• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

ସୋମାକ ଅନୁଷ୍ଠାନରୁ ସାମ୍ବାଦିକତାରେ ମାଷ୍ଟର ଡିଗ୍ରୀ ହାସଲ ପରେ ରାଜ୍ୟର ପ୍ରମୁଖ ଖବର ...more

ସୋମାକ ଅନୁଷ୍ଠାନରୁ ସାମ୍ବାଦିକତାରେ ମାଷ୍ଟର ଡିଗ୍ରୀ ହାସଲ ପରେ ରାଜ୍ୟର ପ୍ରମୁଖ ଖବରକାଗଜ ଟିଭିରେ ଶିକ୍ଷାନବୀଶ ଭାବେ କାର୍ଯ୍ୟାରମ୍ଭ। ଏହାପରେ ଡିଜିଟାଲ ସାମ୍ବାଦିକତା ଦୁନିଆଁରେ ଦୀର୍ଘ ୪ ବର୍ଷ ଧରି ବୃତ୍ତିଗତ ଜୀବନ ଜାରି ରଖିଛନ୍ତି। ଆଞ୍ଚଳିକ ଓ ଦେଶବିଦେଶର ଖବରକୁ ସ୍ୱତନ୍ତ୍ର ଭାବେ ଉପସ୍ଥାପନ କରିବାରେ ଦକ୍ଷତା ରହିଛି।

less

Posts by

Agnipath
ଅଗ୍ନିପଥ ସମ୍ପର୍କରେ ବଡ଼ ଅପଡେଟ୍ : ଆସନ୍ତା ୨୪ ତାରିଖ ଠାରୁ ଆରମ୍ଭ ହେବ ନିଯୁକ୍ତି ପ୍ରକ୍ରିୟା

ଆସନ୍ତା ୨ଦିନ ମଧ୍ୟରେ http://joinindianarmy.nic.in ରେ ବିଜ୍ଞପ୍ତି ଜାରି କରାଯିବ

Special story
ଅଗ୍ନିପଥ ପାଇଁ ସାରା ଦେଶରେ ପ୍ରତିବାଦ : ୨୦୦ ଟ୍ରେନ୍ ଚଳାଚଳ ପ୍ରଭାବିତ,୩୫ ବାତିଲ

ଅଗ୍ନିପଥ ପାଇଁ ସାରା ଦେଶରେ ପ୍ରତିବାଦ ଜାରି ରହିଥିବା ବେଳେ ୨୦୦ ଟ୍ରେନ୍ ଚଳାଚଳ ପ୍ରଭାବିତ ହୋଇଛି ।

Special story
ବିବାହର ଦେଢ଼ ମାସ ପରେ ବିଗିଡ଼ିଲା ସ୍ତ୍ରୀର ସ୍ୱାସ୍ଥ୍ୟାବସ୍ଥା : ଅଲଟ୍ରାସାଉଣ୍ଡ ପରେ ୪ମାସର ଗର୍ଭବତୀ ଥିବା କହିଲେ ଡାକ୍ତର

ବିବାହ କରିବା ପରେ ଗର୍ଭବତୀ ହେଲା ସ୍ତ୍ରୀ, ପିଲା କିନ୍ତୁ ସ୍ୱାମୀର ନୁହେଁ ଜଣାପଡ଼ିବା ପରେ ମାମଲା ଥାନାରେ ପହଞ୍ଚିଲା ।

Agnipath scheme
ଚାରିଆଡ଼େ ଅଗ୍ନିପଥ ନିଆଁ : ବିହାରରେ ୪ ଟ୍ରେନ୍‌ ପୋଡ଼ିଦେଲେ ବିକ୍ଷୋଭକାରୀ, ବନାରସ-ଇନ୍ଦୋରରେ ଭଙ୍ଗାରୁଜା

ବିହାରର ବିଭିନ୍ନ ଷ୍ଟେସନରେ ଜୋରଦାର ପ୍ରତିବାଦ କରିବା ସହ ଆନ୍ଦୋଳନକାରୀମାନେ ଟ୍ରେନରେ ନିଆଁ ଲଗାଇ ଦେଇଥିବା ଦେଖିବାକୁ ମିଳିଛି

Sunil Chhetri
୧୭ବର୍ଷର ଲମ୍ବା କ୍ୟାରିୟର, ଭାରତର ସର୍ବାଧିକ ଗୋଲ ସ୍କୋରର ସୁନୀଲ ଛେତ୍ରୀ

ହଂକଂ ବିପକ୍ଷରେ ଗୋଟିଏ ଗୋଲ ଦେଇ ସୁନୀଲ ଛେତ୍ରୀ ବିଶ୍ୱର ଶ୍ରେଷ୍ଠ ୫ଜଣ ଗୋଲ ସ୍କୋରର୍ଙ୍କ ତାଲିକାରେ ତାଙ୍କ ନାଁକୁ ସାମିଲ କରିଛନ୍ତି । ବି

