• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

ସୋମାକ ଅନୁଷ୍ଠାନରୁ ସାମ୍ବାଦିକତାରେ ମାଷ୍ଟର ଡିଗ୍ରୀ ହାସଲ ପରେ ରାଜ୍ୟର ପ୍ରମୁଖ ଖବର ...more

ସୋମାକ ଅନୁଷ୍ଠାନରୁ ସାମ୍ବାଦିକତାରେ ମାଷ୍ଟର ଡିଗ୍ରୀ ହାସଲ ପରେ ରାଜ୍ୟର ପ୍ରମୁଖ ଖବରକାଗଜ ଟିଭିରେ ଶିକ୍ଷାନବୀଶ ଭାବେ କାର୍ଯ୍ୟାରମ୍ଭ। ଏହାପରେ ଡିଜିଟାଲ ସାମ୍ବାଦିକତା ଦୁନିଆଁରେ ଦୀର୍ଘ ୪ ବର୍ଷ ଧରି ବୃତ୍ତିଗତ ଜୀବନ ଜାରି ରଖିଛନ୍ତି। ଆଞ୍ଚଳିକ ଓ ଦେଶବିଦେଶର ଖବରକୁ ସ୍ୱତନ୍ତ୍ର ଭାବେ ଉପସ୍ଥାପନ କରିବାରେ ଦକ୍ଷତା ରହିଛି।

less

Posts by

Special story
BREAKING : ନିର୍ଦ୍ୱନ୍ଦ୍ୱରେ ବାଚସ୍ପତି ନିର୍ବାଚିତ ହେଲେ ବିକ୍ରମ କେଶରୀ ଆରୁଖ

ବାଚନିକ ଭୋଟ ପରେ ନୂଆ ବାଚସ୍ପତିଙ୍କ ନାଁ ଘୋଷଣା କରାଯାଇଛି ।

Special story
ରାଜ୍ୟର ସବୁ ଛୋଟ ବଡ଼ ମେଡିକାଲରେ ଡାକ୍ତର ମରୁଡ଼ି : କେଉଁଠି ବି ନାହାନ୍ତି ପ୍ରଫେସର ଓ ସ୍ପେଶାଲିଷ୍ଟ ଡାକ୍ତର

ସ୍ୱାସ୍ଥ୍ୟସେବାରେ ଅଗ୍ରଣୀର ଡିଣ୍ଡିମ ପିଟୁଥିବା ଓଡ଼ିଶାର ବାସ୍ତବ ଚିତ୍ର ପୂରା ଓଲଟା

fatehpur
ଜିଲ୍ଲାପାଳଙ୍କ ଗାଈ ଅସୁସ୍ଥ : ସେବାରେ ଲାଗିଛନ୍ତି ୭ଜଣ ଡାକ୍ତର

ଜିଲ୍ଲାପାଳଙ୍କ ଗାଈ ଅସୁସ୍ଥ ଅଛି । ଆଉ ସେମାନଙ୍କ ଚିକିତ୍ସା ପାଇଁ ୭ ଜଣ ପ୍ରାଣୀ ଚିକିତ୍ସକଙ୍କୁ ଦାୟିତ୍ୱ ଦିଆଯାଇଛି।

cough syrup
ଫିଲ୍ମ ଷ୍ଟାଇଲରେ କଫସିରଫ୍ ଚୋରା ଚାଲାଣକାରୀ କାବୁ : ଗୋଡ଼ାଇ ଗୋଡ଼ାଇ ଧରିଲା ବରଗଡ଼ ଜିଲ୍ଲା ପୋଲିସ

ବୋଲେରୋରେ କଫ ସିରଫ ବୋଝେଇ କରି ଚାରିଜଣ ନିଶା ବେପାରୀ ବେଆଇନ ଭାବେ ଚାଲାଣ କରୁଥିବା ଖବର ପାଇଥିଲା ବରଗଡ ପୋଲିସର ସ୍ପେସିଆଲ ଟିମ ପୋଲିସ ଟିମ ବୋଲେରୋକୁ ପଛପଟୁ ପିଛା କରିଥିଲା ।

Special story
କୁରକୁରେ ଖାଇବାକୁ ଟଙ୍କା ମାଗିବାରୁ ଝିଅକୁ ଚେଙ୍କ ଦେଲା ସାବତ ମାଆ

ପାଞ୍ଚ ଟଙ୍କା ପାଇଁ ସାନ ଝିଅର ମୁହଁରେ ଚେଙ୍କ ଲଗାଇଦେଲା ସାବତ ମାଆ ।

Special story
ଭୂତ ନାଁରେ ଘର : ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ବଡ଼ଧରଣର ଜାଲିଆତି

