• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Santosh Kumar Sahoo

Santosh Kumar Sahoo

Editor

ବିଜେବି କଲେଜରୁ ସାମ୍ବାଦିକତାରେ ସ୍ନାତକୋତ୍ତର ଡିଗ୍ରୀ । ପରେ ବଡ଼ ଖବରରେ ସାମ୍ବାଦିକ ...more

ବିଜେବି କଲେଜରୁ ସାମ୍ବାଦିକତାରେ ସ୍ନାତକୋତ୍ତର ଡିଗ୍ରୀ । ପରେ ବଡ଼ ଖବରରେ ସାମ୍ବାଦିକ ଭାବେ କାର୍ଯ୍ୟାରମ୍ଭ କଲି । ଏହାର ଭିତରେ ଡିଜିଟାଲ ମିଡିଆରେ କାମ କରିବାର ସୁଯୋଗ ଜୁଟିଲା। ନନ୍ଦିଘୋଷ ଟିଭି ଡିଜିଟାଲ ବିଭାଗରେ ୨ ବର୍ଷ କାର୍ଯ୍ୟ କରିବା ପରେ ଏବେ ଓଟିଭିରେ କାର୍ଯ୍ୟରତ । ଦେଶବିଦେଶ ଓ ଖେଳ ଖବର ସ୍ୱତନ୍ତ୍ର ଭାବେ ଉପସ୍ଥାପନ କରିବାରେ ରୁଚି ରହିଛି।

less

Posts by Santosh Kumar Sahoo

ଏବେ କାଉଣ୍ଟଡାଉନ୍‌, ଆସିବେ ୧୦ ହଜାର ଅତିଥି
Pravasi Bharatiya Divas: ପ୍ରବାସୀ ଭାରତୀୟ ଦିବସ ପାଇଁ କାଉଣ୍ଟଡାଉନ୍, ଭୂମିପୂଜା ପରେ ଆଜିଠୁ ନିର୍ମାଣ କାମର ଶ୍ରୀଗଣେଶ

ପ୍ରବାସୀ ଭାରତୀୟ ସମ୍ମିଳନୀ ପାଇଁ କାଉଣ୍ଟଡାଉନ୍ । ଓଡ଼ିଶା ପ୍ରଥମ ଥର ଆୟୋଜନ କରୁଛି ଏହି ମେଗା ଇଭେଣ୍ଟ । ହାତରେ ପାଖାପାଖି ମାସେ ସମୟ ରହିଲା। ଏଥିପାଇଁ ପ୍ରସ୍ତୁତି ଜୋରଦାର ହୋଇଛି ।

ପୂରା ହେବ ରିଂ ରୋଡ୍ ସ୍ୱପ୍ନ !
Bhubaneswar Ring Road Project: ଟ୍ରାଫିକ ଯନ୍ତ୍ରଣାରୁ ମୁକ୍ତ ହେବ ରାଜଧାନୀ, କ୍ୟାପିଟାଲ ସିଟିକୁ ଘେରି ରହିବ ରିଂ ରୋଡ୍

ଭୁବନେଶ୍ବର ସହରରେ କ୍ରମବର୍ଦ୍ଧିଷ୍ଣୁ ଜନସଂଖ୍ୟା ସହ ତାଳ ଦେଇ ଯେଉଁଭଳି ଯାନବାହନ ସଂଖ୍ୟା ବଢ଼ି ଚାଲିଛି, ସେଥିରେ ଲୋକେ କଲବଲ ହେଉଛନ୍ତି । ତେଣୁ ଟ୍ରାଫିକ ବ୍ୟବସ୍ଥାକୁ ଉପଯୋଗୀ ଓ ସହଜ କରିବା ଉପରେ ଗୁରୁତ୍ବାରୋପ କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ମାଝୀ ।

ଆସିବ ଏକକ ନିର୍ବାଚନ ବିଲ୍‌
One Nation One Election: ପାର୍ଲାମେଣ୍ଟର ଚଳିତ ଅଧିବେଶନରେ ଆସିପାରେ ୱାନ୍ ନେସନ୍‌-ୱାନ୍‌ ଇଲେକ୍ସନ ବିଲ୍

