• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

ସୋମାକ ଅନୁଷ୍ଠାନରୁ ସାମ୍ବାଦିକତାରେ ମାଷ୍ଟର ଡିଗ୍ରୀ ହାସଲ ପରେ ରାଜ୍ୟର ପ୍ରମୁଖ ଖବର ...more

ସୋମାକ ଅନୁଷ୍ଠାନରୁ ସାମ୍ବାଦିକତାରେ ମାଷ୍ଟର ଡିଗ୍ରୀ ହାସଲ ପରେ ରାଜ୍ୟର ପ୍ରମୁଖ ଖବରକାଗଜ ଟିଭିରେ ଶିକ୍ଷାନବୀଶ ଭାବେ କାର୍ଯ୍ୟାରମ୍ଭ। ଏହାପରେ ଡିଜିଟାଲ ସାମ୍ବାଦିକତା ଦୁନିଆଁରେ ଦୀର୍ଘ ୪ ବର୍ଷ ଧରି ବୃତ୍ତିଗତ ଜୀବନ ଜାରି ରଖିଛନ୍ତି। ଆଞ୍ଚଳିକ ଓ ଦେଶବିଦେଶର ଖବରକୁ ସ୍ୱତନ୍ତ୍ର ଭାବେ ଉପସ୍ଥାପନ କରିବାରେ ଦକ୍ଷତା ରହିଛି।

less

Posts by

Whisky tea
ଖରାଦିନିଆ ସନ୍ଧ୍ୟାକୁ ରଙ୍ଗୀନ୍‌ କରୁଛି ହ୍ୱିସ୍କି ଚା’ : ବେଳ ଗଡ଼ିବା ମାତ୍ରେ ଭିଡ଼ ଜମାଉଛନ୍ତି ଯୁବପିଢ଼ି

ବଜାରକୁ ଆସିଗଲା ହ୍ୱିସ୍କି ଚା’। ପିଇବା ମାତ୍ରେ ରିଫ୍ରେସ ହୋଇଯିବ ମୁଡ୍‌ ।

Drones
ପୁଣି ସୀମାରେ ଦେଖାଦେଲା ଡ୍ରୋନ୍‌ : ଗୁଳି କରି ଖସାଇଲେ ଭାରତୀୟ ଯବାନ

ପୁଣି ସୀମାରେ ଦେଖାଗଲା ଡ୍ରୋନ୍‌ । ଷଡ଼ଯନ୍ତ୍ର ଜାରି ରଖିଛି ପାକିସ୍ତାନ ।

rain
ଜମିରେ ଟୋପାଏ ବି ପାଣି ନାହିଁ : ବର୍ଷା ଆଶାରେ ବେଙ୍ଗବେଙ୍ଗୁଲି ନାଚ

ବର୍ଷା ହେଉନି। କେମିତି ହେବ ଚାଷବାସ। ଶେଷରେ ବେଙ୍ଗ ବେଙ୍ଗୁଲି ନାଚ କଲେ ଗାଁ ଲୋକେ ।

Special story
୧୭ ଡାକ୍ତର ପଦବୀ ଅଛି, ହେଲେ ଅଛନ୍ତି ୩ ଜଣ : ରୋଗୀସେବା ବାଧାପ୍ରାପ୍ତ

ଡାକ୍ତର ଅଭାବ ଯୋଗୁ ଲୋକଙ୍କୁ ମିଳୁନି ସଠିକ ରୋଗୀ ସେବା

Crocodile Fear
ଜୀବନକୁ ବାଜି ଲଗାଇ ନଦୀ ପାର୍‌ ହେଉଛନ୍ତି ଲୋକେ : ପ୍ରତି ମୁହୂର୍ତ୍ତରେ କୁମ୍ଭୀର ଆକ୍ରମଣର ଭୟ

କୁମ୍ଭୀର ଯାତାୟତ କରୁଥିବା ଖରସ୍ରୋତା ନଦୀର ଯମୁନା ନାଳ ମଧ୍ୟକୁ ସର୍ବସାଧାରଣ ପ୍ରବେଶ ନିଷେଧ

rbi
ଭାରତୀୟ ନୋଟରେ ରହିବ ରବୀନ୍ଦ୍ରନାଥ ଟାଗୋର ଓ ଅବଦୁଲ କଲାମଙ୍କ ଫଟୋ ? ଜବାବ୍‌ ରଖିଲା RBI

ଭାରତୀୟ ନୋଟରୁ ଜାତିର ପିତା ମହାତ୍ମା ଗାନ୍ଧୀଙ୍କ ଚିତ୍ର ବଦଳାଇବାକୁ କୌଣସି ପ୍ରସ୍ତାବ ନାହିଁ : ରିଜର୍ଭ ବ୍ୟାଙ୍କ ଅଫ୍ ଇଣ୍ଡିଆ

