• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

ସୋମାକ ଅନୁଷ୍ଠାନରୁ ସାମ୍ବାଦିକତାରେ ମାଷ୍ଟର ଡିଗ୍ରୀ ହାସଲ ପରେ ରାଜ୍ୟର ପ୍ରମୁଖ ଖବର ...more

ସୋମାକ ଅନୁଷ୍ଠାନରୁ ସାମ୍ବାଦିକତାରେ ମାଷ୍ଟର ଡିଗ୍ରୀ ହାସଲ ପରେ ରାଜ୍ୟର ପ୍ରମୁଖ ଖବରକାଗଜ ଟିଭିରେ ଶିକ୍ଷାନବୀଶ ଭାବେ କାର୍ଯ୍ୟାରମ୍ଭ। ଏହାପରେ ଡିଜିଟାଲ ସାମ୍ବାଦିକତା ଦୁନିଆଁରେ ଦୀର୍ଘ ୪ ବର୍ଷ ଧରି ବୃତ୍ତିଗତ ଜୀବନ ଜାରି ରଖିଛନ୍ତି। ଆଞ୍ଚଳିକ ଓ ଦେଶବିଦେଶର ଖବରକୁ ସ୍ୱତନ୍ତ୍ର ଭାବେ ଉପସ୍ଥାପନ କରିବାରେ ଦକ୍ଷତା ରହିଛି।

less

Posts by

Special story
‘କ୍ଷଣିକେ ଉଜୁଡ଼ିଗଲା ମୋ ସଂସାର’ : ଏଫଆଇଆରରେ ସେଦିନର କାହାଣୀ ବଖାଣିଲେ ସିଦ୍ଧୁ ମୁସେୱାଲାଙ୍କ ବାପା

ଥାନାରେ ଦେଇଥିବା ଏଫଆଇଆରରେ ସମସ୍ତ ବିବରଣୀ ଦାଖଲ କରିଛନ୍ତି ବଲକୋର ସିଂ

Pawan Khera, Nagma
ରାଜ୍ୟସଭା ଟିକେଟ ମିଳିଲାନି, କଂଗ୍ରେସରେ ଏକାଧିକ ଅସନ୍ତୁଷ୍ଟ ନେତା

କଂଗ୍ରେସ ରାଜ୍ୟସଭା କନ୍ଦଳ । ରାଜ୍ୟସଭା ନିର୍ବାଚନ ପାଇଁ ପ୍ରାର୍ଥୀ ଘୋଷଣା ପରେ ତେଜିଲା ବିବାଦ ।

shitala sasthi
ଆସନ୍ତା ଜୁନ ୪ରେ ଶୀତଳ ଷଷ୍ଠୀ ଯାତ୍ରା : ନନ୍ଦପଡାର ବାଲୁଙ୍କେଶ୍ୱର ବାବାଙ୍କ ପାଇଁ ଆଜି କନ୍ୟା ଅନ୍ୱେଷଣ ଯାତ୍ରା

ଆସନ୍ତା ଜୁନ ୪ରେ ସମ୍ବଲପୁରର ପ୍ରସିଦ୍ଧ ଶୀତଳ ଷଷ୍ଠୀ ଯାତ୍ରା ପାଇଁ ପ୍ରସ୍ତୁତି ଜୋରଦାର । ଆଜି ନନ୍ଦପଡାର ବାଲୁଙ୍କେଶ୍ୱର ବାବାଙ୍କ ବିବାହ ପାଇଁ ଅନୁଷ୍ଠିତ ହେବ ନିର୍ବନ୍ଧ କାର୍ଯ୍ୟ ।

Sidhu Moose Wala Murder
ସିଦ୍ଧୁଙ୍କ ହତ୍ୟାକାରୀର ଟାର୍ଗେଟରେ ଥିଲେ ସଲମାନ୍‌ ଖାନ୍‌ : ମାରିବାକୁ ଧମକ ଦେଇଥିଲା ଗ୍ୟାଙ୍ଗଷ୍ଟର ଲରେନ୍ସ

ବଲିଉଡ୍‌ ଭାଇଜାନଙ୍କୁ ମଧ୍ୟ ମାରିବାକୁ ଚେଷ୍ଟା କରିଛି ଲରେନ୍ସ ବିଷ୍ଣୋୟୀ ।

Special story
ରଞ୍ଜିତ୍‌ଙ୍କ ଶରୀରରେ ଛବିଲତାଙ୍କ କିଡନୀ : ଅଧା ଅଙ୍ଗ ଦେଇ ଅର୍ଦ୍ଧାଙ୍ଗୀନିର କର୍ତ୍ତବ୍ୟ ପାଳନ କଲେ ମହିଳା

