• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Santosh Kumar Sahoo

Santosh Kumar Sahoo

Editor

ବିଜେବି କଲେଜରୁ ସାମ୍ବାଦିକତାରେ ସ୍ନାତକୋତ୍ତର ଡିଗ୍ରୀ । ପରେ ବଡ଼ ଖବରରେ ସାମ୍ବାଦିକ ...more

ବିଜେବି କଲେଜରୁ ସାମ୍ବାଦିକତାରେ ସ୍ନାତକୋତ୍ତର ଡିଗ୍ରୀ । ପରେ ବଡ଼ ଖବରରେ ସାମ୍ବାଦିକ ଭାବେ କାର୍ଯ୍ୟାରମ୍ଭ କଲି । ଏହାର ଭିତରେ ଡିଜିଟାଲ ମିଡିଆରେ କାମ କରିବାର ସୁଯୋଗ ଜୁଟିଲା। ନନ୍ଦିଘୋଷ ଟିଭି ଡିଜିଟାଲ ବିଭାଗରେ ୨ ବର୍ଷ କାର୍ଯ୍ୟ କରିବା ପରେ ଏବେ ଓଟିଭିରେ କାର୍ଯ୍ୟରତ । ଦେଶବିଦେଶ ଓ ଖେଳ ଖବର ସ୍ୱତନ୍ତ୍ର ଭାବେ ଉପସ୍ଥାପନ କରିବାରେ ରୁଚି ରହିଛି।

less

Posts by Santosh Kumar Sahoo

Puri Airport
କେବେ ପୂରା ହେବ ପୁରୀରେ ଅନ୍ତର୍ଜାତୀୟ ବିମାନବନ୍ଦର ସ୍ବପ୍ନ ?

ସରକାର ବଦଳିବା ପରେ ତ୍ବରାନ୍ବିତ ହେବ କି ପୁରୀରେ ପ୍ରସ୍ତାବିତ ଅନ୍ତର୍ଜାତୀୟ ବିମାନବନ୍ଦର ନିର୍ମାଣ କାମ? ନା ପିପିପି ମୋଡରେ ନିର୍ମାଣ ପାଇଁ କମ୍ପାନୀ ନମଳିବାରୁ ଶୀତଳଭଣ୍ଡାରକୁ ଚାଲିଯିବ ପ୍ରକଳ୍ପ?

Swargadwar
ସ୍ୱର୍ଗଦ୍ୱାରରେ ଲାଗୁ ହେବ ନୂଆ ବ୍ୟବସ୍ଥା, କାଠ ବଦଳରେ ଗୋବର ଘଷିରେ ହେବ ଶବଦାହ

ସ୍ୱର୍ଗଦ୍ୱାରରେ ଶବଦାହରେ ଲାଗୁ ହେବ ନୂଆ ବ୍ୟବସ୍ଥା। କାଠ ବଦଳରେ ଗୋବର ଘସି କାଠରେ ହେବ ଶବ ଦାହ। ଏମିତି କିଛି ଯୋଜନା କରି ବ୍ଲୁପ୍ରିଣ୍ଟ ତିଆରି କରୁଛି ମତ୍ସ୍ୟ ଓ ପ୍ରାଣୀ ସମ୍ପଦ ବିଭାଗ।

Tiger
ମହାରାଷ୍ଟ୍ରରୁ ଓଡ଼ିଶା ଆସିବେ ଆଉ ୫ ବାଘୁଣୀ

ଖୁବ କମ୍‌ ଦିନ ଭିତରେ ଶିମିଳିପାଳରେ ଆଉ ଗୋଟିଏ ବାଘୁଣୀ ଛଡ଼ା ଯିବା ପାଇଁ ବ୍ୟବସ୍ଥା କରାଯାଉଛି । ଲୋକଙ୍କ ସହମତିରେ ବାଘୁଣୀ ଛଡ଼ା ଯିବ ବୋଲି ଜଙ୍ଗଲ ଓ ପରିବେଶ ମନ୍ତ୍ରୀ ସୂଚନା ଦେଇଛନ୍ତି ।