Viral
ରାସ୍ତାକଡ଼ରେ ଆଫଗାନୀ ଟିଭି ଆଙ୍କର୍‌ : ଦାନା ମୁଠାଏ ପାଇଁ ବିକୁଛନ୍ତି ଷ୍ଟ୍ରିଟ୍‌ଫୁଡ୍

ତାଲିବାନି ଶାସନରେ ବେକାର ଟିଭି ଆଙ୍କର, ରାସ୍ତାରେ ଷ୍ଟ୍ରିଟ୍‌ଫୁଡ୍ ବିକ୍ରି କରି ପରିବାର ଚଳାଉଛନ୍ତି

IndianFootball
ଇତିହାସ ରଚିଲା ଭାରତୀୟ ଫୁଟବଲ୍ ଟିମ୍ : ୨୦୨୩ ଏଏଫସି ଏସିଆନ୍ କପ୍ ପାଇଁ ଯୋଗ୍ୟତା ହାସଲ

ପ୍ରାୟ ୪୮ ହଜାର ଦର୍ଶକ ଷ୍ଟାଡିୟମରେ ରହି ଭାରତୀୟ ଟିମକୁ ସମର୍ଥନ କରିଥିଲେ

Special story
 ରାହୁଲ ଉଦ୍ଧାର ପଛର ରିଅଲ୍ ହିରୋ ଜିତେନ୍ଦ୍ର, ଅପରେସନ୍‌ ଜିନ୍ଦେଗୀରେ ଜଗନ୍ନାଥ ଭକ୍ତଙ୍କ ବଡ଼ ହାତ

ରାହୁଲଙ୍କୁ ଉଦ୍ଧାର ବେଳେ ଜଗନ୍ନାଥଙ୍କ ନାଁ ନେଇଥିଲେ ଛତିଶଗଡ ଜାଞ୍ଜଗିର ଚାମ୍ପା ଜିଲ୍ଲାପାଳ ଜିତେନ୍ଦ୍ର ଶୁକ୍ଲା

Pervez Musharraf
ସ୍ୱଦେଶ ଫେରିବାକୁ କାକୁତିମିତନି ହେଉଛନ୍ତି ପରଭେଜ ମୁଶାରଫ

ପ୍ରଥମେ ମୃତ୍ୟୁନେଇ ଗୁଜବ, ଆଉ ଏବେ ସ୍ୱଦେଶ ଫେରିବା ଖବର । ପାକିସ୍ତାନର ପୂର୍ବତନ ମିଲିଟାରୀ ଶାସକ ଜେନେରାଲ ପରଭେଜ୍ ମୁଶାରଫଙ୍କ ପାକିସ୍ତାନ ଫେରିବା ନେଇ ପ୍ରଶସ୍ତ ହୋଇଛି ରାସ୍ତା

Special story
ମୂଷା ଗାତରୁ ମିଳିଲା ୫ଲକ୍ଷ ଟଙ୍କାର ସୁନା ଅଳଙ୍କାର

ମୂଷା ନେଇଯାଇଥିଲା ସୁନା ଅଳଙ୍କାର, ଅନେକ ଖୋଜାଖୋଜି ପରେ ମିଳିଲା ।

Special story
ଆନ୍ଧ୍ରରେ ଇଡଲି ପାଇଁ ଦରକାର ହେଉଛି ଓଡ଼ିଶା ଚାଉଳ : ଚାହିଦାରେ ଆକାଶଗଙ୍ଗା ଓ ୧୦୧ ଭେରାଇଟି

ଚାହିଦାରେ ଆକାଶଗଙ୍ଗା, ୧୦୧ ଭେରାଇଟି । କାରଣ ଇଡଲି, ଦୋସା ଲାଗି କୁଆଡ଼େ ବେଶ୍ ଉତ୍ତମ ଏହି ଦୁଇ ଭେରାଇଟି ଧାନର ଚାଉଳ ।

Special story
ରାହୁଲ ରେସ୍କ୍ୟୁରେ ଦେଶୀ ଯୁଗାଡ଼: ଅନ୍ୟ ଜଣେ ପିଲାର ଗୋଡ଼ରେ ଦଉଡ଼ି ବାନ୍ଧି ଗାତ ଭିତରକୁ ଛାଡ଼ିଥିବା କହିଲେ ଜିଲ୍ଲାପାଳ

ଶେଷ ପର୍ଯ୍ୟାୟ ଖନନ ବେଳେ ରାହୁଲ ଉପରେ ପଥର ଖଣ୍ଡ ପଡ଼ିବାର ଆଶଙ୍କା ଥିଲା । କେମିତି ସେଥିରୁ ତାକୁ ସୁରକ୍ଷା ଦେଇହେବ, ସେଥିପାଇଁ ଏକ ଦେଶୀ ଯୁଗାଡରେ ଆଇଡିଆ ଜୁଟିଥିଲା

petrol price
ପାକିସ୍ତାନରେ କ୍ଷଣିକେ ୫୯ ମହଙ୍ଗା ହେଲା ଡିଜେଲ : ପେଟ୍ରୋଲ ଲିଟର ପିଛା ଦର ୨୩୩

ପେଟ୍ରୋଲିୟମ ଉତ୍ପାଦ ଉପରେ ସବସିଡି ପ୍ରଦାନ କରିବା ସ୍ଥିତିରେ ନାହାନ୍ତି ପାକିସ୍ତାନ ସରକାର ।

Special story
ପୁଣି ଶବକୁ ଅସମ୍ମାନ : ମିଳିଲାନି ମହାପ୍ରୟାଣ ଗାଡ଼ି, ଅଟୋରେ ନେଲେ ପରିବାର ଲୋକ

