୧ ଲକ୍ଷ ଟଙ୍କାର ୨ ଜାମିନଦାରଙ୍କ ବଦଳରେ ଜାମିନ ମଞ୍ଜୁର କରାଯାଇଛି ।
ପୂର୍ଣ୍ଣ ରାଷ୍ଟ୍ରୀୟ ମର୍ଯ୍ୟାଦାରେ ମୁଲାୟମଙ୍କ(Mulayam Singh Yadav) ଶେଷକୃତ୍ୟ କରାଯିବ ବୋଲି କହିଛନ୍ତି ୟୁପି ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ।
ଚାଲିଗଲେ ମୁଲାୟମ ସିଂ ଯାଦବ । ତାଙ୍କ ଦେହାନ୍ତ ପରେ ପରିବାରରେ ଶୋକର ଛାୟା।
ପ୍ରାର୍ଥୀ ଘୋଷଣା କରିଛି ବିଜେପି କେନ୍ଦ୍ରୀୟ ନିର୍ବାଚନ କମିଟି ।
ମହିଳାଙ୍କୁ ସ୍ୱାବଲମ୍ବୀ ଓ ରୋଜଗାରକ୍ଷମ କରିବା ପାଇଁ କରୋନା ମହାମାରୀ ବେଳେ ସରକାର ଆରମ୍ଭ କରିଥିବା ମୋ ଉପକାରୀ ବଗିଚା ଯୋଜନା ଏବେ ବାଟବଣା
ଅଚାନକ ପରିବା କିଣିବା ପାଇଁ ବଜାରରେ ପହଞ୍ଚିଗଲେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ (Nirmala Sitharaman)।
ଯୁବକଙ୍କ ପ୍ରେମରେ ପାଗଳ ହୋଇ ଝିଅ ସାମ୍ନାରେ ଜୀବନ ହାରିଲେ ତିନି ପିଲାର ମା’ ।
ମଲା ଲୋକଙ୍କ ନାଁରେ କିଏ ଉଠାଉଛି ଭତ୍ତା ଟଙ୍କା ? ଟିପ ଚିହ୍ନ କାହାର ? ଟଙ୍କା ବାଣ୍ଟିବା ଦାୟିତ୍ୱ ପିଇଓଙ୍କର ଥିବା ବେଳେ ସେ ହିଁ ଉତ୍ତରଦାୟୀ ରହିବା କଥା । ତେବେ ଏଠି ପିଇଓ ତଦନ୍ତ ଚାଲିଥିବା କଥା କହି ପ୍ରଶ୍ନକୁ ଏଡ଼ାଇ ଯାଉଥିବାରୁ କିଛି...
ରାଷ୍ଟ୍ରପତିଙ୍କ ପ୍ରତି ଅପଶଦ୍ଦ ବ୍ୟବହାର, ପଦାରେ ପଡ଼ିଲା କଂଗ୍ରେସର ଦେବାଳିଆ ଚିନ୍ତାଧାରା ?
ନାବାଳକଙ୍କୁ ଘରକୁ ଡାକି ଦୋକାନୀ ଲଲିପପ୍ ଦେଇଥିବା ଅଭିଯୋଗ । ଏବେ ମୋହନା ପୋଲିସ ତଦନ୍ତ ଆରମ୍ଭ କରିଛି ।
କାଗଜ କଲମରେ କାଜୁ ଚାଷ । ୩୦୦ କାଜୁ ଗଛ ଚାଷ ପାଇଁ ମନରେଗା ଯୋଜନାରୁ ଟଙ୍କା ମଞ୍ଜୁର ହେଲା, ଫଳକ ଲାଗିଲା, ତେବେ ଗଛର ଚିହ୍ନ ବର୍ଣ୍ଣ ନାହିଁ । କିନ୍ତୁ ବିଲ୍ ହୋଇଛି ଲକ୍ଷାଧିକ ଟଙ୍କା ।
ସୂର୍ଯ୍ୟବଂଶୀ ବିଜେପି ପ୍ରାର୍ଥୀ ହେବା ନିଶ୍ଚିତ ପରେ କ୍ୟାମ୍ପେନ ଆରମ୍ଭ,ପିସିସି ସଭାପତି କହିଲେ ଖୁବଶୀଘ୍ର କଂଗ୍ରେସ ପ୍ରାର୍ଥୀ ଘୋଷଣା...
ସ୍ନେହ ମମତା ଆଉ ଆଦର ପାଇଁ ଏହି ଦୁନିଆରେ ସମସ୍ତେ ପାଗଳ । ତେବେ ସେହି ସମ୍ପର୍କର ଡୋର ଛିଣ୍ଡାଇ ସବୁଦିନ ପାଇଁ ଆର ପାରିକୁ ଚାଲିଯାଇଛି ନୀରିହ ମାଙ୍କଡ଼ର ଜୀବନ ।
ଶନିବାର ଅପରାହ୍ନରେ ମୁମ୍ବାଇର ନ୍ୟୁ ତିଲକ ନଗର ଅଞ୍ଚଳର ଏକ ଆବାସିକ କୋଠାରେ ଅଗ୍ନିକାଣ୍ଡ ଘଟିଛି ।
ସଭାରେ ହିନ୍ଦୁ ବିରୋଧୀ ବୟାନ୍ ଦେଇ ବିବାଦରେ ଆପ୍ ମନ୍ତ୍ରୀ ।
ମନ ମୁତାବକ ଚାନ୍ଦା ଦେଲେନି ଗାଁ ଲୋକ, ରାଗ ଜର ଜର ହୋଇ ପାଣି ଦେଲେନି ପମ୍ପ ଚାଳକ ।
ଅଡ଼ୁଆରେ ଦିଲ୍ଲୀ ଆପ୍ ସରକାର। ନୂଆ ମଦ ନୀତିରେ ଅନିୟମିତତା ଅଭିଯୋଗକୁ ନେଇ ଗତକାଲି ଦ୍ୱିତୀୟ ଥର ପୁଣି ବଡ଼ ଧରଣର ଚଢ଼ାଉ କରିଛି ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ।
ନୂଆ ବ୍ୟବସ୍ଥା ଅନୁସାରେ ୩୦ ମିନିଟ ଭିତରେ ପାଞ୍ଚ ଥର ଏଡିଟ୍ ହୋଇପାରିବ ଟ୍ୱିଟ୍ ।
ପୋଷା କୁକୁର ନିଖୋଜ୍ ହେବା ପର ଠାରୁ ମାଲିକାଣୀ ମେଘା ଶାନ୍ତିରେ ଶୋଇପାରୁ ନାହାନ୍ତି । ଶେଷରେ ଛୁଟି ନେଇ ଲଣ୍ଡନରୁ ଭାରତ ଆସିଲେ । ମେଘାଙ୍କ ସହିତ ତାଙ୍କ ସ୍ୱାମୀ ମଧ୍ୟ ଆସିଛନ୍ତି ।