Loot
ଦୀପାବଳି ପୂର୍ବରୁ ରାଜଧାନୀରେ ମାତିଲେ ଲୁଟେରା, ସଟର ତାଡି ଲୁଟିନେଲେ ୫ ଲକ୍ଷ ଟଙ୍କା

ରାଜଧାନୀରେ ପୁଣି ଲୁଟେରାଙ୍କ ଆତଙ୍କ। ରାତିଅଧରେ ସଟର ତାଡୁଛନ୍ତି, କଳକନା ବୁଲାଇ ଚାଲି ଯାଉଛନ୍ତି। କିଛିଦିନ ବ୍ୟବଧାନରେ ପୁଣି ଥରେ ଆରମ୍ଭ ହୋଇଛି ଲୁଟେରାଙ୍କ କାରନାମା। ଏଥର ଟାର୍ଗେଟରେ ଭରତପୁର ଥାନା କଳିଙ୍ଗନଗର ଅଞ୍ଚଳ।

Virat Kohli
ଇନଷ୍ଟାଗ୍ରାମରେ ମ୍ୟାକ୍ସୱେଲଙ୍କୁ ବ୍ଲକ୍‌ କରିଥିଲେ କୋହଲି, ପରେ ଉଭୟ ହୋଇଗଲେ ଘନିଷ୍ଠ ବନ୍ଧୁ

ଏକ ପଡ୍‌କାଷ୍ଟରେ ମ୍ୟାକ୍ସୱେଲ ଆଲୋଚନା କରି କହିଛନ୍ତି ଯେ, ଆରସିବି ଆସିବା ପରେ ସେ ଜାଣିବାକୁ ପାଇଥିଲେ ଯେ କୋହଲି ତାଙ୍କୁ ଇନଷ୍ଟାଗ୍ରାମରେ ବ୍ଲକ୍‌ କରିଛନ୍ତି ।

Narendra Modi
PM ମୋଦିଙ୍କ ସ୍ୱାସ୍ଥ୍ୟ ଭେଟି, ୭୦ ବର୍ଷରୁ ଊର୍ଦ୍ଧ୍ୱ ସବୁ ନାଗରିକଙ୍କ ପାଇଁ ମାଗଣା ଚିକିତ୍ସା ସ୍କିମର ଶୁଭାରମ୍ଭ

୭୦ ବର୍ଷରୁ ଊର୍ଦ୍ଧ୍ୱ ସବୁ ନାଗରିକଙ୍କ ପାଇଁ ମାଗଣା ଚିକିତ୍ସା ସ୍କିମର ଶୁଭାରମ୍ଭ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ସମୟ ଥିଲା ଲୋକେ ଚିକିତ୍ସା ପାଇଁ ଘର, ଜମି, ଗହଣା ବିକ୍ରି କରୁଥିଲେ । ଆଜି ଚିକିତ୍ସା ପାଇଁ ସରକାର ଏହି ଦୁର୍ଦ୍ଦଶାକୁ ଦୂର କରି ଦେଇଛନ୍ତି...

Ayushman Bharat Yojana
ମୁଖ୍ୟମନ୍ତ୍ରୀଙ୍କ ବଡ଼ ଘୋଷଣା; କହିଲେ, ଖୁବଶୀଘ୍ର ଓଡ଼ିଶାରେ ଲାଗୁ ହେବ ଆୟୁଷ୍ମାନ ଭାରତ ଯୋଜନା

ଆୟୁଷ୍ମାନ ଭାରତ ଯୋଜନାରେ ୨୭ ହଜାରରୁ ଅଧିକ ସ୍ବାସ୍ଥ୍ୟ କେନ୍ଦ୍ରରେ ଚିକିତ୍ସା ସୁବିଧା ମିଳିବ । ତୃଣମୂଳସ୍ତରରେ ଲୋକଙ୍କୁ ମଧ୍ୟ ସ୍ୱାସ୍ଥ୍ୟ ସୁବିଧା ମିଳିବ । ବଜେଟରେ ସ୍ବାସ୍ଥ୍ୟ ସେବା ପାଇଁ ୩୫୫୬ କୋଟି ବ୍ୟବସ୍ଥା ହୋଇଛି ବୋଲି ମୁଖ୍ୟମନ୍ତ୍ରୀ ମୋହନ ମାଝୀ କହିଛନ୍ତି ।

