• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Santosh Kumar Sahoo

Santosh Kumar Sahoo

Editor

ବିଜେବି କଲେଜରୁ ସାମ୍ବାଦିକତାରେ ସ୍ନାତକୋତ୍ତର ଡିଗ୍ରୀ । ପରେ ବଡ଼ ଖବରରେ ସାମ୍ବାଦିକ ...more

ବିଜେବି କଲେଜରୁ ସାମ୍ବାଦିକତାରେ ସ୍ନାତକୋତ୍ତର ଡିଗ୍ରୀ । ପରେ ବଡ଼ ଖବରରେ ସାମ୍ବାଦିକ ଭାବେ କାର୍ଯ୍ୟାରମ୍ଭ କଲି । ଏହାର ଭିତରେ ଡିଜିଟାଲ ମିଡିଆରେ କାମ କରିବାର ସୁଯୋଗ ଜୁଟିଲା। ନନ୍ଦିଘୋଷ ଟିଭି ଡିଜିଟାଲ ବିଭାଗରେ ୨ ବର୍ଷ କାର୍ଯ୍ୟ କରିବା ପରେ ଏବେ ଓଟିଭିରେ କାର୍ଯ୍ୟରତ । ଦେଶବିଦେଶ ଓ ଖେଳ ଖବର ସ୍ୱତନ୍ତ୍ର ଭାବେ ଉପସ୍ଥାପନ କରିବାରେ ରୁଚି ରହିଛି।

less

Posts by Santosh Kumar Sahoo

Bhubaneswar DCP
ମେଜର ଓ ବାନ୍ଧବୀଙ୍କୁ ମାଡ଼ ଘଟଣା: ମୁହଁ ଖୋଲିଲେ ପୀଡ଼ିତା, ଡିସିପିଙ୍କ ବୟାନକୁ ନେଇ ଉଠିଲା ପ୍ରଶ୍ନ

ତେବେ ପୀଡ଼ିତାଙ୍କ ମନ୍ତବ୍ୟ ପରେ ଏବେ ଡିସିପିଙ୍କ କଥାର ସତ୍ୟତାକୁ ନେଇ ପ୍ରଶ୍ନ ଉଠିଛି । ANIକୁ ମନ୍ତବ୍ୟ ଦେଇ ଡିସିପି ମେଜର ଓ ବାନ୍ଧବୀଙ୍କୁ ଦୋଷାରୋପ କରିଥିଲେ ।

Naveen Patnaik
ମେଜର ଓ ତାଙ୍କ ବାନ୍ଧବୀଙ୍କୁ ନିର୍ଯାତନା ମାମଲା: ବିଚାର ବିଭାଗୀୟ ତଦନ୍ତ ଦାବି କଲେ ନବୀନ

ନବୀନ ପଟ୍ଟନାୟକ କହିଛନ୍ତି ତାଙ୍କ ସରକାର ସମୟରେ ସେ ସବୁ ଫୋନ୍ କରି ବୁଝୁଥିଲେ । ଏବେ ବିଜେପି ସରକାରକୁ ଶହେ ଦିନ ବିତିଲାଣି । ସେମାନେ ସେସବୁ ଅନୁଧ୍ୟାନ କରିବା କଥା ବୋଲି ନବୀନ କହିଛନ୍ତି ।

 Foreign Influence in Odisha's Villages
ଦେଶୀ ମାଟିରେ ବାସୁଛି ବିଦେଶୀ ନାଁର ବାସ୍ନା

ଆମେ ଓଡ଼ିଆ ଲୋକ । ଆମ ମାଟିର ନାଁ, ଗାଁ ଠିକଣା ସବୁଥିରେ ଆପଣ ଓଡ଼ିଆ ଓଡ଼ିଆ ବାସ୍ନା ବାରିବେ । କିନ୍ତୁ କିଛି ଏମିତି ସ୍ଥାନ ଅଛି ଯାହା ସବୁ ବିଦେଶୀ ବିଦେଶୀ ବାସିବ । ଓଡ଼ିଆ ମାଟିରେ ଏ ବିଦେଶୀ ବିରଳ ନାଁ କ’ଣ ପାଇଁ...

