ଯାତ୍ରୀ ଜଣକ କହିଛନ୍ତି, ଉଡ଼ାଣ ସମୟରେ ତାଙ୍କୁ ଦିଆଯାଇଥିବା ଓମଲେଟ୍ରେ ଏକ ଅସରପା ବାହାରିଛି । ଏହାର ଭିଡିଓ ମଧ୍ୟ କରି ସେ ସୋସିଆଲ ମିଡିଆରେ ଅପଲୋଡ୍ କରିଛନ୍ତି ।
୨୦୧୪ରୁ ଭାରତ ବଜାରରେ ବ୍ୟାନ୍ ହୋଇଥିବା ଚାଇନା ରସୁଣ ପୁଣି ଏବେ ମାର୍କେଟ୍ରେ ଉପଲବ୍ଧ ହେଲାଣି । ଯାହାକି ଏବେ ମୁଣ୍ଡ ବିନ୍ଧାର କାରଣ ପାଲଟିଛି ।
ଦୁଃଖ ଛଡ଼ା ସୁଖ ତାଙ୍କ ଜୀବନକୁ ଛୁଇଁଲାନି । ଆଖିରେ ଅସରାଏ ଲୁହ ଓ ପେଟରେ ମେଞ୍ଚାଏ ଭୋକ ଛଡ଼ା ଆଉ ଏବେ ଯେମିତି କିଛି ନାହିଁ । ଏ ହେଉଛନ୍ତି ନୂଆପଡା ଜ଼ିଲ୍ଲା ବୋଡେ଼ନ ବ୍ଲକ ଖଇରଭାଡ଼ି ଗାଁର ପାର ହଂସ । ସେ ସିନା ଦିବ୍ୟାଙ୍କ......
ଗାଁ ଭିତରରେ ପାଦ ପଡ଼ିଲେ ଶୁଭେ ଠନଠାନ୍ ଶବ୍ଦ । ମୁଣ୍ଡଝାଳ ତୁଣ୍ଡରେ ମାରି ପରିବାର ଚଳାଇବା ପାଇଁ ନିଆଁ ଚୂଲିରେ କଂସା ପିତଳ ଆଉଟୁଥାଏ ଏଇ ଗାଁର କାରିଗର । ଏହି କାରିଗରଙ୍କ ହାତ ତିଆରି କଂସା, ପତିଳ ବାସନ ପାଇଁ ରାଜ୍ୟ ଓ ରାଜ୍ୟ ବାହାରେ...
ବାରିପଦାରେ ଆୟୋଜିତ ସଭାରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ହିତାଧିକାରୀଙ୍କୁ ସୁଭଦ୍ରା ଟଙ୍କା ପ୍ରଦାନ କରିବେ ।
ଏହି କାର୍ଯ୍ୟକ୍ରମରେ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିବା ବେଳେ, ବାଣିଜ୍ୟ ଓ ପରିବହନ ତଥା ଇସ୍ପାତ ଓ ଖଣିମନ୍ତ୍ରୀ ବିଭୂତି ଭୂଷଣ ଜେନା ଏବଂ ଅଭିନେତ୍ରୀ, ମଡେଲ ତଥା କୋରିଓ ଗ୍ରାଫର ଡେଜି ଶାହ ସମ୍ମାନିତ ଅତିଥି ଭାବେ ଯୋଗ ଦେଇଥିଲେ ।...
୪ ଦିନ ପରେ ଆନ୍ଦୋଳନ ପ୍ରତ୍ୟାହାର କଲେ ନର୍ସିଂ ଅଫିସର । ସ୍ବାସ୍ଥ୍ୟ ମନ୍ତ୍ରୀଙ୍କ ସହ ଆଲୋଚନା ପରେ ଆନ୍ଦୋଳନ ପ୍ରତ୍ୟାହୃତ ।
ବିପର୍ଯ୍ୟୟର ଗୋହି ଖୋଳୁଥିବା ନେତାଙ୍କୁ କାଉଣ୍ଟର । ପରାଜିତ ନେତାଙ୍କୁ ବିଧାୟକ ଦିଶାରୀଙ୍କ କଡ଼ା ଜବାବ । ସମାଲୋଚନା କରୁଥିବା ନେତା ପାର୍ଟି ଛାଡ଼ି ଦିଅନ୍ତୁ କହିଲେ ପ୍ରଦୀପ ।
ହସପିଟାଲ ବାହାରେ ଧାରଣାରେ ନର୍ସ, ଭିତରେ ଯନ୍ତ୍ରଣାରେ ଛଟପଟ ରୋଗୀ। ନର୍ସଙ୍କ ଆନ୍ଦୋଳନ ଯୋଗୁଁ କେଉଁଠି ଅପରେସନ୍ ହୋଇପାରୁନି ତ ଆଉ କେଉଁଠି ରୋଗୀଙ୍କୁ ଇଞ୍ଜେକସନ୍ ଓ ସାଲାଇନ୍ ଦିଆଯାଇପାରୁନି।
ଜିଲ୍ଲାପାଳ-ଏସପିଙ୍କ ସମ୍ମିଳନୀରେ ପୋଲିସକୁ ମୁଖ୍ୟମନ୍ତ୍ରୀଙ୍କ ତାଗିଦ୍ । 'ବ୍ୟବହାର ସୁଧାର, ବନ୍ଧୁଟିଏ ଭଳି ଲୋକଙ୍କ ଅଭିଯୋଗ ଶୁଣ' ।