Jayanarayan Mishra
ଜୟନାରାୟଣଙ୍କ ବଡ଼ ବୟାନ; କହିଲେ, ଶାହାଙ୍କ ଗୋଟିଏ ହ୍ବିସଲରେ ଭାଙ୍ଗିଯିବ ବିଜେଡି

ପ୍ରମିଳାଙ୍କୁ କଡ଼ା ଜବାବ ଦେଲେ ବିଜେପି ବିଧାୟକ ଜୟନାରାୟଣ ମିଶ୍ର । ଜୟନାରାୟଣ କହିଛନ୍ତି-ଅମିତ ଶାହାଙ୍କ ଗୋଟିଏ ହ୍ବିସଲରେ ବିଜେଡି ଭାଙ୍ଗିଯିବ । ୧୪୦ କ’ଣ ଆଗ ୪୦ ଆସନ ଜିତି ବିଜେଡି ଦେଖାଉ ।

Mohan Majhi
ଏବେ ବି ଆଶ୍ରୟସ୍ଥଳୀରେ ଅଛନ୍ତି ୩୦ ହଜାର, ୨ ତାରିଖ ସୁଦ୍ଧା ରିପୋର୍ଟ ଦେବାକୁ ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ

ସେହିପରି କେନ୍ଦ୍ରାପଡ଼ା, ଭଦ୍ରକ, ବାଲେଶ୍ୱର, ଯାଜପୁର ଏବଂ ମୟୂରଭଞ୍ଜ ଜିଲ୍ଲାର ୧୨ଟି ବ୍ଲକ, ୮୮୦ ପଞ୍ଚାୟତର ୪୧୦୦ ଗାଁରେ ଫସଲ କ୍ଷତି ହୋଇଛି। ମୋଟ ୨ ଲକ୍ଷ ୭୧ ହଜାର ୮୦୦ ଏକର ଚାଷଜମିରେ ଫସଲ କ୍ଷତିଗ୍ରସ୍ତ ହୋଇଛି।

Tiger
ମହାରାଷ୍ଟ୍ରରୁ ଶିମିଳିପାଳ ଆସିଲା ନୂଆ ମହାବଳ ବାଘ

ରାଜ୍ୟରେ ବର୍ତ୍ତମାନ ମୋଟ୍ ୩୦ଟି ମହାବଳ ବାଘ ଥିବାବେଳେ ତା’ମଧ୍ୟରୁ ୨୭ଟି ଅଛନ୍ତି ଶିମିଳିପାଳ ଅଭୟାରଣ୍ୟରେ । ଏହି ୨୭ଟି ଭିତରୁ ୧୩ଟି ହେଉଛି କଳା ମେଲାନିଷ୍ଟିକ ବାଘ ।

Digital Arrest
‘ଡିଜିଟାଲ୍ ଆରେଷ୍ଟ’କୁ ନେଇ ବଢୁଛି ଚିନ୍ତା, ମନ୍ କି ବାତ୍‌ରେ PM ମୋଦିଙ୍କ ଉଦବେଗ

ଡିଜିଟାଲ୍ ଆରେଷ୍ଟ ନାଁରେ ସାରା ଦେଶରେ ଯେଉଁ ଠକେଇ ଚାଲିଛି ତା’ର ମୁକାବିଲା ପାଇଁ ବି ସରକାର ଦୃଢ଼ ପଦକ୍ଷେପ ନେଉଥିବା ନେଇ ମନ କି ବାତରେ ଦେଶବାସୀଙ୍କୁ ଆଶ୍ବସ୍ତ କରିଛନ୍ତି ପ୍ରଧାନମନ୍ତ୍ରୀ ।

Vijay
ତାମିଲନାଡୁରେ ମୁଣ୍ଡ ଟେକିଲା ଆଉ ଏକ ରାଜନୈତିକ ଦଳ, ନୂଆ ପାର୍ଟି ଗଢିଲେ ତାମିଲ ସୁପରଷ୍ଟାର ବିଜୟ

