• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

ଆଇଆଇଏମସିରୁ ସାମ୍ବାଦିକତା ପଢିବା ପରେ ଓଡ଼ିଆ ଡିଜିଟାଲ୍ ସାମ୍ବାଦିକତା କ୍ଷେତ୍ରରେ ୩ ...more

ଆଇଆଇଏମସିରୁ ସାମ୍ବାଦିକତା ପଢିବା ପରେ ଓଡ଼ିଆ ଡିଜିଟାଲ୍ ସାମ୍ବାଦିକତା କ୍ଷେତ୍ରରେ ୩ ବର୍ଷ ହେଲା ଦକ୍ଷତାର ସହ କାର୍ଯ୍ୟରତ। ଜାତୀୟ ଖବରକୁ ସ୍ୱତନ୍ତ୍ର ରିପୋର୍ଟ ପ୍ରସ୍ତୁତି ଏବଂ ସାକ୍ଷାତକାର ନେବାରେ ତାଙ୍କର ବରିଷ୍ଠ ଅଭିଜ୍ଞତା ରହିଛି

less

Posts by

School Student
ସାର୍ ଗଲେ ଆମେ ପାଠ ପଢିବୁ କେମିତି ? ଏମିତି କହି ସ୍କୁଲ୍‌ ଗେଟ୍‌ରେ ତାଲା ଠୁଙ୍କିଲେ ପିଲା

ବିଦ୍ୟାଳୟର ଶୈକ୍ଷିକ ବାତାବରଣ ଧୀରେ ଧୀରେ ସୁଧୁରି ଆସିଥିଲା। କିନ୍ତୁ ହଠାତ ବିଦ୍ୟାଳୟ ଛୁଟି ଥିବା ବେଳେ ପ୍ରଧାନଶିକ୍ଷକଙ୍କ ହଠାତ ବଦଳିକୁ କେହି ସହଜରେ ଗ୍ରହଣ କରିପାରୁନାହାଁନ୍ତି ।

Auto
ଚଳନ୍ତା ଅଟୋରୁ ଚେଞ୍ଜ ହେଲା ଟାୟାର୍‌ ! ଦେଖନ୍ତୁ ଭିଡିଓ

ଆଶ୍ଚର୍ଯ୍ୟ ! ଫୁଲ ସ୍ପିଡ୍‌ରେ ଚାଲୁଥିଲା ଗାଡ଼ି...ହଠାତ୍‌ ପଙ୍କଚର ହେଲା ଟାୟାର । ଗାଡି ରଖିଲେନି ବରଂ ଚାଲୁଚାଲୁ ଚେଞ୍ଜ ହୋଇଗଲା ଟାୟାର୍‌ । ଭାଇରାଲ ହେଲା ଭିଡିଓ

Factory
କଲୋନୀ କରିବେ କହିଲେ, ଏବେ ଫ୍ୟାକ୍ଟ୍ରି ହେଉଛି !

କଲୋନୀ କରିବେ ବୋଲି କହିଲେ । ଶାଗମାଛ ଦରରେ ଜମି କିଣିନେଲେ...ଏବେ ଫ୍ୟାକ୍ଟ୍ରି କରିବେ କହୁଛନ୍ତି । ଆମେ କରାଇ ଦେବୁନି । ଏତେ ପ୍ରଦୂଷଣରେ ଆମେ ରହିବୁ କେମିତି?

Crime
ଠକେଇ ଟଙ୍କାରେ ଅଏସ୍‌

ଠକେଇ ଟଙ୍କାରେ ଅଏସ୍‌ । ନାମିଦାମୀ ଗାଡି ଚଢୁଥିଲା, ସୁନ୍ଦରୀ ଯୁବତୀଙ୍କୁ ବସାଇ ଲୋକଙ୍କୁ ଫସାଉଥିଲା

Violence
ଝାରସୁଗୁଡ଼ା ନିର୍ବାଚନରେ କିଏ କରୁଛି ହିଂସା ?