Puri excise inspector
ରାତାରାତି ବଦଳିଗଲା ବୟାନ : ନିଜକୁ ମାନସିକ ରୋଗୀ କହିଲେ ଅବକାରୀ ଇନ୍ସପେକ୍ଟର

୨୦୨୦ରେ କରୋନା ହେବା ଠାରୁ ମାନସିକ ଅବସାଦରେ ଥିଲେ ବୋଲି କହିଲେ ଅବକାରୀ ଇନ୍ସପେକ୍ଟର

Special story
ବଢ଼ିଲା ସଲମାନ୍‌ ଖାନଙ୍କ ସୁରକ୍ଷା ବ୍ୟବସ୍ଥା : ହତ୍ୟା ଧମକ ପରେ ତତ୍ପର ମୁମ୍ବାଇ ପୋଲିସ

ସିଦ୍ଧୁ ମୁସେୱାଲାଙ୍କ ପରେ ଗ୍ୟାଙ୍ଗଷ୍ଟରଙ୍କର ଟାର୍ଗେଟରେ ସଲମାନ୍‌ ।

geeta
କଲେଜ୍‌ ପାଠ୍ୟକ୍ରମରେ ସାମିଲ ହେବ ଶ୍ରୀମଦ୍ ଭଗବତ୍ ଗୀତା

ଛାତ୍ର ଜୀବନରେ ମୂଲ୍ୟବୋଧ ଏବଂ ନୈତିକତା ବୃଦ୍ଧି ପାଇଁ ମଧ୍ୟପ୍ରଦେଶ ସରକାରଙ୍କ ବଡ଼ ନିଷ୍ପତ୍ତି ।

lic
ଅନାଥ ପିଲାଙ୍କୁ ଏଲଆଇସିର ଧମକ : ତୁରନ୍ତ ପଇଠ କର ୨୯ଲକ୍ଷ, ମାମଲାରେ ହସ୍ତକ୍ଷେପ କଲେ ଅର୍ଥମନ୍ତ୍ରୀ

ବିନିଶାଙ୍କ ଉପରେ ୨୯ ଲକ୍ଷର ଋଣ ବୋଝ । ପରିଶୋଧ କରିବାକୁ ଚାପ ପକାଉଛି କମ୍ପାନୀ ।

Special story
‘ଫେରି ଆସିଲା ମୋ ଧନ’ ! କଲେଜରୁ ଫେରାର ଥିବା ସ୍ତ୍ରୀକୁ ପାଇବା ପରେ କୁଣ୍ଢାଇ ଧରି କାନ୍ଦିଲା ସ୍ୱାମୀ

ପରୀକ୍ଷା ଦେବାକୁ ଆସି ନିଖୋଜ ହୋଇଯାଇଥିବା ସ୍ତ୍ରୀକୁ ଫେରି ପାଇଲା ରାହୁଲ। ଖୁସିରେ ଆତ୍ମହରା ହୋଇ ବାଇକରେ ଧରି ଫେରିଲେ ଘରକୁ ।

naveen
୧୦ ବର୍ଷ ପରେ ବିଦେଶ ଗସ୍ତରେ ଯିବେ ମୁଖ୍ୟମନ୍ତ୍ରୀ !

UAEରେ ଇଣ୍ଡଷ୍ଟ୍ର୍ରିଆଲ୍ ମିଟ୍‌ରେ ଯୋଗଦେବା କାର୍ଯ୍ୟକ୍ରମ

Special story
’ଆଗରୁ କହିଛି, ଏବେ ବି କହୁଛି. . . କଦାପି ଯୋଡ଼ି ହେବନି ଭଙ୍ଗା ସମ୍ପର୍କ‘

ସୋସିଆଲ ମିଡିଆରେ ଏନେଇ ଅନୁଭବ ପୋଷ୍ଟ କରି ଲେଖିଛନ୍ତି ଯେ, ହାଇକୋର୍ଟଙ୍କ ନିର୍ଦ୍ଦେଶରେ ସେ ନିରବତା ଅବଲମ୍ବନ କରିଛନ୍ତି, ତା ମାନେ ନୁହେଁ ଯେ, କିଛି ଗଣମାଧ୍ୟମ ସଂସ୍ଥା ଓ ୟୁଟ୍ୟୁବ୍ ଚ୍ୟାନେଲ ମନକୁ ଯାହା ଆସିବ ତାହା ଲେଖିବେ ।