Divyang Devotee
ପାଦରେ ବଳ ନାହିଁ... ହେଲେ ହାତ ଠାରି ଡାକୁଛି କାଳିଆ ସାଆଁନ୍ତ

ପାଦରେ ବଳ ନାହିଁ... ହେଲେ ହାତ ଠାରି ଡାକିଛି କାଳିଆ ସାଆଁନ୍ତ । ଚାଲିବାକୁ ଶକ୍ତି ନାହିଁ... ହେଲେ ଜଗା ଲଗେଇ ଦେଇଛି ଭାବର ଡୋରୀ ।

Vigilance Raid
ଭିଜିଲାନ୍ସ ଜାଲରେ ଆଉ ଜଣେ ବଡ଼ବାବୁ, ୧୧ଟି ସ୍ଥାନରେ ଚାଲିଛି ରେଡ୍‌

ଏକକାଳୀନ ଭୁବନେଶ୍ବର, ବ୍ରହ୍ମପୁର, ବାଲେଶ୍ବର, କେନ୍ଦୁଝର ଓ ଫୁଲବାଣୀରେ ମୋଟ ୧୧ଟି ସ୍ଥାନରେ ଚଢାଉ କରିଛି ଭିଜିଲାନ୍ସ ।

Subhadra Yojana
ସୁଭଦ୍ରା ଟଙ୍କା ଶୀଘ୍ର ନ ଉଠାଇଲେ ଫେରିଯିବ ବୋଲି ଗୁଜବ; ବ୍ୟାଙ୍କରେ ଶହ ଶହ ମହିଳାଙ୍କ ପ୍ରବଳ ଭିଡ଼

ଏମିତିକି ବ୍ୟାଙ୍କ ୧୦ଟା ବେଳେ ଖୋଲୁଥିବାବେଳେ ସକାଳ ୮ରୁ ମହିଳାମାନେ ଆସି ଧାଡିରେ ଛିଡା ହୋଇଥିଲେ ।

Snake Rescued
ରବି ଟକିଜ୍ ଛକରେ ଚାଞ୍ଚଲ୍ୟ, ଚଳନ୍ତା କାରରୁ ଖସିଲା ନାଗ

ତେବେ ଟ୍ରାଫିକ କନେଷ୍ଟବଳ ଚାରିପଟୁ ଗାଡ଼ିକୁ ବନ୍ଦ କରିଦେବାରୁ ସାପଟି ସୁରକ୍ଷିତ ଭାବେ ନିକଟସ୍ଥ ଫୁଟପାଥକୁ ଚାଲିଯାଇଥିଲା ।

Mohan Majhi
‘ସଙ୍କଳ୍ପ ପତ୍ର ଆମ ପାଇଁ ଧର୍ମଗ୍ରନ୍ଥ, ଯାହା ବର୍ଷ ବର୍ଷ ଧରି ହୋଇନଥିଲା ତାହା କରିଛୁ’

ସଂକଳ୍ପ ପତ୍ରରେ ଲୋକଙ୍କୁ ଦିଆଯାଇଥିବା ପ୍ରତିଶ୍ରୁତି ପୂରା କରିଛୁ, କରିବୁ ମଧ୍ୟ । ସରକାରର ପ୍ରଥମ ଦିନରେ ଭକ୍ତଙ୍କ ପାଇଁ ଶ୍ରୀମନ୍ଦିର ଚାରି ଦ୍ବାର ଖୋଲିବା ସହ ରତ୍ନଭଣ୍ଡାର ଖୋଲି ଗଣତି ମଣତି ପାଇଁ ପ୍ରକ୍ରିୟା ଆରମ୍ଭ କଲୁ ।

Deadbody inside suitcase
ଘର ପାଖରେ ପଡ଼ିଥିଲା ବାକ୍ସ, ଭିତରେ ଥିଲା ମହିଳାଙ୍କ ଖଣ୍ଡ ବିଖଣ୍ଡିତ ଶବ

ସୁଟକେସରେ ଯେଉଁ ମହିଳାଙ୍କ ମୃତଦେହ ମିଳିଥିଲା, ତାଙ୍କ ନାଁ ଦୀପା ବୋଲି ଜଣା ପଡ଼ିଛି ।

Forester Death
କାହିଁକି ଜୀବନ ହାରିଲେ ଭବାନୀପାଟଣା ଫରେଷ୍ଟର ? ଡେଥ୍ ସସପେନ୍ସ ବଢ଼ାଇଛି ସୁଇସାଇଡ୍ ନୋଟ୍ ?

ସଂଜୟଙ୍କ ସୁଇସାଇଡ୍ ନୋଟ୍ ପଢିଥିଲେ ଭାଇ ରବି ନାରାୟଣ । ତାଙ୍କ ଅଭିଯୋଗ ଅନୁସାରେ ସଂଜୟ ବିଗତ ୪ ବର୍ଷରୁ ଜାରି ରିସର୍ଚ୍ଚ ସେଣ୍ଟରରେ କାମ କରୁଥିଲେ । ତାଙ୍କୁ ଡିଏଫଓ ବାରମ୍ବାର ପିସି ପାଇଁ ଚାପ ପକାଇ ଆସୁଥିଲେ ।

Diesel Car
ଭାରତରେ ଆଉ ବିକ୍ରି ହେବନି ଡିଜେଲ୍ କାର !

