଗ୍

ରେଡଫ୍ଲାଗ୍ ଲାଗିଥିବା ବେଳାଭୂମିରେ ପାଟ୍ରୋଲିଂକୁ ଜୋରଦାର କରାଯାଇଛି। ଲଗାତର ଦୁଇଦିନର ଅଘଟଣ ପରେ ବି କିଛି ଅମାନିଆ ସମୁଦ୍ର ଭିତରକୁ ଯାଇ ମଉଜ ମସ୍ତି କରୁଥିବାରୁ ଜେଟ୍ ସ୍କି ଧରି ବୁଲୁଥିବା ଲାଇଫଗାର୍ଡ ମାନେ ସେମାନଙ୍କୁ କୂଳକୁ ଯିବା ପାଇଁ ତାଦିଦ୍ କରୁଛନ୍ତି

Ahead of general election, BJD struggling with infighting
ଝାରସୁଗୁଡ଼ା : ପୁରୁଣା ବିଜେଡି VS ନୂଆ ବିଜେଡି

ଝାରସୁଗୁଡ଼ା : ପୁରୁଣା ବିଜେଡି VS ନୂଆ ବିଜେଡି । ନିର୍ବାଚନ ଯେତିକି ଯେତିକି ପାଖେଇ ଆସୁଛି ରାଜନୀତି ସେତିକି ସେତିକି ବଢୁଛି

Pushpa-2 team
ମାଲକାନଗିରିରେ ଖୁବଶୀଘ୍ର ପୁଷ୍ପା-ଟୁର ସୁଟିଂ : ସ୍ପଟ୍ ଭେରିଫିକେସନ୍ କଲେ ଟିମ୍ ମେମ୍ବର

ଜଙ୍ଗଲ ଭିତରେ ଲୋକ ମେଳି... ଆଦିବାସୀ ଅଧ୍ୟୁସିତ ବଣପାହାଡ ଘେରା ଜଙ୍ଗଲ ଭିତରେ ଏକାଠି ହୋଇଛନ୍ତି ଆଦିବାସୀ ଯୁବକ.... କିଏ କିଏ ଠେଙ୍ଗାବାଡ଼ି ଧରିଛନ୍ତି ତ ଆଉ କାହା ହାତରେ କୁରାଢି ବି ଅଛି... ବହୁ ଚର୍ଚ୍ଚିତ ପୁଷ୍ପା ସିନେମାର କ୍ରେଜ୍ ପାଇଁ ସମସ୍ତେ ଏକାଠି ହୋଇଛନ୍ତି ।...

Malkangiri Health Problem
ସ୍ୱାସ୍ଥ୍ୟସେବା ସଙ୍ଗୀନ...ଟଙ୍କା ଥିଲେ ମେଡିକାଲ ଯାଅ, ନହେଲେ ଗୁଣିଆର ଶରଣରେ ରୁହ !

ନାହିଁନାହିଁରେ ଚାଲିଛି ସ୍ୱାସ୍ଥ୍ୟସେବା । ମେଡିକାଲରେ ଚିକିତ୍ସା ସେବା ନପାଇବାରୁ ବାଧ୍ୟ ହୋଇ ଗୁଣିଆ ପାଖକୁ ଧାଉଁଛନ୍ତି ଲୋକେ । ମାଲକାନଗିରି ଜିଲ୍ଲାରେ ଭୁଶୁଡି ପଡିଲାଣି ସ୍ୱାସ୍ଥ୍ୟସେବା । ଜିଲ୍ଲାରେ ୬୦ ପ୍ରତିଶତରୁ ଅଧିକ ଡାକ୍ତରୀ ପଦବୀ ଖାଲିଥିବା ବେଳେ ସଦର ମହକୁମା ଚିକିତ୍ସାଳୟରେ ୭୦ ପ୍ରତିଶତ ଡାକ୍ତର ନାହାନ୍ତି...

Biju Setu
ଇଏ କେମିତିକା ସେତୁ ? ୧୧ ବର୍ଷ ହେଲାଣି ସରୁନି, ଲୋକଙ୍କ ଭରସା ବାଉଁଶ ପୋଲ

୧୧ ବର୍ଷ ହେଲାଣି ସରୁନି ବିଜୁ ସେତୁ । ବିଭାଗ-ବିଭାଗ ମଧ୍ୟରେ ସମନ୍ୱୟର ଅଭାବ ହେତୁ ସରୁନି ସେତୁ କାମ । ଜୀବନକୁ ବାଜିରେ ଲଗାଇ ବାଉଁଶ ପୋଲରେ ଯାଆସ କରୁଛନ୍ତି ଲୋକେ।

Sarapancha
ଏମିତି ସରପଞ୍ଚଙ୍କୁ ସଲାମ୍...ଗାଁ ଲୋକଙ୍କ ସହ ମିଶି ଖୋଳୁଛନ୍ତି ପୋଖରୀ

ସରପଞ୍ଚ ହେବ ତ ଏମିତି ! ନିଜେ କୋଦାଳ ଧରିଲେ, ମାଟି ହାଣି ମୁଣ୍ଡରେ ମୁଣ୍ଡାଇଲେ । ଲୋକେ କହିଲେ, ଏମିତି ସରପଞ୍ଚ ଥିଲେ ଆମେ ଦାଦନ ଯିବୁ କାହିଁକି

Ram Temple
ରାମ ମନ୍ଦିର ସେବାୟତଙ୍କ ଦରମା ବଢ଼ିଲା, ଜାଣନ୍ତୁ କେତେ ପାଇବେ ?

ଏକା ସାଙ୍ଗରେ ଦ୍ୱିଗୁଣିତ ହେଲା ରାମ ମନ୍ଦିର ସେବାୟତଙ୍କ ଦରମା । ଜାଣନ୍ତୁ କେତେ ପାଇବେ ଦରମା ?

biryani
ଅର୍ଡର କରିଥିଲେ ବିରିୟାନି, ପ୍ୟାକେଟ୍ ଖୋଲିଲା ବେଳକୁ ବାହାରିଲା ଅସରପା

ଅଧ ରାତିରେ ଅର୍ଡର କଲେ ବିରିୟାନି । ଘରେ ପହଞ୍ଚିବା ବେଳକୁ ପାର୍ସଲରୁ ବାହାରିଲା ଅସରପା । ରାଗି ତମତମ ହୋଇ...

ଆଇଆଇଏମସିରୁ ସାମ୍ବାଦିକତା ପଢିବା ପରେ ଓଡ଼ିଆ ଡିଜିଟାଲ୍ ସାମ୍ବାଦିକତା କ୍ଷେତ୍ରରେ ୩ ବର୍ଷ ହେଲା ଦକ୍ଷତାର ସହ କାର୍ଯ୍ୟରତ। ଜାତୀୟ ଖବରକୁ ସ୍ୱତନ୍ତ୍ର ରିପୋର୍ଟ ପ୍ରସ୍ତୁତି ଏବଂ ସାକ୍ଷାତକାର ନେବାରେ ତାଙ୍କର ବରିଷ୍ଠ ଅଭିଜ୍ଞତା ରହିଛି