Advertisment

ସାକ୍ଷୀଗୋପାଳ ମନ୍ଦିରରେ ନୀତିକାନ୍ତି ବନ୍ଦ; ଉପାସରେ ପ୍ରଭୁ ଗୋପାଳଜୀଉ

ଦୁଇ ଦିନ ହେଲା ଉପାସରେ ପ୍ରଭୁ ଗୋପାଳଜୀଉ । ସାକ୍ଷୀଗୋପାଳର ଗୋପାଳଜୀଉ ମନ୍ଦିରର ନୀତିକାନ୍ତି ଗତକାଲିଠାରୁ ବନ୍ଦ ରଖିଛନ୍ତି ମନ୍ଦିରର ସେବାୟତ। ଏଥିସହିତ ସିଂହଦ୍ୱାରକୁ ମଧ୍ୟ ବନ୍ଦ ରଖିଛନ୍ତି । ମନ୍ଦିରର ସେବାୟତଙ୍କ ପାଇଁ ଉଦ୍ଦିଷ୍ଟ ଶ୍ମଶାନ ଜମିରେ ଥିବା ନିର୍ମାଣ ଭଙ୍ଗାକୁ ବିରୋଧ କରି ନୀତିକାନ୍ତି ବନ୍ଦ ରଖିଛନ୍ତି ସେବାୟତ ।

author-image
Sarbeswar

Sakhigopal
Advertisment
Advertisment