• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

ସୋମାକ ଅନୁଷ୍ଠାନରୁ ସାମ୍ବାଦିକତାରେ ମାଷ୍ଟର ଡିଗ୍ରୀ ହାସଲ ପରେ ରାଜ୍ୟର ପ୍ରମୁଖ ଖବର ...more

ସୋମାକ ଅନୁଷ୍ଠାନରୁ ସାମ୍ବାଦିକତାରେ ମାଷ୍ଟର ଡିଗ୍ରୀ ହାସଲ ପରେ ରାଜ୍ୟର ପ୍ରମୁଖ ଖବରକାଗଜ ଟିଭିରେ ଶିକ୍ଷାନବୀଶ ଭାବେ କାର୍ଯ୍ୟାରମ୍ଭ। ଏହାପରେ ଡିଜିଟାଲ ସାମ୍ବାଦିକତା ଦୁନିଆଁରେ ଦୀର୍ଘ ୪ ବର୍ଷ ଧରି ବୃତ୍ତିଗତ ଜୀବନ ଜାରି ରଖିଛନ୍ତି। ଆଞ୍ଚଳିକ ଓ ଦେଶବିଦେଶର ଖବରକୁ ସ୍ୱତନ୍ତ୍ର ଭାବେ ଉପସ୍ଥାପନ କରିବାରେ ଦକ୍ଷତା ରହିଛି।

less

Posts by

5G Internet Service
ଦେଶରେ ଖୁବ୍ ଶୀଘ୍ର 5G ଇଣ୍ଟରନେଟ୍ ସେବା : ନିଲାମୀକୁ ଅନୁମୋଦନ ଦେଲା କେନ୍ଦ୍ର କ୍ୟାବିନେଟ

ପୂର୍ବ ଅପେକ୍ଷା ଅଧିକ ସ୍ପିଡ ହେବ ଇଣ୍ଟରନେଟ୍‌। ଖୁବ୍‌ଶୀଘ୍ର ଭାରତରେ ଉପଲବ୍ଧ ହେବ ୫-ଜି ସର୍ଭିସ।

Special story
ହସ୍ପିଟାଲରେ ରାହୁଲ ପିଇଲା ସୁପ୍‌ : ସୋଡିୟମ ସ୍ତର ହ୍ରାସ ପାଇଥିଲେ ସୁଦ୍ଧା ସ୍ୱାସ୍ଥ୍ୟାବସ୍ଥା ସ୍ଥିର

ରାହୁଲର ସ୍ୱାସ୍ଥ୍ୟାବସ୍ଥା ଏବେ ସ୍ଥିର ରହିଛି କହିଲେ ମୁଖ୍ୟ ଚିକିତ୍ସାଧିକାରୀ ।

Special story
ନିର୍ଜନ ରାସ୍ତା ଦେଖି ହଇରାଣ କଲେ ୬ ଯୁବକ : ଏକୁଟିଆ ସମସ୍ତଙ୍କୁ ପାନେ ଚଖେଇଲେ ଯୁବତୀ

ଯୁବତୀଙ୍କ ଫ୍ଲାଇଙ୍ଗ୍‌ କିକ୍‌ରେ ଘାଇଲା ୬ ଯୁବକ , ମାଡ଼ ଖାଇ ଘାଇଲା ରୋଡ୍ ରୋମିଓ

Special story
ସ୍ପେସାଲ ରାଲି , କ୍ୟାମ୍ପସ୍‌ ଇଣ୍ଟରଭିୟୁ . . କେମିତି ନିଯୁକ୍ତି ପାଇବେ ଅଗ୍ନିବୀର ?

ନିଯୁକ୍ତି ପାଇଁ ସ୍ୱୀକୃତିପ୍ରାପ୍ତ ବୈଷୟିକ ଅନୁଷ୍ଠାନଗୁଡ଼ିକରେ ସ୍ୱତନ୍ତ୍ର ରାଲି ଏବଂ କ୍ୟାମ୍ପସ ଇଣ୍ଟରଭିୟୁ  ଅନୁଷ୍ଠିତ ହେବ ।

Rashtrapati Bhavan
ରାଷ୍ଟ୍ରପତି ନିର୍ବାଚନ ପାଇଁ ପ୍ରକାଶ ପାଇଲା ବିଜ୍ଞପ୍ତି : ଆଜିଠୁ ନାମାଙ୍କନ ଆରମ୍ଭ

