ନିର୍ବାଚନରେ ପଞ୍ଚାୟତ, ବ୍ଲକ ସଭାପତିଙ୍କୁ ସାଂଗଠନିକ ଦାୟିତ୍ୱ ଦିଆଗଲାନି । ଦାୟିତ୍ୱ ଓ ଗୁରୁତ୍ୱ ଦିଆ ନଯିବାରୁ ଦଳର ପରାଜୟ ହେଲା ବୋଲି କହିଛନ୍ତି ପୂର୍ବତନ ବିଧାୟକ ମହୀଧର ରଣା ।
ପୋଲିସ୍ର ସୂଚନା ଅନୁସାରେ ଅଭିଯୁକ୍ତମାନେ ସେପ୍ଟେମ୍ବର ୬ରେ ବଳି ଦେବାକୁ ଯୋଜନା କରିଥିଲେ । କିନ୍ତୁ କୌଣସି କାରଣରୁ ଏଥିରେ ସେମାନେ ବିଫଳ ହୋଇଥିଲେ ।
କେଉଁ ଦିନ ମିଳିବ ସୁଭଦ୍ରା ସହାୟତା ଆଜି ଆସିପାରେ ତାରିଖ । ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ଆଜି ତାରିଖ ଘୋଷଣା କରିପାରନ୍ତି ।
ମହିଳା ଟି-୨୦ ବିଶ୍ୱକପ୍ରେ ଅକ୍ଟୋବର ୬ରେ ଖେଳାଯିବ ମହାମୁକାବିଲା । ଏହି ଦିନ ମୁହାଁମୁହିଁ ହେବେ ଦୁଇ ପାରମ୍ପାରିକ ପ୍ରତିଦ୍ୱନ୍ଦୀ ଭାରତ-ପାକିସ୍ତାନ ।
ରୋଷ ଘରକୁ ଯାଉଥିବା ସାମଗ୍ରୀ ଓ ବାହାରୁଥିବା ଅବଢ଼ାର ମାନ ଯାଞ୍ଚ ହେବ ବୋଲି କହିଛନ୍ତି ଆଇନମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ ।
ଜଣେ ସିଟିଂ ବିଧାୟକ ଓ ତତ୍କାଳୀନ ବିରୋଧୀ ଦଳ ମୁଖ୍ୟ ସଚେତକଙ୍କୁ ଏଭଳି ବ୍ୟବହାର ଆଦୌ ଗ୍ରହଣୀୟ ନୁହେଁ । ତେଣୁ ସମସ୍ତ ଜିଲ୍ଲାପାଳଙ୍କୁ ଜିଲ୍ଲାରେ ଥିବା ଦପ୍ତର ବୁଲିବା ସହ ଅନିୟମିତତା ହେଉଥିଲେ କଡ଼ା କାର୍ଯ୍ୟାନୁଷ୍ଠାନ ନେବାକୁ ସେ ନିର୍ଦ୍ଦେଶ ଦେଇଛନ୍ତି ।
ଗଣମାଧ୍ୟମ, ସୋସିଆଲ ମିଡିଆରେ ଆସୁଥିବା ଅଭିଯୋଗ ବାବଦରେ ଅନୁଧ୍ୟାନ କରି କାର୍ଯ୍ୟାନୁଷ୍ଠାନ ନେବାକୁ ବି ପରାମର୍ଶ ଦେଇଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ମାଝୀ।
କିଛି ବର୍ଷ ପୂର୍ବେ ଚାଷୀମାନେ କମ୍ ଉତ୍ପାଦନ ଓ ଅଭାବୀ ବିକ୍ରି ପାଇଁ କ୍ଷୁଦ୍ର ଶସ୍ୟ ଚାଷ ପ୍ରତି ମୁହଁ ଫେରାଇ ନେଇଥିଲେ । ଏହାର ଉପାଦେୟତା ଓ ପୁଷ୍ଟିକୁ ଦୃଷ୍ଟିରେ ରଖି ୨୦୧୭ ମସିହାରେ ଓଡ଼ିଶା ସରକାର ମିଲେଟ ମିଶନ ଆରମ୍ଭ କରିଥିଲେ ।
ଭରତପୁର ଥାନା ଘଟଣାକୁ ନେଇ ସାରା ଦେଶରେ ଚର୍ଚ୍ଚା। ସେନା ଅଫିସର ଓ ତାଙ୍କ ବାନ୍ଧବୀଙ୍କ ପୋଲିସର ଅତ୍ୟାଚାର ଅଭିଯୋଗକୁ ନେଇ ହଇଚଇ ବେଳେ ବହୁ କୋଟି ଟଙ୍କାରେ ଆଧୁନିକୀକରଣ ପରେ ଏ ଥାନାରେ ବି ସିସିଟିଭି ନଥିବା ଘଟଣା ପୋଲିସ ବିଭାଗର ସାଂଘାତିକ ଦୋଷତ୍ରୁଟିକୁ ପଦାରେ ପକାଇଛି।
