• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Santosh Kumar Sahoo

Santosh Kumar Sahoo

Editor

ବିଜେବି କଲେଜରୁ ସାମ୍ବାଦିକତାରେ ସ୍ନାତକୋତ୍ତର ଡିଗ୍ରୀ । ପରେ ବଡ଼ ଖବରରେ ସାମ୍ବାଦିକ ...more

ବିଜେବି କଲେଜରୁ ସାମ୍ବାଦିକତାରେ ସ୍ନାତକୋତ୍ତର ଡିଗ୍ରୀ । ପରେ ବଡ଼ ଖବରରେ ସାମ୍ବାଦିକ ଭାବେ କାର୍ଯ୍ୟାରମ୍ଭ କଲି । ଏହାର ଭିତରେ ଡିଜିଟାଲ ମିଡିଆରେ କାମ କରିବାର ସୁଯୋଗ ଜୁଟିଲା। ନନ୍ଦିଘୋଷ ଟିଭି ଡିଜିଟାଲ ବିଭାଗରେ ୨ ବର୍ଷ କାର୍ଯ୍ୟ କରିବା ପରେ ଏବେ ଓଟିଭିରେ କାର୍ଯ୍ୟରତ । ଦେଶବିଦେଶ ଓ ଖେଳ ଖବର ସ୍ୱତନ୍ତ୍ର ଭାବେ ଉପସ୍ଥାପନ କରିବାରେ ରୁଚି ରହିଛି।

less

Posts by Santosh Kumar Sahoo

Investor Meet
ମୁମ୍ବାଇରେ ବି ଚମକିଲା ଓଡ଼ିଶାର ଶିଳ୍ପ ଅଭିବୃଦ୍ଧି ଭିଜନ୍, ଇନଭେଷ୍ଟର୍ସଙ୍କ ସହ ରୋଡ୍ ସୋ’ କଲେ ରାଜ୍ୟ ସରକାର

ଦିଲ୍ଲୀ ପରେ ମୁମ୍ବାଇରେ ବି ଚମକିଲା ଓଡ଼ିଶାର ଶିଳ୍ପ ଅଭିବୃଦ୍ଧି ଭିଜନ୍। ବଡ଼ ଶିଳ୍ପସଂସ୍ଥା ମୁଖିଆଙ୍କୁ ଭେଟି ୱାନ ଟୁ ୱାନ ଆଲୋଚନା କଲେ ମୁଖ୍ୟମନ୍ତ୍ରୀ, ତାସହ ୩ ଶହ ନିବେଶକଙ୍କ ଆଗରେ ସଫଳତାର ସହ ରୋଡ୍ ସୋ ବି କଲେ ରାଜ୍ୟ ସରକାର।

BJD
ବିଜେଡିରେ ଥମୁନି ବରିଷ୍ଠଙ୍କ ବୟାନବାଜି, ନିର୍ବାଚନ ପରିଚାଳନାକୁ ନେଇ ଜଣଙ୍କ ପରେ ଜଣଙ୍କ ଟାର୍ଗେଟ୍

ଲମ୍ବୁଛି ବିଜେଡିର ବରିଷ୍ଠ ନେତାଙ୍କ ବୟାନବାଜି। ପରାଜୟର କାରଣ ବଖାଣି ଖୋଲାଖୋଲି ବିସ୍ଫୋରଣ କରୁଛନ୍ତି, ଦଳପତିଙ୍କୁ ଅବଗତ ବି କରୁଛନ୍ତି। ହେଲେ ଏଯାଏଁ ବୁଝାପଡୁନି ଦଳକୁ ସଂଗଠିତ କରିବାକୁ ନବୀନଙ୍କ ଯୋଜନା କଣ। ଯାହାକୁ ନେଇ ଦଳ ଭିତରେ ଅସନ୍ତୋଷ ବି ତୀବ୍ର ହେଉଛି।

Purnima Das
ଝାଡ଼ଖଣ୍ଡ ପାଇଁ ପ୍ରାର୍ଥୀ ତାଲିକା ଘୋଷଣା କଲା ବିଜେପି, ଷଢ଼େଇକଳାରୁ ଲଢ଼ିବେ ପୂର୍ବତନ ମୁଖ୍ୟମନ୍ତ୍ରୀ