ଝାରସୁଗୁଡ଼ା ନିର୍ବାଚନରେ କିଏ କରୁଛି ହିଂସା ? ଟଙ୍କଧର ଓ କୁସୁମ ଟେଟେଙ୍କ ଉପରେ ଆକ୍ରମଣ ଅଭିଯୋଗ ପରେ ତେଜିଲା ହିଂସା ରାଜନୀତି । କେନ୍ଦ୍ରୀୟ ପର୍ଯ୍ୟବେକ୍ଷକ ଓ ସିଇଓଙ୍କୁ ଭେଟି ପରସ୍ପର ବିରୋଧରେ କାର୍ଯ୍ୟାନୁଷ୍ଠାନ ଦାବି କଲେ ଉଭୟେ ବିଜେପି-ବିଜେଡି

President Of India
ଜନ୍ମମାଟି ମୟୂରଭଞ୍ଜରେ ପ୍ରଥମ ପାଦ ଦେଇ ଭାବବିହ୍ବଳ ହେଲେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ

ରାଷ୍ଟ୍ରପତି ହେବା ପରେ ଜନ୍ମମାଟି ମୟୂରଭଞ୍ଜରେ ପ୍ରଥମ ପାଦ ଦେଇ ଭାବବିହ୍ବଳ ହେଲେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ । ରାଇରଙ୍ଗପୁର ସମ୍ବର୍ଦ୍ଧନା ସଭାରେ ବଖାଣିଲେ ସଂଘର୍ଷପୂର୍ଣ୍ଣ ଜୀବନ କାହାଣୀ, କହିଲେ ଯାହା ପାଇଛି, ଆପଣମାନଙ୍କ ପାଇଁ ପାଇଛି, ଏ ମାଟି ପାଇଁ ଚିର ଋଣୀ

୨୫ ବର୍ଷ ହେଲା ବିନା ଆହାରରେ ଚାଲିଛି ନିରନ୍ତର ତପ
୨୫ ବର୍ଷ ହେଲା ବିନା ଆହାରରେ ଚାଲିଛି ନିରନ୍ତର ତପ

୨୫ ବର୍ଷ ହେଲା ବିନା ଆହାରରେ ଚାଲିଛି ନିରନ୍ତର ତପ: ଧ୍ୟାନ ମୁଦ୍ରାରେ ଭଗବାନ ଶିବଙ୍କ ଆରାଧନାରେ ମଗ୍ନ ବାବା ସତ୍ୟନାରାୟଣ, ଦର୍ଶନ ପାଇଁ ଛୁଟୁଛି ଶ୍ରଦ୍ଧାଳୁଙ୍କ ସୁଅ

PMAY scheme
ଘର ଗୋଟିଏ, ହେଲେ ହିତାଧିକାରୀ ତିନି ଜଣ : ଗୋଟିଏ ଘରକୁ ଦେଖାଇ ୧୬ ଲକ୍ଷ ହଡ଼ପ

ଘର ଗୋଟିଏ । ହେଲେ ସରକାରୀ ଯୋଜନା ହାତେଇବାକୁ ଗୋଟିଏ ପରିବାର ଗୋଟିଏ ଘରକୁ ଦେଖାଇ ହାତେଇ ନେଇଛନ୍ତି ଲକ୍ଷ ଲକ୍ଷ ଟଙ୍କା। ସରକାରଙ୍କ ମତ୍ସ୍ୟ ପୋଖରୀ ଏବଂ ଗୋଦାମ ଗୃହ ଏଭଳି ୨ଟି ଯୋଜନାରେ ଜିଲ୍ଲା ମତ୍ସ୍ୟ ଅଧିକାରୀଙ୍କ କାର୍ଯ୍ୟାଳୟ, ଖୋର୍ଦ୍ଧା ବ୍ଲକ ଗଡ଼ ହଳଦିଆ ପଞ୍ଚାୟତ...

