Advertisment

ତୃତୀୟ ବିବାହ କରିବେ ଅମିର ଖାନ୍‌ !

ପ୍ରେମ ଜାଣେନି ବୟସ ବାଡ଼ । ଏହା ପ୍ରମାଣ କରି ଦେଖାଇଛନ୍ତି ବି-ଟାଉନର ଏହି ସୁପରଷ୍ଟାର୍‌ । ୬୦ ବର୍ଷ ବୟସରେ ତାଙ୍କ ଜୀବନରେ ଏଣ୍ଟ୍ରି କରିଛନ୍ତି ନୂଆ ନାୟିକା ।

author-image
Santosh Kumar Sahoo

ରାଜା କୋ ରାନୀ ସେ ପ୍ୟାର୍‌ ହୋ ଗୟା, ପେହେଲି ନଜର ମେ ପେହଲା ପ୍ୟାର୍‌ ହୋ ଗୟା । କିନ୍ତୁ ଏଠି ପ୍ରେମ ପ୍ରଥମ ନୁହେଁ, ତୃତୀୟ ଥର ପାଇଁ ହୋଇଛି । ପୁଣି ପ୍ରେମରେ ପଡ଼ିଛନ୍ତି ଅଭିନେତା ଅମିର ଖାନ୍‌ । ୬୦ ବର୍ଷ ବୟସରେ ଆଉ ଥରେ ଘର ବସାଇବାକୁ ମନ କରିଲେଣି ଅମିର । ଏ କଥା ଆମେ କହୁନୁ। ନିଜ ଜନ୍ମ ଦିନ ଅବସରରେ ନିଜ ଲଭ୍‌ ଲଇଫ୍‌କୁ ନେଇ ଖୋଦ୍‌ ଦେଇଛନ୍ତି ଏହି ଗୁଡ୍‌ନ୍ୟୁଜ୍‌ ।

Advertisment
Aamir Khan
Advertisment
Advertisment