ରାଷ୍ଟ୍ରପତି ନିର୍ବାଚନ ପାଇଁ ଆଜିଠୁ ନାମାଙ୍କନ ଆରମ୍ଭ ହୋଇଯାଇଛି

Special story
ସେନାର ଅଗ୍ନିପଥ ସ୍କିମକୁ ବିରୋଧ : ଟ୍ରେନ ଉପରକୁ ପଥରମାଡ଼ ଓ ରାସ୍ତା ଅବରୋଧ କରି ହଙ୍ଗାମା

ମାତ୍ର ୪ ବର୍ଷ ପାଇଁ ଅଗ୍ନିପଥ ଯୋଜନାରେ ନିଯୁକ୍ତି ମିଳୁଥିବାରୁ ଏହାକୁ ବିରୋଧ କରାଯାଇଛି ।

corona Update
ପୁଣି ଡରାଇଲାଣି କରୋନା, ଚତୁର୍ଥ ଲହର ସଙ୍କେତ ନୁହେଁ ତ ?

ଦୈନିକ ସଂକ୍ରମଣ ସଂଖ୍ୟାରେ ଦ୍ରୁତ ବୃଦ୍ଧି ଚତୁର୍ଥ ଲହରର ପଦଧ୍ୱନୀ ନୁହେଁ ତ ?

Deba Snana Purnima
ସ୍ନାନବେଦୀରେ ଶ୍ରୀଜିଉଙ୍କ ଦିବ୍ୟସ୍ନାନ ନୀତି ଆରମ୍ଭ

ସୁନା କୂଅକୁ ଆସିଥିବା ଜଳରେ ଚାଲିଛି ଦିବ୍ୟସ୍ନାନ

RAHUL GANDHI
ଲଗାତାର ଦ୍ୱିତୀୟ ଦିନରେ ED କାର୍ଯ୍ୟାଳୟରେ ରାହୁଲ ଗାନ୍ଧି

ଆଜି ହାଜର ପାଇଁ ED ପକ୍ଷରୁ ଗତକାଲି ସମନ୍ ହୋଇଥିଲା

China, India,
ସୀମା ବିବାଦର ସମାଧାନ ଚାହୁଁନି କି ଚୀନ୍ ? LAC ନିକଟରେ ଜାରି ରଖିଛି ଭିତ୍ତିଭୂମି ନିର୍ମାଣ

ଲଦାଖରେ ଶାନ୍ତି ଫେରାଇ ଆଣିବା ଲାଗି ପ୍ରତିରକ୍ଷା ଓ କୂଟନୀତି ସ୍ତରୀୟ ଆଲୋଚନା ଜାରି ରହିଥିବା ବେଳେ ଏଯାଏଁ ସଂପୂର୍ଣ୍ଣ ସ୍ୱାଭାବିକ ହୋଇନି ସ୍ଥିତି । ଏବେବି କିଛି ସ୍ଥାନରେ ମୁହାଁମୁହିଁ ଛିଡ଼ା ହୋଇଛନ୍ତି ଭାରତ-ଚୀନ୍ ସେନା

Special story
ଆଉ ଅଳ୍ପ ସମୟ : ଉଦ୍ଧାର ହେବ ରାହୁଲ !

ରାହୁଲ ଜୀବନ ବଞ୍ଚାଇବାକୁ ବୋରେୱଲରେ ସଂଘର୍ଷ ଜାରି ରଖିଛି

Special story
ରାତିରୁ କିଛି ଖାଇନି ରାହୁଲ, ଶେଷ ପର୍ଯ୍ୟାୟରେ ଉଦ୍ଧାର କାର୍ଯ୍ୟ

ଉଦ୍ଧାର କାର୍ଯ୍ୟ ଶେଷ ପର୍ଯ୍ୟାୟରେ କହିଲେ ସ୍ଥାନୀୟ ଜିଲ୍ଲାପାଳ

rahul
ବୋରୱେଲରେ ରାହୁଲ: ୧୦ ଘଣ୍ଟା ହେଲା କିଛି ଖାଇନି

ଗତ ୧୦ ଘଣ୍ଟା ହେଲାଣି ରାହୁଲ କିଛି ଖାଇନଥିବା ମିଳିଲା ସୂଚନା

Ratha Jatra
ରଥଯାତ୍ରା ପୂର୍ବରୁ ସ୍ୱାସ୍ଥ୍ୟ ବିଭାଗର ଗାଇଡଲାଇନ : କୋଭିଡ ନିୟମ କଡ଼ାକଡ଼ି ପାଳନ ଲାଗି ପରାମର୍ଶ