President Murmu arrives in Odisha on a three-day visit
ସୁପ୍ରିମ୍‌ କମାଣ୍ଡରଙ୍କୁ ପାଖରେ ପାଇ ଭାବବିହ୍ୱଳ ପାହାଡ଼ପୁର

ପାରମ୍ପାରିକ ନୃତ୍ୟ ସଂଗୀତର ତାଳେ ତାଳେ ଝୁମୁଛି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ଗାଁ ପାହାଡ଼ପୁର। କାରଣ ମାଟିର ଝିଅ ଘରକୁ ଫେରିଛି। ଆଉ ସେହି ଗର୍ବ ଆଉ ଗୌରବର ମୁହୁର୍ତ୍ତ ଭିତରେ ମାଡ଼ାମ ପ୍ରେସିଡେଣ୍ଟଙ୍କୁ ଭେଟିବା ପାଇଁ ଏବଂ ତାଙ୍କର ଝଲକ ପାଇବା ପାଇଁ କିଏ ପାଚେରୀ କଡ଼ରେ...

surgery
ମୃତ୍ୟୁ ପାଇଁ ଦିନ ଗଣୁଥିଲେ, ଭୁବନେଶ୍ୱର ଏମ୍ସରେ ଅସ୍ତ୍ରୋପଚାର ପରେ ମିଳିଲା ନୂଆ ଜୀବନ

ଜୀବନର ଡେଡ୍ ଲାଇନ୍ ଦିଆସରିଥିଲା। ବଞ୍ଚିବାର କୌଣସି ଆଶା ନ ଥିଲା। କେବଳ ମୃତ୍ୟୁ ପାଇଁ ଦିନ ଗଣୁଥିଲେ। ହେଲେ ଏମ୍ସ ଭୁବନେଶ୍ୱରର ୧୦ ଜଣିଆ ଡାକ୍ତରୀ ଟିମ୍ ର ୧୪ ଘଣ୍ଟା ଅକ୍ଳାନ୍ତ ଚେଷ୍ଟା ଦେଲା ନୂଆ ଜୀବନ। ଯମ ଦୂଆରୁ ଫେରିଆସିଲେ ରୋଗୀ

distance board between Bhubaneswar and Puri
ଭୁବନେଶ୍ୱରରୁ ପୁରୀର ଦୂରତା କେତେ? ୫୬, ୫୨ ନା ୫୦ କିମି?

ଭୁବନେଶ୍ୱରରୁ ପୁରୀର ଦୂରତା କେତେ? ୫୬, ୫୨ ନା ୫୦ କିମି? ଏହି ପ୍ରଶ୍ନ ଏଥିପାଇଁ ଉଠୁଛି, କାରଣ ଶିଶୁପାଳଗଡ଼ରେ ଲାଗିଥିବା ତିନିଟି ବୋର୍ଡରେ ରହିଛି ତିନି ପ୍ରକାର ତଥ୍ୟ। NH କର୍ତ୍ତୃପକ୍ଷଙ୍କ ଏହି ସାଇନବୋର୍ଡ କହୁଛି ୫୨ କିମି, ରାଜ୍ୟ ସରକାରଙ୍କ ପୂର୍ତ୍ତ ବିଭାଗ ବୋର୍ଡ କହୁଛି...

Water Problem
ପିଇବା ପାଣି ପାଇଁ ଏକମାତ୍ର ଚୁଆ ହିଁ ଭରସା...ଏଇଠି ମଣିଷ, ଏଇଠି ଗାଈଗୋରୁ

ଠିକ୍‌ରେ ପାଣି ମିଳୁନଥିବାରୁ ଛୋଟିଆ ପାଣି ଖାଲକୁ ଲୋକେ ପିଇବା ପାଣି ପାଇଁ ବ୍ୟବହାର କରିଥାନ୍ତି । ଖାଲଟିର ପରିବେଶଟି ଅତି ଆବର୍ଜନା ପୂର୍ଣ୍ଣ ଭାବରେ ରହିଛି । ଅନେକ ସମୟରେ ଗାଈଗୋରୁ ଓ କୁକୁର ଏହି ଖାଲରୁ ପାଣି ପିଅନ୍ତି।