ଏହି ଅବସରରେ ବିଜୟ କହିଛନ୍ତି, ରାଜନୀତି ସିନେମା ମୈଦାନ ନୁହେଁ ଏହା ଯୁଦ୍ଧକ୍ଷେତ୍ର । ଗ୍ରାଉଣ୍ଡରେ ଆମକୁ ଅଧିକ ସଜାଗ ଓ ସତର୍କ ରହିବାକୁ ପଡିବ । ବିଷାକ୍ତ ସାପ ଭଳି ବିରୋଧୀଙ୍କୁ ସାମ୍ନା କରିବାକୁ ପଡିବ ।

Mangroves
ହେନ୍ତାଳ ବଣ ପାଲଟିଲା ସୁରକ୍ଷା କବଚ, ଅଭେଦ୍ୟ ଦୁର୍ଗ ବନି ଅଟକାଇଦେଲା ବାତ୍ୟାର ଅଣଚାଷ ପବନ

ବାତ୍ୟା ‘ଦାନା’କୁ ଲ୍ୟାଣ୍ଡଫଲ ସ୍ଥାନରେ ହିଁ ଦୁର୍ବଳ କରି ଦେଇଦେଲା ଭିତରକନିକାର ଘଞ୍ଚ ହେନ୍ତାଳ ବଣ। ପବନର ବେଗ କମାଇବା ସହ ଉଚ୍ଚ ଜୁଆରକୁ ବି ରୋକିଥିଲା।

PM Awas Yojana
ବାତ୍ୟା ‘ଦାନା’ ଖୋଲିଦେଲା ଆବାସ୍ ପୋଲ୍

ପ୍ରତି ବର୍ଷ ବାତ୍ୟା ଆସୁଛି। ଝାଟି ମାଟି ଘର ଭାଙ୍ଗୁଛି। ଆଉ ବିପନ୍ନ ପୁଣିଥରେ ସେଇ କଚ୍ଚା ଘର ତିଆରି କରୁଛି। ପିଏମ୍ ଆବାସ ପାଇଁ ଆବେଦନ କରି ହିତାଧିକାରୀ ବଞ୍ଚିତ ହେଉଛନ୍ତି।

Mangroves
ହେନ୍ତାଳ ବଣ ପାଲଟିଲା ସୁରକ୍ଷା କବଚ

ବାତ୍ୟା ‘ଦାନା’କୁ ଲ୍ୟାଣ୍ଡଫଲ ସ୍ଥାନରେ ହିଁ ଦୁର୍ବଳ କରି ଦେଇଦେଲା ଭିତରକନିକାର ଘଞ୍ଚ ହେନ୍ତାଳ ବଣ। ପବନର ବେଗ କମାଇବା ସହ ଉଚ୍ଚ ଜୁଆରକୁ ବି ରୋକିଥିଲା।

Digital Arrest
ସାଇବର ଠକଙ୍କ ଜାଲରେ ଫସିଗଲେ ତହସିଲଦାର

ଫୋନ୍ ଓ ଭିଡିଓ କଲରେ ଭୟ ଓ ଆତଙ୍କର ଚକ୍ରବ୍ୟୂହ। ଅତ୍ୟନ୍ତ ବିବ୍ରତ ସ୍ଥିତିର ଫାଇଦା ଉଠାଇ ବ୍ୟକ୍ତିଗତ ତଥ୍ୟ ସଂଗ୍ରହ। ତା ପରେ ନିମିଷକରେ ଆକାଉଣ୍ଟ ଖାଲି।

Cyclone
ମଝି ରାତିରେ ଦାନବ ପରି ମାଡ଼ି ଆସିଥିଲା ବାତ୍ୟା ‘ଦାନା’