ସରକାରଙ୍କ ଏହି ପ୍ରସ୍ତାବ କେବଳ ସେହି ସହରଗୁଡିକରେ କାର୍ଯ୍ୟକାରୀ ହେବ ଯେଉଁଠାରେ ପ୍ରଦୂଷଣ ସ୍ତର ଅଧିକ ଏବଂ ଜନସଂଖ୍ୟା ୧୦ ଲକ୍ଷରୁ ଅଧିକ ।

Delhi Metro
ମେଟ୍ରୋରେ ଆସିଲା ମା’ଙ୍କ ଫୋନ୍‌, ଯୁବତୀ କହିଲେ ଏମିତି ମିଛ, ହସି ହସି ଗଡ଼ିଲେ ଯାତ୍ରୀ

ସାଧାରଣତଃ ଯେତେବେଳେ ଆମେ ଦିଲ୍ଲୀ ମେଟ୍ରୋ ବିଷୟରେ କହୁ, ଆପଣ ଡ୍ୟାନ୍ସିଂ ରିଲ୍ସ ବିଷୟରେ ଭାବୁଥିବେ । କିନ୍ତୁ ଏହି ଭିଡିଓଟି ପୂରା ଅଲଗା ।

Medical College
ସ୍ୱାସ୍ଥ୍ୟମନ୍ତ୍ରୀଙ୍କ ବଡ଼ ଘୋଷଣା, ରାଜ୍ୟର ସବୁ ଜିଲ୍ଲାରେ ହେବ ମେଡିକାଲ କଲେଜ

ଏବେ ରାଜ୍ୟରେ ୧୧ଟି ମେଡିକାଲ କଲେଜ ଥିବାବେଳେ ତାଳଚେର ଓ କନ୍ଧମାଳରେ ଆଉ ଦୁଇଟି ମେଡିକାଲ କଲେଜ ନିର୍ମାଣ ପାଇପ ଲାଇନରେ ରହିଛି ।

death suspense
ସମ୍ବଲପୁରୀ ଗାୟିକାଙ୍କ ମୃତ୍ୟୁ ସସପେନ୍ସ, ସ୍କ୍ରବ୍ ଟାଇଫସ୍ ନୁହେଁ ସ୍ଲୋ ପଏଜନ ଯୋଗୁଁ ମୃତ୍ୟୁ !

୧୫ ଦିନ ତଳେ ବଲାଙ୍ଗୀରରେ ସୁଟିଂ ବେଳେ ସେ ଅସୁସ୍ଥ ହୋଇଥିଲେ । ଗତ ଅଗଷ୍ଟ ୨୭ରେ ତାଙ୍କୁ ପ୍ରଥମେ ଭବାନୀପାଟଣା, ବଲାଙ୍ଗୀର ଭୀମ ଭୋଇ ମେଡ଼ିକାଲ କଲେଜ ଓ ପରେ ଗୁରୁତର ହେବାରୁ ବରଗଡ଼ ଏକ ଘରୋଇ ମେଡିକାଲରେ ଚିକିତ୍ସିତ ହେଉଥିଲେ ।

Guidelines
ସ୍ବାସ୍ଥ୍ୟ ସେବା କ୍ଷେତ୍ରରେ ସୁରକ୍ଷା ଗାଇଡଲାଇନ୍‌, ଏଣିକି OPDରେ ରହିବେ ୨୪ ଘଣ୍ଟିଆ ସୁରକ୍ଷାକର୍ମୀ

ସେହିପରି ପୁରୁଷ ଓ ମହିଳା ଡାକ୍ତରଙ୍କ ପାଇଁ ଡ୍ୟୁଟି ଓ ରେଷ୍ଟ ରୁମ୍ ରହିବ । ସବୁ ସରକାରୀ ମେଡିକାଲ କଲେଜରେ ଫାଣ୍ଡି ବାଧ୍ୟତାମୂଳକ ।

Flood
ବାଲେଶ୍ବର ବନ୍ୟାସ୍ଥିତି ଗମ୍ଭୀର

ବାଲେଶ୍ବର ବନ୍ୟାସ୍ଥିତି ଗମ୍ଭୀର। ପାଣି ଘେରରେ ବାଲିଆପାଳ, ଭୋଗରାଇ, ବସ୍ତା, ଜଳେଶ୍ବର ଓ ସଦର ବ୍ଲକର ଶହ ଶହ ଗାଁ, ଲୋକଙ୍କ ଜୀବନ ଦୁର୍ବିଃସହ ହୋଇ ପଡିଛି। ପୂର୍ଣ୍ଣମୀ ପାଇଁ ପାଣି ଛାଡୁନଥିବାରୁ ବଢ଼ିଛି ବିପନ୍ନଙ୍କ ସମସ୍ୟା।

