• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

ସୋମାକ ଅନୁଷ୍ଠାନରୁ ସାମ୍ବାଦିକତାରେ ମାଷ୍ଟର ଡିଗ୍ରୀ ହାସଲ ପରେ ରାଜ୍ୟର ପ୍ରମୁଖ ଖବର ...more

ସୋମାକ ଅନୁଷ୍ଠାନରୁ ସାମ୍ବାଦିକତାରେ ମାଷ୍ଟର ଡିଗ୍ରୀ ହାସଲ ପରେ ରାଜ୍ୟର ପ୍ରମୁଖ ଖବରକାଗଜ ଟିଭିରେ ଶିକ୍ଷାନବୀଶ ଭାବେ କାର୍ଯ୍ୟାରମ୍ଭ। ଏହାପରେ ଡିଜିଟାଲ ସାମ୍ବାଦିକତା ଦୁନିଆଁରେ ଦୀର୍ଘ ୪ ବର୍ଷ ଧରି ବୃତ୍ତିଗତ ଜୀବନ ଜାରି ରଖିଛନ୍ତି। ଆଞ୍ଚଳିକ ଓ ଦେଶବିଦେଶର ଖବରକୁ ସ୍ୱତନ୍ତ୍ର ଭାବେ ଉପସ୍ଥାପନ କରିବାରେ ଦକ୍ଷତା ରହିଛି।

less

Posts by

Special story
ଅଧା ବାଟରେ ଅଟକିଛି ରୋପୱେ , ମଝି ଆକାଶରେ ଫସିଛନ୍ତି ୧୧ ପର୍ଯ୍ୟଟକ

ରୋପୱେରେ ପ୍ରାୟ ଦୁଇ ଘଣ୍ଟା ଧରି ପର୍ଯ୍ୟଟକ ଫସି ରହିଥିବା ଜଣାପଡ଼ିଛି ।

Special story
ସ୍ଥଳସେନାରେ ଅଗ୍ନିବୀର ନିଯୁକ୍ତି ନେଇ ଆସିଲା ବିସ୍ତୃତ ବିବରଣୀ

ଆଗାମୀ ଜୁଲାଇରେ ନିଯୁକ୍ତି ରାଲି ନେଇ ସ୍ଥଳସେନାର ଯୋଜନା

Special story
ଉପରୁ ଧସୁଥିଲା ବରଫ ଖଣ୍ଡ : ମୃତ୍ୟକୁ ଭୟ ନକରି ୪ଜଣଙ୍କୁ ମୃତ୍ୟୁମୁଖରୁ ଟାଣିଆଣିଲେ ଓଡିଆ ଝିଅ ଆକାଂକ୍ଷା ଓ ଆୟୁସୀ

ଓଡ଼ିଶାରୁ ହିମାଚଳ ବୁଲିବାକୁ ଯାଇଥିଲେ, ଆଉ ସେଠାରେ ଚାରି ଜଣଙ୍କ ଜୀବନ ରକ୍ଷାକଲେ ଦୁଇ ସମ୍ପର୍କୀୟ ଭଉଣୀ ।

Special story
ଗାଁ ଦାଣ୍ଡରେ କାନଧରି ଆଣ୍ଠେଇ ଆଣ୍ଠେଇ ଚାଲିଲେ ମହିଳା, କାରଣ...

ନିଷ୍ଠା ନା ଅନ୍ଧବିଶ୍ୱାସ , ସ୍ୱାମୀଙ୍କୁ ବାବାଜୀଙ୍କ ଅଭିଶାପରୁ ରକ୍ଷା କରିବାକୁ ମନ୍ଦିରରୁ ଆଣ୍ଠେଇ ଆଣ୍ଠେଇ ଆସିଲେ ମହିଳା 

Special story
ଦିଲ୍ଲୀ-ଗୁରୁଗ୍ରାମ ସୀମାରେ ପ୍ରବଳ ଜାମ : ଅଟକି ରହିଛି ହଜାର ହଜାର ଗାଡ଼ି

ଇଞ୍ଚେ ବି ଘୁଞ୍ଚୁନି ଗାଡ଼ି, ହାଇଆଲର୍ଟରେ RPF, GRP; ହିଂସା ସୃଷ୍ଟିକାରୀଙ୍କ ଉପରେ ନଜର

Special story
ସାର୍‌ ମୋର କିଡନୀ ଖରାପ୍‌ : ଧରାପଡ଼ିବା ପରେ ପୋଲିସ୍‌ ସାମ୍ନାରେ ଦୁଃଖ ବଖାଣିଲା ଚୋର