 Insects destroy
ଧାନ ଫସଲକୁ ଅଜଣା ରୋଗ ଭାଙ୍ଗିଦେଲା ଚାଷୀର ଅଣ୍ଟା

ଜିଲ୍ଲାର ଅଧିକାଂଶ ଲୋକ ଧାନଚାଷ ଉପରେ ନିର୍ଭର କରୁଛନ୍ତି । ହେଲେ ରୋଗ ପୋକ ଦ୍ୱାରା ଫସଲ ନଷ୍ଟ ଏମାନଙ୍କୁ ଏବେ ଚିନ୍ତାରେ ପକାଇଛି । ଯାହାକୁ ନେଇ ନାନା ସମସ୍ୟାର ସାମ୍ନା କରୁଛନ୍ତି ବରଗଡ଼ ବରାହଗୁଡା ଗାଁର ଚାଷୀ

Cyclone
ମେ’ ମାସରେ କାହିଁକି ହେଉଛି ବାତ୍ୟା ?

ଏବେ ଅକ୍ଟୋବର ନୁହେଁ ବରଂ ମେ’ମାସକୁ ନେଇ ଲାଗିଲାଣି ଡର । ବାରମ୍ବାର ଏଇ ମାସରେ ସମୁଦ୍ରରେ ସୃଷ୍ଟି ହେଉଛି ବାତ୍ୟା । ଜାଣନ୍ତୁ ଏଥର ବାତ୍ୟାର କଣ ରହିଛି ଅପଡେଟ୍‌...

President Of India
ଆସୁଛନ୍ତି ରାଷ୍ଟ୍ରପତି : ଜାଣନ୍ତୁ କେତେବେଳେ ପହଞ୍ଚିବେ କେଉଁଠି?

ରାଷ୍ଟ୍ରପତି ହେବା ପରେ ପ୍ରଥମ ଥର ନିଜ ଗାଁକୁ ଆସୁଛନ୍ତି ମାଡାମ୍‌ ପ୍ରେସିଡେଣ୍ଟ । ଜାଣନ୍ତୁ କେତେବେଳେ ପହଞ୍ଚିବେ କେଉଁଠି?

ଅସରାଏ ବର୍ଷାରେ ବୁଡିଲା କାର୍‌
ଅସରାଏ ବର୍ଷା କାଚିଲା, ଇସ୍କନ ସାମ୍ନାରେ କାର୍‌ ବୁଡିଲା

ରାଜଧାନୀରେ କାଳବୈଶାଖୀ ପାଇଁ ପ୍ରବଳ ବର୍ଷା : ଅସରାଏ ବର୍ଷାରେ ଇସ୍କନ ସାମ୍ନାରେ ଜମିଲା ଆଣ୍ଠୁଏ ଉଚ୍ଚର ପାଣି

Water Problem
ପିଇବା ପାଣି ପାଇଁ ଏକମାତ୍ର ଚୁଆ ହିଁ ଭରସା...ଏଇଠି ମଣିଷ, ଏଇଠି ଗାଈଗୋରୁ

ଠିକ୍‌ରେ ପାଣି ମିଳୁନଥିବାରୁ ଛୋଟିଆ ପାଣି ଖାଲକୁ ଲୋକେ ପିଇବା ପାଣି ପାଇଁ ବ୍ୟବହାର କରିଥାନ୍ତି । ଖାଲଟିର ପରିବେଶଟି ଅତି ଆବର୍ଜନା ପୂର୍ଣ୍ଣ ଭାବରେ ରହିଛି । ଅନେକ ସମୟରେ ଗାଈଗୋରୁ ଓ କୁକୁର ଏହି ଖାଲରୁ ପାଣି ପିଅନ୍ତି।

