ଗଡୁଛି ସମୟ, ବଢୁଛି ଦ୍ବନ୍ଦ୍ବ । ଦୁଇ ମନ୍ତ୍ରୀ ଓ ବାଚସ୍ପତିଙ୍କ ଇସ୍ତଫା ପର୍ବର ତିନିଦିନ ପରେ ବି ସ୍ପଷ୍ଟ ହେଉନି ରାଜ୍ୟ ମନ୍ତ୍ରିମଣ୍ଡଳ ଅଦଳବଦଳ ଚିତ୍ର । ଅସନ୍ତୁଷ୍ଟଙ୍କୁ ବୋଧ ଦେବାକୁ ମାପିଚୁପି ଗୋଟି ଚାଳନାରୁ ବିଳମ୍ବ ନେଇ ଚର୍ଚ୍ଚା, ବଢୁଛି ଆଶାୟୀଙ୍କ ତାଲିକା
Published: Sarbeswar
Last updated: 15 May 2023, 09:17 PM IST
ପ୍ରଶ୍ନ ଉଠୁଛି, ଓଡ଼ିଶା ଦିବସ ଯଦି ଏକ ସରକାରୀ କାର୍ଯ୍ୟକ୍ରମ, ତାହେଲେ ରାଜ୍ୟ ସରକାର ସବୁ ଦଳର ବିଧାୟକଙ୍କୁ ନିମନ୍ତ୍ରଣ କରି ନାହାନ୍ତି କାହିଁକ? ଉତ୍ସବକୁ କେବଳ ସରକାରୀ ଦଳର ହାତ ଗଣତି ନେତା ଓ ଅଫିସର ତା ପୁଣି ପରିବାର ସହିତ ଯିବାକୁ ଏ ସୁଯୋଗ କାହିଁକି?