ସଂସଦର ଉଭୟ ଗୃହର ଦୁଇ-ତୃତୀୟାଂଶ ବହୁମତ ସହ ଅତିକମରେ ୬ଟି ବିଧେୟକ ପାସ୍ ହେବ । ବିଜେପି ନେତୃତ୍ୱାଧୀନ NDA ପାଖରେ ଉଭୟ ଲୋକସଭା ଓ ରାଜ୍ୟସଭାରେ ଆବଶ୍ୟକ ସଂଖ୍ୟା ରହିଛି । କିନ୍ତୁ ସାମ୍ବିଧାନିକ ସଂଶୋଧନ ପାଇଁ ଆବଶ୍ୟକ ସଂଖ୍ୟା ଏକ ଚ୍ୟାଲେଞ୍ଜ ସୃଷ୍ଟି କରୁଛି ।

Migrant Labourers
Video: ରାତି ଅଧରେ ଦାଦନ ପରିବହନ

କିଏ ପରିବାରକୁ ସାଙ୍ଗରେ ନେଇଯାଉଛନ୍ତି ତ ଆଉ କିଏ ବୁଢ଼ା ବାପା, ମା’ଙ୍କୁ ଛାଡ଼ି ଦାଦନ ଯାଉଛନ୍ତି । କଣ୍ଟାବାଞ୍ଜି ରେଳ ଷ୍ଟେସନ ପ୍ଲାଟଫର୍ମରେ ଆଖି ଯେ ପର୍ଯ୍ୟନ୍ତ ପାଉଛି, ସେ ଯାଏଁ ଲମ୍ବିଛି ଦାଦନ ଶ୍ରମିକଙ୍କ ସୁଅ ।

IPS Politics
IPS କୁଟ୍ଟେ-ଆଶିଷଙ୍କ ବିରୋଧରେ ଆକ୍ସନ ନା ପ୍ରମୋସନ

ଆଶିଷ ସିଂ ଆଉ D.S. କୁଟ୍ଟେ । ବିଜେଡି ସରକାର ଏବଂ ପାଣ୍ଡିଆନଙ୍କ ଦୁଇ ବ୍ଲୁ ଆଏଡ୍ ଆଇପିଏସ୍ ।

ସୁଜିତଙ୍କ ପାଇଁ CM ପ୍ରସ୍ତାବକ
ସୁଜିତ୍ କୁମାରଙ୍କୁ ରାଜ୍ୟସଭା ପ୍ରାର୍ଥୀ କଲା ବିଜେପି

ବିଜେଡି ଛାଡ଼ି ବିଜେପି ଆସିଲେ । ଆଉ ରାଜ୍ୟସଭା ପ୍ରାର୍ଥୀ ହେଲେ । ସବୁ ଚର୍ଚ୍ଚାର ଅବସାନ ଘଟାଇ ଆଜି ରାଜ୍ୟସଭା ପାଇଁ ନାମାଙ୍କନ ଦାଖଲ କରିଛନ୍ତି ସୁଜିତ କୁମାର l

ସକାଳେ ଡ୍ରାଇଭର, ସଞ୍ଜରେ କିଲର୍‌
Video: ସିରିଏଲ୍ କିଲର୍, ୧୩ ବର୍ଷରେ ୧୨ଟି ମର୍ଡର

ସିରିଏଲ୍ କିଲର୍ । ୧୩ ବର୍ଷରେ ୧୨ଟି ମର୍ଡର । ସକାଳେ ଟାକ୍ସି ଡ୍ରାଇଭର । ସଂଜରେ ସାଜୁଥିଲା ତାନ୍ତ୍ରିକ । ତନ୍ତ୍ର ବିଦ୍ୟାରେ ଧନ ସଂପତ୍ତି ଚାରି ଗୁଣା କରିଦେବ କହି ପ୍ରଥମେ ଲୋକଙ୍କ ବିଶ୍ୱାସ ଜିତୁଥିଲା । ତାପରେ ତିଆରି କରୁଥିଲା ମର୍ଡର ପ୍ଲାନ୍‌ ।