 Insects destroy
ଅଜଣା ରୋଗ ଭାଙ୍ଗିଦେଲା ଚାଷୀର ଅଣ୍ଟା

ଜିଲ୍ଲାର ଅଧିକାଂଶ ଲୋକ ଧାନଚାଷ ଉପରେ ନିର୍ଭର କରୁଛନ୍ତି । ହେଲେ ରୋଗ ପୋକ ଦ୍ୱାରା ଫସଲ ନଷ୍ଟ ଏମାନଙ୍କୁ ଏବେ ଚିନ୍ତାରେ ପକାଇଛି । ଯାହାକୁ ନେଇ ନାନା ସମସ୍ୟାର ସାମ୍ନା କରୁଛନ୍ତି ବରଗଡ଼ ବରାହଗୁଡା ଗାଁର ଚାଷୀ

Ropeway
ରଜରୁ ନନ୍ଦନକାନନ ରୋପୱେର ମଜା ଉଠାଇବେ ପର୍ଯ୍ୟଟକ

ପର୍ଯ୍ୟଟକ ମାନଙ୍କ ମନୋରଞ୍ଜନ ପାଇଁ ୧୩ କୋଟି ଟଙ୍କା ବ୍ୟୟରେ ଏହି ରୋପୱେ କରାଯାଉଛି । ନନ୍ଦନକାନନରୁ ବଟାନିକଲ୍ ଗାର୍ଡନର ଦୂରତା ୬ଶହ ମିଟର । ଏଥିରେ ୧୨ଟି କ୍ୟାବିନ୍ ରହିଛି । ଥରକୁ ୭୨ ଜଣ ବୁଲିବା ସହିତ ଘଣ୍ଟାକୁ ୫୦୦ପର୍ଯ୍ୟଟକ ବୁଲି ପାରିବେ

Odia girl to stand election for councilor post
ଇଂଲଣ୍ଡରେ ନିର୍ବାଚନ ଲଢୁଛନ୍ତି ଓଡ଼ିଆ ଝିଅ

ଭୁବନେଶ୍ୱରରେ ଜନ୍ମିତ ସସ୍ମିତା, ଗତ ୨୦ ବର୍ଷ ଧରି ଇଂଲଣ୍ଡର ସର୍ବପୁରାତନ ସହର ‘ବାଥ୍‌’ର ଓଲ୍ଡଫିଲ୍ଡ ପାର୍କ ଅଂଚଳରେ ରହି ଆସୁଛନ୍ତି। ସେ ସେଠାକାର ନାଗରିକତ୍ୱ ମଧ୍ୟ ଗ୍ରହଣ କରିସାରିଛନ୍ତି। ସସ୍ମିତା ବାଥ୍ ସହରରେ ଜଣେ ସମାଜସେବୀ ଓ ବ୍ୟବସାୟୀ ରୂପେ ଖୁବ୍ ଲୋକପ୍ରିୟ। ତାଙ୍କରି ତତ୍ୱାବଧାନରେ ବାଥ୍...

ଆଇଆଇଏମସିରୁ ସାମ୍ବାଦିକତା ପଢିବା ପରେ ଓଡ଼ିଆ ଡିଜିଟାଲ୍ ସାମ୍ବାଦିକତା କ୍ଷେତ୍ରରେ ୩ ବର୍ଷ ହେଲା ଦକ୍ଷତାର ସହ କାର୍ଯ୍ୟରତ। ଜାତୀୟ ଖବରକୁ ସ୍ୱତନ୍ତ୍ର ରିପୋର୍ଟ ପ୍ରସ୍ତୁତି ଏବଂ ସାକ୍ଷାତକାର ନେବାରେ ତାଙ୍କର ବରିଷ୍ଠ ଅଭିଜ୍ଞତା ରହିଛି