• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

ଆଇଆଇଏମସିରୁ ସାମ୍ବାଦିକତା ପଢିବା ପରେ ଓଡ଼ିଆ ଡିଜିଟାଲ୍ ସାମ୍ବାଦିକତା କ୍ଷେତ୍ରରେ ୩ ...more

ଆଇଆଇଏମସିରୁ ସାମ୍ବାଦିକତା ପଢିବା ପରେ ଓଡ଼ିଆ ଡିଜିଟାଲ୍ ସାମ୍ବାଦିକତା କ୍ଷେତ୍ରରେ ୩ ବର୍ଷ ହେଲା ଦକ୍ଷତାର ସହ କାର୍ଯ୍ୟରତ। ଜାତୀୟ ଖବରକୁ ସ୍ୱତନ୍ତ୍ର ରିପୋର୍ଟ ପ୍ରସ୍ତୁତି ଏବଂ ସାକ୍ଷାତକାର ନେବାରେ ତାଙ୍କର ବରିଷ୍ଠ ଅଭିଜ୍ଞତା ରହିଛି

less

Posts by

ରଥଖଳାରେ ଜୋରସୋରରେ ଆଗେଇ ଚାଲିଛି ରଥକାମ
ମୁଗୁର ନିହଣର ଠକ୍ ଠକ୍ ଶବ୍ଦରେ କମ୍ପୁଛି ରଥଖଳା

ମୁଗୁର ନିହଣର ଠକ୍ ଠକ୍ ଶଦ୍ଦରେ ଭିନ୍ନ ଆଧ୍ୟାତ୍ମିକ ପରିବେଶ ସୃଷ୍ଟି ହୋଇଛି ଶ୍ରୀନଅର ସମ୍ମୁଖ ରଥଖଳାର । ରଥଖଳାରେ ତୁମ୍ବରେ ବିନ୍ଧ ଅନୁକୂଳ କରିବା ପରେ ଆଜି ଗୋଟିଏ ଗୋଟିଏ ତୁମ୍ବରେ ୨୬ଯୋଡା ବା ୩୨ଟି ବିନ୍ଧ କରୁଛନ୍ତି ମହାରଣା ସେବକମାନେ । ତିନିରଥର ୪୨ଟି ତୁମ୍ବରେ...

ବାଲେଶ୍ୱରରେ ପହଞ୍ଚିଲା ବନ୍ଦେ ଭାରତ ଏକ୍ସପ୍ରେସ୍‌
ଆଜି ପୁଣି ଟ୍ରାଏଲ୍‌ ରନ୍‌ କଲା ବନ୍ଦେ ଭାରତ ଏକ୍ସପ୍ରେସ୍‌ : ଶ୍ରୀକ୍ଷେତ୍ର ନୁହେଁ ଭଦ୍ରକରୁ ଫେରିଲା ହାୱଡା

ଆଜି ପୁଣି ଥରେ ଟ୍ରାଏଲ ରନ୍‌ କରିଛି ବନ୍ଦେ ଭାରତ ଏକ୍ସପ୍ରେସ । ଆଜି ସକାଳ ୬.୧୦ ରୁ ହାୱଡାରୁ ବାହାରି ପୂର୍ହ୍ନବା ୯ ଟାରେ ବାଲେଶ୍ୱର ଷ୍ଟେସନରେ ପହଞ୍ଚିଥିଲା ବନ୍ଦେ ଭାରତ ଏକ୍ସପ୍ରେସ୍ । ହେଲେ ପୂର୍ବ ଥର ଭଳି ଏହା ଆଜି ପୁରି ଯାଇନଥିଲା ବରଂ...