ମୃତଦେହ ଆଣିବା ପାଇଁ ମିଳିଲାନି ମହାପ୍ରୟାଣ ଗାଡ଼ି , ବାଧ୍ୟ ହୋଇ ପରିବାର ଲୋକ ଅଟୋରେ ଆଣିଲେ ।

putin
ଥରୁଛନ୍ତି ଋଷ୍‌ ରାଷ୍ଟ୍ରପତି : ସିଧା ଛିଡ଼ା ହେବାପାଇଁ ସଂଘର୍ଷ କରୁଥିବାର ଭିଡିଓ ଭାଇରାଲ୍

ପୋଡିୟମ ପାଖରେ ଠିଆ ହୋଇଥିବା ବେଳେ ପୁଟିନ ଗୋଡ ହଲାଉଥିବା ନଜର ଆସୁଛନ୍ତି । ପୁଟିନ ଛିଡ଼ା ହେବାରେ ଅସୁବିଧା ଭୋଗୁଥିବା ଜଣାପଡ଼ୁଛି ।

Agnipath scheme
ଅଗ୍ନିପଥ ଯୋଜନା ବିରୋଧରେ ହିଂସାତ୍ମକ ପ୍ରତିବାଦ ଜାରି : ଟ୍ରେନରେ ନିଆଁ ଲଗାଇଦେଲେ ବିକ୍ଷୋଭକାରୀ

ବିଭିନ୍ନ ମହଲରୁ ସରକାରଙ୍କ ଏହି ନୂଆ ଯୋଜନାକୁ ସମାଲୋଚନା କରାଯାଇଛି

explosion
ଘର ଭିତରେ ବିସ୍ଫୋରଣ : ଗୋଟିଏ ପରିବାରର ୬ ଜଣ ଗୁରୁତର

କୋଦଳା ଥାନା ବେରୁହାବାଡ଼ି ଗାଁର ଦଣ୍ଡପାଣି ବେଳେହାଙ୍କ ଘରେ ବିସ୍ଫୋରଣ

Special story
ଗୋବରୀ ନାଁରେ ୭ ଲକ୍ଷ ଚଳୁ : ମୂଳରୁ ନଈରୁ ଫୁଟେ ଦଳ ଉଠିନି କି ଖଣ୍ଡେ ପଥର ପଡ଼ିନି

ଗୋବରୀ ନଦୀ ପୁନରୁଦ୍ଧାର କାର୍ଯ୍ୟରେ କୋଟି କୋଟି ଟଙ୍କା ପାଣିରେ ପଡ଼ିଥିବାରୁ ସିଧାସଳଖ ଅସୁବିଧା ଭୋଗୁଛନ୍ତି ସ୍ଥାନୀୟ ଗ୍ରାମବାସୀ । ଲୋକଙ୍କ ଗାଧୋଇବା, ପାଣି ସାରବାର କରିବା, ଚାଷ ଜମିକୁ ପାଣି ମାଡ଼ିବା ସବୁ କାର୍ଯ୍ୟରେ ଅସୁବିଧା ହେଉଛି ।

Special story
ଚୀନର ଗତିବିଧିକୁ ଦେଖି ଭାରତ ତୟାର୍ : ଡ୍ରାଗନ ବିରୋଧରେ ଭାରତର ଯେସାକୁ ତେସା ନୀତି

ସଦ୍ୟତମ ସୂଚନା ଅନୁସାରେ ଚୀନ୍ J-20 ମୁତୟନ କରିଥିବା ସ୍ପଷ୍ଟ ହୋଇଛି

ସୋମାକ ଅନୁଷ୍ଠାନରୁ ସାମ୍ବାଦିକତାରେ ମାଷ୍ଟର ଡିଗ୍ରୀ ହାସଲ ପରେ ରାଜ୍ୟର ପ୍ରମୁଖ ଖବରକାଗଜ ଟିଭିରେ ଶିକ୍ଷାନବୀଶ ଭାବେ କାର୍ଯ୍ୟାରମ୍ଭ। ଏହାପରେ ଡିଜିଟାଲ ସାମ୍ବାଦିକତା ଦୁନିଆଁରେ ଦୀର୍ଘ ୪ ବର୍ଷ ଧରି ବୃତ୍ତିଗତ ଜୀବନ ଜାରି ରଖିଛନ୍ତି। ଆଞ୍ଚଳିକ ଓ ଦେଶବିଦେଶର ଖବରକୁ ସ୍ୱତନ୍ତ୍ର ଭାବେ ଉପସ୍ଥାପନ କରିବାରେ ଦକ୍ଷତା ରହିଛି।