ସମାକୁଦ ଗାଁର ଭାନୁମତୀ ସାହୁଙ୍କର ୧୦ ବର୍ଷ ତଳେ ମୃତ୍ୟୁ ହୋଇଥିଲା କିନ୍ତୁ ଆରଟିଆଇ କାଗଜ କହୁଛି, ଭାନୁମତୀଙ୍କ ନାଁରେ ଘର ତିଆରି କରାଯାଇଛି

Special story
ବାପା ସାଜିଲା ରାକ୍ଷସ : ରାତି ଅଧରେ ପୁଅକୁ ଦୁଇ ଗଡ଼ କରି ହାଣି ପକାଇଲା

ସାମାନ୍ୟ ଝଗଡ଼ା ପାଇଁ ବାପା ନେଇଗଲା ପୁଅର ଜୀବନ ।

Special story
ଇଟାଭାଟି ମାଲିକଙ୍କ ହିଟଲରୀ ଶାସନ : ନଦୀ ପଠା ଓ ଖେଳପଡିଆ ଉପରେ କବଜା, ଗାଁ ଲୋକେ ଅସନ୍ତୁଷ୍ଟ

ଫଳରେ ପାଖରେ ଥିବା ଅନ୍ୟ ଜମିରେ ଅତଡ଼ା ଖସୁଛି ଏବଂ ଧାନ ଚାଷ ହୋଇ ପାରୁ ନାହିଁ. ତେଣୁ ଏଭଳି ଅନେକ ସମସ୍ୟା ସୃଷ୍ଟି ହେଉଛି । ଏପରି ମାଟି ଖୋଳା ସମ୍ପର୍କରେ ସ୍ଥାନୀୟ ରାଜସ୍ୱ ନିରୀକ୍ଷକ ସବୁ ଜାଣି ଚୁପ

Special story
କୁନି ପୁଅର ସାହସକୁ ସଲାମ୍‌ : ନିଜେ ରେସ୍କ୍ୟୁ ଅପରେସନରେ ସାହାଯ୍ୟ କରୁଛି ବୋରୱେଲରେ ଫସିଥିବା ଶିଶୁ

ଗତ ୪୮ ଘଣ୍ଟା ଧରି ବୋରୱେଲରେ ପଡ଼ିଥିବା ରାହୁଲଙ୍କୁ ବଞ୍ଚାଇବା ପାଇଁ ସଂଗ୍ରାମ ଚାଲିଛି । ୧୧ ବର୍ଷର ଶିଶୁ ପ୍ରାୟ ୮୦ ଫୁଟ ଗଭୀର ଗର୍ତ୍ତରେ ଫସି ରହିଛି ।

IND vs SA Prediction
ରବିବାର ବାରବାଟୀରେ ମହାଲଢ଼େଇ : ହୋଟେଲରୁ ଷ୍ଟାଡିୟମ୍‌ ଯାଏଁ ବ୍ୟାପକ ସୁରକ୍ଷା ବନ୍ଦୋବସ୍ତ

ଆଜି ପୋଲିସ ଡିଜି, ଟୁଇନି ସିଟି ପୋଲିସ କମିଶନର ଓ ଡିସିପି ବାରବାଟୀ ଯାଇ ବହୁସ୍ତରୀୟ କଡ଼ା ସୁରକ୍ଷା ବ୍ୟବସ୍ଥାର ତନ୍ନ ତନ୍ନ ଯାଞ୍ଚ୍ କରିଛନ୍ତି ।

Mamata Banerjee
ରାଷ୍ଟ୍ରପତି ନିର୍ବାଚନରେ ବିରୋଧୀଙ୍କୁ ଏକାଠି କରିବାକୁ ପ୍ରୟାସ : ୨୨ ନେତାଙ୍କୁ ଚିଠି ଲେଖିଲେ ମମତା