Banapur NAC
"ଆମେ NACରେ ରହୁଛୁ, ହେଲେ ପଞ୍ଚାୟତରେ ରହିବା ପରି ମନେ ହେଉଛି"

୧୯୭୨ ମସିହାରେ ଏନ.ଏ.ସିର ମାନ୍ୟତା ପାଇଲା ବାଣପୁର । ୫୦ ବର୍ଷ ପୂରିଲା ପରେ ବି ବିଭିନ୍ନ ମୌଳିକ ସମସ୍ୟା ଭିତରେ ଛନ୍ଦି ହୋଇ ରହିଛନ୍ତି ସ୍ଥାନୀୟ ବାସିନ୍ଦା । ସ୍ଥାୟୀ ଡ୍ରେନେଜ ବ୍ୟବସ୍ଥା ନଥିବାରୁ ଅସରାଏ ବର୍ଷା ହେଲେ ସହରର ମୁଖ୍ୟ ରାସ୍ତା ସହ ବିଭିନ୍ନ ସାହି...

Shani Dev
ଭାରି ପ୍ରତ୍ୟକ୍ଷ ଯାଜପୁରର ଶନିଦେବ : ଯାହା ମାଗିବ ତାହା ମିଳିବ

ଶନିଦେବଙ୍କ ପୂଜାର୍ଚ୍ଚନା ଲାଗି ପୂରା ପ୍ରସ୍ତୁତି ହେବା ସହିତ ହୋମଯଜ୍ଞ, ଭଜନ ସହ କୀର୍ତ୍ତନ ବି ହୋଇଥିଲା । ବିଶ୍ୱାସ ରହିଛି ଏଇ ମେଳାରେ ଶନିଦେବଙ୍କୁ ପୂଜାର୍ଚ୍ଚନା କରିବା ସହିତ ଦର୍ଶନ କଲେ ମନସ୍କାମନା ପୂର୍ଣ୍ଣ ହୁଏ । ସେଇଥି ଲାଗି ତ ଭକ୍ତଙ୍କର ଲାଗିଥିଲା ଗହଳି । ଖାଲି...

Jajpur
ଯାଜପୁରର ଶନିଦେବ ଭାରି ପ୍ରତ୍ୟକ୍ଷ : ଯାହା ମାଗିବ ତାହା ପାଇବ

ଯଜ୍ଞ ଚାଲିଛି, ବ୍ରାହ୍ମଣଙ୍କ ମନ୍ତ୍ର ପାଠରେ ଏରିଆ କମ୍ପୁଛି । ଧୁଧୁ ଖରାରେ ଭକ୍ତଙ୍କର ଲାଗିଛି ଲମ୍ବା ଲାଇନ୍‌ । ପ୍ରଭୁ ଶନିଦେବଙ୍କ ଆଶିଷ ଲାଭ କରିବାକୁ ଶ୍ରଦ୍ଧାଳୁଙ୍କର ଏମିତି ଲାଗିଛି ଗହଳି । ପ୍ରତିବର୍ଷ ଅକ୍ଷୟ ତୃତୀୟା ପର ଶନିବାର ପାଳନ ହୁଏ ଗ୍ରହରାଜ ଶନିଦେବଙ୍କ ପବିତ୍ର...

Banapur NAC
ନାହିଁନାହିଁରେ ଚାଲିଛି ବାଣପୁର ଏନଏସି

ନାହିଁନାହିଁରେ ଚାଲିଛି ବାଣପୁର ଏନଏସି । ନା ଅଛି ଡ୍ରେନର ବ୍ୟବସ୍ଥା ? ନା ଅଛି ସ୍ୱଛ ପରିମଳ ବ୍ୟବସ୍ଥା ? ମାସ ମାସ ଧରି ଷ୍ଟ୍ରିଟ୍‌ ଲାଇଟ୍ ଅଚଳ ହେବାରୁ ଅନ୍ଧାରରେ ରହୁଛି ପୂରା ଏରିଆ । ଏମିତିକି ଅସରାଏ ବର୍ଷା ହେଲେ ଜମି ରହୁଛି ...