ପୂର୍ବତନ କେନ୍ଦ୍ରମନ୍ତ୍ରୀ ଅର୍ଜୁନ ମୁଣ୍ଡାଙ୍କ ପତ୍ନୀ ମୀରା ମୁଣ୍ଡା ପୋଟକାରୁ ଲଢିବେ । ଝାଡଖଣ୍ଡର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ଓଡ଼ିଶାର ରାଜ୍ୟପାଳ ରଘୁବର ଦାସଙ୍କ ବୋହୁ ପୂର୍ଣ୍ଣିମା ଦାସ ସାହୁଙ୍କୁ ଜାମସେଦପୁର ଇଷ୍ଟରୁ ପ୍ରାର୍ଥୀ କରାଯାଇଛି ।

Mohammed Moquim
କଂଗ୍ରେସକୁ ଆସିବେ ବହୁ ବିଜେଡି ନେତା: ମହମ୍ମଦ ମୋକିମ

ପିସିସି ଗଠନ ହୋଇଯିବା ପରେ ଅନେକ ନେତା କଂଗ୍ରେସକୁ ଆସିବେ । ବିଜେଡି ଦଳର ଅନେକ ନେତା ଆମ ସହିତ ସଂପର୍କରେ ଅଛନ୍ତି ।

Radhika Merchant
କାହିଁକି ରାଧିକାଙ୍କ ହାତରୁ କେକ୍‌ ଖାଇଲେନି ଆକାଶ, ଭାଇରାଲ ହେଲା ଭିଡିଓ

ରାଧିକା ଆକାଶ ଅମ୍ବାନୀଙ୍କୁ କେକ୍ ଖାଇବାକୁ ଦେବା ମାତ୍ରେ ସେ ଏହାକୁ ଖାଇବାକୁ ମନା କରିଦେଲେ ।

yahya sinwar
ହମାସ ମୁଖ୍ୟଙ୍କୁ କେମିତି ମାରିଲା ଇସ୍ରାଏଲ ସେନା, ସାମ୍ନାକୁ ଆସିଲା ହତ୍ୟା ପୂର୍ବର ଶେଷ ଭିଡିଓ

ଇସ୍ରାଏଲ୍ ସେନା ହତ୍ୟାକାଣ୍ଡର ଠିକ୍ ପୂର୍ବରୁ ସିନୱାରଙ୍କ ଏକ ଭିଡିଓ କ୍ୟାମେରାରେ କଏଦ କରିଥିଲା । ଶେଷ ମୁହୁର୍ତ୍ତରେ ତାଙ୍କ ଅବସ୍ଥା ଏହି ଭିଡିଓରେ ଦେଖିବାକୁ ମିଳୁଛି ।

Salman Khan
ପୁଣି ସଲମାନଙ୍କୁ ହତ୍ୟା ଧମକ; ୫ କୋଟି ଦିଅ, ନହେଲେ...

ଲରେନ୍ସ ବିଷ୍ଣୋଇ ସହ ଶତୃତା ସମାପ୍ତ ପାଇଁ ଚାହୁଁଥିଲେ ୫ କୋଟି ଟଙ୍କା ଦେବାକୁ ଦାବି କରାଯାଇଛି । ଯଦି ୫ କୋଟି ଟଙ୍କା ନ ଦିଅନ୍ତି ତେବେ ସଲମାନ ଖାନଙ୍କ ଅବସ୍ଥା ବାବା ସିଦ୍ଦିକିଙ୍କ ଠାରୁ ବି ଖରାପ ହେବ ବୋଲି ଧମକ ଦିଆଯାଇଛି ।

Durga Puja
ଧରାପୃଷ୍ଠକୁ ଆସି ମାମଲାରେ ଫସିଛନ୍ତି ମା’ ଦୁର୍ଗା, ମଣ୍ଡପ ଜାଗା ବିବାଦରୁ ହୋଇପାରୁନି ଦେବୀଙ୍କ ବିସର୍ଜନ

