• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

ସୋମାକ ଅନୁଷ୍ଠାନରୁ ସାମ୍ବାଦିକତାରେ ମାଷ୍ଟର ଡିଗ୍ରୀ ହାସଲ ପରେ ରାଜ୍ୟର ପ୍ରମୁଖ ଖବର ...more

ସୋମାକ ଅନୁଷ୍ଠାନରୁ ସାମ୍ବାଦିକତାରେ ମାଷ୍ଟର ଡିଗ୍ରୀ ହାସଲ ପରେ ରାଜ୍ୟର ପ୍ରମୁଖ ଖବରକାଗଜ ଟିଭିରେ ଶିକ୍ଷାନବୀଶ ଭାବେ କାର୍ଯ୍ୟାରମ୍ଭ। ଏହାପରେ ଡିଜିଟାଲ ସାମ୍ବାଦିକତା ଦୁନିଆଁରେ ଦୀର୍ଘ ୪ ବର୍ଷ ଧରି ବୃତ୍ତିଗତ ଜୀବନ ଜାରି ରଖିଛନ୍ତି। ଆଞ୍ଚଳିକ ଓ ଦେଶବିଦେଶର ଖବରକୁ ସ୍ୱତନ୍ତ୍ର ଭାବେ ଉପସ୍ଥାପନ କରିବାରେ ଦକ୍ଷତା ରହିଛି।

less

Posts by

2002 Gujarat Riots
ଦୀର୍ଘ ବର୍ଷର ଲଢ଼େଇ ପରେ ସତ ପଦାକୁ ଆସିଛି : ଗୁଜୁରାଟ ଦଙ୍ଗା ମାମଲାର ରାୟ ଆସିବା ପରେ ମୁହଁ ଖୋଲିଲେ ଗୃହମନ୍ତ୍ରୀ

ଗୁଜୁରାଟ ଦଙ୍ଗା ଉପରେ ସୁପ୍ରିମକୋର୍ଟଙ୍କ ନିଷ୍ପତ୍ତି ସମ୍ପର୍କରେ ଗୃହମନ୍ତ୍ରୀ ଅମିତ ଶାହା ଶନିବାର ଦିନ ନ୍ୟୁଜ୍ ଏଜେନ୍ସି ANIକୁ ଦେଇଥିବା ଏକ ସାକ୍ଷାତକାରରେ କହିଛନ୍ତି, ଦୀର୍ଘ ଦିନ ଧରି ଲଢ଼େଇ ପରେ ସୁନା ଭଳି ସତ୍ୟ ପଦାକୁ ଆସିଛି ।

Special story
ମହାରାଷ୍ଟ୍ରରେ ରାଜନୈତିକ ହଟଚମଟ ଜାରି : ଉଦ୍ଧବ କହିଲେ ଶେଷ ଯାଏଁ ଲଢିବି

ଦଳୀୟ ନେତୃତ୍ୱ ବିରୁଦ୍ଧରେ ବିଦ୍ରୋହ ଘୋଷଣା କରିଥିବା ଏକନାଥ ସିନ୍ଦେଙ୍କର ବଢିବାରେ ଲାଗିଛି ବଳ

Special story
ସ୍ତ୍ରୀକୁ କାମୁଡ଼ିଥିବା ସାପକୁ ଧରି ହସ୍ପିଟାଲରେ ହାଜର ସ୍ୱାମୀ, ଡାକ୍ତର ଛାନିଆ

ସ୍ତ୍ରୀକୁ କାମୁଡ଼ିଲା ସାପ : ବୋତଲରେ ସର୍ପକୁ ଧରି ହସ୍ପିଟାଲରେ ହାଜର ସ୍ୱାମୀ

Special story
ପାରିବାରିକ ଅଶାନ୍ତି ଥିଲା କି ? ରାଇଙ୍କ ଆତ୍ମହତ୍ୟା ସମ୍ପର୍କରେ ଚାଞ୍ଚଲ୍ୟକର ଖୁଲାସା କଲେ ପଡ଼ୋଶୀ

ରାଇମୋହନଙ୍କ ମୃତ୍ୟୁ ପାଇଁ ଦାୟୀ କିଏ? ସନ୍ଦେହ ଭିତରେ ଖଳନାୟକଙ୍କ ମୃତ୍ୟୁ ଘଟଣା . ..

