ପୂଜା ଖେଡକର ଦିଲ୍ଲୀ ହାଇକୋର୍ଟରେ ଏକ ନୂଆ ଦାବି କରି ସମସ୍ତଙ୍କୁ ଆଶ୍ଚର୍ଯ୍ୟ ଚକିତ କରିଛନ୍ତି । ତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ଏବଂ ତାଙ୍କୁ ଅଯୋଗ୍ୟ ଘୋଷଣା କରିବା ପାଇଁ ୟୁପିଏସସିର କ୍ଷମତା କିମ୍ବା ଅଧିକାର ନାହିଁ ବୋଲି ଖେଡକର ହାଇକୋର୍ଟଙ୍କୁ କହିଛନ୍ତି ।
ଆଗାମୀ ସିଜିନ୍ରେ ଜାହିର ଖାନ୍ଙ୍କ ମେଣ୍ଟର ଭାବେ ନିଯୁକ୍ତି ଦେଇଛି ଲକ୍ଷ୍ନୌ । ଏନେଇ ଲକ୍ଷ୍ନୌ ସୁପର ଜିଆଣ୍ଟସ୍ ପକ୍ଷରୁ ସୋସିଆଲ ମିଡିଆ ପ୍ଲାଟଫର୍ମରେ ଏକ ଭିଡିଓ ସେୟାର କରି ଏହି ସୂଚନା ଦେଇଛନ୍ତି ।
ତେଲେଙ୍ଗାନାର ସ୍ଥାୟୀ ବାସିନ୍ଦାମାନେ ହିଁ ସରକାର ଘୋଷଣା କରିଥିବା ଏହି ନୂଆ ଯୋଜନାର ଲାଭ ଉଠାଇ ପାରିବେ ।
ସ୍ୱାସ୍ଥ୍ୟ ସେବା ନାଁରେ ଚାଲିଥିଲା ଦେହବେପାର । ମେଡିକାଲକୁ ଆସୁଥିଲେ ସୁନ୍ଦରୀ ଦେହଜୀବୀ । ପର୍ଣ୍ଣ ଭିଡିଓ ସୁଟିଂ ହେଉଥିଲା ।
ପକ୍କା ସୈତାନ ସନ୍ଦୀପ ଘୋଷ ! ଅପରାଧର ପୃଷ୍ଠ ଭୂମିରେ କରିଥିଲା ଘର । ଡେଲି ଡେଲି ସୁନ୍ଦରୀଙ୍କ କରୁଥିଲା ସଉଦା । ହେଲେ କିଏ ଏ ସନ୍ଦୀପ ଘୋଷ ? କେମିତି କଲା ଏତେ ବଡ଼ ଅପରାଧର ସାମ୍ରାଜ୍ୟ ?
ଏ ମା’ ତା’ ପୁଅକୁ ଝରିଝୁରି ବିଛଣା ଲଗା ହୋଇଗଲାଣି । ଜୀବନ ଜୀଇବା ପାଇଁ ସାଲାଇନ୍ ଲାଗିଛି । ମେଡିସନ୍ ବି ଚାଲିଛି । ହେଲେ ସବୁ କିଛି ଯେମିତି ତା’ର ଶେଷ ହୋଇଯାଇଛି ।
ଯାଜପୁର ଜିଲ୍ଲା ଦାନଗଦି ବ୍ଲକ ବ୍ରାହ୍ମଣୀ ଗାଁରେ ନିଜ ଚାଷଜମିରେ କାମ କରୁଥିବା ବେଳେ ୧୧ କେଭି ବିଦ୍ୟୁତ୍ ତାର ସଂସ୍ପର୍ଶରେ ଆସି ୨୭ ବର୍ଷୀୟ ଯୁବକ ଜିତେନ୍ଦ୍ର କୁମାର ସାହୁଙ୍କ ଜୀବନ ଯାଇଛି ।
୩ ଦିନ ତଳେ ଗୋଠ ଛଡ଼ା ହୋଇ ବଲାଙ୍ଗୀରର ଦେଓଗାଁ ଜଙ୍ଗଲରେ ବୁଲୁଥିଲା । ସ୍ଥାନୀୟ ବନ ବିଭାଗ କର୍ମଚାରୀ ତାକୁ ଦେଖିଲେ ଆଉ ଧରି ଆଣିଲେ ।
୩ ଦିନ ତଳେ ଗୋଠ ଛଡ଼ା ହୋଇ ବଲାଙ୍ଗୀରର ଦେଓଗାଁ ଜଙ୍ଗଲରେ ବୁଲୁଥିଲା । ସ୍ଥାନୀୟ ବନ ବିଭାଗ କର୍ମଚାରୀ ତାକୁ ଦେଖିଲେ ଆଉ ଧରି ଆଣିଲେ ।
