• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

ସୋମାକ ଅନୁଷ୍ଠାନରୁ ସାମ୍ବାଦିକତାରେ ମାଷ୍ଟର ଡିଗ୍ରୀ ହାସଲ ପରେ ରାଜ୍ୟର ପ୍ରମୁଖ ଖବର ...more

ସୋମାକ ଅନୁଷ୍ଠାନରୁ ସାମ୍ବାଦିକତାରେ ମାଷ୍ଟର ଡିଗ୍ରୀ ହାସଲ ପରେ ରାଜ୍ୟର ପ୍ରମୁଖ ଖବରକାଗଜ ଟିଭିରେ ଶିକ୍ଷାନବୀଶ ଭାବେ କାର୍ଯ୍ୟାରମ୍ଭ। ଏହାପରେ ଡିଜିଟାଲ ସାମ୍ବାଦିକତା ଦୁନିଆଁରେ ଦୀର୍ଘ ୪ ବର୍ଷ ଧରି ବୃତ୍ତିଗତ ଜୀବନ ଜାରି ରଖିଛନ୍ତି। ଆଞ୍ଚଳିକ ଓ ଦେଶବିଦେଶର ଖବରକୁ ସ୍ୱତନ୍ତ୍ର ଭାବେ ଉପସ୍ଥାପନ କରିବାରେ ଦକ୍ଷତା ରହିଛି।

less

Posts by

Special story
ଅନାଥ ଯୁବତୀଙ୍କୁ ସାହା ହେଲେ ଦୁଇ ଯବାନ୍, ଭାଇ ସାଜି ବିବାହ କରାଇଲେ . . .

ନିଜ ଗାଁର ଅନାଥ ଯୁବତୀଙ୍କ ବାହାଘର ଖର୍ଚ୍ଚ ବହନ କଲେ ଯବାନ

Devendra fadnavis
ଜୁଲାଇ ୧ରେ ଶପଥ ନେବେ ଦେବେନ୍ଦ୍ର ଫଡନାଭିସ !

ଆସନ୍ତାକାଲି ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଇପାରନ୍ତି ଦେବେନ୍ଦ୍ର ଫଡନାଭିସ ।

ratha jatra
ତିନି ରଥର ସୁରକ୍ଷା ପାଇଁ ତିନିଟି ଫାୟାର ଫାଇଟିଂ ଟିମ୍

୯୦ଜଣ ଲାଇଫ୍ ଗାର୍ଡ ଓ ୩୦୦ଜଣ ଘରୋଇ ଲାଇଫ୍ ଗାର୍ଡ ମୁତୟନ ହେବେ

Andhra Pradesh
ବିଲକୁ ଯିବାବେଳେ ଅଟୋ ଉପରେ ଖସି ପଡ଼ିଲା ବିଦ୍ୟୁତ ତାର : ଜୀବନ୍ତ ଜଳିଗଲେ ୮ଚାଷୀ

ଚାଷ କାମକୁ ଯିବାବେଳେ ଅଘଟଣ, ବିଦ୍ୟୁତ ତାର ସଂସ୍ପର୍ଶରେ ଆସି ଜଳିଗଲେ ୮ଚାଷୀ

human trafficking
ଓଡ଼ିଶାରୁ ମହାରାଷ୍ଟ୍ରକୁ ମାନବ ଚାଲାଣ ସନ୍ଦେହ : ୧୧ ଜଣ ଉଦ୍ଧାର

ରେଲୱେ ଷ୍ଟେସନରେ ହଇଚଇ, ଟ୍ରେନ ଯୋଗେ ମାନବ ଚାଲାଣ ହେଉଥିବା ସନ୍ଦେହ ।

Special story
ମମିତା ହତ୍ୟା ମାମଲାର ମୁଖ୍ୟ ଅଭିଯୁକ୍ତକୁ ମିଳିଲା ଜାମିନ

ସ୍ତ୍ରୀ ଓ ପୁଅର ଚିକିତ୍ସା ପାଇଁ ଅନ୍ତରୀଣ ଜାମିନ ମାଗିଥିଲେ ଗୋବିନ୍ଦ ।

Special story
ଅଡ଼ୁଆରେ ଟୁଙ୍ଗୁରୁ ଭୋଳ ଓ ବର୍ଷା : ଉଭୟଙ୍କ ବିରୋଧରେ ଥାନାରେ ମାମଲା

ଅଳ୍ପ ଦିନରେ ଷ୍ଟାର ପାଲଟିଥିବା ଟୁଙ୍ଗୁରୁ ଏବେ ଅକଳରେ ପଡ଼ିଛନ୍ତି । ତାଙ୍କ ବିରୋଧରେ ଥାନାରେ ଅଭିଯୋଗ କରାଗଲାଣି ।

Special story
ସୁଟକେସରୁ ଝିଟିପିଟି, କଇଁଛ ସମେତ ୧୦୯ ପ୍ରାଣୀ ଉଦ୍ଧାର : ଥାଇଲାଣ୍ଡରେ ଦୁଇ ଭାରତୀୟ ମହିଳା ଗିରଫ