ସମର୍ଥନ ନା ସ୍ୱାର୍ଥସାଧନ ?
Video: ଗାନ୍ଧି ମାର୍ଗରେ GPLF କର୍ମୀ ସଂଘର ମହାଗର୍ଜନ

ମହାତ୍ମାଗାନ୍ଧି ମାର୍ଗରେ ମହାଗର୍ଜନ । ବିଶାଳ ରାଲିରେ ଆସି ରାସ୍ତାରେ ବସିଲେ, ସରକାରଙ୍କୁ ଦରମା ମାଗିଲେ । ୯ ମାସର ବକେୟା ଦରମା ପ୍ରଦାନ ସହ ୧୦ ଦଫା ଦାବିରେ ଏକାଠି ହୋଇ ଗର୍ଜନ କରିଛନ୍ତି ମିଶନଶକ୍ତି ବିଭାଗ ଅଧିନରେ କାର୍ଯ୍ୟରତ ୬ଟି କମ୍ୟୁନିଟି ସପୋର୍ଟ ଷ୍ଟାଫ୍ ସଂଘ...

ସକାଳେ ଡ୍ରାଇଭର, ସଞ୍ଜରେ କିଲର୍‌
Serial Killer Unmasked: ସକାଳେ ଟାକ୍ସି ଡ୍ରାଇଭର...ସଂଜରେ ତାନ୍ତ୍ରିକ, ୧୩ ବର୍ଷରେ କରିଛି ୧୨ଟି ମର୍ଡର

ସିରିଏଲ୍ କିଲର୍ । ୧୩ ବର୍ଷରେ ୧୨ଟି ମର୍ଡର । ସକାଳେ ଟାକ୍ସି ଡ୍ରାଇଭର । ସଂଜରେ ସାଜୁଥିଲା ତାନ୍ତ୍ରିକ । ତନ୍ତ୍ର ବିଦ୍ୟାରେ ଧନ ସଂପତ୍ତି ଚାରି ଗୁଣା କରିଦେବ କହି ପ୍ରଥମେ ଲୋକଙ୍କ ବିଶ୍ୱାସ ଜିତୁଥିଲା । ତାପରେ ତିଆରି କରୁଥିଲା ମର୍ଡର ପ୍ଲାନ୍‌ ।

ସମର୍ଥନ ନା ସ୍ୱାର୍ଥସାଧନ ?
GPLF Workers Union Protests: ଗାନ୍ଧି ମାର୍ଗରେ GPLF କର୍ମୀ ସଂଘର ମହାଗର୍ଜନ, ସମର୍ଥନ ଆଳରେ ନିଆଁରେ ଘିଅ ଢାଳିଲେ ବିଜେଡି ନେତା

ମହାତ୍ମାଗାନ୍ଧି ମାର୍ଗରେ ମହାଗର୍ଜନ । ବିଶାଳ ରାଲିରେ ଆସି ରାସ୍ତାରେ ବସିଲେ, ସରକାରଙ୍କୁ ଦରମା ମାଗିଲେ । ୯ ମାସର ବକେୟା ଦରମା ପ୍ରଦାନ ସହ ୧୦ ଦଫା ଦାବିରେ ଏକାଠି ହୋଇ ଗର୍ଜନ କରିଛନ୍ତି ମିଶନଶକ୍ତି ବିଭାଗ ଅଧିନରେ କାର୍ଯ୍ୟରତ ୬ଟି କମ୍ୟୁନିଟି ସପୋର୍ଟ ଷ୍ଟାଫ୍ ସଂଘ...

ସୁଜିତଙ୍କ ପାଇଁ CM ପ୍ରସ୍ତାବକ
Sujeet Kumar: ରିପିଟ୍ ହେଲା ମମତା ମହନ୍ତ ଥିଓରୀ, ସୁଜିତ୍ କୁମାରଙ୍କୁ ରାଜ୍ୟସଭା ପ୍ରାର୍ଥୀ କଲା ବିଜେପି