ଆଗକୁ ରାଷ୍ଟ୍ରପତି ନିର୍ବାଚନ ଥିବା ବେଳେ ପ୍ରାର୍ଥୀକୁ ନେଇ ରଣନୀତି ଆରମ୍ଭ ହୋଇଯାଇଛି

sonu sood
ସାହା ହେଲେ ସୋନୁ ସୁଦ୍ : ଚାରି ଗୋଡ଼ ଓ ଚାରି ହାତ ଥିବା ଝିଅକୁ ମିଳିଲା ନୂଆ ଜୀବନ

ଚୌମୁଖୀକୁ ନୂଆ ଜୀବନ ଦେଲେ ବଲିଉଡ଼୍‌ ଅଭିନେତା ସୋନୁ ସୁଦ୍‌ ।

team india
ନେଟ୍ ପ୍ରାକ୍ଟିସ୍‌ ପାଇଁ ବାରବାଟୀ ଷ୍ଟାଡିୟମରେ ଟିମ୍ ଇଣ୍ଡିଆ

କଡ଼ା ସୁରକ୍ଷା ମଧ୍ୟରେ ୨ଟି ସ୍ୱତନ୍ତ୍ର ବସ୍‌ରେ କଟକ ଯାତ୍ରା

Special story
ଶ୍ରମିକ ବାପାଙ୍କ ସ୍ୱପ୍ନକୁ ସାକାର କଲା ଝିଅ, ସୀମା ଜଗିବେ ରଶ୍ମିତା

ରାୟଗଡାରୁ ନେପାଳ ସୀମା । ସଶସ୍ତ୍ର ସୀମା ବଳରେ ଯବାନ ଭାବେ ନିଯୁକ୍ତି ପାଇଛନ୍ତି ରଶ୍ମିତା ।

Sidhu Moose Wala
ଖୋଲିବ କି ମୁସେଓ୍ୱାଲାଙ୍କ ହତ୍ୟାକାଣ୍ଡ ଗୁମର ? ପୂର୍ବ ଶତ୍ରୁତା ନା ପଛରେ ରହିଛି ଅନ୍ୟ କିଛି କାରଣ ?

ପଞ୍ଜାବୀ ଗାୟକ ସିଦ୍ଧୁ ମୁସେଓ୍ୱାଲା ହତ୍ୟା ଘଟଣା, ଧରାପଡ଼ିଲା ସାର୍ପସୁଟର ହରକମଲ ରାନୁ

Salman Khan
ସଲମାନ ଖାନଙ୍କୁ ହତ୍ୟା କରିବାକୁ ମୁମ୍ବାଇ ଘର ନିକଟରେ ପହଞ୍ଚି ଯାଇଥିଲେ ସାର୍ପ ସୁଟର୍, ହେଲେ . .

କେବଳ ଧମକପୂର୍ଣ୍ଣ ଚିଠି ନୁହେଁ ସଲମାନଙ୍କୁ ହତ୍ୟା କରିବାକୁ ଘର ନିକଟରେ ପହଞ୍ଚି ଯାଇଥିଲା ସାର୍ପ ସୁଟର ।

62 platoon force
ବାରବାଟୀରେ କଡ଼ା ସୁରକ୍ଷା ବ୍ୟବସ୍ଥା : ମୁତୟନ ହେବେ ୬୨ ପ୍ଲାଟୁନ ଫୋର୍ସ

ବାରବାଟୀରେ ମ୍ୟାଚ୍‌ ପାଇଁ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରାଯାଇଛି ।

mansoon
ଗରମ ଗୁଳୁଗୁଳିରୁ ମିଳିବ ମୁକ୍ତି : ରଜରେ ଛୁଇଁବ ମୌସୁମୀ ବାୟୁ

ପାଗ ଧୀରେ ଧୀରେ ଅନୁକୂଳ ହେଉଛି : ଆଞ୍ଚଳିକ ପାଣିପାଗ କେନ୍ଦ୍ର

ସୋମାକ ଅନୁଷ୍ଠାନରୁ ସାମ୍ବାଦିକତାରେ ମାଷ୍ଟର ଡିଗ୍ରୀ ହାସଲ ପରେ ରାଜ୍ୟର ପ୍ରମୁଖ ଖବରକାଗଜ ଟିଭିରେ ଶିକ୍ଷାନବୀଶ ଭାବେ କାର୍ଯ୍ୟାରମ୍ଭ। ଏହାପରେ ଡିଜିଟାଲ ସାମ୍ବାଦିକତା ଦୁନିଆଁରେ ଦୀର୍ଘ ୪ ବର୍ଷ ଧରି ବୃତ୍ତିଗତ ଜୀବନ ଜାରି ରଖିଛନ୍ତି। ଆଞ୍ଚଳିକ ଓ ଦେଶବିଦେଶର ଖବରକୁ ସ୍ୱତନ୍ତ୍ର ଭାବେ ଉପସ୍ଥାପନ କରିବାରେ ଦକ୍ଷତା ରହିଛି।