ଭରତପୁର କଳଙ୍କର ପ୍ରମାଣ ଯୋଗାଡ଼ରେ ଲାଗିଛି କ୍ରାଇମବ୍ରାଞ୍ଚ। ଆଜି ଶେଷ ହୋଇଛି ସିନ୍ ରିକ୍ରିଏସନ୍।
ଇସ୍ରାଏଲ ଏବଂ ଲେବାନନ ମଧ୍ୟ ବିବାଦ ଆଜିର ନୁହେଁ । ଉଭୟଙ୍କ ଭିତରେ ଛକାପଞ୍ଝା ଗତ ୪୦ ବର୍ଷ ହେଲା ଲାଗି ରହିଛି । ୧୯୮୦ ମସିହାରେ ଇସ୍ରାଏଲ ଲେବାନନରେ ଆକ୍ରମଣ କରିଥିଲା ।
କିଏ ନାକରେ ହାତ ଦେଇ ଯାଉଛି ତ' ଆଉ କିଏ ମୁହଁରେ କପଡ଼ା ଘୋଡେଇ । ୩ ଦିନ ହେଲା କ୍ୟାପିଟାଲ ହସ୍ପିଟାଲରେ ସଫେଇ ବନ୍ଦ ଥିବାରୁ ମେଡ଼ିକାଲର ବର୍ଜ୍ୟ ଓ ଅଳିଆ ଯୋଗୁଁ ଉପୁଜିଛି ଦୁର୍ଗନ୍ଧମୟ ସ୍ଥିତି ।
କ୍ୟାଲସିୟମ ଏବଂ ଭିଟାମିନ୍ D3 ସପ୍ଲିମେଣ୍ଟସ୍, ଆଣ୍ଟି-ଡାଇବେଟିସ୍ ବଟିକା ଏବଂ ଉଚ୍ଚ ରକ୍ତଚାପ ଔଷଧ ସମେତ ୫୦ରୁ ଅଧିକ ମେଡିସିନ୍ ଭାରତର ଔଷଧ ନିୟନ୍ତ୍ରକ ଦ୍ୱାରା ହୋଇଥିବା ଗୁଣାତ୍ମକ ପରୀକ୍ଷଣରେ ବିଫଳ ହୋଇଛି ।
ଗତ ୫ ଦିନ ହେଲା ସ୍କୁଲକୁ କବଜା କରି ରଖିଛି ଯୁବକ । ହାତରେ ଧନୁତୀର ଓ ବାଟୁଳି ସହ ଅନ୍ୟ ମାରଣାସ୍ତ୍ର ରଖିଥିବା ସୂଚନା ମଳିଛି । ଗତକାଲି IICଙ୍କୁ ସେ ତୀର ମାଡ଼ କରିଥିଲା ।
ଓଡ଼ିଆ ଅସ୍ମିତାକୁ ବିପଦରେ ପକାଇଦେଲେ । ଓଡ଼ିଆ ଯଦି କଷ୍ଟ ପାଇବ, ସରକାର ନିଶ୍ଚିତ ପରିବର୍ତ୍ତନ କରିବ ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ମାଝୀ ।
ବାସ୍ତବରେ ବିରାଟ କୋହଲିଙ୍କ ଗୋଟିଏ ହାତରେ ବ୍ୟାଗ ଏବଂ ଅନ୍ୟ ହାତରେ ପୁଷ୍ପଗୁଚ୍ଛ ଥିଲା । ଯେଉଁଥିପାଇଁ କୋହଲି ହୋଟେଲ ଅଧିକାରୀଙ୍କ ସହ ହାତ ମିଳାଇବାରେ ସକ୍ଷମ ହୋଇନଥିଲେ ।
SDJM କୋର୍ଟରେ ହାଜର ହୋଇ ସମସ୍ତ ପ୍ରକାର ଟେଷ୍ଟ ପାଇଁ ସେ ସହମତି ଦେଇଛନ୍ତି । କୋର୍ଟଙ୍କ ନିର୍ଦ୍ଦେଶ ଆସିବା ପରେ ପଲିଗ୍ରାଫ ଟେଷ୍ଟ ହୋଇପାରେ ।
ବିଜେପି ସାଂସଦ ସୁକାନ୍ତ ପାଣିଗ୍ରାହୀ କହିଛନ୍ତି ଆଗକୁ ବଡ଼ ବଡ଼ ବିସ୍ଫୋରଣ ହେବ । ବହୁତ ବଡ଼ ବଡ଼ ନେତା ବିଜେପିରେ ସାମିଲ ହେବେ । ଖାଲି ରାଜ୍ୟସଭା ନୁହେଁ ବହୁ ପଦାଧିକାରୀ ବିଜେପି ସହ ସମ୍ପର୍କରେ ଅଛନ୍ତି ।
ନବୀନ ପଟ୍ଟନାୟକ ବୁଲିଲେ ନାହିଁ କି ସମୟ ଦେଇ ପାରିଲେ ନାହିଁ । ସେ ଦୃଷ୍ଟିରୁ କେତେକ ସ୍ଥାନରେ ସଂଗଠନ କ୍ଷତିଗ୍ରସ୍ତ ହେଲା ।
ଆଜି ଅରିନ୍ଦମଙ୍କ ଅବର୍ତ୍ତମାନରେ ତାଙ୍କୁ ଝୁରୁଛନ୍ତି ସମସ୍ତେ । ଅରିନ୍ଦମ ଚାଲିଯିବାର ୩ ବର୍ଷ ବିତିଛି ସତ, ହେଲେ ଏବେ ବି ତାଙ୍କ ସ୍ମୃତି ସମସ୍ତଙ୍କ ମନରେ ସତେଜ ।