ସୌର ସିଂହ ମାସ ଭାଦ୍ରବ କୃଷ୍ଣପକ୍ଷ । ଇଂରାଜୀରେ ୨୫ ତାରିଖ ରବିବାର । ଚନ୍ଦ୍ର- ମେଷ ରାତ୍ରି ୧୦.୩୦ ଗତେ ବୃଷ । ତିଥି- ୭ମୀ ରାତ୍ରି ୦୩.୩୯ ଗତେ ୮ମୀ ।
ହୀରାକୁଦଠାରେ ବନ୍ୟା ଜଳ ଅଧିକ ପ୍ରବେଶ କରିଥିବାରୁ ଆଉ ୮ଟି ଗେଟ ଖୋଲାଯାଇଛି । ଆଶା କରାଯାଉଛି ଆସନ୍ତାକାଲି ସୁଦ୍ଧା ଇନ୍ ଫ୍ଲୋ ୩ ଲକ୍ଷ ୬୦ ହଜାର କ୍ୟୁସେକ ଟପିବ ।
ବଢ଼ି ପାଣି ଫସିବା ପରେ ତାଙ୍କୁ ପ୍ରଥମେ ଗ୍ରାମବାସୀ ଦେଖି ଉଦ୍ଧାର ପାଇଁ ପ୍ରଶାସନକୁ ଖବର ଦେଇଥିଲେ । ଖବର ପାଇବା ପରେ NDRF ଯବାନ ଓ ଅଗ୍ନିଶମ ବାହିନୀ କର୍ମଚାରୀ ପ୍ରଥମେ ଦଉଡ଼ି ସାହାଯ୍ୟରେ ବାହାଡ଼ରେ ପହଞ୍ଚିଥିଲେ ।
ଅଯୋଧ୍ୟା ରାମ ମନ୍ଦିର ନିର୍ମାଣ କାମ ଡିସେମ୍ବର ସୁଦ୍ଧା ସାରିବାକୁ ଲକ୍ଷ୍ୟ।
RG କର ମେଡିକାଲ କଲେଜ ହଷ୍ଟେଲକୁ ବାହାରୁ ଯୁବତୀ ଆସୁଥିଲେ। ଏସବୁର ପ୍ରଚ୍ଛଦପଟ ନାୟକ ଥିଲେ ତତ୍କାଳୀନ ଅଧକ୍ଷ ସନ୍ଦୀପ ଘୋଷ ।
ଆଜି ଶୂନ୍ୟକାଳ ଆରମ୍ଭରେ କଂଗ୍ରେସ ସଦସ୍ୟ ସଂରକ୍ଷଣକୁ ନେଇ ପ୍ରବଳ ହଟ୍ଟଗୋଳ କରିଥିଲେ । ଗୃହ ଭିତରେ ଲିଫ୍ଲେଟ୍ ଫିଙ୍ଗି ପ୍ରତିବାଦ କରିଥିଲା କଂଗ୍ରେସ ।
ସବୁଠାରୁ ବଡ଼ କଥା ହେଉଛି ଏହି ଦେଶୀ ମଦ କାରଖାନାରେ ରେଡ୍ ବେଳେ ଘର ଭିତରୁ ମିଳିଥିଲା ସିକ୍ରେଟ ଚାମ୍ବର । ଘର କାନ୍ଥ ଖୋଳି ଅଣ୍ଡରଗ୍ରାଉଣ୍ଡ କରାଯାଇଥିଲା । ଆଉ ତା’ ଭିତରେ ଚାଲିଥିଲା ଦେଶୀ ମଦ କାରବାର ।
ବେଦବ୍ୟାସରେ ଝୁଲାପୋଲ କେଉଁ ସ୍ଥାନରେ ହେବ ସେନେଇ ବ୍ଲୁ ପ୍ରିଣ୍ଟ ପ୍ରସ୍ତୁତ ହେବ ।
ଢେଙ୍କାନାଳ ସହର ହାଟ ରୋଡରେ ରହୁଥିବା ମୁରଲୀ ସାହୁ । ଜନ୍ମରୁ ସେ ଜଣେ ଦିବ୍ୟାଙ୍ଗ । ରାତି ହେଲେ ନିଜର ତିନି ଚକିଆ ସାଇକେଲ ଯୋଗେ ବାହାରିପଡ଼ନ୍ତି ବାହାରକୁ ।
ଆଜିର ଦିନରେ ୧୬ ବର୍ଷ ତଳେ କନ୍ଧମାଳରେ ବେଦାନ୍ତକେଶରୀ ସ୍ୱାମୀ ଲକ୍ଷ୍ମଣାନନ୍ଦ ସରସ୍ୱତୀଙ୍କୁ ଅତି ନିର୍ମମ ଭାବେ ହତ୍ୟା କରାଯାଇଥିଲା ।
ବିଶୃଙ୍ଖଳାର ସବୁ ସୀମା ଟପିଲେ ବିରୋଧୀ । ବିଧାନସଭାରେ ମହିଳା ବାଚସ୍ପତିଙ୍କୁ ଘେରାବନ୍ଦୀ କରିବା ଉଦ୍ଦେଶ୍ୟରେ ପୋଡ଼ିୟମ୍ ଦଖଲ ପାଇଁ ବିଜେଡି ବିଧାୟକଙ୍କ ଉଦ୍ୟମ।