ରୋଗ ପାଇଁ ଚୋର ପାଲଟିଗଲେ, ଧରାପଡ଼ିବା ପରେ ପୋଲିସ୍‌ ଆଗରେ ଦୁଃଖ ବଖାଣିଲା ଅପରାଧୀ ।

Special story
ମହିଳା , ମୋହରା ଓ ଡ୍ରଗସ୍ : ରାଜଧାନୀର ନିଶା କାରବାରର ନୂଆ ଟ୍ରେଣ୍ଡ

ଲେଡି ପେଡଲରଙ୍କୁ ମୋହରା କରି ବସ୍ତିରୁ ଅପରେଟ୍ ହେଉଛି ଧଳାଜହର ବ୍ୟବସାୟ ।

Special story
ଦେଶବ୍ୟାପୀ ଅଗ୍ନିପଥ ହଙ୍ଗାମା ପରେ ବଦଳୁଛି ନିୟମ : ଅଗ୍ନିବୀରଙ୍କ ପାଇଁ କେନ୍ଦ୍ରର ଅଫର ପରେ ଅଫର୍

ଗୃହ, ପ୍ରତିରକ୍ଷା ମନ୍ତ୍ରାଳୟ ପରେ ଅନ୍ୟ ବିଭାଗରେ ସଂରକ୍ଷଣ ଘୋଷଣା

Special story
ବିହାରରେ ରେଳବାଇର ବଡ଼ ଘୋଷଣା : ସକାଳ ୪ଟାରୁ ରାତି ୮ଟା ପର୍ଯ୍ୟନ୍ତ ବନ୍ଦ ରହିବ ଟ୍ରେନ୍‌ ସେବା

ହିଂସାତ୍ମକ ପ୍ରତିବାଦ ଯୋଗୁଁ ବାଧ୍ୟ ହୋଇ ପୂର୍ବ କେନ୍ଦ୍ରୀୟ ରେଳବାଇ ଟ୍ରେନ୍ ଚଳାଚଳରେ ଅସ୍ଥାୟୀ ପରିବର୍ତ୍ତନ କରିଛି

Akasa Air
ଭାରତୀୟ ଆକାଶରେ ଡେଣା ଝାଡ଼ିବ ନୂଆ ବିମାନ ଆକାଶ ଏୟାର୍ , ଚୂଡ଼ାନ୍ତ ପର୍ଯ୍ୟାୟରେ ପ୍ରସ୍ତୁତି

ଯାତ୍ରୀମାନଙ୍କୁ କମ୍ ମୂଲ୍ୟରେ ଅତ୍ୟାଧୁନିକ ବିମାନ ସେବା ଯୋଗାଇ ଦେବାକୁ ଲକ୍ଷ୍ୟ

Special story
ଭାରତ ବିନା ପାକିସ୍ତାନର ଗତି ନାହିଁ ! ପାକ୍‌ ମନ୍ତ୍ରୀଙ୍କ ମନ୍ତବ୍ୟ ପରେ ଚର୍ଚ୍ଚା

ଭାରତ ସହ ସଂପର୍କ ଆରମ୍ଭ କରିବା ସପକ୍ଷରେ ଯୁକ୍ତି ରଖିଲେ ପାକିସ୍ତାନ ବୈଦେଶିକ ମନ୍ତ୍ରୀ ବିଲାଓ୍ୱଲ ଭୁଟ୍ଟୋ ।

‘Bharat Gaurav’
ଟ୍ରାକ୍‌ରେ ଦୌଡ଼ିଲା ଦେଶର ପ୍ରଥମ ଘରୋଇ ଟ୍ରେନ୍‌

ସୁନ୍ଦର ସାଜସଜ୍ଜା, ରଙ୍ଗାରଙ୍ଗ୍ ପରିବେଶ, ଆଉ ତାସହ ନାଚଗୀତ ଭିତରେ ତାମିଲନାଡ଼ୁ କୋଏମ୍ବାଟୁରରୁ ମହାରାଷ୍ଟ୍ର ସିରିଡ଼ିକୁ ଗଡ଼ିଛି ଦେଶର ପ୍ରଥମ ଘରୋଇ ଟ୍ରେନ୍