ବିଜେଡି ଛାଡ଼ି ବିଜେପି ଆସିଲେ । ଆଉ ରାଜ୍ୟସଭା ପ୍ରାର୍ଥୀ ହେଲେ । ସବୁ ଚର୍ଚ୍ଚାର ଅବସାନ ଘଟାଇ ଆଜି ରାଜ୍ୟସଭା ପାଇଁ ନାମାଙ୍କନ ଦାଖଲ କରିଛନ୍ତି ସୁଜିତ କୁମାର l

ଆଶିଷ ସିଂଙ୍କ ଡେପୁଟେସନ ଅର୍ଡର ପରେ ପାୱାର କରିଡରରେ ହଲଚଲ୍
କ'ଣ ହେବ ଡିଏସ କୁଟ୍ଟେ ଏବଂ ରବିକାନ୍ତଙ୍କ ଭାଗ୍ୟ ?

ଡେପୁଟେସନରେ ଯିବେ ଆଶିଷ ସିଂ। କ'ଣ ହେବ ଡିଏସ କୁଟ୍ଟେ ଏବଂ ରବିକାନ୍ତଙ୍କ ଭାଗ୍ୟ ? ପାୱାର କରିଡରରେ ବଢିଲା ଚର୍ଚ୍ଚା ।

Rented House
ରାଜଧାନୀରେ ଭଡ଼ା ଘର ଖୋଜୁଥିଲେ ସାବଧାନ୍

ରାଜଧାନୀରେ ମାତିଛନ୍ତି ଘର ଭଡ଼ା ଦଲାଲ। ମାଲିକଙ୍କ ଅଜାଣତରେ ସେମାନଙ୍କ ଘର ଦେଖାଇ, ଘର ଖୋଜୁଥିବା ଲୋକଙ୍କଠାରୁ ଲୁଟି ନେଉଛନ୍ତି ଟଙ୍କା। ପରେ ନା ଘର ମିଳୁଛି ନା ସେମାନଙ୍କ ଟଙ୍କା। ଘର ଖୋଜିବାକୁ ଆସି ଠିକ୍ ଏମିତି ଠକେଇର ଶିକାର ହୋଇଛନ୍ତି ଯାଜପୁରର ଜଣେ ଶିକ୍ଷିତ ଯୁବକ।

Dadan
ଦାଦନ ଯିବେ ବୋଲି କଅଁଳା ଛୁଆକୁ ସରକାରଙ୍କ ହାତରେ ଟେକିଦେଲେ

ଦାଦନ କଳଙ୍କର ଟିକା ପିନ୍ଧିଥିବା ବଲାଙ୍ଗିର ଜିଲ୍ଲାରେ ନିଇତି ନୂଆ କାହାଣୀ। ଛୁଆ ବିକ୍ରି ଅଭିଯୋଗରେ କିଛିଦିନ ତଳେ ଯେଉଁ ବାପା, ମା’ ବିବାଦୀୟ ହୋଇପଡ଼ିଥିଲେ, ଦାଦନ ଯିବେ ବୋଲି ସେହି ବାପା, ମା’ ଏବେ ପିଲାକୁ ସରକାର ହାତରେ ଟେକି ଦେଇଛନ୍ତି। ପାଖରେ ୫ଟି ଛୁଆର ବୋଝ।...

ASO କେଳେଙ୍କାରୀରେ ବଣିକ !
ASO କେଳେଙ୍କାରୀରେ ‘ବଣିକ’ !

ଗତକାଲି ମୁଖ୍ୟମନ୍ତ୍ରୀ, ଓଡ଼ିଶା ସାର୍ବଜନୀନ ପରୀକ୍ଷା ବିଲ୍ ବିଧାନସଭାରେ ଆଗତ କରି ଯେଉଁ ବିବୃତି ରଖିଲେ ତାହା ନବୀନ ସରକାରର ଗୁମର ଖୋଲି ଦେଇଛି । ମୁଖ୍ୟମନ୍ତ୍ରୀ ମୋହନ ମାଝୀ କହିଥିଲେ, ୨୫ରୁ ୩୦ ଲକ୍ଷ ଟଙ୍କାରେ ASO ଚାକିରି ବିକ୍ରି ହୋଇଥିଲା ।