Viral Video
ମଝି ରାସ୍ତାରେ ଖରାପ ହେଲା ଗାଡ଼ି : ଗଧ ଡାକି ସୋ'ରୁମ୍‌ରେ ଗାଡ଼ି ଛାଡି ଦେଇ ଆସିଲେ ମାଲିକ

ଆଜିକାଲି ଗାଡି କିଣିବା ପ୍ରାୟ ସମସ୍ତଙ୍କର ସଉକ । କିଏ କମ୍‌ ଦାମର ଗାଡି କିଣୁଛି ତ ଆଉ କିଏ ଅଧିକ ଦାମ୍‌ର । ମୋଟ୍‌ ଉପରେ ଯାହା ପାଖରେ ଯେତେ ଟଙ୍କା ରହିଛି ସିଏ ସେହି ଅନୁସାରେ ଗାଡ଼ି କିଣୁଛି । ହେଲେ ଆମେ ସମସ୍ତେ ଜାଣନ୍ତି...

MAO
ମାଓ କ୍ୟାମ୍ପର କଳା କାହାଣୀ : ବାହା ହେବାକୁ ଅନୁମତି, ପିଲା ଜନ୍ମକୁ ନା

ସାମ୍ନାକୁ ଆସିଲା ମାଓ କ୍ୟାମ୍ପର କଳାକାହାଣୀ । ବାହା ହେବାକୁ ଦିଆଯାଉଥିଲା ଅନୁମତି , ପିଲା ଜନ୍ମ କରିବା ପୂର୍ବରୁ ଦମ୍ପତିଙ୍କର ହେଉଥିଲା ବନ୍ଧ୍ୟାକରଣ । ଆତ୍ମସମର୍ପଣ ପରେ ଖୋଲିଲା ଗୁମର

Berhampur
ସାବିତ୍ରୀ ପୂର୍ବରୁ ସତ୍ୟବାନ ଫେରାର୍‌ : ଶାଶୂଘର ସାମ୍ନାରେ ବସି ନ୍ୟାୟ ମାଗୁଛି ସ୍ତ୍ରୀ

ମହିଳା ଜଣଙ୍କ ହେଉଛନ୍ତି ‌ଇଗିନେସ ବାଘୱାର । ଘର ଆସାମରେ। ଦିଗପହଣ୍ଡି ବ୍ଲକ ଅନ୍ତର୍ଗତ ଘୋଡ଼ାପଲାଣ ଗ୍ରାମର ସିମାଞ୍ଚଳ ଗୌଡ଼ଙ୍କ ପୁଅ ସଦାନନ୍ଦ ଗୌଡ଼ଙ୍କ ସହିତ ୨୦୨୧ ମସିହାରେ ମୁମ୍ବାଇରେ କୋର୍ଟ ମ୍ୟାରେଜ କରିଥିଲେ ଇଗିନେସ୍‌

Nilagiri
ମେଡିକାଲରେ ବେଡ୍‌ ନାହିଁ, ବେଡସିଟ୍‌ରେ ଶୋଉଛନ୍ତି ରୋଗୀ

ନାହିଁ ନାହିଁରେ ଚାଲୁଛି ନୀଳଗିରି ଉପଖଣ୍ଡ ଚିକିତ୍ସାଳୟ । ବେଡ୍‌ ବଦଳରେ ବେଡସିଟ୍‌ରେ ଶୋଉଛନ୍ତି ରୋଗୀ

Senior citizen friends
ପ୍ରକୃତି ପ୍ରେମରେ ବନ୍ଧା ଦୁଇ ବନ୍ଧୁ କୈଳାସ ଓ ଗୋବିନ୍ଦ

ଗୋବିନ୍ଦ ଚନ୍ଦ୍ର ସ୍ୱାଇଁ କେନ୍ଦ୍ର ସରକାରଙ୍କ ଜିଏସଟି ବିଭାଗରେ କାମ କରୁଥିଲେ । ସେ ଗତ ୨୦୧୨ ମସିହାରେ ଅବସର ନେଲେ। ସେହିପରି କୈଳାସ ବାବୁ ରାଜ୍ୟ ସରକାରଙ୍କ ମୃତ୍ତିକା ସଂରକ୍ଷଣ ବିଭାଗରୁ ୨୦୦୬ ମସିହାରେ ଅବସର ନେଇଛନ୍ତି । ଉଭୟ ବନ୍ଧୁ ଗତ ୧୦ ବର୍ଷରୁ ଅଧିକ ସମୟ ହେବ...