Debit Card, Credit Card Online Payment Rule Changes from Next Month
ଡେବିଟ ଓ କ୍ରେଡିଟ କାର୍ଡରେ ଅନଲାଇନ୍ ପେମେଣ୍ଟର ନୂଆ ନିୟମ : ଜୁଲାଇ ପହିଲାରୁ ଲାଗୁ କରିବ RBI

ଡେବିଟ/କ୍ରେଡିଟ କାର୍ଡ ବ୍ୟବହାର ମାତ୍ରେ ଟୋକନ ପାଇଁ ଗ୍ରାହକଙ୍କ ଅନୁମତି ମଗାଯିବ, ଅନୁମତି ମିଳିବା ପରେ କାର୍ଡ ନେଟଓ୍ୱର୍କ ସଂସ୍ଥାକୁ ଟୋକେନାଇଜେସନର ପ୍ରସ୍ତାବ ଯିବ

Special story
ପୁଅ ହେବ ତ ଏମିତି : ବାପାଙ୍କ ଅଧୁରା ସ୍ୱପ୍ନକୁ ପୂରଣ କରିବା ଉଦ୍ଦେଶ୍ୟରେ ଗାଁଲୋକଙ୍କ ପାଇଁ ପାର୍କ ତିଆରି କଲେ ସଞ୍ଜିବ

ବାପା ବଞ୍ଚିଥିବା ବେଳେ ମଧ୍ୟ ଆଜିକାଲି ପୁଅମାନେ ପଚାରୁ ନାହାନ୍ତି । କିନ୍ତୁ ଢ଼େଙ୍କାନାଳର ଜଣେ ଯୁବକ ତାଙ୍କ ବାପାଙ୍କ ପାଇଁ ତିଆରି କରିଛନ୍ତି ଉଦ୍ୟାନ ।

Special story
୧୭ ଦିନ ହେଲା ଝିଅ ନିଖୋଜ୍ : ଏସପି ଅଫିସ ଆଗରେ ଆତ୍ମହତ୍ୟା ଉଦ୍ୟମ କଲା ମା’

କେନ୍ଦୁଝର ଏସପି ଅଫିସ୍‌ ସମ୍ମୁଖରେ ଆତ୍ମାହୁତି ଉଦ୍ୟମ କରୁଥିବା ଜଣେ ମହିଳାଙ୍କୁ ପୋଲିସ୍‌ ଉଦ୍ଧାର କରିଛି ।

Protests against 'Agnipath'
ଅଗ୍ନିପଥ ଆନ୍ଦୋଳନ : ଟାର୍ଗେଟରେ ନେତା

ବିହାର ଡେପୁଟି ସିଏମ୍ ରେଣୁ ଦେବୀଙ୍କ ବାସଭବନ ଉପରକୁ ଆନ୍ଦୋଳନକାରୀ ଢେଲା ପଥର ମାଡ଼ କରିଛନ୍ତି

ସୋମାକ ଅନୁଷ୍ଠାନରୁ ସାମ୍ବାଦିକତାରେ ମାଷ୍ଟର ଡିଗ୍ରୀ ହାସଲ ପରେ ରାଜ୍ୟର ପ୍ରମୁଖ ଖବରକାଗଜ ଟିଭିରେ ଶିକ୍ଷାନବୀଶ ଭାବେ କାର୍ଯ୍ୟାରମ୍ଭ। ଏହାପରେ ଡିଜିଟାଲ ସାମ୍ବାଦିକତା ଦୁନିଆଁରେ ଦୀର୍ଘ ୪ ବର୍ଷ ଧରି ବୃତ୍ତିଗତ ଜୀବନ ଜାରି ରଖିଛନ୍ତି। ଆଞ୍ଚଳିକ ଓ ଦେଶବିଦେଶର ଖବରକୁ ସ୍ୱତନ୍ତ୍ର ଭାବେ ଉପସ୍ଥାପନ କରିବାରେ ଦକ୍ଷତା ରହିଛି।