ବୟସ୍କ ବ୍ୟକ୍ତି ଓ ଛୋଟ ପିଲାଙ୍କୁ ଯାତ୍ରାକୁ ନି ଯିବା ଲାଗି ପରାମର୍ଶ

Rahul Gandhi, Sonia Gandhi,
ନ୍ୟାସନାଲ ହେରାଲ୍ଡ ମାମଲା କ’ଣ ? ୨୦୧୨ରେ ମନି ଲଣ୍ଡରିଂ ଅଭିଯୋଗ ଆଣିଥିଲେ ସୁବ୍ରମଣ୍ୟମ ସ୍ୱାମୀ

୨୦୧୨ ମସିହାରେ ବିଜେପି ନେତା ସୁବ୍ରମଣ୍ୟମ ସ୍ୱାମୀ ନ୍ୟାସନାଲ ହେରାଲ୍ଡର ମାଲିକାନା ପରିବର୍ତ୍ତନକୁ ନେଇ କୋର୍ଟରେ ମାମଲା ରୁଜୁ କରିଥିଲେ

Special story
କୁଚିଣ୍ଡା ଲଙ୍କାକୁ ମିଳିବ ନୂଆ ପରିଚୟ : ଜିଆଇ ଟ୍ୟାଗ୍ ପାଇଁ ଫିଟିଲା ବାଟ

କୁଚିଣ୍ଡାରେ ଚାଷ ହେଉଥିବା ଲଙ୍କାର ଗୁଣବତ୍ତା ନେଇ ଲ୍ୟାବ୍ ରିପୋର୍ଟ ଆସିବା ପରେ ଆଶା ସଂଚାର ହୋଇଛି

Special story
ଗ୍ୟାରେଜ ମେକାନିକ୍ ତିଆରି କଲେ ଟୁ ଇନ୍ ୱାନ ସ୍କୁଟର, ଉଭୟ ବ୍ୟାଟେରୀ ଓ ପେଟ୍ରୋଲରେ ଚାଲୁଛି

ଗ୍ୟାରେଜ ମେକାନିକ୍ ସାଇକ୍ରିଷ୍ଣା ବିକଶିତ କଲେ ସ୍ୱତନ୍ତ୍ର ସ୍କୁଟର, ଯାହା ଉଭୟ ପେଟ୍ରୋଲରେ ଆଉ ବ୍ୟାଟେରୀରେ ଚାଲିବ ।

Special story
୫୧ଟି ଟ୍ରାକ୍ଟରରେ ୧୫୦ ବରଯାତ୍ରୀ : ଜୋରଦାର ପ୍ରୋସେସନ୍‌ କରି କନ୍ୟା ଘରେ ପହଞ୍ଚିଲା ବର

ନିଜ ବିବାହକୁ ସ୍ୱତନ୍ତ୍ର କରିବାକୁ ଟ୍ରାକ୍ଟରରେ ବରଯାତ୍ରୀ ନେଇ କନ୍ୟା ଘରେ ପହଞ୍ଚିଲା ବର ।

ସୋମାକ ଅନୁଷ୍ଠାନରୁ ସାମ୍ବାଦିକତାରେ ମାଷ୍ଟର ଡିଗ୍ରୀ ହାସଲ ପରେ ରାଜ୍ୟର ପ୍ରମୁଖ ଖବରକାଗଜ ଟିଭିରେ ଶିକ୍ଷାନବୀଶ ଭାବେ କାର୍ଯ୍ୟାରମ୍ଭ। ଏହାପରେ ଡିଜିଟାଲ ସାମ୍ବାଦିକତା ଦୁନିଆଁରେ ଦୀର୍ଘ ୪ ବର୍ଷ ଧରି ବୃତ୍ତିଗତ ଜୀବନ ଜାରି ରଖିଛନ୍ତି। ଆଞ୍ଚଳିକ ଓ ଦେଶବିଦେଶର ଖବରକୁ ସ୍ୱତନ୍ତ୍ର ଭାବେ ଉପସ୍ଥାପନ କରିବାରେ ଦକ୍ଷତା ରହିଛି।