Ollywood actor Raimohan Parida no more
ରାଇଙ୍କ ପାଇଁ ହାସ୍ୟ ଅଭିନେତାଙ୍କ ଆଖିରେ ଲୁହ : ସ୍କ୍ରିନ୍‌ ଉପରେ କାନ୍ଦି ପକାଇଲେ ଜୟୀ

ସେ ସବୁବେଳେ କହେ ମୋର ଆହୁରି କିଛି କରିବାର ଅଛି, ଆହୁରି କିଛି ଶିଖିବାର ଅଛି । ଅଭିନୟ ଦିଗରେ ଆଶା ବହୁତ ଥିଲା ।

pakistan
ଘରୁ କାମ କର, ଏସି କମ୍‌ ଚଳାଅ : କର୍ମଚାରୀଙ୍କୁ ଅପିଲ କଲା ପାକିସ୍ତାନର ସେଣ୍ଟ୍ରାଲ ବ୍ୟାଙ୍କ

ପାକିସ୍ତାନରେ ସଙ୍କଟ । କେବେ ଚା ପିଆ କମାଇବାକୁ କୁହାଯାଉଥିବା ବେଳେ ଏବେ ଏସି କମା କରି ଲଗାଇବାକୁ କର୍ମଚାରୀକୁ ଅନୁରୋଧ କରାଯାଇଛି ।

Raimohan Passes Away
‘ସେ ସେମିତିକା ପିଲା ନୁହେଁ’ : ରାଇମୋହନଙ୍କ ମୃତ୍ୟୁ ଖବର ଶୁଣି କାନ୍ଦିଲେ ଅଭିନେତା ଅଶ୍ରୁମୋଚନ

ସେ ସେମିତିଆ ପିଲା ନୁହେଁ । କେତେ ଦୁଃଖ ଆଉ ସଂଘର୍ଷରୁ ବାହାରି ଆସିଛି ।

Raimohan Parida
ନିରବିଗଲେ ରାଇମୋହନ : ସବୁଦିନ ପାଇଁ ମନେ ରହିବ ତାଙ୍କର ଦମ୍‌ଦାର ଡାଇଲଗ୍‌

ସେ ଚାଲିଗଲେ ସତ ହେଲେ ଦର୍ଶକଙ୍କୁ ସବୁଦିନ ପାଇଁ ମନେ ପଡ଼ିବ ତାଙ୍କର ଦମଦାର ଡାଇଲଗ୍‌

Special story
୧୨୦୦୦ ଫୁଟ ଉଚ୍ଚର ପର୍ବତ ଆରୋହଣ କରି ଚର୍ଚ୍ଚାରେ କ୍ୟାନସର ବିଜୟିନୀ

କ୍ୟାନସରକୁ ମାତ୍‌ ଦେଇଥିବା ସ୍ୱାଗତିକା ଦୁଃସାହସିକ ପର୍ବତ ଆରୋହରଣ କରି ପୁଣି ଚର୍ଚ୍ଚାକୁ ଆସିଛନ୍ତି ।

Special story
ଆମ୍ବ ପାଇଁ ହତ୍ୟାକାଣ୍ଡ : ବାପା ଓ ଭାଇଙ୍କ ନିର୍ଘାତ ମାଡ଼ରେ ଯୁବକ ମୃତ

ଆମ୍ବ ପାଇଁ ରକ୍ତସମ୍ପର୍କ ଭୁଲିଗଲେ ପରିବାର ଲୋକ । ବାପା ଓ ବଡ଼ ଭାଇ ମିଶି ପିଟି ପିଟି ସାନ ପୁଅକୁ ମାରିଦେଲେ ।

Special story
ମହାରାଷ୍ଟ୍ରର ଉଦ୍ଧବ ସରକାରଙ୍କ ପ୍ରତି ବିପଦ ଘନେଇଲା : ମିଳୁନାହାନ୍ତି ଶିବସେନାର ୧୦ରୁ ୧୨ ବିଧାୟକ

ବରିଷ୍ଠ ନେତା ଏକନାଥ ସିନ୍ଧେଙ୍କ ନେତୃତ୍ୱରେ ବିଦ୍ରୋହକୁ ଓହ୍ଲାଇଥିବା ସୂଚନା

Special story
‘ଯୋଗ କୌଣସି ବ୍ୟକ୍ତି ପାଇଁ ନୁହେଁ, ସମଗ୍ର ମାନବ ଜାତି ପାଇଁ’