କିଡ଼ନୀ ରୋଗରେ ଆକ୍ରାନ୍ତ ହୋଇ ମରଣ ସହ କରୁଥିଲେ ସଂଘର୍ଷ...ନିଜ ଜୀବନକୁ ବାଜି ଲଗାଇ ସ୍ୱାମୀଙ୍କୁ କିଡ଼ନୀ ଦାନ କଲେ ସ୍ତ୍ରୀ

prasanna
ବାବା ପ୍ରସନ୍ନ ପାଟ୍ଟଶାଣୀ: କହିଲେ ଅଳପ, ଢୋକିଲେ ବେଶୀ…

ବିଜେଡି ରାଜ୍ୟସଭା ପ୍ରାର୍ଥୀ ପ୍ରସଙ୍ଗରେ, ଦଳର ବରିଷ୍ଠ ନେତା ପ୍ରସନ୍ନ ପାଟ୍ଟଶାଣୀ ଆଜି ମାପିଚୁପି ପ୍ରତିକ୍ରିୟା ରଖିଛନ୍ତି। ପୂରା ପ୍ରତିକ୍ରିୟା ଶୁଣିଲେ ଲାଗୁଛି- ବାବା ପାଟ୍ଟଶାଣୀ, କହିଲେ ଅଳପ, ଢୋକିଲେ ବେଶୀ ।

rahul
ମହିଳାଙ୍କ ପ୍ରଶ୍ନ ଶୁଣି ଆବାକାବା ହୋଇଗଲେ ରାହୁଲ : ଦେଇପାରିଲେନି ଉତ୍ତର

ରାହୁଲ ଜାଣିପାରିଲେନି କ’ଣ ଦେବେ ପ୍ରଶ୍ନର ଉତ୍ତର ।

PM CARES
ପିଲାଙ୍କୁ ମିଳିବ ୫ଲକ୍ଷର ମାଗଣା ଚିକିତ୍ସା : ଯୁବକଙ୍କୁ ୪ ହଜାର ଷ୍ଟାଇପେଣ୍ଡ, ଘୋଷଣା କଲେ ମୋଦି

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ‘ପିଏମ୍‌ କେୟାର୍ସ ଫର୍‌ ଚିଲ୍‌‌ଡ୍ରେନ୍‌ ସ୍କିମ୍‌’ରେ ଥିବା ସୁବିଧା ଘୋଷଣା କରିଛନ୍ତି ।

nepal-plane-crash
ନେପାଳ ବିମାନ ଦୁର୍ଘଟଣାରେ ସମସ୍ତ ଯାତ୍ରୀଙ୍କ ମୃତ୍ୟୁ ଆଶଙ୍କା

ନେପାଳ ସେନା ପକ୍ଷରୁ ଉଦ୍ଧାର କାର୍ଯ୍ୟ ଜାରି ରହିଛି । ତେବେ ଏଥିରେ ଥିବା ସମସ୍ତ ଯାତ୍ରୀଙ୍କର ମୃତ୍ୟୁ ଘଟିଥିବା ଆଶଙ୍କା କରାଯାଉଛି।

Special story
ଅଜଣା ଭାଇ ହାତରେ ସାବିତ୍ରୀ ସଜ : ଶହ ଶହ ମହିଳାଙ୍କୁ ଫଳମୂଳ ଦେଇ ଆସିଲେ ସୁଜୟ

ଅଜଣା ଭାଇର ହାତରୁ ସାବିତ୍ରୀ ସଜ ନେଲାବେଳେ କଇଁକଇଁ ହୋଇ କାନ୍ଦି ପକାଇଥିଲେ ମହିଳାମାନେ

zoom meet
୪୫ ମିନିଟ୍ ପର୍ଯ୍ୟନ୍ତ ଲାଇଭ୍‌ ଚାଲିଲା ରୋମାନ୍ସ : ଧାର୍ମିକ କାର୍ଯ୍ୟକ୍ରମ ପାଇଁ ଚାଲିଥିଲା ଜୁମ୍‌ ମିଟିଂ

ଅନଲାଇନ୍ ମିଟିଂ ଚାଲିଥିବା ବେଳେ ରୋମାନ୍ସ କରି ଅପଦସ୍ତ ହେଲେ ଦମ୍ପତି ।

sidhu
ମୃତ୍ୟୁ ସମ୍ପର୍କରେ ଜାଣି ପାରିଥିଲେ କି ସିଦ୍ଧୁ ମୁସେୱାଲା ? ହତ୍ୟା ପରେ ଭାଇରାଲ ହେଲା ତାଙ୍କ ଗୀତ The Last Ride