ସୁଟକେସରେ ପଶୁ ଚୋରା ଚାଲାଣ କରୁଥିଲେ , ବିମାନ ବନ୍ଦରରେ ଧରାପଡ଼ିଗଲେ ।

Odisha Assembly
୬ ଘଣ୍ଟା ଚାଲିବ ଗୃହ କାର୍ଯ୍ୟ : ଜୁଲାଇ ୨ରୁ ବିଧାନସଭାର ମୌସୁମୀ ଅଧିବେଶନ

ଅପରାହ୍ନ ଅଧିବେଶନ ଘଣ୍ଟାଏ ବଢ଼ି ୪ଟାରୁ ୭ଟା ପର୍ଯ୍ୟନ୍ତ ଚାଲିବାକୁ ସର୍ବଦଳୀୟ ବୈଠକରେ ନିଷ୍ପତ୍ତି

Special story
କହ୍ନେୟା ଲାଲଙ୍କ ଶେଷ ଦର୍ଶନ ପାଇଁ ଆସିଲେ ଶତାଧିକ ଲୋକ : ବିଶାଳ ଶୋଭାଯାତ୍ରାରେ ନିଆଗଲା ମୃତଦେହ

ଆଜି କହ୍ନେୟା ଲାଲଙ୍କ ଅନ୍ତିମ ସଂସ୍କାର କରାଯାଉଛି । ତେବେ ତାଙ୍କ ଅନ୍ତିମ ସଂସ୍କାରରେ ପ୍ରବଳ ଜନସମାଗମ ଦେଖିବାକୁ ମିଳିଛି ।

Special story
ଭୁଲରେ ଥରକେ ମିଳିଗଲା ୨୮୬ ମାସର ଦରମା : ଟଙ୍କା ମିଳିବା ପରେ କର୍ମଚାରୀ ଫେରାର୍‌

ଏକ ମାସରେ ମିଳିଲା ୨୮୬ ମାସର ଦରମା । ଫେରାଇବା ବଦଳରେ କମ୍ପାନୀକୁ ଚକମା ଦେଇ କର୍ମଚାରୀ ଗାୟବ୍ ।

Special story
କୁନି ଝିଅ ସୋନାଲୀ ସହୁଛି ଅକଥନୀୟ ଯନ୍ତ୍ରଣା : ଅପରେସନ୍‌ ସମୟରେ ରହିଯାଇଛି ସିଲଭର ତାର

ଯିଏ ଦେଖୁଛି ଆହା ପଦେ କହୁଛି, ଶୀଘ୍ର ସୁସ୍ଥ ହେଉ ବୋଲି କାମନା ବି କରୁଛନ୍ତି ।

covid case
ରାଜ୍ୟରେ ପୁଣି ଉପର ମୁହାଁ କରୋନା ସଂକ୍ରମଣ : ରଥଯାତ୍ରାରେ ଲକ୍ଷ ଲକ୍ଷ ଭକ୍ତଙ୍କ ସମାଗମ ଦୃଷ୍ଟିରୁ ବଢିଲା ଚିନ୍ତା

ରାଜ୍ୟରେ ପୁଣି ଉପରମୁହାଁ ସଂକ୍ରମଣ,ଖୋର୍ଦ୍ଧାରେ ବଢ଼ୁଛି କରୋନା ରୋଗୀଙ୍କ ସଂଖ୍ୟା

groom-touches-bride-feet
ବରଣମାଳା ପିନ୍ଧାଇବା ପରେ କନ୍ୟାର ପାଦ ଛୁଇଁଲା ବର

ବିବାହ ପରର ଦୃଶ୍ୟ ସମସ୍ତଙ୍କୁ ଅବାକ୍‌ କରିଦେଲା । ନାରାଜ ହୋଇଗଲେ ପଣ୍ଡିତ ।

ସୋମାକ ଅନୁଷ୍ଠାନରୁ ସାମ୍ବାଦିକତାରେ ମାଷ୍ଟର ଡିଗ୍ରୀ ହାସଲ ପରେ ରାଜ୍ୟର ପ୍ରମୁଖ ଖବରକାଗଜ ଟିଭିରେ ଶିକ୍ଷାନବୀଶ ଭାବେ କାର୍ଯ୍ୟାରମ୍ଭ। ଏହାପରେ ଡିଜିଟାଲ ସାମ୍ବାଦିକତା ଦୁନିଆଁରେ ଦୀର୍ଘ ୪ ବର୍ଷ ଧରି ବୃତ୍ତିଗତ ଜୀବନ ଜାରି ରଖିଛନ୍ତି। ଆଞ୍ଚଳିକ ଓ ଦେଶବିଦେଶର ଖବରକୁ ସ୍ୱତନ୍ତ୍ର ଭାବେ ଉପସ୍ଥାପନ କରିବାରେ ଦକ୍ଷତା ରହିଛି।