drivers-son-tops-upsc-cds-exam-in-third-attempt
ୟୁପିଏସ୍‌ସି ସିଡିଏସ୍ ପରୀକ୍ଷାରେ ଟପ୍‌ କଲେ ହିମାଂଶୁ : ଡ୍ରାଇଭର ବାପା ଆଖିରେ ଖୁସିର ଲୁହ

ଜଣେ ଡ୍ରାଇଭରଙ୍କ ପୁଅ ହିମାଂଶୁ ପାଣ୍ଡେ ୟୁପିଏସ୍‌ସି ସିଡିଏସ ପରୀକ୍ଷାରେ ଟପ୍ପର ହୋଇ IMAରେ ନାମ ଲେଖାଇବାର ସୁଯୋଗ ପାଇଛନ୍ତି ।

naveen
ଫୋକସ୍‌ରେ ୨୦୨୪ ନିର୍ବାଚନ : ମୁଖ୍ୟମନ୍ତ୍ରୀଙ୍କ ସହ ଚାଲିଛି ବାଦ୍ ପଡ଼ିଥିବା ମନ୍ତ୍ରୀଙ୍କ ବୈଠକ

ବାଦ ପଡିଥିବ ମନ୍ତ୍ରୀ ମାନଙ୍କୁ ନୂଆ ଦାୟିତ୍ୱ ମିଳିବା ନେଇ ଚର୍ଚ୍ଚା ହେଉଛି

ED raid at minister Satyendar Jain's residence
ଗିରଫ ହୋଇଥିବା ଦିଲ୍ଲୀ ମନ୍ତ୍ରୀ ‌ସତ୍ୟେନ୍ଦ୍ର ଜୈନ୍‌ଙ୍କ ଘରେ ଇଡି ରେଡ୍‌...କ’ଣ ମିଳିଲା ଜାଣନ୍ତୁ...

ବେଆଇନ ଆର୍ଥିକ କାରବାର ମାମଲାରେ ଗିରଫ ହୋଇଥିବା ଦିଲ୍ଲୀର ସ୍ୱାସ୍ଥ୍ୟମନ୍ତ୍ରୀ ସତ୍ୟେନ୍ଦ୍ର ଜୈନଙ୍କ ଘରେ ଆଜି ପୁଣି ରେଡ୍‌ ହୋଇଛି

drug-dealers-property-seized-
କୋଟିପତି ନିଶା ବେପାରୀଙ୍କ ୬କୋଟିର ସ୍ଥାବର ଅସ୍ଥାବର ସମ୍ପତି ବ୍ୟାଜ୍ୟାପ୍ତ

ନିଶା ବେପାର କରି କୋଟିପତି ହୋଇଥିଲା ନିଶା ବେପାରୀ, ଏବେ ସମସ୍ତ ସମ୍ପତ୍ତି ବ୍ୟାଜ୍ୟାପ୍ତହୋଇଛି ।

ସୋମାକ ଅନୁଷ୍ଠାନରୁ ସାମ୍ବାଦିକତାରେ ମାଷ୍ଟର ଡିଗ୍ରୀ ହାସଲ ପରେ ରାଜ୍ୟର ପ୍ରମୁଖ ଖବରକାଗଜ ଟିଭିରେ ଶିକ୍ଷାନବୀଶ ଭାବେ କାର୍ଯ୍ୟାରମ୍ଭ। ଏହାପରେ ଡିଜିଟାଲ ସାମ୍ବାଦିକତା ଦୁନିଆଁରେ ଦୀର୍ଘ ୪ ବର୍ଷ ଧରି ବୃତ୍ତିଗତ ଜୀବନ ଜାରି ରଖିଛନ୍ତି। ଆଞ୍ଚଳିକ ଓ ଦେଶବିଦେଶର ଖବରକୁ ସ୍ୱତନ୍ତ୍ର ଭାବେ ଉପସ୍ଥାପନ କରିବାରେ ଦକ୍ଷତା ରହିଛି।