ଦେବୀଙ୍କ ବିସର୍ଜନ ସମସ୍ୟାକୁ ନେଇ କୌଣସି ଅଭିଯୋଗ ହୋଇନଥିବା ବେଳେ ପୋଲିସ ଦୁଇ ଗୋଷ୍ଠୀଙ୍କୁ ଡାକି ଆଲେଚନା କରିବା ସହ ମାମଲାର ସମାଧାନ ଲାଗି ଉଦ୍ୟମ କରୁଛି ।

Kartika Brata
ଆଜିଠୁ ଆରମ୍ଭ କାର୍ତ୍ତିକ ବ୍ରତ, ଧର୍ମମାସରେ ଚଳଚଞ୍ଚଳ ଶ୍ରୀକ୍ଷେତ୍ର

ଆଶ୍ୱୀନ ଶୁକ୍ଳ ଏକାଦଶୀ ଠାରୁ କାର୍ତ୍ତିକ ମାସ ଶୁକ୍ଳ ପକ୍ଷ ଦଶମୀ ପର୍ଯ୍ୟନ୍ତ ଶ୍ରୀମନ୍ଦିରରେ କାର୍ତ୍ତିକ ବ୍ରତ ପାଳନ କରାଯାଉଥିଲେ ମଧ୍ୟ, କାର୍ତ୍ତିକ କୃଷ୍ଣପକ୍ଷ ପ୍ରତିପଦା ଦିନ ହବିଷ୍ୟାଳୀ ମାନେ ପରମ୍ପରାନୁସାରେ କାର୍ତ୍ତିକ ବ୍ରତ ଆରମ୍ଭ କରିବେ ।

NEP
ଜାତୀୟ ଶିକ୍ଷା ନୀତି ୨୦୨୦ କାର୍ଯ୍ୟକାରିତା ପାଇଁ ତତ୍ପରତା, ଟାସ୍କଫୋର୍ସକୁ ପୁନର୍ଗଠନ କଲେ ରାଜ୍ୟ ସରକାର

ଜାତୀୟ ଶିକ୍ଷା ନୀତି-୨୦୨୦ କାର୍ଯ୍ୟକାରିତା ପାଇଁ ଟାସ୍କଫୋର୍ସର ପୁନର୍ଗଠନ କରିଛନ୍ତି ରାଜ୍ୟ ସରକାର ।

Investor Meet
ମୁମ୍ବାଇରେ ଓଡ଼ିଶା ସରକାରଙ୍କ ନିବେଶକ ସମ୍ମିଳନୀ, ସାମିଲ ହେବେ ମୁଖ୍ୟମନ୍ତ୍ରୀ

ଶିଳ୍ପାୟନ କ୍ଷେତ୍ରରେ ରାଜ୍ୟକୁ ଅଧିକ ପୁଞ୍ଜି ଆଣିବା ଲକ୍ଷ୍ୟରେ ଦିଲ୍ଲୀ ପରେ ମୁମ୍ବାଇରେ ଏଭଳି କାର୍ଯ୍ୟକ୍ରମ ଆୟୋଜନ କରାଯାଉଛି। ଯେଉଁଥିରେ ନିବେଶକଙ୍କ ସହ ଆଲୋଚନା କରିବେ ରାଜ୍ୟ ସରକାର ।

Coast Guard DIG
କୋଷ୍ଟଗାର୍ଡ ଡିଆଇଜିଙ୍କୁ ଦୁର୍ବ୍ୟବହାର ଅଭିଯୋଗ, ୨ ଯୁବକଙ୍କୁ ଅଟକ ରଖି ପୋଲିସର ପଚରାଉଚରା

କୋଷ୍ଟଗାର୍ଡ ଡିଆଇଜି ଏନେଇ ଥାନାରେ ଅଭିଯୋଗ କରିବା ପରେ ପୋଲିସ କମିଶନର ଏସ୍. ଦେବଦତ୍ତ ସିଂ ନୟାପଲ୍ଲୀ ଥାନାରେ ପହଞ୍ଚି କୋଷ୍ଟଗାର୍ଡ ଡିଆଇଜିଙ୍କ ସହ ଆଲୋଚନା କରିଥିଲେ ।