symbolic funeral
ଆଶ୍ଚର୍ଯ୍ୟ ! ବିନା ଶବରେ ଶବ ସତ୍କାର

୨୫ ବର୍ଷ ହେଲା ମାଆ ଫେରିଲାନି । ପୁଅକୁ ସ୍ୱପ୍ନ ଆସିଲା ମାଆ ଆଉ ନାହିଁ...ବାସ୍‌ ଏହାପରେ ଆରମ୍ଭ ହୋଇଗଲା ପିତୁଳାର ଶବଶୋଭାଯାତ୍ରା

Barsa Singh Bariha
ସ୍ତ୍ରୀ ପାଇଁ ସ୍ୱାମୀ କରୁଛନ୍ତି ଦସ୍ତଖତ : ସତ କହିଲେ ରାଗୁଛନ୍ତି ବିଧାୟିକା

ସଭାରେ ସତ କହିଦେଲେ ସମିତିସଭ୍ୟ । ରାଗିପାଚି ଲାଲ୍‌ ହୋଇଗଲେ ବିଜେଡି ବିଧାୟିକା । ଚୁପ୍‌ ରହିବାକୁ ତାଗିଦ୍‌ କଲେ, ଗେଟ୍‌ ଆଉଟ୍‌ ବି କହିଲେ । ଭାଇରାଲ ହେଲା ଭିଡିଓ

broken vehicle
ମଝି ରାସ୍ତାରେ ଖରାପ ହେଲା ଗାଡ଼ି : ଗଧ ଡାକି ସୋ'ରୁମ୍‌ରେ ଗାଡ଼ି ଛାଡି ଦେଇ ଆସିଲେ ମାଲିକ

ନୂଆ କିଣୁକିଣୁ ଖରାପ । ବାରମ୍ବାର ରାସ୍ତାରେ ଷ୍ଟାର୍ଟ ବନ୍ଦ ହେବାରୁ ରାଗିଗଲେ ମାଲିକ । ଗଧ ଡାକିଲେ, ଟାଣିଟାଣି ନୂଆ ଗାଡିକୁ ସୋ’ରୁମ୍‌ରେ ଛାଡିଲେ

MAO
ମାଓ କ୍ୟାମ୍ପର କଳା କାହାଣୀ : ବାହା ହେବାକୁ ଅନୁମତି, ପିଲା ଜନ୍ମକୁ ନା

ସାମ୍ନାକୁ ଆସିଲା ମାଓ କ୍ୟାମ୍ପର କଳାକାହାଣୀ । ବାହା ହେବାକୁ ଦିଆଯାଉଥିଲା ଅନୁମତି , ପିଲା ଜନ୍ମ କରିବା ପୂର୍ବରୁ ଦମ୍ପତିଙ୍କର ହେଉଥିଲା ବନ୍ଧ୍ୟାକରଣ । ଆତ୍ମସମର୍ପଣ ପରେ ଖୋଲିଲା ଗୁମର

Basudha project
ପ୍ରତାରଣା ହେଲା ପ୍ରତିଶ୍ରୁତି : ଏଯାଏଁ ମିଳିଲାନି ପିଇବା ପାଣି

ଭୋଟ୍‌ ଆସିଲେ ନେତାଏ ଆସନ୍ତି, ପ୍ରତିଶ୍ରୁତି ଦିଅନ୍ତି । କାର୍ଯ୍ୟକାରୀ ହେବାର ପ୍ରଶ୍ନ ନାହିଁ...ପିଇବା ପାଣି ଯୋଗାଇ ଦେବେ ବୋଲି କହିଥିଲେ ଯେ ଆଜିଯାଏଁ ମିଳିଲାନି

Delay construction
ଟେଣ୍ଡର ହେଲା, ଡେଡ୍‌ ଲାଇନ୍‌ ଦିଆଗଲା... ହେଲେ ବି ବ୍ରିଜ୍‌ କାମ ହେଲାନି !