ପିଇଦେଲେ ୧୫ କୋଟି ଲିଟର ବିୟର
ଏ ବର୍ଷ ପିଇଦେଲେ ୧୫ କୋଟିରୁ ଅଧିକ ବଲକ ଲିଟର ବିୟର

ବିଦେଶୀ ହେଉ କି ଦେଶୀ । ରାଜ୍ୟରେ ପ୍ରତିବର୍ଷ ଢକ ଢକ କରି ପିଇ ଯାଉଛନ୍ତି ଲକ୍ଷ ଲକ୍ଷ ଲିଟର ମଦ । ଏଇ ବର୍ଷ ଲୋକେ ପିଇଛନ୍ତି ୧୫ କୋଟି ୩୫ଲକ୍ଷ ୭୨ ବଲକ୍ ଲିଟର ବିୟର ।

ଓଡ଼ିଶା ସିଟିଜେନ୍ସ ଆୱାର୍ଡ -୨୦୨୪
Odisha Citizens Award: ପ୍ରଦାନ କରାଗଲା OCA-୨୦୨୪, ବିଭିନ୍ନ କ୍ଷେତ୍ରର ୯ ବିଶିଷ୍ଟ ବ୍ୟକ୍ତିଙ୍କୁ ସମ୍ମାନ

ଏହି କାର୍ଯ୍ୟକ୍ରମରେ ଉପ ମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂଦେଓ ମୁଖ୍ୟ ଅତିଥି ଏବଂ ରାଜସ୍ବ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ ପୂଜାରୀ ସମ୍ମାନିତ ଅତିଥି ଭାବେ ଯୋଗଦେଇ ଏହି ବିଶିଷ୍ଟ ବ୍ୟକ୍ତିଙ୍କୁ ସମ୍ମାନିତ କରିଥିଲେ ।

ଭୁବନେଶ୍ୱରରେ CBI ରେଡ୍‌
CBI Raid in Bhubaneswar: ଭୁବନେଶ୍ବରରେ CBI ରେଡ୍, ଦାମୀଗାଡ଼ିରୁ ମିଳିଲା ପ୍ରାୟ ୧ କୋଟି ଟଙ୍କା !

ଏହି ଦାମୀଗାଡ଼ିରୁ ପ୍ରାୟ ୧ କୋଟି ଟଙ୍କା  ମିଳିଥିବା ସୂଚନା ମିଳିଛି । ତେବେ ଏହି ଦାମୀ ଗାଡ଼ିରେ ଥିବା ୪ ଜଣଙ୍କୁ ସିବିଆଇ ହେପାଜତକୁ ନେଇ ତଦନ୍ତ ଜାରି ରଖିଛି ।

ASO କେଳେଙ୍କାରୀରେ ବଣିକ !
ASO Recruitment Fraud: କିଏ ସେ ବଣିକ ? ଯିଏ ବିଜେଡି ଅମଳରେ କରୁଥିଲା ସରକାରୀ ଚାକିରି ବିକ୍ରି ?

ଗତକାଲି ମୁଖ୍ୟମନ୍ତ୍ରୀ, ଓଡ଼ିଶା ସାର୍ବଜନୀନ ପରୀକ୍ଷା ବିଲ୍ ବିଧାନସଭାରେ ଆଗତ କରି ଯେଉଁ ବିବୃତି ରଖିଲେ ତାହା ନବୀନ ସରକାରର ଗୁମର ଖୋଲି ଦେଇଛି । ମୁଖ୍ୟମନ୍ତ୍ରୀ ମୋହନ ମାଝୀ କହିଥିଲେ, ୨୫ରୁ ୩୦ ଲକ୍ଷ ଟଙ୍କାରେ ASO ଚାକିରି ବିକ୍ରି ହୋଇଥିଲା ।

ଆଶିଷ ସିଂଙ୍କ ଡେପୁଟେସନ ଅର୍ଡର ପରେ ପାୱାର କରିଡରରେ ହଲଚଲ୍
Ashish Singh's Deputation: ଡେପୁଟେସନରେ ଯିବେ ଆଶିଷ ସିଂ, କ'ଣ ହେବ ଡିଏସ କୁଟ୍ଟେ ଏବଂ ରବିକାନ୍ତଙ୍କ ଭାଗ୍ୟ ?