ଯୋଗ ଜୀବନର ଏକ ଅଂଶ ନୁହେଁ, ଏହା ଜୀବନଶୈଳୀ

Special story
ସଂକଟ ବେଳେ ସହାୟତା ଲୋଡିଲା ଶ୍ରୀଲଙ୍କା : ଔଷଧ, ଖାଦ୍ୟ ଓ ସାର ଯୋଗାଇ ଦେବାକୁ ଅନୁରୋଧ

ପ୍ରଧାନମନ୍ତ୍ରୀ ରନିଲ ବିକ୍ରମସିଙ୍ଘେ ଅଷ୍ଟ୍ରେଲିଆ ସରକାରଙ୍କୁ ଓଷଧ, ଖାଦ୍ୟ ଓ ସାରା ଭଳି ଅତ୍ୟାବଶ୍ୟକ ସାମଗ୍ରୀ ଯୋଗାଇ ଦେବାକୁ ଅପିଲ୍ କରିଛନ୍ତି

International Yoga Day
ଆଜି ଆନ୍ତର୍ଜାତିକ ଯୋଗ ଦିବସ

ଯୋଗ, ଏକ ଶାରୀରିକ, ମାନସିକ ଏବଂ ଆଧ୍ୟାତ୍ମିକ ଅଭ୍ୟାସ । ପ୍ରାୟ ୬ ହଜାର ବର୍ଷ ପୂର୍ବେ ଭାରତରେ ଏହାର ଉତ୍ପତ୍ତି ହୋଇଥିଲା ବୋଲି କୁହାଯାଏ

Special story
ଭାତ ରାନ୍ଧିବା ଠାରୁ ଆରମ୍ଭ କରି ଖାଇବା ପର୍ଯ୍ୟନ୍ତ : ସରିତାଙ୍କ ରୋଷେଇ ଘରେ ସବୁ ମାଟି ତିଆରି

ମାଟି ତିଆରି ପାତ୍ରରେ ଖାଇ ସୁସ୍ଥ ଥିବା କହିଛନ୍ତି ସରିତାଙ୍କ ପରିବାର ଲୋକ ।

Special story
ବିଷ ଖାଇ ଆତ୍ମହତ୍ୟା କଲେ ଗୋଟିଏ ପରିବାରର ୯ ଜଣ : ସ୍ଥାନୀୟ ଅଞ୍ଚଳରେ ଚାଞ୍ଚଲ୍ୟ

ମହାରାଷ୍ଟ୍ର ସାଙ୍ଗଲି ଜିଲ୍ଲା ମହିସାଲ୍ ସହରରେ ଚାଞ୍ଚଲ୍ୟକର ଘଟଣା

Special story
ସୂଚନା ଅଧିକାର ଆଇନ ପରିସରକୁ ଆସିବ ରାଜ୍ୟ ଭିଜିଲାନ୍ସ

ଗୋପନୀୟ ଓ ସଂବେଦନଶୀଳ ପ୍ରସଙ୍ଗ ଛାଡ଼ି ଅନ୍ୟ ସବୁ RTIକୁ ଆସିବ

ସୋମାକ ଅନୁଷ୍ଠାନରୁ ସାମ୍ବାଦିକତାରେ ମାଷ୍ଟର ଡିଗ୍ରୀ ହାସଲ ପରେ ରାଜ୍ୟର ପ୍ରମୁଖ ଖବରକାଗଜ ଟିଭିରେ ଶିକ୍ଷାନବୀଶ ଭାବେ କାର୍ଯ୍ୟାରମ୍ଭ। ଏହାପରେ ଡିଜିଟାଲ ସାମ୍ବାଦିକତା ଦୁନିଆଁରେ ଦୀର୍ଘ ୪ ବର୍ଷ ଧରି ବୃତ୍ତିଗତ ଜୀବନ ଜାରି ରଖିଛନ୍ତି। ଆଞ୍ଚଳିକ ଓ ଦେଶବିଦେଶର ଖବରକୁ ସ୍ୱତନ୍ତ୍ର ଭାବେ ଉପସ୍ଥାପନ କରିବାରେ ଦକ୍ଷତା ରହିଛି।