ବ୍ରିଜ୍‌ ନୁହେଁ ତ ଯମଦ୍ୱାରକୁ ରାସ୍ତା । ଢଳେଇ ଫାଟି ଆଁ କଲାଣି, ରଡ୍‌ ଦେଖାଗଲାଣି । ୨୦୨୪ରେ କାମ ସରିବାର କଥା...ହେଲେ ଆଜିଯାଏଁ ଆରମ୍ଭ ହୋଇନି କାମ

Bhaskar Rao
ନକ୍ସଲଙ୍କ ଲାଗି ବଟି ଆଦାୟ କରୁଛନ୍ତି ବିଜେଡି ନେତା !

ନକ୍ସଲଙ୍କ ଲାଗି ବଟି ଆଦାୟ କରୁଛନ୍ତି ବିଜେଡି ନେତା । ପ୍ରତିମାସ ମାଲିକ ଦେଉଛନ୍ତି ୫ ହଜାର ! ବର୍ଷେ କି ୨ ବର୍ଷ ନୁହେଁ ବରଂ ୪୦ ବର୍ଷର ହିସାବ ମାଗିଲା ବେଳକୁ କୁନ୍ଥୁକୁନ୍ଥୁ ହେଉଛନ୍ତି ବିଜେଡି ନେତା ଏନ.ଭାସ୍କର ରାଓ

mobile phone
ବସ୍‌ରେ ବିନା ହେଡ୍‌-ଫୋନ୍‌ରେ କଥା ହେଲେ ୫ ହଜାର ଫାଇନ୍‌ ! ୩ ମାସ ଜେଲ୍‌?

ସାବଧାନ ! ଏଣିକି ବସ୍‌ରେ ଗଲାବେଳେ ବିନା ହେଡ୍‌ଫୋନ୍‌ରେ କଥାହେଲେ ଗଣିବେ ୫ ହଜାର ଫାଇନ୍‌ । ଖାଲି ଫାଇନ୍‌ ନୁହେଁ ୩ ମାସ ପର୍ଯ୍ୟନ୍ତ ହୋଇପାରେ ଜେଲ୍‌

eco-warrior
ବୟସକୁ ଭୁଲାଇ ଦେଇଛି ବୃକ୍ଷରୋପଣର ନିଶା

ବୟସକୁ ଭୁଲାଇ ଦେଇଛି ବୃକ୍ଷରୋପଣର ନିଶା: ଇସ୍ପାତନଗରୀରେ ସବୁଜିମାର ଜୁଆର ଆଣିଛନ୍ତି ୨ ପରିଣତ ବୟସ୍କ ସବୁଜ ସୈନିକ, ଲଗାଇଲେଣି ହଜାରେରୁ ଅଧିକ ଔଷଧୀୟ ଓ ଛାୟାପ୍ରଦ

ଆଇଆଇଏମସିରୁ ସାମ୍ବାଦିକତା ପଢିବା ପରେ ଓଡ଼ିଆ ଡିଜିଟାଲ୍ ସାମ୍ବାଦିକତା କ୍ଷେତ୍ରରେ ୩ ବର୍ଷ ହେଲା ଦକ୍ଷତାର ସହ କାର୍ଯ୍ୟରତ। ଜାତୀୟ ଖବରକୁ ସ୍ୱତନ୍ତ୍ର ରିପୋର୍ଟ ପ୍ରସ୍ତୁତି ଏବଂ ସାକ୍ଷାତକାର ନେବାରେ ତାଙ୍କର ବରିଷ୍ଠ ଅଭିଜ୍ଞତା ରହିଛି