ମଝି ରାତିରେ ଦାନବ ପରି ମାଡ଼ି ଆସିଥିଲା ବାତ୍ୟା ‘ଦାନା’। ରାତି ପାହିଲା ବେଳକୁ ଅସମ୍ଭାଳ ବର୍ଷା ଅଜାଡ଼ି, ଉଜାଡ଼ି ଦେଇଗଲା ସବୁକିଛିକୁ। ଭଦ୍ରକ, ବାଲେଶ୍ବର, କେନ୍ଦ୍ରାପଡ଼ା। ବାତ୍ୟା ଫେରିଯିବାର ୩ ଦିନ ପରେ ବି ଏହି ୩ ଜିଲ୍ଲାରେ ଛାଇ ରହିଛି ଦୁଃଖର କଳା ବାଦଲ।

Body Camera
ପୋଲିସ ପିନ୍ଧିଲେ ବଡି କ୍ୟାମେରା

ଭୁବନେଶ୍ୱରରେ ଡିଜିପି ସମ୍ମିଳନୀ ପୂର୍ବରୁ ଆକ୍ସନ ମୋଡ୍ ରେ କମିଶନରେଟ ପୋଲିସ । କେବଳ ଏତଲାକାରୀ ନୁହେଁ ପୋଲିସର ବ୍ୟବହାର ନେଇ ବି ହେବ ଛାନଭିନ୍।

Mohan Majhi
ଆକାଶମାର୍ଗରୁ ବାତ୍ୟାଞ୍ଚଳ ପରିଦର୍ଶନ କଲେ ମୁଖ୍ୟମନ୍ତ୍ରୀ, କ୍ଷୟକ୍ଷତି ଆକଳନ କରି ଜଣାଇବାକୁ ଦେଲେ ନିର୍ଦ୍ଦେଶ

ରାଜସ୍ୱ ମନ୍ତ୍ରୀ ସୁରେଶ ପୂଜାରୀ ଏବଂ ମୁଖ୍ୟ ଶାସନ ସଚିବ ମଧ୍ୟ ମୁଖ୍ୟମନ୍ତ୍ରୀଙ୍କ ସହ ବାତ୍ୟା କ୍ଷତିଗ୍ରସ୍ତ ଅଂଚଳ ଅନୁଧ୍ୟାନ କରିଛନ୍ତି ।

Mohan Majhi
‘ଦାନା’ କ୍ଷୟକ୍ଷତି ନେଇ ମୁଖ୍ୟମନ୍ତ୍ରୀଙ୍କ ସୂଚନା; କହିଲେ, ବାତ୍ୟାରେ ବେଶୀ ପ୍ରଭାବିତ ହୋଇଛି ୩ ଜିଲ୍ଲା

ସେହିପରି ପ୍ରାୟ ୨ ଲକ୍ଷ ଏକର ଜମିରେ ଫସଲ ନଷ୍ଟ ହୋଇଛି । ପାଣି ଛାଡିଲା ପରେ ଏହାର ଆକଳନ କରାଯାଇ ଚାଷୀମାନଙ୍କୁ ତୁରନ୍ତ ସାହାଯ୍ୟ ଯୋଗାଇ ଦିଆଯିବ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି ।

ବିଜେବି କଲେଜରୁ ସାମ୍ବାଦିକତାରେ ସ୍ନାତକୋତ୍ତର ଡିଗ୍ରୀ । ପରେ ବଡ଼ ଖବରରେ ସାମ୍ବାଦିକ ଭାବେ କାର୍ଯ୍ୟାରମ୍ଭ କଲି । ଏହାର ଭିତରେ ଡିଜିଟାଲ ମିଡିଆରେ କାମ କରିବାର ସୁଯୋଗ ଜୁଟିଲା। ନନ୍ଦିଘୋଷ ଟିଭି ଡିଜିଟାଲ ବିଭାଗରେ ୨ ବର୍ଷ କାର୍ଯ୍ୟ କରିବା ପରେ ଏବେ ଓଟିଭିରେ କାର୍ଯ୍ୟରତ । ଦେଶବିଦେଶ ଓ ଖେଳ ଖବର ସ୍ୱତନ୍ତ୍ର ଭାବେ ଉପସ୍ଥାପନ କରିବାରେ ରୁଚି ରହିଛି।