One Nation One Election
ୱାନ୍ ନେସନ୍ ୱାନ୍ ଇଲେକ୍ସନକୁ କ୍ୟାବିନେଟ୍ ମଂଜୁରୀ

ଦେଶରେ ଦୁଇଟି ପର୍ଯ୍ୟାୟରେ ହେଉ ନିର୍ବାଚନ। ପ୍ରଥମେ ଏକକାଳୀନ ଲୋକସଭା ଓ ରାଜ୍ୟ ବିଧାନସଭା ନିର୍ବାଚନ ଏବଂ ତାର ଶହେ ଦିନ ଭିତରେ ସମସ୍ତ ପୌରାଞ୍ଚଳ ଏବଂ ପଂଚାୟତ ନିର୍ବାଚନ କରାଯାଉ।

Subhadra Yojana
ସୁଭଦ୍ରା ଟଙ୍କା ପାଇଁ ବ୍ୟାଙ୍କ ଆଗରେ ଲମ୍ବା ଲାଇନ୍

ମୋବାଇଲ ନେଟୱର୍କ ସମସ୍ୟା ଯୋଗୁଁ ଉପାନ୍ତ ଅଞ୍ଚଳର ବହୁ ମହିଳା ଏବେବି ସୁଭଦ୍ରା ଯୋଜନାରେ ସାମିଲ ହେବାକୁ ଆବେଦନ କେନ୍ଦ୍ରରେ ଅପେକ୍ଷା କରୁଛନ୍ତି ।

Army Major Assaulted
ଥମୁନି ଭରତପୁର ଥାନା କଳଙ୍କ

ରାଜଧାନୀରେ ଭିଆଇଥିଲେ ମୁଣ୍ଡନୁଆଁଇ ଦେଲା ଭଳି କାଣ୍ଡ । ବୋଳି ଦେଇଥିଲେ ସାରା ପୋଲିସ ବିଭାଗରେ କଳଙ୍କ । ଆର୍ମି ମେଜର୍ ଓ ବାନ୍ଧବୀଙ୍କୁ ସାଂଘାତିକ ନିର୍ଯାତନା ଦେଇ ଶେଷରେ ଭୋଗିଲେ ଦଶା।

Flood
ମାଡ଼ି ଆସିଛି ବନ୍ୟା...ବୁଡ଼ିଛି ଗାଁ, ଭାସୁଛି ଚୂଲି ଚାଳ

ବାଲେଶ୍ବର ବନ୍ୟାସ୍ଥିତି ଗମ୍ଭୀର। ପାଣି ଘେରରେ ବାଲିଆପାଳ, ଭୋଗରାଇ, ବସ୍ତା, ଜଳେଶ୍ବର ଓ ସଦର ବ୍ଲକର ଶହ ଶହ ଗାଁ, ଲୋକଙ୍କ ଜୀବନ ଦୁର୍ବିଃସହ ହୋଇ ପଡିଛି। ପୂର୍ଣ୍ଣମୀ ପାଇଁ ପାଣି ଛାଡୁନଥିବାରୁ ବଢ଼ିଛି ବିପନ୍ନଙ୍କ ସମସ୍ୟା।

ବିଜେବି କଲେଜରୁ ସାମ୍ବାଦିକତାରେ ସ୍ନାତକୋତ୍ତର ଡିଗ୍ରୀ । ପରେ ବଡ଼ ଖବରରେ ସାମ୍ବାଦିକ ଭାବେ କାର୍ଯ୍ୟାରମ୍ଭ କଲି । ଏହାର ଭିତରେ ଡିଜିଟାଲ ମିଡିଆରେ କାମ କରିବାର ସୁଯୋଗ ଜୁଟିଲା। ନନ୍ଦିଘୋଷ ଟିଭି ଡିଜିଟାଲ ବିଭାଗରେ ୨ ବର୍ଷ କାର୍ଯ୍ୟ କରିବା ପରେ ଏବେ ଓଟିଭିରେ କାର୍ଯ୍ୟରତ । ଦେଶବିଦେଶ ଓ ଖେଳ ଖବର ସ୍ୱତନ୍ତ୍ର ଭାବେ ଉପସ୍ଥାପନ କରିବାରେ ରୁଚି ରହିଛି।