Cyber Fraud
ଦାଉ ସାଧୁଛନ୍ତି ସାଇବର ଠକ, ଆଖି ପିଛୁଳାକେ ଖାଲି କରିଦେଉଛନ୍ତି ବ୍ୟାଙ୍କ ଆକାଉଣ୍ଟ

ଆପଣ ଯଦି ସଚେତନ ନ ହେବେ, ତା’ହେଲେ ସାଇବର୍ ଠକଙ୍କ ପଞ୍ଝାରୁ ଆଉ ମୁକୁଳିପାରିବେନି । ପ୍ରତି ମୂହୁର୍ତ୍ତରେ କାହାକୁ ନା କାହାକୁ ଚୁନା ଲଗାଉଛନ୍ତି ଅଦୃଶ୍ୟ ଠକ।

PCC President
ବିନା ମୁରବିରେ ଓଡ଼ିଶା କଂଗ୍ରେସକୁ ୩ ମାସ, ଏଯାଏଁ ନୂଆ ପିସିସି ସଭାପତି ବାଛି ପାରୁନି AICC

ମାସ ମାସ ଧରି ବିନା ମୁରବିରେ ଚାଲିଛି ଓଡ଼ିଶା କଂଗ୍ରେସ। ପିସିସି ସମେତ ଦଳର ସବୁ କମିଟି ଭାଙ୍ଗିବାକୁ ୩ ମାସ ବିତିବାକୁ ଯାଉଛି। ହେଲେ ନୂଆ ମଙ୍ଗୁଆଳ ଏଯାଏଁ ନିଯୁକ୍ତ କରିପାରିନାହିଁ AICC ।

Prasanna Patsani
ବିସ୍ଫୋରକ ଖୁଲାସା କଲେ ପ୍ରସନ୍ନ; କହିଲେ, ବିଜୁଙ୍କୁ ଭାରତ ରତ୍ନ ମିଳିବା ଚାହୁଁନଥିଲେ ପାଣ୍ଡିଆନ

ଗୀତା ମେହେଟ୍ଟାଙ୍କୁ ରାଜ୍ୟସଭା ପଠାଇବାକୁ ବିରୋଧ କରିଥିଲେ ପାଣ୍ଡିଆନ । ପାଣ୍ଡିଆନ ବିରୋଧ କରିଥିବା ଖୋଲାଖୋଲି କହିଲେ ପ୍ରସନ୍ନ ପାଟ୍ଟଶାଣୀ ।

Ice Cream Factory
ରାଉରକେଲାରୁ ଠାବ ହେଲା ଅପମିଶ୍ରିତ ଆଇସକ୍ରିମ୍ ଫ୍ୟାକ୍ଟ୍ରି, ଏକ କ୍ବିଣ୍ଟାଲରୁ ଅଧିକ ଆଇସକ୍ରିମ୍ ଜବତ

ଆଜି ମହାନଗର ନିଗମ ଓ ଫୁଡ୍‌ ସେଫ୍ଟି ବିଭାଗ ପକ୍ଷରୁ କମ୍ପାନି ଉପରେ ରେଡ୍ କରାଯାଇଛି । ଏହି ଆଇସକ୍ରିମ୍‌ ଫ୍ୟାକ୍ଟ୍ରିରୁ ଏକ କ୍ବିଣ୍ଟାଲରୁ ଅଧିକ ଆଇସକ୍ରିମକୁ ଜବତ କରାଯାଇଛି ।

Habisyalis
ରାସ୍ତା ଉପରେ ଧାରଣାରେ ବସିଲେ ଅଣପଞ୍ଜୀକୃତ ହବିଷ୍ୟାଳି

ବୃନ୍ଦାବତୀ ନିବାସ ସମ୍ମୁଖ ରାସ୍ତାରେ ହବିଷ୍ୟାଳିମାନେ ଧାରଣା ଦେଇଛନ୍ତି । ରାସ୍ତାରେ ହବିଷ୍ୟାଳିଙ୍କ ଧାରଣା ଯୋଗୁଁ ଯାତାୟାତ ବାଧାପ୍ରାପ୍ତ ହୋଇଛି ।