ଓଡ଼ିଶାରେ ବାଜିମାତ୍ ପରେ, ପଡ଼ୋଶୀ ଝାଡ଼ଖଣ୍ଡ ଉପରେ ବିଜେପିର ନଜର। ସେଠାରେ ବହୁ ସଂଖ୍ୟକ ଓଡ଼ିଆ ଭୋଟର ଥିବାରୁ, ବିଜେପିର ଝାଡ଼ଖଣ୍ଡ ଷ୍ଟ୍ରାଟେଜିରେ ଓଡ଼ିଶା ନେତାଙ୍କର ରହିପାରେ ଗୁରୁତ୍ବପୂର୍ଣ୍ଣ ଭୂମିକା।
ଆଗାମୀ ୫ ବର୍ଷରେ ୧୪୨୩ କୋଟି ଟଙ୍କାର ସହାୟତା ରାଶିକୁ କ୍ୟାବିନେଟରେ ମଞ୍ଜୁରୀ ମିଳିଛି । ଏଥିସହ ହାଇକୋର୍ଟ କର୍ମଚାରୀଙ୍କ ପାଇଁ ୫୫୦ ଷ୍ଟାଫ୍ କ୍ବାର୍ଟର୍ସ ନିର୍ମାଣ ହେବ ।
ଓଡ଼ିଶାରେ ବାଜିମାତ୍ ପରେ, ପଡ଼ୋଶୀ ଝାଡ଼ଖଣ୍ଡ ଉପରେ ବିଜେପିର ନଜର। ସେଠାରେ ବହୁ ସଂଖ୍ୟକ ଓଡ଼ିଆ ଭୋଟର ଥିବାରୁ, ବିଜେପିର ଝାଡ଼ଖଣ୍ଡ ଷ୍ଟ୍ରାଟେଜିରେ ଓଡ଼ିଶା ନେତାଙ୍କର ରହିପାରେ ଗୁରୁତ୍ବପୂର୍ଣ୍ଣ ଭୂମିକା।
ନର୍ସିଂ ସଂଘ ସଭାପତି ମଧ୍ୟ ସ୍ବାସ୍ଥ୍ୟ ମନ୍ତ୍ରୀଙ୍କ ସହ ଆଲୋଚନା ଫଳପ୍ରଦ ହୋଇଛି ବୋଲି କହିଛନ୍ତି । ଦାବି ପୂରଣ ପାଇଁ ମନ୍ତ୍ରୀ ପ୍ରତିଶ୍ରୁତି ଦେଇଛନ୍ତି ।
ହସପିଟାଲ ବାହାରେ ଧାରଣାରେ ନର୍ସ, ଭିତରେ ଯନ୍ତ୍ରଣାରେ ଛଟପଟ ରୋଗୀ। ନର୍ସଙ୍କ ଆନ୍ଦୋଳନ ଯୋଗୁଁ କେଉଁଠି ଅପରେସନ୍ ହୋଇପାରୁନି ତ ଆଉ କେଉଁଠି ରୋଗୀଙ୍କୁ ଇଞ୍ଜେକସନ୍ ଓ ସାଲାଇନ୍ ଦିଆଯାଇପାରୁନି।
କେବଳ ହିଜବୁଲ୍ଲାର ଶୀର୍ଷ ନେତା ହସନ ନୁହଁନ୍ତି, ଇସ୍ରାଇଲେ କ୍ଷେପଣାସ୍ତ୍ର ଆକ୍ରମଣରେ ହେଜବୁଲ୍ଲାରେ ଆହୁରି ଅନେକ ଆତଙ୍କୀଙ୍କ ମୃତ୍ୟୁ ହୋଇଛି ।
ଓଡ଼ିଶାରେ ୫ ବର୍ଷ ନୁହେଁ, ଅନେକ ବର୍ଷ ଧରି କାର୍ଯ୍ୟ କରିବ ବିଜେପି ସରକାର । ବିଜେଡି ଖତମ୍ ହେଇସାରିଛି । ଦଳର ଆଉ ଦମ ନାହିଁ ।
ଯେଉଁମାନେ ସଂଗଠନ ଦାୟିତ୍ୱରେ ଥିଲେ ସେମାନେ ସମୟ ସମୟରେ ଯାଇ ଜିଲ୍ଲା ସ୍ତରରେ ନୂଆ ନୂଆ ପ୍ରାର୍ଥୀ ସୃଷ୍ଟି କଲେ । ସେଥିପାଇଁ ଆମର ଫଳାଫଳ ଖରାପ ହେଲା ବୋଲି କହିଛନ୍ତି ବରିଷ୍ଠ ନେତା ମଙ୍ଗଳା କିଷାନ ।
ଭୁବନେଶ୍ବର ଓ କଟକରେ ଏକାଧିକ ସୁନା ଚେନ୍ ଲୁଟ୍ ମାମଲାରେ ସଂପୃକ୍ତ ଥିବା ଗ୍ୟାଙ୍ଗକୁ ପୋଲିସ୍ ଧରିଛି । ୭ ଜଣ ସାବାଳକ ଓ ଜଣେ ନାବାଳକଙ୍କୁ କାବୁ କରାଯାଇଛି ।
କୋଡ଼ିଏ ବର୍ଷ ତଳେ ଉପନ୍ୟାସଟି ପୁସ୍ତକ ଆକାରରେ ପ୍ରକାଶ ପାଇବା ପୂର୍ବରୁ ‘କାଦମ୍ବିନୀ’ ପତ୍ରିକାରେ ପ୍ରଥମେ ପ୍ରକାଶ ପାଇ ପାଠକୀୟ ଶ୍ରଦ୍ଧା ହାସଲ କରିଥିଲା ।