ସର୍ବସମ୍ମୁଖରେ ଜୁନିୟର ଗଳାରେ ମଙ୍ଗଳସୂତ୍ର ବାନ୍ଧିଥିବା ନାବାଳକ ଗିରଫ ।
ଶୋଭା ପାଉଛି ୨ ଶହରୁ ଅଧିକ ଦେବାଦେବୀଙ୍କ ମୂର୍ତ୍ତି,ଆକର୍ଷଣର କେନ୍ଦ୍ରବିନ୍ଦୁ ସାଜିବ ୨ କିଲୋମିଟରର ରୋପ୍ ୱେ
ନାକେଦମ୍ କଲା ମୂଷା, ଲାଗିଲା ନିଆଁ । ମୂଷା ପାଇଁ ୮ଘଣ୍ଟା ବିଦ୍ୟୁତ୍ ସେବା ଠପ୍ ହେଲା ।
ଦୀପାବଳି ପୂର୍ବରୁ ରେଳବାଇ କର୍ମଚାରୀଙ୍କୁ ବଡ଼ ଭେଟି ଦେଇଛନ୍ତି କେନ୍ଦ୍ର ସରକାର
ଡାକ୍ତରଙ୍କୁ ଭଗବାନ୍ ଭାବି ଭରସା କରିଥିଲେ, ହେଲେ ସେ ଆଖି ତାଡ଼ି ନେଇଗଲେ । ଏବେ ହାତରେ କାଚ ଗୁଲି ଧରି ଘରୁ ଡାକ୍ତରଖାନା, ଆଉ ସେଠାରୁ ଥାନା ଦୌଡ଼ି ଦୌଡ଼ି ନୟାନ୍ତ ହୋଇଗଲେଣି ବୃଦ୍ଧ ।
ଲୋକମାନେ ‘ଧରତୀ ପୁତ୍ର ଅମର ରହେ’ର ସ୍ଲୋଗାନ ଦେଇ ମୁଲାୟମଙ୍କୁ ଶେଷ ବିଦାୟ ଦେଇଛନ୍ତି ।
ପ୍ରଥମ ଥର ପାଇଁ ବୈଜ୍ଞାନିକମାନେ ମା’ କ୍ଷୀରରେ ମାଇକ୍ରୋପ୍ଲାଷ୍ଟିକ୍ ପାଇଥିବା ଦାବି କରିଛନ୍ତି ,ନବଜାତ ଶିଶୁ ଉପରେ କଣ ପଡ଼ିବ ଏହାର ପ୍ରଭାବ , ସେ ନେଇ ନାନା କଳ୍ପନା ଆରମ୍ଭ ହୋଇଛି ।
ଗୁରୁତର ଅବସ୍ଥାରେ ନାବାଳକକୁ କଟକ ଏସ୍ସିବି ସ୍ଥାନାନ୍ତର କରାଯାଇଛି ।
ସାବଧାନ ! ଅନଲାଇନ୍ରେ କଲ୍ କରି ଯୁବପିଢିଙ୍କୁ ଫସାଉଛନ୍ତି ମାୟାବିନୀ। କଲ୍ ରିସିଭ୍ କଲା ମାତ୍ରେ ଖୋଲି ଦେଉଛନ୍ତି ପୂରା ପୋଷାକ।
ସୁରକ୍ଷା ଦୃଷ୍ଟିରୁ ଭିସିରେ ଚାଲିଛି ଅର୍ଚ୍ଚନା ନାଗଙ୍କ ଜାମିନ୍ ଆବେଦନର ଶୁଣାଣି ।
ଖଣ୍ଡଗିରି ଥାନାରେ ଜଣେ ପୀଡ଼ିତା କରିଥିବା ଏତଲାରୁ ସାଂଘାତିକ ତଥ୍ୟ ସାମ୍ନାକୁ ଆସିଛି । ଅର୍ଚ୍ଚନା ଓ ତାଙ୍କ ସ୍ୱାମୀ ଏଭଳି କରିଥିବା ଏତଲାରେ ଉଲ୍ଲେଖ କରିଛନ୍ତି ପୀଡ଼ିତା ।
ତଦନ୍ତରେ ପୋଲିସ ବିଫଳ ହୋଇଛି । ସଂପୃକ୍ତ ବ୍ୟକ୍ତିଙ୍କ ନାଁ କାହିଁକି ଖୁଲାସା କରୁନି ବୋଲି ବିଜେପି ପକ୍ଷରୁ କୁହାଯାଇଛି ।
ଡାକ୍ତରଖାନାରେ ଡାକ୍ତର ଉପସ୍ଥିତ ନଥିବାରୁ ନର୍ସ ଚିକିତ୍ସା କରୁଥିଲେ, ଏବେ ଚିକିତ୍ସା ଅବହେଳା ଯୋଗୁଁ ଶିଶୁ ମୃତ୍ୟୁ ହୋଇଥିବା ପରିବାର ଲୋକ ଅଭିଯୋଗ କରିଛନ୍ତି ।
କାମର ଚାପରୁ କର୍ମଚାରୀଙ୍କୁ ସାମୟିକ ବିରତି ଦେବାକୁ ଏପରି ନିଷ୍ପତ୍ତି ନେଇଛି କମ୍ପାନୀ ।
ପ୍ରେମ କାହାକୁ ଜୀବନ ଦିଏ ତ କାହାର ଜୀବନ ନେଇଯାଏ । ଏପରି ଜଣେ ଯୁବକ ପ୍ରେମ ପାଇଁ ଜୀବନ ହାରି ଦେଇଛନ୍ତି ।
ସ୍କୁଲ ସାମ୍ନାରେ ଝୋଟିଚିତା ସାଙ୍ଗକୁ ରଙ୍ଗୋଲି । ଭଜନ କୀର୍ତ୍ତନର ତାଳେ ତାଳେ ସାରଙ୍କୁ ବିଦାୟ ଦେଲେ ଛାତ୍ରଛାତ୍ରୀ ।
ଏବେ ବି ସେ ଚିଠି ପଢ଼ିଲେ ଆଖିରୁ ଧାର ଧାର ହୋଇ ଲୁହ ବାହାରି ଯାଏ । ପୁରୁଣା ସ୍ମୃତିର ଦିନକୁ ମନେ ପକାଇଲେ ଡାକବାଲା ।
ବଲାଙ୍ଗିର ବନ୍ଧପଡା ଫାଣ୍ଡି କରୁଆଝର ଗାଁରେ ଏଭଳି ଦୁଃଖଦ ଘଟଣା ଘଟିଛି ।
ୟୁକ୍ରେନର ରାଜଧାନୀ କିଭ୍ ଉପରେ ଋଷ୍ ରକେଟ୍ ପରେ ରକେଟ୍ ଆକ୍ରମଣ କରିଛି ।
ହିଜାବକୁ ନେଇ ହିଂସା ଥମିବାର ନାଁ ନେଉନି । ନୀରିହ ଶିଶୁଙ୍କ ସମେତ ସାଧାରଣ ନାଗରିକଙ୍କ ମୁଣ୍ଡ ନେଉଛି ।