Advertisment

ରାଜାଙ୍କୁ ଫୁଲ୍‌ ପ୍ରୋତ୍ସାହନ ଦେଇଥିଲେ ଜିଲ୍ଲାପାଳ ଓ ଏସପି

ରାଜାର କଳା କାରନାମା ପାଇଁ ଜିଲ୍ଲାପାଳ ଓ ଏସ୍‌ପି ଫୁଲ୍ ପ୍ରୋତ୍ସାହନ ଦେଇଥିଲେ, ଏମିତିକି ରାଜାଙ୍କ ବେପାରରେ ଭାଗିଦାର ଥିଲେ । ଖଣିଠୁ ଚୋରାଚାଲାଣ ଯାଏଁ ସବୁ କିଛିରେ ରାଜାଙ୍କୁ ଖୋଜା ପଡ଼ୁଥିଲା ।

author-image
Santosh Kumar Sahoo

ବିଜେଡି ନେତା ରାଜା ଚକ୍ରଙ୍କ ଇସାରାରେ ଚାଲୁଥିଲେ ଜିଲ୍ଲାପାଳ ଓ ଏସପି। ରାଜା ଚକ୍ର ଗିରଫ ହେବା ପରେ ଆଜି କିଛି ଏଭଳି ବିସ୍ଫୋରକ ବୟାନ ରଖିଛନ୍ତି ପୂର୍ବତନ ମନ୍ତ୍ରୀ ତଥା ଘଷିପୁରା ବିଜେଡି ବିଧାୟକ ବଦ୍ରି ନାରାୟଣ ପାତ୍ର । ତତ୍କାଳୀନ ଜିଲ୍ଲାପାଳ ଆଶିଷ ଠାକରେ ଓ ଏସପି ମିତ୍ରଭାନୁ ମହାପାତ୍ର ରାଜାଙ୍କ ଇସାରାରେ କାମ କରୁଥିଲେ ।

Advertisment
Badri Patra Raja Chakra
Advertisment
Advertisment