ଗୁଳିମାଡ଼ରେ ପ୍ରାଣ ହରାଇଥିବା ସିଦ୍ଧୁ ମୁସେୱାଲା ନିଜ ମୃତ୍ୟୁ ସମ୍ପର୍କରେ ପୂର୍ବରୁ ଜାଣିପାରିଥିଲେ କି ?

truck
ଟ୍ରକ୍-ଅଟୋ ମୁହାଁମୁହିଁ ଧକ୍କା : ୨ ମୃତ, ୩ ଗୁରୁତର

ଜରପଡ଼ାର ମରାତିରା ନିକଟରେ ଟ୍ରକ୍-ଅଟୋ ମୁହାଁମୁହିଁ

Special Story
ଆଉ ଜଣେ ସାବିତ୍ରୀ : ୧୨ବର୍ଷ ହେଲା ସ୍ୱାମୀ ଶଯ୍ୟାଶାୟୀ, ଅନବରତ ସେବା କରୁଛନ୍ତି କାଞ୍ଚନ

ଆଜି ନୁହେଁ, ଦୀର୍ଘ ୧୨ ବର୍ଷ ହେଲାଣି ସ୍ୱାମୀଙ୍କ ସେବାରେ ନିଜକୁ ସମର୍ପି ଦେଇଛନ୍ତି ସାବିତ୍ରୀ ।

Punjabi singer Sidhu Moosewala shot dead at Mansa village day after security cut
ପଞ୍ଜାବୀ ଗାୟକଙ୍କୁ ଗୁଳି ମାରି ହତ୍ୟା : ଦିନକ ପୂର୍ବରୁ ସୁରକ୍ଷା ହଟାଇ ଦେଇଥିଲେ ମାନ୍‌ ସରକାର

ସୁରକ୍ଷା ବ୍ୟବସ୍ଥା ହଟିବାର ଦିନକ ପରେ ପଞ୍ଜାବୀ ଗାୟକଙ୍କୁ ହତ୍ୟା

naveen patnaik
ପଞ୍ଚମ ପାଳିର ପ୍ରଥମ ୩ ବର୍ଷରେ କେତେ ସଫଳ ନବୀନ ? ସବୁଥିରେ ଫେଲ୍ ମାରିଥିବା ଅଭିଯୋଗ ଆଣି ବର୍ଷିଲେ ବିରୋଧୀ

ପଞ୍ଚମ ପାଳି ଆରମ୍ଭରେ ୫ଟି ଓ ମୋ ସରକାର ଭଳି କାର୍ଯ୍ୟକ୍ରମ ଆରମ୍ଭ କରିବା ସହ ପ୍ରଶାସନକୁ ଲୋକାଭିମୁଖୀ କରିବାକୁ ଚେଷ୍ଟା କରିଥିଲେ ନବୀନ ।

Nepal Plane Missing
ନେପାଳ ବିମାନ କ୍ରାସ : ନିଖୋଜ ୪ ଭାରତୀୟ ଓଡ଼ିଶାର ସୂଚନା

ନିଖୋଜ ୨୨ ଯାତ୍ରୀଙ୍କ ମଧ୍ୟରେ ୪ ଜଣ ଓଡ଼ିଶାର ବୋଲି ସୂଚନା ମିଳିଛି

ସୋମାକ ଅନୁଷ୍ଠାନରୁ ସାମ୍ବାଦିକତାରେ ମାଷ୍ଟର ଡିଗ୍ରୀ ହାସଲ ପରେ ରାଜ୍ୟର ପ୍ରମୁଖ ଖବରକାଗଜ ଟିଭିରେ ଶିକ୍ଷାନବୀଶ ଭାବେ କାର୍ଯ୍ୟାରମ୍ଭ। ଏହାପରେ ଡିଜିଟାଲ ସାମ୍ବାଦିକତା ଦୁନିଆଁରେ ଦୀର୍ଘ ୪ ବର୍ଷ ଧରି ବୃତ୍ତିଗତ ଜୀବନ ଜାରି ରଖିଛନ୍ତି। ଆଞ୍ଚଳିକ ଓ ଦେଶବିଦେଶର ଖବରକୁ ସ୍ୱତନ୍ତ୍ର ଭାବେ ଉପସ୍ଥାପନ କରିବାରେ ଦକ୍ଷତା ରହିଛି।