Baba Siddique
ବାବା ସିଦ୍ଦିକି ହତ୍ୟାକାଣ୍ଡର ବଡ଼ ଖୁଲାସା, ୬୫ ଗୁଳି ନେଇ ମାରିବାକୁ ଆସିଥିଲେ ସୁଟର୍

ମର୍ଡର କରିବା ପରେ କିଭଳି ଖସି ପଳାଇବେ ସେ ନେଇ ମଧ୍ୟ ଆଗୁଆ ପ୍ରସ୍ତୁତ ହୋଇଥିଲା ଯୋଜନା । ୬୫ ଗୁଳି ସହ ବାବା ସିଦ୍ଦିକିଙ୍କୁ ମାରିବାକୁ ଆସିଥିଲେ ହତ୍ୟାକାରୀ ।

Conflict in BJD
କଟକରେ ଜଳ ଜଳ ବିଜେଡି ଗୋଷ୍ଠୀ କନ୍ଦଳ, ନବୀନଙ୍କ ଜନ୍ମଦିନ କାର୍ଯ୍ୟକ୍ରମରେ ଯୋଗଦେଲେନି ମେୟର

ଏହି କାର୍ଯ୍ୟକ୍ରମରେ ମେୟର ସୁବାସ ସିଂ ଓ ସିଏମସି କର୍ପୋରେଟରଙ୍କୁ ଦେଖିବାକୁ ମିଳିନଥିଲା । ଯୁବ ଓ ଛାତ୍ର ବିଜେଡି ଗୋଷ୍ଠୀ ଦେବାଶିଷଙ୍କ କ୍ୟାମ୍ପର ହୋଇଥିବାରୁ ସୁବାଷ ଓ ତାଙ୍କ ଗୋଷ୍ଠୀର କର୍ପୋରେଟରଙ୍କୁ ସେଠାକୁ ଡକାଯାଇନଥିଲା ବୋଲି ଚର୍ଚ୍ଚା ହେଉଛି ।

Train Ticket Booking
ବଦଳିଲା ଟ୍ରେନ୍‌ ଟିକେଟ୍‌ ବୁକିଂ ନିୟମ, ୪ ମାସ ନୁହେଁ ୨ ମାସ ପୂର୍ବରୁ କରିବେ ଆଡଭାନ୍ସ ବୁକିଂ

ବିଦେଶୀ ପର୍ଯ୍ୟଟକମାନେ ୩୬୫ ଦିନ ପୂର୍ବରୁ ଆଡଭାନ୍ସ ବୁକିଂ କରିପାରିବେ । ଏହି ନୂଆ ନିୟମ ନଭେମ୍ବର ୧ରୁ ଲାଗୁ ହେବ ।

ବିଜେବି କଲେଜରୁ ସାମ୍ବାଦିକତାରେ ସ୍ନାତକୋତ୍ତର ଡିଗ୍ରୀ । ପରେ ବଡ଼ ଖବରରେ ସାମ୍ବାଦିକ ଭାବେ କାର୍ଯ୍ୟାରମ୍ଭ କଲି । ଏହାର ଭିତରେ ଡିଜିଟାଲ ମିଡିଆରେ କାମ କରିବାର ସୁଯୋଗ ଜୁଟିଲା। ନନ୍ଦିଘୋଷ ଟିଭି ଡିଜିଟାଲ ବିଭାଗରେ ୨ ବର୍ଷ କାର୍ଯ୍ୟ କରିବା ପରେ ଏବେ ଓଟିଭିରେ କାର୍ଯ୍ୟରତ । ଦେଶବିଦେଶ ଓ ଖେଳ ଖବର ସ୍ୱତନ୍ତ୍ର ଭାବେ ଉପସ୍ଥାପନ କରିବାରେ ରୁଚି ରହିଛି।